ମୁମ୍ବାଇ: ଭାରତୀୟ ଟଙ୍କା ଆମେରିକା ଡଲାର ତୁଳନାରେ ଶୁକ୍ରବାର ୧୦ ପଇସା ହ୍ରାସ ହୋଇ କାରବାର ଶେଷ ବେଳକୁ ୬୮.୫୪ ରହିଥିଲା । ଫରେକ୍ସ ଟ୍ରେଡର୍ କହିବାନୁସାରେ ଟଙ୍କା କାରବାରରେ ନିରୁତ୍ସାହଜନକରହିବା ସହ ଖୁଚୁରା ମୁଦ୍ରାସ୍ପୀତି ଏବଂ ଉଦ୍ୟୋଗୀ ତଥ୍ୟ ରହିଛି । ଟଙ୍କା ମୂଲ ୍ୟରେ ହ୍ରାସହେବା ସହ ଅନ୍ୟ ମୁଦ୍ରାସ୍ପୀତି ବିଦେଶ କାରବାରରେ ସହାୟକ ହୋଇଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ହେବା ସହ ବିଦେଶୀ ପାଣ୍ଠି ସତର୍କତା ମୂଳକ ପ୍ରାରମ୍ଭିକ ଘରୋଇ ଇକୁ୍ୟଟି ମଧ୍ୟରେ ଟଙ୍କା ହ୍ରାସ ହୋଇଥିଲା । ଇଣ୍ଟରବ୍ୟାଙ୍କ ବିଦେଶୀ ଏକ୍ସଚେଞ୍ଜ ଟଙ୍କା କାରବାର ୬୮.୪୮ରେ ୬୮.୫୪ ତୁଳନାରେ ଆମେରିକା ଡଲାରରେ ଟଙ୍କା ୧୦ ପଇସା ହ୍ରାସ ହୋଇଥିଲା । ଭାରତୀୟ ଟଙ୍କା ଗୁରୁବାର ୬୮.୪୪ରେ କାରବାର କରିଥିଲା । ବିଶ୍ୱ ତୈଳ ବେଞ୍ଚମାର୍କରେ ୦.୬୮ ପ୍ରତିଶତ ବୃଦ୍ଧି ହୋଇ ୬୬.୯୭ ପ୍ରତିଶତ ଆମେରିକା ଡଲାର ବ୍ୟାରେଲ୍ ପିଛା ରହିଛି । ବିଦେଶ ଇନ୍ଷ୍ଟିଚୁ୍ୟଟ୍ନାଲ୍ ନିବେଶକ ନିଟ୍ ବିକି୍ର କ୍ୟାପିଟେଲ୍ ବଜାରରେ ୩୧୬.୮୬ କୋଟି ହୋଇଛି । ଘରୋଇ ବଜାରରେ ସତର୍କତା ମୂଳକ ବେଞ୍ଚମାର୍କ ଇଣ୍ଡକ୍ସ ସୂଚକାଙ୍କ ୨୪.୦୭ ପଏଣ୍ଟ ହ୍ରାସ ହୋଇ ୩୮,୭୯୯.୦୪ ଓ ନିଫଫି ୩.୯୫ ପଏଣ୍ଟ ୧୧,୫୭୮.୯୫ ରହିଥିଲା । ଫେଡେରାଲ୍ ରିଜର୍ଭ ଚେୟାର୍ମ୍ୟାନ ଜେରୋମି ପାୱଲ୍ ସୁଧହାର ହ୍ରାସ କରିବାପରେ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଯୋଜନା ଅନୁସାରେ ସୁଧହାର କିଭଳି ଅର୍ଥନୀତିକୁ ସହାୟତା କରିପାରିବ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି । ଆମେରିକା ଅର୍ଥନୀତି ଆଉଟ୍ଲୁକ୍ରେ ବିଶ୍ୱ ଅର୍ଥନୀତି କାରବାର ନେଇ ସମସ୍ୟା ସହ ଅସ୍ଥିରତା ଦେଖାଦେ ଇଛି ।