Anupambharat News Bureau | ଶିଳ୍ପ ବାଣିଜ୍ୟ | | 1600 | Read...
ନୂଆଦିଲ୍ଲୀ:ଗତ କିଛି ଦିନ ହେବ ଲଗାତାର ଗୋଟିଏ ପରେ ଗୋଟିଏ ଫିଚର ଆଣୁଛିଛ ଏହି କ୍ରମରେ ଘhଚ୍ଚଟ୍ଟଟଅଞ୍ଛଞ୍ଛ ଏବେ ଆପ୍ରେ ଶପିଂ ବଟନ୍ ଆଡ୍ କରୁଛିଛ କମ୍ପାନୀ କହିବା ଅନୁସାରେ ଏହି ଫିଚର ବ୍ୟବସାୟ ପାଇଁ ଲାଭଦାୟକ ରହିବ ଏବଂ ସେ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 1535 | Read...
ନୂଆଦିଲ୍ଲୀ:କିଆ ସୋନେଟ୍ ପ୍ରଥମଥର ବୁକିଂ ୬,୫୨୩ ରହିଥିବା ଜଣାପଡିଛି ।ସୋନେଟ୍ ସେପେଫମ୍ବରରେ ବଜାର ପ୍ରବେଶ କରିବ । ଅନ୍ୟ କାର୍ ଗୁଡିକ ତୁଳନାରେ ଅଧିକ ପ୍ରତିଯୋଗିତା କରିବ । ଯେଉଁଥିରେ ସବ୍କମ୍ପାଟ୍ ଏସ୍ୟୁଭ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 1534 | Read...
ନୂଆଦିଲ୍ଲୀ:ଟୟେଟା ଇଣ୍ଡିଆ ପକ୍ଷରୁ ଆର୍ବାନ୍ କ୍ର୍ୟସେର୍ ସବ୍କମ୍ପାଟ୍ ଏସ୍ୟୁଭି ବୁକିଂ ଆରମ୍ଭ ହୋଇଛି । ଏହି ବୁକିଂଗୁଡିକ ଟୟେଟା ଡିଲରସିପ୍ ଓ ଅନ୍ଲାଇନ୍ରେ ହୋଇଛି । ବୁକିଂ ବାବଦରେ ଗ୍ରାହକଙ୍କୁ କେବଳ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 1533 | Read...
ନୂଆଦିଲ୍ଲୀ:ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଧାତବ ପଦାର୍ଥ ସୁନା ଓ ରୁପା ମୂଲ୍ୟରେ ହ୍ରାସ ହୋଇଛି । ସୁନା ମୂଲ୍ୟରେ ୧୦ଗ୍ରାମ ପିଛା ୪ହଜାର ହ୍ରାସ ଚଳିତ ମାସରେ ହୋଇଛି । ସୁନା ଓ ରୁପା ମୂଲ୍ୟ ଭାରତୀୟ ବଜାରରେ ସପ୍ତାହିକରେ ହ୍ରାସ ଘଟ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 1362 | Read...
ନୂଆଦିଲ୍ଲୀ:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଆସନ୍ତା ବିତ୍ତୀୟରେ ୬% ରହିବ ବୋଲି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ପ୍ରକାଶ କରିଛନ୍ତି । ଦେଶର ଅର୍ଥନୀତି ଯେଭଳି ଭାବେ ହ୍ରାସ ହୋଇଛି,ସେଥିରେ ସୁଧାର ଆସିବ ବୋଲି କହିଛନ୍ତି ।
Anupambharat News Bureau | ଶିଳ୍ପ ବାଣିଜ୍ୟ | | 1353 | Read...
ମୁମ୍ବାଇ:ଭାରତୀୟ ଷ୍ଟକ୍ ବଜାରରେ କାରବାର ମଧ୍ୟମଧରଣ ବୃଦ୍ଧି ହେବା ସହ ନିରୁତ୍ସାହଜନକ ସ୍ଥିତିରେ ରହିଥିଲା । ଫାଇ ନାସିଆଲ୍, ଅଟୋ ଓ ମେଟାଲ୍ କାଉଣ୍ଟରେ୍ ସାମାନ୍ୟ ଉନ୍ନତି ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍ ଓ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 930 | Read...
ନୂଆଦିଲ୍ଲୀ: ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଧାତବ ପଦାର୍ଥ ସୁନା ଓ ରୁପା ମୂଲ୍ୟ ବୁଧବାର ହ୍ରାସ ହୋଇଛି । ୧୦ଗ୍ରାମ ପିଛା ସୁନା ୭୩ ଟଙ୍କା ହ୍ରାସ ହୋଇ ୩୮,୪୮୬ ଟଙ୍କା ଦେଶର ରାଜଧାନୀ ନଗରୀ ଦିଲ୍ଲୀରେ ରହିଥିଲା । ଫଳରେ ଟଙ୍କା ମୂଲ୍ୟର
Anupambharat News Bureau | ଶିଳ୍ପ ବାଣିଜ୍ୟ | | 872 | Read...
ନୂଆଦିଲ୍ଲୀ : କାର୍ତ୍ତିକ ମାସ ଓ ଅଦିନିଆ ବର୍ଷା ଯୋଗୁଁ ଏବେ ବଜାରରେ ପନିପରିବା ଦର ଆକାଶଛୁଆଁ ହୋଇଥିବାବେଳେ ପିଆଜ ଦର ଖାଉଟିଙ୍କୁ କନ୍ଦାଇବା ଆରମ୍ଭ କରିଛି । ପିଆଜ ଦର ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । ଏହାର କାରଣ ହେଉ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 871 | Read...
ନୂଆଦିଲ୍ଲୀ : ଆଜି ପାନକାର୍ଡ ଉପରେ ନୂଆ ଘୋଷଣା ଆୟକର ବିଭାଗ କରିଛି । ଏଣିକି ଅନ୍ଲାଇନ୍ରେ ତୁରନ୍ତ ମିଳିପାରୁଥିବା ପ୍ୟାନ୍କାର୍ଡ ଉପଲବ୍ଧ ହେବ । ଯଦି ଆପଣଙ୍କ ପ୍ୟାନକାର୍ଡ ହଜିଯାଇଛି କିମ୍ବା ନଷ୍ଟ ହୋଇଯାଇଛି ଆପଣ ଚା
Anupambharat News Bureau | ଶିଳ୍ପ ବାଣିଜ୍ୟ | | 870 | Read...
ନୂଆଦିଲ୍ଲୀ : ପ୍ରତିବର୍ଷ ନଭେମ୍ବର ୨୯ ତାରିଖକୁ ବ୍ଲାକ ଫ୍ରାଇଡେ ଭାବରେ ସେଲିବ୍ରେଟ କରାଯାଇଥାଏ । ବିଶେଷ ଭାବେ ଏହିଦିନରେ କ୍ରିସମାସର ସପିଙ୍ଗ କରାଯାଇଥାଏ କି;ୁ ଏହାର ପ୍ରସ୍ତୁତି ନଭେମ୍ବରରୁ ହିଁ ଆରମ୍ଭ ହୋଇଯାଇଥାଏ । ପୂର
Anupambharat News Bureau | ଶିଳ୍ପ ବାଣିଜ୍ୟ | | 859 | Read...
ନୂଆଦିଲ୍ଲୀ, : ଭାରତୀୟ ଟେଲିକମ୍ କମ୍ପାନୀ ଭାରତୀ ଏୟାରଟେଲ ଏକ ବଡ଼ ଘୋଷଣା କରିଛି । ଏଣିକି ଏୟାରଟେଲ ପ୍ରିପେଡ ପ୍ଲାନ୍ରେ ଲାଇଫ୍ ଇନ୍ସୁ୍ୟରାନ୍ସ ଦିଆଯିବ । ଏଥିପାଇଁ ଇନ୍ସୁ୍ୟରାାନ୍ସ କମ୍ପାନୀ ଭାରତୀ ଏକ୍ସା (ଇhଚ୍
Anupambharat News Bureau | ଶିଳ୍ପ ବାଣିଜ୍ୟ | | 858 | Read...
ନୂଆଦିଲ୍ଲୀ : କାର୍ଯ୍ୟ ଦିବସର ସମୟ କେତେ ଘଣ୍ଟା ହେବା ଦରକାର ? ଦେଶରେ ୯ ଘଣ୍ଟିଆ କାର୍ଯ୍ୟ ଦିବସ ଲାଗୁ କରିବାକୁ ସରକାର ଚାହୁଛନ୍ତି । ସରକାରଙ୍କ ତରଫରୁ ପ୍ରସ୍ତୁତ କରାଯାଇଥିବା ଚିଠା ମଜୁରି କୋଡ୍ରେ ଏଭଳି ପ୍ରସ୍ତାବ ଦିଆଯା