ହାରିଲେ ସଞ୍ଜୟ ଦତ୍ତଙ୍କ ଭଉଣୀ

May 23, 2019, ଦେଶ, , Anupambharat News Bureau


ହାରିଲେ ସଞ୍ଜୟ ଦତ୍ତଙ୍କ ଭଉଣୀ
Anupambharat News Bureau
May 23, 2019

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତଙ୍କୁ ଶେଷରେ ପରାସ୍ତ ହେବାକୁ ପଡ଼ିଛି । ସେ ଚଳିତ ନିର୍ବାଚନରେ କଂଗ୍ରେସ ଟିକେଟ୍‌ରୁ ଉତ୍ତର-କେନ୍ଦ୍ରୀୟ ମୁମ୍ବାଇରୁ ପ୍ରାର୍ଥୀ ହୋଇଥିଲେ । ତେବେ ତାଙ୍କୁ ବିଜେପିର ପୁନମ ମହାଜନ ପରାସ୍ତ କରିଛନ୍ତି । ପରାଜୟ ନେଇ ପ୍ରିୟା ନିଜେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି, ମୋତେ ସମର୍ଥନ କରିଥିବା ସମସ୍ତ କର୍ମୀ ଓ ଜନତାଙ୍କୁ ଧନ୍ୟବାଦ ଦେଉଛି । ତେବେ ଲୋକଙ୍କ ନିଷ୍ପତ୍ତି ଏବେ ସାମ୍ନାକୁ ଆସିଛି । ମୁଁ ଏହାକୁ ସମ୍ମାନ ଜଣାଉଛି । ଏଥିସହ ପୁନମଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନେଟ୍ସରେ ଝାଳ ବୁହାଇଲେ ଭାରତୀୟ ଖେଳାଳି

ନେଟ୍ସରେ ଝାଳ ବୁହାଇଲେ ଭାରତୀୟ ଖେଳାଳି

Read More...

ଭାରତ ଜିତିଲା ବୋଲି କହିଲେ ମୋଦି

ଭାରତ ଜିତିଲା ବୋଲି କହିଲେ ମୋଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page