ଚୀନ୍‌ ନିର୍ମାଣ କଲା ଅତ୍ୟାଧୁନିକ କ୍ୟାମେରା

May 14, 2019, ବିଦେଶ, , Anupambharat News Bureau


ଚୀନ୍‌ ନିର୍ମାଣ କଲା ଅତ୍ୟାଧୁନିକ କ୍ୟାମେରା
Anupambharat News Bureau
May 14, 2019

ବେଜିଂ: ଚୀନ୍‌ର ଗବେଷକମାନେ ନିକଟରେ ‘ଅଲଟ୍ରା-ଲଙ୍ଗ ରେଞ୍ଜ ଏଆଇ କ୍ୟାମେରା’ ନିର୍ମାଣ କରିଛନ୍ତି । ଏହି କ୍ୟାମେରା ସାହାର୍ଯ୍ୟରେ ଜଣେ ବ୍ୟକ୍ତି ୪୫ କିଲୋମିଟରରେ ଥିବା ବସ୍ତìର ଫଟୋ ଉତ୍ତୋଳନ କରିପାରିବେ । ଗବେଷକ ଝେଙ୍ଗ ପିଙ୍ଗ ଲି’ଙ୍କ ଦ୍ୱାରା ପ୍ରକାଶିତ ଏକ ପତ୍ରିକା ଅନୁସାରେ, ଏହି କ୍ୟାମେରାରେ ଆଡ଼ଭାସ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ୍‌ ସଫଫେୱର, ଲେଜର ଇମେଜ୍‌, ଗେଟିଂ ସଫଫେୱର, ସୁପର ଲେଜର ଏବଂ ଲାଇଟ୍‌ ଡ଼କେଫସନ୍‌ ଆଣ୍ଡ୍‌ ରେଞ୍ଜିଂ ବ୍ୟବହାର ହୋଇଛି । ଆଡ଼୍‌ଭାନ୍ସ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ ଓଫଫେୱର ଓ ଲେଜର ଇମେଜ୍‌ ସାହାର୍ଯ୍ୟରେ କ୍ୟାମେରା ବାୟୁମଣ୍ଡଳରେ ଥିବା ଧୂଳିକଣା ଓ କୁହୁଡ଼ିକୁ ଭେଦସ ବସ୍ତìର ଫଟୋ ଉଠାଇଥାଏ । ସେହିିପରି ଅନ୍ୟ ବସ୍ତìରୁ ଉତ୍ପନ୍ନ ହେଉଥିବା ଫଟୋକୁ ଗେଟିଂ ସଫଫେୱର୍‌ ହଟାଇବାରେ ସାହାର୍ଯ୍ୟ କରିବ । କ୍ୟାମେରାରେ ବ୍ୟବହାର ହୋଇଥିବା ସୁପର ଲେଜର ବସ୍ତìର ଦୂରତା ଓ ସମୟ ସୂଚାଇବ । ଚୀନ୍‌ ଗବେଷକଙ୍କ ପ୍ରକାଶିତ ଏକିରଭୁ୍ୟ ରିପୋର୍ଟ ଅନୁସାରେ, କ୍ୟାମେରାରେ ଏକ ଇନ୍‌ପୁ୍ୟ ଲେଜର ରହିଛି । ଯାହା ୧୫୫୦ ନାଟୋମିଟର େୱଭଲେନ୍ସ୍‌ ଉପଯୋଗ କରିଥାଏ । ଏହି େୱଭଲେନ୍ସ ସାହାର୍ଯ୍ୟର ବସ୍ତìର ଫଟୋ ଉତ୍ତୋଳନ କଲାବେଳେ ଏହା ସୋଲାର ସୋଲାର ଫୋଟନ୍‌ କଣିକାୁ ହଟାଇ ବସ୍ତìର ସଫା ଫଟୋ ଉତ୍ତୋଳନ କରିବ । ଏହି କ୍ୟାମେରା ଦେଖିବା ପାଇଁ ଜେତା ବକସର ଆକାର । ତେବେ ଏହି କ୍ୟାମେରା କେବେ ବଜାରରେ ପ୍ରବେଶ କରିବ କିମ୍ବା କେଉଁମାନେ ଏହି କ୍ୟାମେରାର ବ୍ୟବହାର କରିପାରିବ, ସେ ବିଷୟରେ ଚୀନ୍‌ ଗବେଷକମାନେ ପ୍ରକାଶ କରିନାହାନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀଲଙ୍କାରେ ସୋସିଆଲ୍‌ ମିଡିଆ ବ୍ୟାନ୍‌

ଶ୍ରୀଲଙ୍କାରେ ସୋସିଆଲ୍‌ ମିଡିଆ ବ୍ୟାନ୍‌

Read More...

ସନ୍ନିଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ଧର୍ମେନ୍ଦ୍ର

ସନ୍ନିଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ଧର୍ମେନ୍ଦ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page