ଓଡ଼ିଶା : Category News


ଓଡିଶା ଛୁଇଁଲା ମୌସୁମୀ

Anupambharat News Bureau | ଓଡ଼ିଶା | | 503 | Read...

ଓଡିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର, ୨୧ ।୬(ଅନୁପମ ମିଡିଆ):ଓଡିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି । ଆସନ୍ତା ୪୮ ଘଂଟା ମଧ୍ୟରେ ସାରା ଓଡିଶାକୁ ମୌସୁମୀ ଛୁଇଁବ । ଏହା ପ୍ରଭାବରେ ୨ରୁ ୩ ଦିନ ଧରି ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭା


ଅମର, ସସ୍ମିତ ଓ ଅଶ୍ୱିନୀ ଯିବେ ରାଜ୍ୟସଭା

Anupambharat News Bureau | ଓଡ଼ିଶା | | 502 | Read...

 ଅମର, ସସ୍ମିତ ଓ ଅଶ୍ୱିନୀ ଯିବେ ରାଜ୍ୟସଭା

ଭୁବନେଶ୍ୱର, ୨୧ ।୬ ।(ଅନୁପମ ମିଡିଆ): ରାଜ୍ୟସଭାରେ ଖାଲିଥିବା ଓଡିଶାର ୩ ଟି ସାଂସଦ ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ଏହି ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅମର ପଟ୍ଟନାୟକ, ସସ୍ମିତ୍‌ ପାତ୍ର


ଅମ୍ବାଦଳାରେ ଡ଼ବଲ ମର୍ଡ଼ର

Anupambharat News Bureau | ଓଡ଼ିଶା | | 500 | Read...

ଅମ୍ବାଦଳାରେ ଡ଼ବଲ ମର୍ଡ଼ର

ଅମ୍ବାଦଳା,୨୧ ।୬ (ଅନୁପମ ମିଡ଼ିଆ): ଅମ୍ବାଦଳା ଥାନା ଅନ୍ତର୍ଗତ ସୁକଲାପଟା ଗ୍ରାମରେ ଆଜି ଗୁଣି ସନ୍ଦେହରେ ଦୁଇ ଜଣଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।ସୁକଲାପଟା ଗ୍ରାମରେ ଗତ କିଛି ଦିନ ଧରି ଗୁଣି ଗାରେଡ଼ି ନେଇ ଏକପ୍ରକାର


ସହିଦଙ୍କ ଶବ ଉପରେ ବିଜେଡି ପତାକା, ନବୀନଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

Anupambharat News Bureau | ଓଡ଼ିଶା | | 499 | Read...

ସହିଦଙ୍କ ଶବ ଉପରେ ବିଜେଡି ପତାକା, ନବୀନଙ୍କ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

ଭୁବନେଶ୍ୱର,୨୧ା୬ (ଅନୁପମ ମିଡ଼ିଆ) : ସହିଦଙ୍କ ଶବରେ ଦଳୀୟ ପତାକା ପକାଇ ବିଜେଡି ଏବେ ଅଡୁଆରେ । ଏହି ଘଟଣାକୁ ନେଇ ଚାରିଆଡୁ ବିଜେଡିକୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡିଛି । ବିଜେପି ଏଥିରେ ପାଦେ ଆଗକୁ ଯାଇ ଦଳର ସୁପ୍ରିମୋ ମୁଖ


ବିଧାୟିକାଙ୍କ ଧମକ : ‘ମୋ କଥା ନ ମାନିଲେ ଉଠ୍‌ବସ୍‌ ହେବ’

Anupambharat News Bureau | ଓଡ଼ିଶା | | 498 | Read...

ବିଧାୟିକାଙ୍କ ଧମକ : ‘ମୋ କଥା ନ ମାନିଲେ ଉଠ୍‌ବସ୍‌ ହେବ’

ସୁନ୍ଦରଗଡ଼,୨୧ା୬(ଅନୁପମ ମିଡ଼ିଆ) : ପାଟଣାଗଡ଼ର ବିଜେଡି ବିଧାୟକ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସାଧାରଣରେ ଉଠ୍‌ବସ୍‌ କରିବା ଘଟଣାର ଚର୍ଚ୍ଚା ଥମି ନ ଥିବାବେଳେ ଆଜି ସୁନ୍ଦରଗଡ଼ର ବିଜେପି ବିଧାୟିକା କୁସୁମ ଟେଟେ ସରକାରୀ କର୍


କଲେଜ ଛାତ୍ର ହତ୍ୟା ଘଟଣା: ତ୍ରିକୋଣୀୟ ପ୍ରେମ ନେଲା ଜୀବନ, ୩ ଗିରଫ

Anupambharat News Bureau | ଓଡ଼ିଶା | | 495 | Read...

କଲେଜ ଛାତ୍ର ହତ୍ୟା ଘଟଣା:  ତ୍ରିକୋଣୀୟ ପ୍ରେମ ନେଲା ଜୀବନ, ୩ ଗିରଫ

ରାୟଗଡା, ୨୧ା୬ (ଅନୁପମ ମିଡିଆ) : ରାୟଗଡା କଲେଜ ଛାତ୍ର ଏମ୍‌. ସୁରେଶ କୁମାର ହତ୍ୟା ଘଟଣାର ପର୍ଦାଫାସ କରିଛି ପୁଲିସ୍‌ । ତ୍ରିକୋଣୀୟ ପ୍ରେମ ସଂପର୍କକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍‌ ସ୍ପଷ୍ଟ କରିଛି । ହତ୍ୟାକାଣ୍ଡରେ


ରାହାଞ୍ଜ ଟ୍ରକ୍‌ ଦୁର୍ଘଟଣାକୁ ବର୍ଷେ ମୋତେ ଇଚ୍ଛାମୃତୁ୍ୟ ଦରକାର: ଛାତ୍ରୀ ଶୀତଲ

Anupambharat News Bureau | ଓଡ଼ିଶା | | 494 | Read...

ରାହାଞ୍ଜ ଟ୍ରକ୍‌ ଦୁର୍ଘଟଣାକୁ ବର୍ଷେ  ମୋତେ ଇଚ୍ଛାମୃତୁ୍ୟ ଦରକାର: ଛାତ୍ରୀ ଶୀତଲ

ଭଦ୍ରକ,୨1୬ (ଅନୁପମ ମିଡିଆ): ଇତିମଧ୍ୟରେ ଭଦ୍ରକ ୧୬ ନଂ ଜାତୀୟ ରାଜପଥ ରାହାଞ୍ଜ ନିକଟରେ ହୋଇଥିବା ସଡକ ଦୁର୍ଘଟଣାକୁ ପ୍ରାୟ ବର୍ଷେ ପୂରିବାକୁ ଯାଉଛି । ଏହି ମର୍ମ;ୁଦ ଟ୍ରକ୍‌ ଦୁର୍ଘଟଣାରେ ବେପରୁଆ ଟ୍ରକ୍‌ ଚାଳକର ଦାୟିତ୍ୱ ହୀ


ଯୁକ୍ତ ଦୁଇ କଳା ଓ ବାଣିଜରେ କିସ୍‌ ଛାତ୍ରଛାତ୍ରୀଙ୍କ ସଫଳତା

Anupambharat News Bureau | ଓଡ଼ିଶା | | 493 | Read...

ଯୁକ୍ତ ଦୁଇ କଳା ଓ ବାଣିଜରେ କିସ୍‌ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର, ୨୧ ।୬ : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨ କଳା ଓ ବାଣିଜ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶିତ ହୋଇଥିବା ବେଳେ ଏଥିରେ କିସର ଛାତ୍ରଛାତ୍ରୀ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଦୀଘ ୧୦ ବର


ଏସ୍‌ଷ୍ଟିଏଫ ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଓ ସଢୁଙ୍କୁ ଉଠାଇନେଲା

Anupambharat News Bureau | ଓଡ଼ିଶା | | 492 | Read...

ଏସ୍‌ଷ୍ଟିଏଫ ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଓ ସଢୁଙ୍କୁ ଉଠାଇନେଲା

କେନ୍ଦ୍ରାପଡା, ୨୦ା୬(ଅନୁପମ ମିଡିଆ): କ୍ରାଇମବ୍ରାଂଚ ଏଷ୍ଟିଏଫ ମଙ୍ଗଳବାର ରାତି ପ୍ରାୟ ୪ଟା ସମୟରେ କେନ୍ଦ୍ରାପଡା ସହରର ଦିଲାରପୁରରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋର ଭାଇ ଜୀବାବୁ,ଚିତୋ ଏବଂ ଟିଟୋର ସଢୁ ମୁନା ଘର ଉପରେ ଚଢାଉକରି ଜ


ପୋଲସରାରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

Anupambharat News Bureau | ଓଡ଼ିଶା | | 491 | Read...

ପୋଲସରାରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ପୋଲସରା,୧୯ା୬(ଅନୁପମ ମିଡ଼ିଆ): ପୋଲସରା ଥାନା ସ୍ଥିତ ଇଚ୍ଛାପୁରରେ ଗୋଷ୍ଠୀ ସଂଘର୍ଷରେ ସୁଶାନ୍ତ କୁମାର ନାୟକଙ୍କ ମୃତୁ୍ୟ ଘଟିଥିବା ବେଳେ ଆଠଜଣ ଆହତ ହୋଇଛନ୍ତି । ଘଟଣାକୁ ନେଇ ଏଯାବତ୍‌ ଥାନାରେ ଏତଲା ହୋଇନଥିବା ବେଳେ ଗ୍ରାମ ପ


ମହେଶ୍ୱର ହତ୍ୟା ମାମଲା, ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡ

Anupambharat News Bureau | ଓଡ଼ିଶା | | 490 | Read...

ମହେଶ୍ୱର ହତ୍ୟା ମାମଲା,  ୧୮ ଜଣଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର,୧୯ ।୬ (ଅନୁପମ ମିଡ଼ିଆ) : ସଦର ଥାନା ଅନ୍ତର୍ଗତ ଫୁଲ୍‌ଟାରେ ୨୦୦୭ ମସିହାରେ ଅସାମାଜିକ ତତ୍ତ୍ୱ ଦମନ ନାଁରେ ମହେଶ୍ୱର ସାସମଲଙ୍କୁ ହତ୍ୟା ପରେ ପୋଡ଼ି ମାମଲାରେ ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ (୧) ସଞ୍ଜୟ କୁମାର ସା


ପଶ୍ଚିମ ଓଡ଼ିଶାରେ ଭୂକମ୍ପର ଝଟ୍‌କା

Anupambharat News Bureau | ଓଡ଼ିଶା | | 489 | Read...

ପଶ୍ଚିମ ଓଡ଼ିଶାରେ ଭୂକମ୍ପର ଝଟ୍‌କା

ସମ୍ବଲପୁର,୧୯ା୬ଡ(ଅନୁପମ ମିଡ଼ିଆ): ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନରେ ବୁଧବାର ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ଅଧିକ ନଥିବାରୁ କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ତେବେ ଲୋକେ ଭୟରେ ଘରୁ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page