ସ୍ୱଚ୍ଛ ଟିକସ ବ୍ୟବସ୍ଥା ଆରମ୍ଭ

August 13, 2020, ଦେଶ, , Anupambharat News Bureau


ସ୍ୱଚ୍ଛ ଟିକସ ବ୍ୟବସ୍ଥା ଆରମ୍ଭ
Anupambharat News Bureau
August 13, 2020

ନୂଆଦିଲ୍ଲୀ, ୧୩ା୮ (ଅନୁପମ ମିଡିଆ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ସ୍ୱଚ୍ଛ ଟିକସ ବ୍ୟବସ୍ଥା-ସଚ୍ଚୋଟଙ୍କୁ ସମ୍ମାନ’ (ଟ୍ରାନ୍ସପାରେଣ୍ଟ ଟାକ୍ସେସନ-ଅନରିଂ ଦି ଅନେଷ୍ଟ) ପ୍ଲାଟଫର୍ମର ଉଦ୍‌ଘାଟନ କରିଛନ୍ତି । ସଚ୍ଚୋଟ କରଦାତା ମାନଙ୍କୁ ପ୍ରୋତ୍ସାହିତ କରିବା ଓ କର ପ୍ରଣାଳୀରେ ସ୍ୱଚ୍ଛତା ଆଣିବା ପାଇଁ ସେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବର୍ତ୍ତମାନ ଚାଲୁଥିବା ସଂରଚନାତ୍ମକ ସଂସ୍କାରର ପ୍ରକ୍ରିୟା ଆଉ ଏକ ସ୍ତରକୁ ପହଞ୍ଚିଛି । ଡାଇରେକଫ ଟ୍ୟାକ୍ସ ରିଫର୍ମର ଆଗାମୀ ପର୍ଯ୍ୟାୟର ଶୁଊାରମ୍ଭ କରି ସେ କହିଛନ୍ତି ଯେ ଫେସଲେସ ଆସେସମେଂଟ ଓ ଟ୍ୟାକ୍ସପେୟର ଚାର୍ଟର ଗୁୁରୁବାର ଠାରୁ ଲାଗୁ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନୂଆ ପ୍ରଣାଳୀରେ ଟ୍ରାନସଫର ପୋଷ୍ଟିଂ ପାଇଁ ସୁପାରିଶ ସମାପ୍ତ ହେବ । ପ୍ରଣାଳୀ ଫେସଲେସ ହେବା କାରଣରୁ ସ୍ୱଚ୍ଛତା ଆସିବ । ଦେଶରେ ଆର୍ଥିକ ସଂସ୍କାର ପ୍ରଚଳନ କରାଗଲେ ବାସ୍ତବିକ ଆର୍ଥିକ ଦୁର୍ନୀତି ଓ ହଡ଼ପ ଭଳି ସାଂଘାତିକ ଅପରାଧକୁ ରୋକାଯାଇପାରିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ମାଲକାନଗିରି-ବାଲିମେଳା ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି-ବାଲିମେଳା ଯୋଗାଯୋଗ ବିଚ୍ଛିନ୍ନ

Read More...

୧୭ ପର୍ଯ୍ୟନ୍ତ ବର୍ଷା

୧୭ ପର୍ଯ୍ୟନ୍ତ ବର୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page