‘ବାହାର କଳାକାରଙ୍କୁ ବଲିଉଡରେ ସୁଯୋଗ କମ୍‌’

August 21, 2022, ଦେଶ, , Anupambharat News Bureau


 ‘ବାହାର କଳାକାରଙ୍କୁ ବଲିଉଡରେ ସୁଯୋଗ କମ୍‌’
Anupambharat News Bureau
August 21, 2022


ନୂଆଦିଲ୍ଳୀ :ଏକ ହରର ଫିଲ୍ମ ୧୯୨୦’ ଜରିଆରେ ବଲିଉଡରେ ପ୍ରବେଶ କରିଥିଲେ ଅଭିନେତ୍ରୀ ଅଦା ଶର୍ମା । ଫିଲ୍ମଟି ବକ୍ସ ଅଫିସରେ ବଡ଼ ସଫଳତା ପାଇଥିଲା । ଅଦାଙ୍କ ପ୍ରଦର୍ଶନ ବି ଖୁବ୍‌ ପ୍ରଶଂସିତ ହୋଇଥିଲା । ଏହା ପରେ ତାଙ୍କୁ ୨ୟ ଫିଲ୍ମ ପାଇବାକୁ ତାଙ୍କୁ ପ୍ରାୟ ୪ ବର୍ଷ ସମୟ ଲାଗିଲା । ପ୍ରଥମ ଫିଲ୍ମର ଚରିତ୍ର ଯାହା ହୋଇଥାଏ, ଲୋକେ ଜଣେ କଳାକାରକୁ ବାସ୍ତବରେ ସେହିଭଳି ଭାବି ନିଅନ୍ତି । ତାପରେ ଭିନ୍ନ ଧରଣର ଫିଲ୍ମରେ ସୁଯୋଗ ପାଇବା ବହୁତ କଷ୍ଟକର ହୋଇଥାଏ ବୋଲି ଅଦା କହିଛନ୍ତି । ଜଣେ କଳାକାର ଇଣ୍ଡଷ୍ଟ୍ରି ଭିତରର ହୋଇନଥିଲେ ସୁଯୋଗ ମିଳିବା ଅତ୍ୟନ୍ତ କଷ୍ଟକର ବୋଲି ସେ କହିଛନ୍ତି । ଦୀର୍ଘ ୧୦ ବର୍ଷର ସିନେ କ୍ୟାରିଅୟରରେ ଏପର୍ଯ୍ୟନ୍ତ ମାତ୍ର ୧୬ଟି ଫିଲ୍ମରେ ସେ ଅଭିନୟ କରିଛନ୍ତି । ବଲିଉଡ ବାହ୍ୟ କଳାକାରଙ୍କୁ କମ ସୁଯୋଗ ଦେଉଛି ବୋଲି ଅଦା ଅଭିଯୋଗ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଡ଼କରୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା:  ଠିକ୍‌ ସମୟରେ ସରକାର ନିଷ୍ପତ୍ତି ନେଉ ନାହାନ୍ତି

ଗଡ଼କରୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା: ଠିକ୍‌ ସମୟରେ ସରକାର ନିଷ୍ପତ୍ତି ନେଉ ନାହାନ୍ତି

Read More...

ୟୁପିଆଇରେ ଟଙ୍କା ଟ୍ରାନ୍ସଫର ହେବ ମହଙ୍ଗା ! ଶୁÂ ଲାଗୁ ପାଇଁ ବିଚାର କରୁଛି ରିଜର୍ଭ ବ୍ୟାଙ୍କ

ୟୁପିଆଇରେ ଟଙ୍କା ଟ୍ରାନ୍ସଫର ହେବ ମହଙ୍ଗା ! ଶୁÂ ଲାଗୁ ପାଇଁ ବିଚାର କରୁଛି ରିଜର୍ଭ ବ୍ୟାଙ୍କ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page