ଅନିଲ୍‌ ଅମ୍ବାନୀ ଗ୍ରୁପ୍‌ର ମୁଖ୍ୟାଳୟକୁ ନିଜର ଅଧିନକୁ ଆଣିଲା ୟସ୍‌ବ୍ୟାଙ୍କ୍‌

July 30, 2020, ଦେଶ, , Anupambharat News Bureau


ଅନିଲ୍‌ ଅମ୍ବାନୀ ଗ୍ରୁପ୍‌ର ମୁଖ୍ୟାଳୟକୁ ନିଜର ଅଧିନକୁ ଆଣିଲା ୟସ୍‌ବ୍ୟାଙ୍କ୍‌
Anupambharat News Bureau
July 30, 2020

ନୂଆଦିଲ୍ଲୀ:ଅନିଲ୍‌ ଅମ୍ବାନୀ ଗ୍ରୁପ୍‌ର ମୁଖ୍ୟାଳୟକୁ ୟସ୍‌ବ୍ୟାଙ୍କ୍‌ ନିଜ ଅଧିନକୁ ଆଣିଛି । ଅନିଲ୍‌ ଅମ୍ବାନୀ ୟସ୍‌ବ୍ୟାଙ୍କ୍‌ର ୨,୮୯୨ କୋଟି ବକେୟା ଜମା କରିବାରେ ବିଫଳ ହୋଇଛନ୍ତି । ବେସରକାରୀ ଋଣ ପ୍ରଦାନକାରୀ ବ୍ୟାଙ୍କ୍‌ ଦକ୍ଷିଣ ମୁମ୍ବାଇ ଦୁଇଟି ପ୍ଳାଟ୍‌କୁ ନିଜ ଅଧିନକୁ ଆଣିନେଇଥିବା ଜଣାଯାଇଛି । ରିଲାଏନ୍ସ ଇନ୍‌ଫ୍ରାଷ୍ଟଚର୍‌ ବକେୟା ଅର୍ଥ ଜମା କରିନାହିଁ । ପ୍ରକାଶ ଥାଉକି ୟସ୍‌ବ୍ୟାଙ୍କ୍‌ ଗଣ ମାଧ୍ୟମରେ ବିଜ୍ଞପ୍ତି ଜାରି କରିଥିଲେ ।
ପ୍ରମୁଖ କମ୍ପାନୀ ମଧ୍ୟରେ ଅନିଲ୍‌ ଧିରୁଭାଇ ଅମ୍ବାନୀ ଗ୍ରୁପ୍‌ ପରିଚାଳିତ ହେଉଥିବା ସାଣ୍ଟାକୁ୍ୟଜ୍‌ ଅଫିସ୍‌ ରିଲାଏନ୍ସ ସେଣ୍ଟର ହୋଇଛି । ଗତ ବର୍ଷ ଗ୍ରୁପ୍‌ ଦକ୍ଷିଣ ସହିତ କମ୍ପାନୀର ବୈଠକ ବିଭିନ୍ନ ସମୟରେ ହେଉଥିବା ଜଣାଯାଇଛି । ସେ ଦେବାଳିଆ ହୋଇଥିବାରୁ ଅଂଶଧନ ଗୁଡିକ ବିକି୍ର କରିଥିବା ଜଣାଯାଇଛି । ୟସ୍‌ବ୍ୟାଙ୍କ୍‌ ୨,୮୯୨.୪୪କୋଟି ବକେୟା ଋଣ ହାସଲ କରିବା ପାଇଁ ରିଲାଏନ୍ସ ଇନ୍‌ଫ୍ରାଷ୍ଟକଚର୍‌ ମଇ ୬ ଓ ନିଜର ଅଧିନ ନେଇବା ସହ ତିନୋଟ ସମ୍ପତ୍ତି ଜୁଲାଇ ୨୨ରେ ବକେୟା ପ୍ରଦାନ କରିବା ୬୦ଦିନ ସମୟସୀମା ପରେ ବିଫଳ ହେଲେ ହାସଲ କରିବ । ସତର୍କତା ମୂଳକ ସାଧାରଣ ବିଜ୍ଞପ୍ତି ଅନୁସାରେ ଚୁକ୍ତି ସହିତ ସମ୍ପତ୍ତି ଚୁକ୍ତି ସମ୍ପତ୍ତି ୟସ୍‌ବ୍ୟାଙ୍କ୍‌ ୨,୮୯୨ କୋଟି ରହିଛି । ନୋଟିସ୍‌ରେ ଋଣ ଜମା କରିବା ପାଇଁ କୁହାଯାଇଛି । ଅନ୍ୟ ଦୁଇ ସମ୍ପତ୍ତି ମଧ୍ୟରେ ଦୁଇଟି ମହଲା ବିଶିଷ୍ଟ ଦକ୍ଷିଣ ମୁମ୍ବାଇର ନାଗିନ୍‌ ମହଲ୍‌ ଯାହା ୧,୭୧୭ ସ୍କାଇର୍‌ଫୁଟ୍‌ ଓ ୪,୯୩୬ ସ୍କାଇର୍‌ ଫୁଟ୍‌ ରହିଛି । ଏଡିଏଜି କମ୍ପାନୀ ଅଭିଯୋଗ ପ୍ରକାର ଅଧିକ ପରିମାଣ ୟସ୍‌ବ୍ୟାଙ୍କରୁ ଋଣ ନେଇଛି । ବକେୟା ପରିମାଣ ଅନଆବଶ୍ୟକୀୟ ଆସେଟ୍‌ ଋଣ ଏସ୍‌ବିଆଇ ୧୦,୦୦୦କୋଟି ରହିଛି । ସରକାର ଆର୍‌ବିଆଇ ୟସ୍‌ବ୍ୟାଙ୍କ୍‌ ବୋର୍ଡରେ ମାର୍ଚ୍ଚରେ ନୂତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଓ ବୋର୍ଡ ନିଯୁକ୍ତ କରିଥିଲା । ଜୁନ୍‌ ୨୩ରେ ଅନିଲ୍‌ ଅମ୍ବାନୀ ରିଲାଏନ୍ସ ଇନ୍‌ଫ୍ରା ସହିତ ଋଣ ଆକାରରେ ୬ ହଜାର କୋଟି ସମ୍ପୂର୍ଣ୍ଣ ଋଣ ମୁକ୍ତ ବିତ୍ତୀୟ ହେବେ । ୨୦୧୮ରେ କମ୍ପାନୀ ମୁମ୍ବାଇର ଏନାର୍ଜୀ ବ୍ୟବସାୟ ରୁ ଆଦାନୀ ଟ୍ରାନ୍ସମିଶନ୍‌ ୧୮,୮୦୦ କୋଟି ହୋଇଥିଲା । ଫଳରେ ଋଣ ହ୍ରାସ ହୋଇ ୭,୫୦୦ କୋଟି ପହଞ୍ଚିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆସିଲା ଅଗଷ୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌

ଆସିଲା ଅଗଷ୍ଟ ପାଇଁ ନୂଆ ଗାଇଡ୍‌ ଲାଇନ୍‌

Read More...

ଜୀବଜନ୍ତୁ ଖାଇ ପୁଣି ଚୀନ୍‌ରେ କରୋନା ଚିହ୍ନଟ

ଜୀବଜନ୍ତୁ ଖାଇ ପୁଣି ଚୀନ୍‌ରେ କରୋନା ଚିହ୍ନଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page