କàକààœà¬¾à¬–ଣàଡି,à¨à©à¬¾à§(ଅନàପମ ମିàœà¬¿à¬†): ସଦର ଥାନା ସàଥିତ କାଳàଆ ଛକରà ଗତ ସà‹à¬®à¬¬à¬¾à¬° ବିଳମàବିତ à¬°à¬¾à¬¤à¬¿à¬°à‡ à¬®à¬¿à¬³à¬¿à¬¥à¬¿à¬¬à¬¾ ଶବ ଦàରàଘଟଣା ଜନିତ ନàହà‡à¬ ବରଂ ପàରà‡à¬® ବààŸà¬¾à¬ªà¬¾à¬°à¬•à ନà‡à¬‡à¬¹à¬¤ààŸà¬¾à¬•ାଣàଡ ବà‹à¬²à¬¿ ପà‹à¬²à¬¿à¬¸ ଖàଲାସା କରିଛି । à¬à¬¥à¬¿à¬¸à¬¹à¬¿à¬¤ ଘଟଣାର ମାଷàଟର ମାଇଣàଡ ସମà‡à¬¤ ପାଞàଚଙàକà ଗିରଫ କରି ଶନିବାର କà‹à¬°àଟ ଚାଲାଣ କରିଛି ପà‹à¬²à¬¿à¬¸ । ପàରକାଶଥାଉକି àœà‡à¬™àଗାପଦରର ରବି ପàରଧାନଙàକ ଶବ କାଳàଆ ଛକରà ମିଳିଥିଲା । à¬à¬¹à¬¾ ଦàରàଘଟଣା ଜନିତ à¬à¬³à¬¿ ଅନàମାନ କରାଯାଉଥିଲା । ତà‡à¬¬à‡ ପାରିପାଶàà±à¬°àକ ସàଥିତି à¬à¬¬à¬‚ ନିହତର ପରିବାର ସଦସààŸà¬™àକ ହତààŸà¬¾ ଅà¬à¬¿à¬¯à‹à¬—କà à¬à¬¿à¬¤àତି କରି ପà‹à¬²à¬¿à¬¸ ତଦନàତକà à¬ à¬¦à¬¿à¬—à¬°à‡ à¬¬àାଇଥିଲା । ଆଉ ପà‹à¬²à¬¿à¬¸à¬•à ମିଳିଥିଲା ସଫଳତା । ଘଟଣା ନà‡à¬‡ ମିଳିଥିବା ସà‚ଚନାନàଯାàŸà€ ନିଜ ଗàରାମ àœà‡à¬™àଗାପଦରର à¬à¬• à¬à¬¿à¬…କà ହତààŸà¬¾à¬° ଶିବାର ହà‹à¬‡à¬¥à¬¿à¬¬à¬¾ ରବିର à¬®à¬¾à¬‰à¬¸à€ à¬ªàଅ à¬à¬¾à¬‡ ଟàଲà ସàà±à¬¾à¬‡à¬ ପàରà‡à¬® କରàଥିଲା । କାଳକàà¬°à¬®à‡ à¬°à¬¬à¬¿ ମଧààŸ à¬‰à¬•àତ à¬à¬¿à¬…କà କàଆàœà‡ à¬à¬• ତରଫା ପàରà‡à¬® କରି ବସିଥିଲା । ଘଟଣା ସମàପରàà¬•à¬°à‡ à¬Ÿàଲà ଜାଣିବା à¬ªà¬°à‡ à¬°à¬¬à¬¿à¬•à à¬à¬¨à‡à¬‡ ବାରଣ କରିଥିଲା । ତà‡à¬¬à‡ ରବି à¬à¬¹à¬¿ କଥାକà ଗàରàତàౠଦà‡à¬‡à¬¨à¬¥à¬¿à¬²à¬¾ । à¬à¬¹à¬¾ à¬ªà¬°à‡ à¬°à¬¬à¬¿à¬•à ରାସàତାରà ହଟାଇବା ପାଇଠଟàଲà ନିଜ କà‡à¬¤à‡à¬• ସାଙàଗ ସହ ଯà‹à¬œà¬¨à¬¾ ପàରସàତàତି କରିଥିଲା । ଗତ ସà‹à¬®à¬¬à¬¾à¬° ସନàଧààŸà¬¾à¬°à‡ ରବି ତାର à¬œà¬£à‡ à¬¸à¬¾à¬™àଗ ରାକà‡à¬¶ କàମାର ପାତàରକà ବàରହàମପàର ବସàଷàଟାଣàà¬¡à¬°à‡ à¬›à¬¾àœà¬¿ (ନଂଓàœà¬¿à¦à-ଜିà¨àà¯à¦) à¬¬à¬¾à¬‡à¬•à¬°à‡ à¬¨à¬¿à¬œ ଗàରାମକà ଫà‡à¬°àଥିଲା । ତà‡à¬¬à‡ ପà‚ରàବ ଯà‹à¬œà¬¨à¬¾ ମàତାବକ ପଦରବାଲି ସàପàରିàŸà¬¾ ଆଗàà¬°à‹ à¬‡à¬£àଡଷàଟàରି ନିକଟ ଜାତà€àŸ ରାଜପଥ à§àà¬°à‡ à¬Ÿàଲà à¬à¬¬à¬‚ ଅନààŸà¬®à¬¾à¬¨à‡ ରବିକà ଅଟକାଇ କାବà କରି ଜଙàଗଲ à¬à¬¿à¬¤à¬°à¬•à ନà‡à¬‡ ଖଣàà¬¡à¬¾à¬°à‡ à¬¹à¬¾à¬£à¬¿ ହତààŸà¬¾ à¬•à¬°à¬¿à¬¥à¬¿à¬²à‡ à¥¤ ତà‡à¬¬à‡ à¬à¬¹à¬¾à¬•à ଦàରàଘଟଣାର ରà‚ପ ଦà‡à¬¬à¬¾à¬•à ମହàରà€à¬•ାଳàଆ ଛକ à¬¨à¬¿à¬•à¬Ÿà¬°à‡ à¬¶à¬¬ ଫà‹à¬ªà¬¾àœà¬¿ ଦà‡à¬‡à¬¥à¬¿à¬²à‡ । à¬à¬¨à‡à¬‡ ପରିବାର ଲà‹à¬•à‡ à¬¸à¬¦à¬° à¬¥à¬¾à¬¨à¬¾à¬°à‡ à¬¹à¬¤ààŸà¬¾ ସନàଦà‡à¬¹ କରି à¬à¬¤à¬²à¬¾ ଦà‡à¬‡à¬¥à¬¿à¬²à‡ । à¬ªà¬°à‡ à¬¥à¬¾à¬¨à¬¾ à¬à¬¸àଆଇ ଜààŸà‹à¬¤à¬¿ ରଞàଜନ ବà‡à¬¹à‡à¬°à¬¾ ଘଟଣାର ତଦନàତ ଚଳାଇବା ସହ à¬à¬• ଅପମàƒà¬¤àààŸ à¬®à¬¾à¬®à¬²à¬¾ ରàଜà କରି ତଦନàତ à¬•à¬°à¬¿à¬¥à¬¿à¬²à‡ à¥¤ ପରବରàତàà¬¤à€ à¬¸à¬®àŸà¬°à‡ à¬à¬¹à¬¾ ହତààŸà¬¾ ବà‹à¬²à¬¿ ତଦନàତରà ଜଣାପàœà¬¿à¬¥à¬¿à¬²à¬¾ । ପà‹à¬²à¬¿à¬¸ ହତààŸà¬¾à¬•ାଣàà¬¡à¬°à‡ à¬¬ààŸà¬¬à¬¹àƒà¬¤ ଖଣàଡା ଓ ପଥରକà ଜବତ କରିଛି ।