ଓଡ଼ିଶା : Category News


ସିବିଏସଇ ଦଶମ ରେଜଲଫ ପ୍ରକାଶିତ, ପାସ୍‌ ହାର ଅଧିକ, ଆଗରେ ଛାତ୍ରୀ

Anupambharat News Bureau | ଓଡ଼ିଶା | | 1315 | Read...

ସିବିଏସଇ ଦଶମ ରେଜଲଫ ପ୍ରକାଶିତ, ପାସ୍‌ ହାର ଅଧିକ, ଆଗରେ ଛାତ୍ରୀ

ଭୁବନେଶ୍ୱର, ୧୫ା୭(ଅନୁପମ ମିଡ଼ିଆ): ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି । ଏହା ସହ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଶୁଭେଚ୍ଛା


ପ୍ରଥମ କୋଭିଡ୍‌ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ

Anupambharat News Bureau | ଓଡ଼ିଶା | | 1314 | Read...

ପ୍ରଥମ କୋଭିଡ୍‌ ପ୍ଲାଜ୍‌ମା ବ୍ୟାଙ୍କ ଉଦ୍‌ଘାଟିତ

କଟକ, ୧୫ା୭(ଅନୁପମ ମିଡ଼ିଆ): ରାଜ୍ୟର ପ୍ରଥମ କୋଭିଡ୍‌ ପ୍ଲାଜମା ବ୍ୟାଙ୍କ୍‌ ଏସସିବି ମେଡିକାଲ କଲେଜ ଓ ହାସ୍ପିଟାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସିଂ ମାଧ୍ୟମରେ ବୁଧବାର ଉଦ୍‌ଘାଟିତ ହୋଇଯ


କରୋନା ରୋଗୀଙ୍କୁ ଘରେ ରହିବାକୁ ଅନୁମତି

Anupambharat News Bureau | ଓଡ଼ିଶା | | 1313 | Read...

କରୋନା ରୋଗୀଙ୍କୁ ଘରେ ରହିବାକୁ ଅନୁମତି

ଭୁବନେଶ୍ୱର, ୧୩ା୭(ଅନୁପମ ମିଡ଼ିଆ): ଏଣିକି ଲକ୍ଷଣ ନଥିବା କରୋନା ପଜିଟିଭ୍‌ ରୋଗୀଙ୍କୁ ହେମା ଆଇସୋଲେସନ୍‌ରେ ରହିବାକୁ ଅନୁମତି ମିଳିବ । ସହରାଞ୍ଚଳରେ ଥିବା ଲକ୍ଷଣହୀନ ବା ସାମାନ୍ୟ ଲକ୍ଷଣ ରୋଗୀଙ୍କୁ ସର୍ତ୍ତମୂଳକ ଭାବେ ହୋମ



ରାଜ୍ୟରେ ମୃତୁ୍ୟ ୭୦କୁ ବୃଦ୍ଧି : ଆଉ ୬୧୬ ଆକ୍ରାନ୍ତ ଚିହ୍ନଟ

Anupambharat News Bureau | ଓଡ଼ିଶା | | 1311 | Read...

ରାଜ୍ୟରେ ମୃତୁ୍ୟ ୭୦କୁ ବୃଦ୍ଧି : ଆଉ ୬୧୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧୩ା୭(ଅନୁପମ ମିଡ଼ିଆ):­ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ଛ’ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ଫଳରେ ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୭୦କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ


ସଂକ୍ରମଣ ଭୟ ବ୍ରହ୍ମପୁର ସୀମା ସିଲ୍‌

Anupambharat News Bureau | ଓଡ଼ିଶା | | 1310 | Read...

ସଂକ୍ରମଣ ଭୟ ବ୍ରହ୍ମପୁର ସୀମା ସିଲ୍‌

ବ୍ରହ୍ମପୁର,୧୩ା୭(ଅନୁପମ ମିଡ଼ିଆ): କରୋନା ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ମଙ୍ଗଳବାରଠାରୁ ବ୍ରହ୍ମପୁରର ସମସ୍ତ ସୀମା ସିଲ୍‌ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ବିଏମ୍‌ସି କମିଶ


କରୋନାକୁ ନେଇ ବିଚିତ୍ର ସ୍ଥିତି

Anupambharat News Bureau | ଓଡ଼ିଶା | | 1309 | Read...

କରୋନାକୁ ନେଇ ବିଚିତ୍ର ସ୍ଥିତି

ବ୍ରହ୍ମପୁର,୧୩ା୭(ଅନୁପମ ମିଡ଼ିଆ): କରୋନାର ହଟସ୍ପଟ ଗଞ୍ଜାମ ଜିଲ୍ଲାରେ ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ଡାକ୍ତରଖାନାକୁ ରୋଗୀ ଯିବାକୁ ଭୟ କରୁଥିବା ବେଳେ ଆକ୍ରାନ୍ତ ଆଖିବୁଜିଲେ ତାଙ୍କ ଶବକୁ କାନ୍ଧ ମିଳୁନି । ଅନ୍ୟପକ୍


ଜେଲ ଡିଜିଙ୍କ ମାତୃବିୟୋଗରେ ବିଭିନ୍ନ ମହଲରେ ଶୋକ

Anupambharat News Bureau | ଓଡ଼ିଶା | କେନ୍ଦୁଝର | 1308 | Read...

ଜେଲ ଡିଜିଙ୍କ ମାତୃବିୟୋଗରେ ବିଭିନ୍ନ ମହଲରେ ଶୋକ

କେନ୍ଦୁଝର, ୧୩ା୭: କେନ୍ଦୁଝର ଗାୟତ୍ରୀ ପରିବାରର ବରିଷ୍ଠ ସଦସ୍ୟ ଭଗବାନ ଉପାଧ୍ୟାୟଙ୍କର ଧର୍ମପତ୍ନୀ ବାସନ୍ତୀ ଉପାଧ୍ୟାୟଙ୍କର ଆଜି ସକାଳ ୬ଟା ସମୟରେ ନିଜ ପୈତୃକ ସ୍ଥାନ ବାହାନଗା ବ୍ଲକର ବାଟିଆ ଗ୍ରାମରେ ପରଲୋକ ହୋଇଯାଇଛି । ମ


ପାଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷିବ

Anupambharat News Bureau | ଓଡ଼ିଶା | | 1307 | Read...

ପାଞ୍ଚ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୨ା୭ (ଅନୁପମମିଡ଼ିଆ):­ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୧୪ ଟି ଜିଲ୍ଲାକୁ


ଗଞ୍ଜାମରେ ବଢ଼ୁଛି କରୋନା ମୃତୁ୍ୟ

Anupambharat News Bureau | ଓଡ଼ିଶା | | 1306 | Read...

ଗଞ୍ଜାମରେ ବଢ଼ୁଛି କରୋନା ମୃତୁ୍ୟ

ବ୍ରହ୍ମପୁର,୧୨ା୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ କରୋନା ମୃତୁ୍ୟ ବଢ଼ିବାରେ ଲାଗିଛି । ପ୍ରତ୍ୟେକ ଦିନ ତିନିରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତୁ୍ୟ ଜିଲ୍ଲାବାସୀଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି । ଗତକାଲି ଦୁଇ ଜଣଙ୍କ


ବିଧାନସଭା ସଟ ଡାଉନ୍‌

Anupambharat News Bureau | ଓଡ଼ିଶା | | 1299 | Read...

ବିଧାନସଭା ସଟ ଡାଉନ୍‌

ଓଡ଼ିଶା ବିଧାନସଭାକୁ ଶୁକ୍ରବାର ଗୋଟିଏ ଦିନ ପାଇଁ ସଟଡାଉନ୍‌ ଘୋଷଣା କରାଯାଇଛି । ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ପାତ୍ର କହିଛନ୍ତି ଯେ ଯେ ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ


ରାଜ୍ୟରେ ଆକ୍ରାନ୍ତ ଓ ସୁସ୍ଥରେ ରେକର୍ଡ଼

Anupambharat News Bureau | ଓଡ଼ିଶା | | 1298 | Read...

ରାଜ୍ୟରେ ଆକ୍ରାନ୍ତ ଓ ସୁସ୍ଥରେ ରେକର୍ଡ଼

ଭୁବନେଶ୍ୱର, ୧୦ା୭(ଅନୁପମମିଡ଼ିଆ): ଶୁକ୍ରବାର ଗୋଟିଏ ଦିନରେ କରୋନାକୁ ନେଇ ସୃଷ୍ଟି ହୋଇଛି ଦୁଇଟି ରେକର୍ଡ । ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସର୍ବାଧିକ ସୁସ୍ଥ ମଧ୍ୟ ହୋଇଛନ୍ତି । ରାଜ୍ୟରେ ଆଜି ଆଉ ୭୫୫ କରୋନା




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page