ଏନ୍‌କାଉଣ୍ଟରରେ ତିନି ଆତଙ୍କୀ ନିହତ

June 21, 2021, ଦେଶ, , Anupambharat News Bureau


ଏନ୍‌କାଉଣ୍ଟରରେ ତିନି ଆତଙ୍କୀ ନିହତ
Anupambharat News Bureau
June 21, 2021


ଜାମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଗତକାଲି ରାତିରେ ଉତ୍ତର କାଶ୍ମୀରର ଗୁଣ୍ଡବ୍ରଥ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଜମ୍ମୁ-କାଶ୍ମୀର ପୁଲିସଙ୍କ ସୂଚନା ଅନୁଯାୟୀ, ଗତକାଲି ପ୍ରଥମେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଏହାପରେ ପାଲଟା ଗୁଳିଚାଳନାରେ ୩ ଆତଙ୍କବାଦୀ ନିହତ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ଚାପ:  ମାନ୍ଦାବସ୍ଥା ସୁଧାରିବାକୁ ଆକ୍ସନ୍‌ ପ୍ଲାନ୍‌ ଜରୁରୀ

କରୋନା ଚାପ: ମାନ୍ଦାବସ୍ଥା ସୁଧାରିବାକୁ ଆକ୍ସନ୍‌ ପ୍ଲାନ୍‌ ଜରୁରୀ

Read More...

ଜୁଲାଇ ପହିଲାରୁ ଆରମ୍ଭ ହେବ ଚାରିଧାମ ଯାତ୍ରା

ଜୁଲାଇ ପହିଲାରୁ ଆରମ୍ଭ ହେବ ଚାରିଧାମ ଯାତ୍ରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page