ଓଡ଼ିଶା : Category News


ଚୋରା ମଦ ଧରପଗଡ଼ରୁ ଆକ୍ରମଣ: ତହସିଲଦାରଙ୍କ ମୁଣ୍ଡ ଫାଟିଲା

Anupambharat News Bureau | ଓଡ଼ିଶା | | 2727 | Read...

ଚୋରା ମଦ ଧରପଗଡ଼ରୁ ଆକ୍ରମଣ:  ତହସିଲଦାରଙ୍କ ମୁଣ୍ଡ ଫାଟିଲା

ପାତ୍ରପୁର, ୬ା୮(ଅନୁପମ ମିଡ଼ିଆ): ପାତ୍ରପୁର ତହସିଲ ଅନ୍ତର୍ଗତ ବୁଢିଘାଟିରେ ଶନିବାର ତହସିଲଦାର, ଅବକାରୀ ଓ ପୋଲିସ à


ଆଜି ଆସୁଛନ୍ତି ଶାହା: ବିଜେପି କାର୍ଯ୍ୟକର୍ତ୍ତା ଉତ୍ସାହିତ

Anupambharat News Bureau | ଓଡ଼ିଶା | | 2726 | Read...

ଆଜି ଆସୁଛନ୍ତି ଶାହା:  ବିଜେପି କାର୍ଯ୍ୟକର୍ତ୍ତା ଉତ୍ସାହିତ

ଭୁବନେଶ୍ୱର,୬ା୮(ଅନୁପମ ମିଡ଼ିଆ): ଆସନ୍ତାକାଲିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ଓ ସମବà¬


୮ ରେ ଯୁକ୍ତ ଦୁଇ କଳା ରେଜଲଫ

Anupambharat News Bureau | ଓଡ଼ିଶା | | 2725 | Read...

୮ ରେ ଯୁକ୍ତ ଦୁଇ କଳା ରେଜଲଫ

ଭୁୁବନେଶ୍ୱର,୬ା୮(ଅନୁପମ ମିଡ଼ିଆ): ଆସନ୍ତା à­® ତାରିଖ ଦିନ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶିତ ହେବ । ଉଚ୍ଚ ମାଧà­


ଜୟନ୍ତୀପୁର ହାଇସ୍କୁଲ କ୍ରୀଡ଼ା ଶିକ୍ଷକଙ୍କ ଠାରୁ ୪.୬୮ କୋଟି ଟଙ୍କାର ସମ୍ପତ୍ତି ଠାବ

Anupambharat News Bureau | ଓଡ଼ିଶା | | 2723 | Read...

ଜୟନ୍ତୀପୁର ହାଇସ୍କୁଲ କ୍ରୀଡ଼ା ଶିକ୍ଷକଙ୍କ ଠାରୁ ୪.୬୮ କୋଟି ଟଙ୍କାର ସମ୍ପତ୍ତି ଠାବ

ବ୍ରହ୍ମପୁର/ପାତ୍ରପୁର ,୫ା୮(ଅନୁପମ ମିଡ଼ିଆ): ପାତ୍ରପୁର ବ୍ଲକ ଜୟନ୍ତୀପୁର ଦିବ୍ୟସିଂହ ବିଦ୍ୟାପୀଠର କ୍ରୀଡ଼ା ଶିକ


ଓଡ଼ିଶା ପାଇଁ ଆବାସ ପ୍ଲସ୍‌ ପୋର୍ଟାଲ ଖୋଲାଯାଉ: ଧର୍ମେନ୍ଦ୍ର ପ୍ରଧାନ

Anupambharat News Bureau | ଓଡ଼ିଶା | | 2722 | Read...

ଓଡ଼ିଶା ପାଇଁ ଆବାସ ପ୍ଲସ୍‌ ପୋର୍ଟାଲ ଖୋଲାଯାଉ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, ୫ା୮: ଆସନ୍ତା ­୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ବଜେଟ୍‌ ଏବଂ ସମୟସୀମା à¬


ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ : ଚର୍ଚ୍ଚିତ ସମେତ ପାଞ୍ଚ ଗିରଫ

Anupambharat News Bureau | ଓଡ଼ିଶା | | 2720 | Read...

ପାରାଦୀପ ବନ୍ଦରରେ ସିବିଆଇ ଚଢ଼ାଉ  : ଚର୍ଚ୍ଚିତ ସମେତ ପାଞ୍ଚ ଗିରଫ

ପାରାଦୀପ, ୫ା୮(ଅନୁପମ ମିଡ଼ିଆ): ପାରାଦୀପ ବନ୍ଦରରେ ଗତ ଦୁଇଦିନ ଧରି ଦିବା ରାତ୍ରି ଚାଲିଛି ସିବିଆଇର ତଦନ୍ତ । ବନ୍ଦà


ଡାଇରିଆ ସମୀକ୍ଷା : ସ୍ଥିତି ନିୟନ୍ତ୍ରଣାଧିନ

Anupambharat News Bureau | ଓଡ଼ିଶା | | 2719 | Read...

ଡାଇରିଆ ସମୀକ୍ଷା : ସ୍ଥିତି ନିୟନ୍ତ୍ରଣାଧିନ

ଭୁବନେଶ୍ୱର, ୫ା୮(ଅନୁପମ ମିଡ଼ିଆ): ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମ୍ପ୍ରତି ୭ ଟି ଜିଲ୍ଲାର ନିର୍


ସାଇବର ଥାନା: ଦାନ୍ତ ନଥିବା ବାଘ : ମାତିଛନ୍ତି ଠକ, ରୋକିବାରେ ବିଫଳ

Anupambharat News Bureau | ଓଡ଼ିଶା | | 2717 | Read...

ସାଇବର ଥାନା: ଦାନ୍ତ ନଥିବା ବାଘ : ମାତିଛନ୍ତି ଠକ, ରୋକିବାରେ ବିଫଳ

ଭୁବନେଶ୍ୱର,୩ା୮(ଅନୁପମ ମିଡ଼ିଆ): ସାଇବର ଠକଙ୍କୁ ଧରିବା ପାଇ ରାଜ୍ୟରେ ସାଇବର ଥାନା ପ୍ରତିଷ୍ଠା ହୋଇଛି । ତେବେ ଏà¬


ବଢିବ ବର୍ଷା

Anupambharat News Bureau | ଓଡ଼ିଶା | | 2716 | Read...

ବଢିବ ବର୍ଷା

ଭୁବନେଶ୍ୱର, ୩ା୮(ଅନୁପମ ମିଡ଼ିଆ):­ ମୌସୁମୀ ନିମ୍ନ ଚାପ ରେଖା ଆଜି ପଞ୍ଜାବର ଅମ୍ରିତସରରୁ ବାହାରି ଚଣ୍ଡିଗଡ, ବରେଲà­


ଜିଓ,ଏୟାରଟେଲ ଓଡ଼ିଶାରେ ଯୋଗାଇବେ ୫ଜି ସେବା

Anupambharat News Bureau | ଓଡ଼ିଶା | | 2714 | Read...

ଜିଓ,ଏୟାରଟେଲ ଓଡ଼ିଶାରେ ଯୋଗାଇବେ ୫ଜି ସେବା

ଭୁବନେଶ୍ୱର: ଗତକାଲି ୫ଜି ସ୍ପେକଫ୍ର ମ୍‌ ନିଲାମ ପ୍ରକ୍ରିୟା ଶେଷ ହେବା ସହ କେଉଁ କଂପାନି କେଉଁ ଟେଲିକମ୍‌ ସର୍


ନବନିଯୁକ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଶିକ୍ଷକତା ଚାକିରୀ ନୁହେଁ ଏକ ସଂକଳ୍ପ

Anupambharat News Bureau | ଓଡ଼ିଶା | | 2712 | Read...

 ନବନିଯୁକ୍ତ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଶିକ୍ଷକତା ଚାକିରୀ  ନୁହେଁ ଏକ ସଂକଳ୍ପ

ଭୁବନେଶ୍ୱର, ୧ା୭(ଅନୁପମ ମିଡ଼ିଆ):­ ଆପଣମାନେ ସମସ୍ତେ ଯୁବକ ଓ ବହୁତ ଉତ୍ସାହୀ । ତେଣୁ ଶିକ୍ଷକତାକୁ ଏକ ଚାକିରୀ ଭାà


ବିରୋଧୀ ଶୂନ୍ୟ ହେବ ଓଡ଼ିଶା : ପ୍ରମିଳା

Anupambharat News Bureau | ଓଡ଼ିଶା | | 2710 | Read...

ବିରୋଧୀ ଶୂନ୍ୟ ହେବ ଓଡ଼ିଶା : ପ୍ରମିଳା

ଭୁୁବନେଶ୍ୱର, ୩୦ା୭(ଅନୁପମ ମିଡ଼ିଆ): ­ ୨୦୨୪ ନିର୍ବାଚନରେ ୧୪୭ ବିଧାୟକ ଓ ୨୧ ସାଂସଦ ପଦ ହାତେଇବ ବିଜେଡି । ବିଜେଡି ଲ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page