ଏୟାର୍‌ଟେଲ୍‌ ୫ଜି ବିକଶିତ ଓ ୪ଜି ଉନ୍ନତିକରଣ ଉପରେ ଗୁରୁତ୍ୱ

July 28, 2020, ଦେଶ, , Anupambharat News Bureau


ଏୟାର୍‌ଟେଲ୍‌ ୫ଜି ବିକଶିତ ଓ ୪ଜି ଉନ୍ନତିକରଣ ଉପରେ ଗୁରୁତ୍ୱ
Anupambharat News Bureau
July 28, 2020

ନୂଆଦିଲ୍ଲୀ:ଦେଶର ଅଗ୍ରଣୀ ଟେଲିକମ୍‌ କମ୍ପାନୀ ଭାରତୀୟ ଏୟାର୍‌ଟେଲ୍‌ ୫ଜି ବିକଶିତ ଓ ୪ଜି ଉନ୍ନତିକରଣ ଉପରେ ଅଧିକ ଗୁରୁତ୍ୱ ଦେଇଛି । ୫ଜି ବିକଶିତ ଦିଗରେ ଟ୍ରାଏଲ୍‌ ଜାରି ରଖିଛି । ଯାହା କିଛିମାତ୍ରାରେ ଟେଲିକୋ ୫ଜି କ୍ଷମତା ସହାୟକ ହେବ । ବ୍ରୋଡ୍‌ବ୍ୟାଣ୍ଡ୍‌ (ଇଏମ୍‌ବିବି) ଓ ଇଣ୍ଡଷ୍ଟି୍ରଆଲ୍‌ ବ୍ୟବହାର କ୍ଷେତ୍ରରେ ଆପ୍ଳିକେସନ୍‌ ହୋଇଛି । ଟେଲିକୋ ସମ୍ପୂର୍ଣ୍ଣ ଭାବରେ ୪ଜି ଉନ୍ନତିକରଣ ଷ୍ଟେସନ୍‌ ସହିତ ୫ଜି କ୍ଷମତା ହାସଲ କରିଛି । ହାଇସ୍ପିଡ୍‌ ଡାଟା ଚାହିଦା ବୃଦ୍ଧି ପାଇଥିବାରୁ ଆବଶ୍ୟକୀୟ ୫ଜି ସେବା ବିଶ୍ୱର ସର୍ବବୃହତ ଟେଲିକମ୍‌ ବଜାରରେ ରହିଛି । ବର୍ତ୍ତମାନ ନେଟ୍‌ୱାର୍କ ପ୍ରସ୍ତାବ ଅନୁସାରେ ନିବେଶ ଶ୍ରେଷ୍ଠ ସଂଯୋଗ ଏୟାର୍‌ଟେଲ୍‌ ଗ୍ରାହକ ୫ଜି ସେବା ଭବିଷ୍ୟତରେ ପ୍ରଦାନ କରାଯାଇ ପାରିବ । ଟେଲିକୋ ବାର୍ଷିକ ରିପୋର୍ଟ ଆର୍ଥିକ ୧୯-୨୦ ନିକଟରେ ଜାରି ହୋଇଛି । ପ୍ରସ୍ତìତି ଓ କାର୍ଯ୍ୟକାରୀ ଟ୍ରାଏଲ୍‌ ସମ୍ପୂର୍ଣ୍ଣ ଜାରି ରହିବା ସହ ପରୀକ୍ଷଣ ପ୍ରଭାବ ସ୍ପେକଫ୍ରମ୍‌ ଉପଲବ୍ଧ ଉପରେ ଗୁରୁତ୍ୱ ଦେବା ଉଚିତ । ଏୟାର୍‌ଟେଲ୍‌ର ପ୍ରମୁଖ ପ୍ରତିଦ୍ୱନ୍ଦୀ ଭାବରେ ରିଲାଏନ୍ସ ଜିଓ ମଧ୍ୟ ୫ଜି ଟ୍ରାଏଲ୍‌ ଦେଶରେ କରିବା ପ୍ରସ୍ତìତି କରିଛି । ନିଜସ୍ୱ ଟେକ୍ନୋଲୋଜିରେ ବ୍ୟବହା କରିବା ଦିଗରେ ଯୋଜନା କରିଛି । ଜିଓ ମେଡ୍‌ ଇନ୍‌ ଇଣ୍ଡିଆ ୫ଜି ସମ୍ପୂର୍ଣ୍ଣ ଟ୍ରାଏଲ୍‌ ଖୁବ୍‌ ଶୀଘ୍ର ୫ଜି ସ୍ପେକଫ୍ରମ୍‌ ଉପଲବ୍ଧ ହେବା ସହ ଆସନ୍ତା ବର୍ଷ ଠାରୁ ମୁତୟନ ହେବ ବୋଲି ରିଲାଏନ୍ସ ଚେୟାର୍‌ମ୍ୟାନ୍‌ ମୁକେଶ ଅମ୍ବାନୀ ପ୍ରକାଶ କରିଥିଲେ । ସମସ୍ତ ଟେଲିକମ୍‌ ଅପରେଟର ଦେଶରେ ୫ଜି ସ୍ପେକଫ୍ରମ୍‌ ଟ୍ରାଏଲ୍‌,ଏୟାର୍‌ଟେଲ୍‌ ଓ ଭୋଡାଫୋନ୍‌ ପାର୍ଟନର୍‌ ହ୍ୱ୍ୟୱଇ, ଜେଟିଇ, ଏରିକ୍‌ସନ୍‌ ଏବଂ ନୋକିଆ ୫ଜି ଟ୍ରାଏଲ୍‌ ସହିତ ରିଲାଏନ୍ସ ଜିଓ ପ୍ରଥମ ପାର୍ଟନର୍‌ ସହିତ ସାମ୍‌ସଙ୍ଗ୍‌ ଆବେଦନ କରିଛି । ଟେଲିକମ୍‌ ବିଭାଗ ପକ୍ଷରୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ୫ଜି ଏୟାର୍‌େୱଭ୍‌ ଟ୍ରାଏଲ୍‌ ଆବଣ୍ଟିତ ହେବ । ଟେଲିକୋ ବ୍ରେଣ୍ଡ୍‌ୱିଥ୍‌ ସହିତ ୫ଜି ଟ୍ରାଏଲ୍‌ ଅଫିସିଆଲ୍‌ ନିକଟରେ ଇଟି ଏୟାର୍‌େୱଭ୍‌ ଦେଶରେ ସାଧାରଣ ପ୍ରତିଯୋଗିତାରେ ଚୀନ୍‌ର ହ୍ୱ୍ୟୱଇ ଏବଂ ଜେଟିଇ ୫ଜି ସେବା ଯୋଗାଇବେ ବୋଲି ଆଶା କରାଯାଉଛି । ୫ଜି କାର୍ଯ୍ୟକାରୀ କରିବା ସହ ଏୟାର୍‌ଟେଲ୍‌ ଷ୍ଟାଣ୍ଡାଡ୍‌ ଏବଂ ଇକୋସିଷ୍ଟମ୍‌ ୫ଜି ସମ୍ପୂର୍ଣ୍ଣ ଏକତ୍ର ହେବା ସହିତ ଅଧିକ ୟୁଜର ରହିବେ । ବିଶ୍ୱରେ ଟେଲିକମ୍‌ ଅପରେଟର ଗୁଡିକ ୫ଜି ସ୍ପେକଫ୍ରମ୍‌ ପରୀକ୍ଷଣ ଆରମ୍ଭ କରିଦେଇଛନ୍ତି । ୫ଜି ସ୍ପେକଫ୍ରମ୍‌ ମୁତୟନ ଅଫ୍‌ ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ ବିଭିନ୍ନ ଗ୍ରାହକ ଏବଂ ଇଣ୍ଟରପ୍ରାଇଜ୍‌ ସୁରକ୍ଷିତ ଆସେଟ୍‌ ଟ୍ରାକିଂ, ସ୍ମାର୍ଟ ଆପ୍‌ଲେସନ୍ସ, ସ୍ମାର୍ଟ ମିଟରିଂ, ସୁରକ୍ଷିତ ଏବଂ ଅନୁଧ୍ୟାନ କରିବା ଭଳି ସ୍ଥିତି ବିକଶିତ ହୋଇଛି । ବହୁ ସଂଖ୍ୟାରେ ଏହାର ସଂପ୍ରସାରଣ ଦିଗରେ ସୁହାଇଲା ଭଳି ଡିଭାଇଜ୍‌ ମିଳିତ ଭାବେ କମୁ୍ୟଟି ବିଶ୍ଲେଷଣ ଏବଂ ରାଇଜିଂ ଗ୍ରାହକ ଆକଳନ ଉତ୍ସାହଜନକ ବୃଦ୍ଧି ଟେଲିକମ୍‌ ବିଭାଗ ବଜାରରେ ରହିଛି । ଟେଲିକମ୍‌ ବିଶେଷ ଜଟିଳ ଭୂମିକା ଦେଇ ଗତି କରିଛି । ସଂଯୋଗ କରିବା ସ୍ଥିତି ବଜାରରେ ସୃଷ୍ଟି କରିଥିବା ଏୟାର୍‌ଟେଲ୍‌ ପକ୍ଷରୁ କୁହାଯାଇଛି । ଏୟାର୍‌ଟେଲ୍‌ ଆହୁରୀ କହିଛି ଯେ, ମୋବାଇଲ୍‌ କୋର୍‌ ନେଟ୍‌ୱାର୍କ ଡିସେଣ୍ଟ୍ରାଲାଇଜ୍‌ ରୁ ଏଡଜ୍‌ ସହିତ ୟୁଜର୍‌ ସହ ନିକଟତର ହୋଇପାରିବ । ଅପ୍‌ଟିମାଇଜ୍‌ ପେରିଂ ଅଫ ପକେଟ୍‌ କୋର୍‌ ନେଟ୍‌ୱାର୍କ ଏବଂ କୋଚିଂ ଇଞ୍ଜିନ୍‌ ରହିଛି । ଏୟାର୍‌ଟେଲ୍‌ କାର୍ଯ୍ୟକାରୀ ନିକଟତର ସହିତ ଓଟିଟି ପାର୍ଟନର୍‌ ରହିଛି । ବିଭିନ୍ନ ସ୍ଥିତି ଗୁଡିକ ମଧ୍ୟରେ ଡାଉନ୍‌ଲୋଡ୍‌ ସ୍ପିଡ୍‌ ,ମେକିଂ ଦି ନେଟ୍‌ୱାର୍କ ଅଧିକ ରହିଥିବା ସୁନିଲ୍‌ ମିତ୍ତଲ୍‌ କହିଛନ୍ତି । ବିଶ୍ୱର ଅଗ୍ରଣୀ ଟେଲିକମ୍‌ ଅପରେଟର ଡିଜାଇନ୍‌ ସହିତ ପରିବହନ ନେଟୱାର୍କ ମେରୁଦଣ୍ଡ ସହାୟକ ସଫଳତାର ସରଳୀକରଣ ବ୍ୟବହାର ସେଗ୍‌ମେଣ୍ଟ ରୁଟିଂ ଏବଂ ସଂପ୍ରସାରଣ ଆଇପି ନେଟ୍‌ୱାର୍କ ଗ୍ରାମାଞ୍ଚଳ ଉନ୍ନତିକରଣ କରାଯିବ । ନେଟ୍‌ୱାର୍କ ଉନ୍ନତମାନ କରିବା ସହ ଆଇପି ବ୍ୟବହାର ଏବଂ ଅପ୍‌ଟିସ୍‌ ସିନୋର୍ଜୀ ସହିତ ୧୦୦ଜି ରୁ ୨୦୦ଜି ଅପଗ୍ରେଡ୍‌ ଡିଜାଇନ୍‌ ଯୋଗାଯୋଗ ନେଟ୍‌ୱାର୍କ ରହିଛି । ଏୟାର୍‌ଟେଲ୍‌ ନିକଟରେ ନୋକିଆ ସହ ଚୁକ୍ତି ରିନୁ୍ୟ କରିବାସହ ନେଟ୍‌ୱାର୍କ ଉନ୍ନତି ୪ଜି କ୍ଷେତ୍ରରେ ହୋଇପାରିବ । ୫ଜି ସଂଯୋଗ ଭବିଷ୍ୟ ୩୦୦,୦୦୦ ରେଡିଓ ୟୁନିଟ୍‌ ମୁତୟନ କେତେକ ସ୍ପେକଫ୍ରମ୍‌ ବ୍ରେଣ୍ଡ୍‌ ୯୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ, ୨୧୦୦ ଏମ୍‌ଏଚଜେ ଓ ୨୩୦୦ ମେଗାହଜ୍‌ ଜଡିତ ରହିଛି । ଟେଲିକୋ କାର୍ଯ୍ୟକାରୀ ସିସ୍‌କୋ ଦେଶରେ ଲଞ୍ଚ କରିବାସ ଦେଶର ସର୍ବବୃହତ ୫ଜି ରେଡି,୧୦୦ଜି ଆଇପି ଏବଂ ଅପଫିକାଲ୍‌ ଇଣ୍ଟିଗ୍ରେଟେଡ୍‌ ନେଟ୍‌ୱାର୍କ ଡିଜାଇନ୍‌ ନେଟ୍‌ୱାର୍କ ଉପଲବ୍ଧ , କ୍ଷମତା ଓ ସ୍କେଲ୍‌ ରହିଛି । ଭାରତୀୟ ଏୟାର୍‌ଟେଲ୍‌ ୫ଜି ନେଟ୍‌ୱାର୍କ ବିକଶିତ ଦିଗରେ ଯୋଜନା ପ୍ରସ୍ତìତ ଜାରି ରଖିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତରେ ରାଫେଲ

ଭାରତରେ ରାଫେଲ

Read More...

ବରିଷ୍ଠ ନାଗରିକ ସ୍ୱତନ୍ତ୍ର ସ୍ଥାୟୀ ଜମାରାଶି:  ଏସ୍‌ବିଆଇ,ବ୍ୟାଙ୍କ୍‌ ଅଫ୍‌ ବରୋଦା, ଆଇସିଆଇସିଆଇ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌

ବରିଷ୍ଠ ନାଗରିକ ସ୍ୱତନ୍ତ୍ର ସ୍ଥାୟୀ ଜମାରାଶି: ଏସ୍‌ବିଆଇ,ବ୍ୟାଙ୍କ୍‌ ଅଫ୍‌ ବରୋଦା, ଆଇସିଆଇସିଆଇ ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page