ଟଙ୍କା ମୂଲ୍ୟରେ ହ୍ରାସ

July 12, 2019, ଦେଶ, , Anupambharat News Bureau


ଟଙ୍କା ମୂଲ୍ୟରେ ହ୍ରାସ
Anupambharat News Bureau
July 12, 2019

ମୁମ୍ବାଇ: ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ ଶୁକ୍ରବାର ୧୦ ପଇସା ହ୍ରାସ ହୋଇ କାରବାର ଶେଷ ବେଳକୁ ୬୮.୫୪ ରହିଥିଲା । ଫରେକ୍ସ ଟ୍ରେଡର୍‌ କହିବାନୁସାରେ ଟଙ୍କା କାରବାରରେ ନିରୁତ୍ସାହଜନକରହିବା ସହ ଖୁଚୁରା ମୁଦ୍ରାସ୍ପୀତି ଏବଂ ଉଦ୍ୟୋଗୀ ତଥ୍ୟ ରହିଛି । ଟଙ୍କା ମୂଲ ୍ୟରେ ହ୍ରାସହେବା ସହ ଅନ୍ୟ ମୁଦ୍ରାସ୍ପୀତି ବିଦେଶ କାରବାରରେ ସହାୟକ ହୋଇଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେବା ସହ ବିଦେଶୀ ପାଣ୍ଠି ସତର୍କତା ମୂଳକ ପ୍ରାରମ୍ଭିକ ଘରୋଇ ଇକୁ୍ୟଟି ମଧ୍ୟରେ ଟଙ୍କା ହ୍ରାସ ହୋଇଥିଲା । ଇଣ୍ଟରବ୍ୟାଙ୍କ ବିଦେଶୀ ଏକ୍ସଚେଞ୍ଜ ଟଙ୍କା କାରବାର ୬୮.୪୮ରେ ୬୮.୫୪ ତୁଳନାରେ ଆମେରିକା ଡଲାରରେ ଟଙ୍କା ୧୦ ପଇସା ହ୍ରାସ ହୋଇଥିଲା । ଭାରତୀୟ ଟଙ୍କା ଗୁରୁବାର ୬୮.୪୪ରେ କାରବାର କରିଥିଲା । ବିଶ୍ୱ ତୈଳ ବେଞ୍ଚମାର୍କରେ ୦.୬୮ ପ୍ରତିଶତ ବୃଦ୍ଧି ହୋଇ ୬୬.୯୭ ପ୍ରତିଶତ ଆମେରିକା ଡଲାର ବ୍ୟାରେଲ୍‌ ପିଛା ରହିଛି । ବିଦେଶ ଇନ୍‌ଷ୍ଟିଚୁ୍ୟଟ୍‌ନାଲ୍‌ ନିବେଶକ ନିଟ୍‌ ବିକି୍ର କ୍ୟାପିଟେଲ୍‌ ବଜାରରେ ୩୧୬.୮୬ କୋଟି ହୋଇଛି । ଘରୋଇ ବଜାରରେ ସତର୍କତା ମୂଳକ ବେଞ୍ଚମାର୍କ ଇଣ୍ଡକ୍ସ ସୂଚକାଙ୍କ ୨୪.୦୭ ପଏଣ୍ଟ ହ୍ରାସ ହୋଇ ୩୮,୭୯୯.୦୪ ଓ ନିଫଫି ୩.୯୫ ପଏଣ୍ଟ ୧୧,୫୭୮.୯୫ ରହିଥିଲା । ଫେଡେରାଲ୍‌ ରିଜର୍ଭ ଚେୟାର୍‌ମ୍ୟାନ ଜେରୋମି ପାୱଲ୍‌ ସୁଧହାର ହ୍ରାସ କରିବାପରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଯୋଜନା ଅନୁସାରେ ସୁଧହାର କିଭଳି ଅର୍ଥନୀତିକୁ ସହାୟତା କରିପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ଆମେରିକା ଅର୍ଥନୀତି ଆଉଟ୍‌ଲୁକ୍‌ରେ ବିଶ୍ୱ ଅର୍ଥନୀତି କାରବାର ନେଇ ସମସ୍ୟା ସହ ଅସ୍ଥିରତା ଦେଖାଦେ ଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ଆଶ୍ରମ ସ୍କୁଲରେ ଛାତ୍ରୀ ଗର୍ଭବତୀ ହୋଇନଥିଲେ’

‘ଆଶ୍ରମ ସ୍କୁଲରେ ଛାତ୍ରୀ ଗର୍ଭବତୀ ହୋଇନଥିଲେ’

Read More...

ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କରେ ସନ୍ତୁଳନ ନହେବାରୁ ଆମେରିକା ନିରାଶ

ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପର୍କରେ ସନ୍ତୁଳନ ନହେବାରୁ ଆମେରିକା ନିରାଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page