୨୦୧୭ ନାବାଳିକା ଦୁଷ୍କର୍ମ ମାମଲା, କୁଖ୍ୟାତ ସୁନୀଲ ବିଷୋୟୀ ଗିରଫ

June 13, 2019, ଓଡ଼ିଶା, , Anupambharat News Bureau


୨୦୧୭ ନାବାଳିକା ଦୁଷ୍କର୍ମ ମାମଲା, କୁଖ୍ୟାତ ସୁନୀଲ ବିଷୋୟୀ ଗିରଫ
Anupambharat News Bureau
June 13, 2019

ବ୍ରହ୍ମପୁର,୧୨ ।୬(ଅନୁପମ ମିଡ଼ିଆ) : ୨୦୧୭ ଜୁନ୍‌ ମାସରେ ସ୍ଥାନୀୟ ଟାଉନ୍‌ ଥାନା ଅଞ୍ଚଳରେ ସଂଗଠିତ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ଲାଞ୍ଜିପଲ୍ଲୀ ଢିପସାହିର କୁଖ୍ୟାତ ସୁନୀଲ ବିଷୋୟୀଙ୍କୁ ପୋଲିସ ଗିରଫ କରିଥିବା ବ୍ରହ୍ମପୁର ଏସ୍‌ଡିପିଓ ବିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି ।
୨୦୧୭ ଜୁନ୍‌ ମାସରେ ଜଣେ ନାବାଳିକାଙ୍କୁ ଅପହରଣ ସହ ଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗରେ କୁଖ୍ୟାର ସୁନୀଲ ବିଷୋୟୀଙ୍କ ନାମରେ ବ୍ରହ୍ମପୁର ଟାଉନ୍‌ଥାନାରେ ଏକ ଅଭିଯୋଗ ହୋଇଥିଲା । ଉକ୍ତ ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିବାବେଳେ ଅଭିଯୁକ୍ତ ସୁନୀଲ ଫେରାର୍‌ ହୋଇଯାଇଥିବା ଏବଂ ଗତକାଲି ତାଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ଏସ୍‌ଡିପିଓ ପତି ସୂଚନା ଦେଇଛନ୍ତି । ଆଜି ତାଙ୍କୁ କୋର୍ଟଚାଲାଣ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

ପାକିସ୍ତାନକୁ ହରାଇଲା ଅଷ୍ଟ୍ରେଲିଆ

Read More...

ନିର୍ବାଚନ ପୂର୍ବରୁ ଟଙ୍କା ଦେଇଥିଲେ, ଭୋଟ ପରେ ନେଇଗଲେ

ନିର୍ବାଚନ ପୂର୍ବରୁ ଟଙ୍କା ଦେଇଥିଲେ, ଭୋଟ ପରେ ନେଇଗଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page