ଓଡ଼ିଶା : Category News


ଉପକୂଳ ମୁହାଁ ହୋଇପାରେ ‘ୟଶ’!

Anupambharat News Bureau | ଓଡ଼ିଶା | | 2206 | Read...

ଉପକୂଳ ମୁହାଁ ହୋଇପାରେ ‘ୟଶ’!

ଭୁବନେଶ୍ୱର, ୧୯ା୫(ଅନୁପମ ମିଡ଼ିଆ): ­ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ୨୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜ


ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶ୍ରଣ

Anupambharat News Bureau | ଓଡ଼ିଶା | | 2205 | Read...

ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶ୍ରଣ

ବ୍ରହ୍ମପୁର, ୧୮ା୫ (ଅନୁପମ ମିଡ଼ିଆ) : ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶ୍ରଣ ନେଇ ମଙ୍ଗଳବାର ସରକାର ପ୍ରକିୟା ଆରମ୍ଭ କରିଛନ୍ତି । ଫଳରେ ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟରେ ଏକ ପ


ଆଉ ପ୍ଲାଜମାଥେରାପି ହେବନି: ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2204 | Read...

 ଆଉ ପ୍ଲାଜମାଥେରାପି ହେବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮ା୫(ଅନୁପମ ମିଡ଼ିଆ): ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି । ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂ


ଦାନା ବାନ୍ଧୁଛି ଲଘୁଚାପ

Anupambharat News Bureau | ଓଡ଼ିଶା | | 2203 | Read...

ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର, ୧୮ା୫ (ଅନୁପମ ମିଡ଼ିଆ): କରୋନା ଦାଉରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ବଙ୍ଗୋପସାଗରରେ ଏକ ଲଘୁଚାପ ଦାନା ବାନ୍ଧୁଥିବା ଜଣାପଡ଼ିଛି । ଏପରିକି ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ବୋଲି କୁହାଯାଇଛି । ସୂଚନାନୁଯାୟୀ ଆ


ଜୁନ୍‌ ୧ ଯାଏଁ ବଢିଲା ଲକ୍‌ ଡାଉନ୍‌

Anupambharat News Bureau | ଓଡ଼ିଶା | | 2202 | Read...

ଜୁନ୍‌ ୧ ଯାଏଁ ବଢିଲା ଲକ୍‌ ଡାଉନ୍‌

ଭୁବନେଶ୍ୱର, ୧୮ା୫(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଆଜି କୋଭିଡ୍‌ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଆଉ ଦୁଇ ସପ୍ତାହ ଅର୍ଥାତ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଜୁନ୍‌ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ


କୋଭିଡ ମୃତକଙ୍କ ପରିବାରକୁ ପେନ୍‌ସନ୍‌

Anupambharat News Bureau | ଓଡ଼ିଶା | | 2200 | Read...

  କୋଭିଡ ମୃତକଙ୍କ ପରିବାରକୁ ପେନ୍‌ସନ୍‌

ଭୁବନେଶ୍ୱର ,୧୭ା୫(ଅନୁପମ ମିଡ଼ିଆ): ଆସନ୍ତା ୨୪ରୁ ୩ ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନଏମ୍‌ ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସମ୍ପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା


ଆମ୍ବୁଲାନ୍ସ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

Anupambharat News Bureau | ଓଡ଼ିଶା | | 2199 | Read...

ଆମ୍ବୁଲାନ୍ସ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ୱର ,୧୭ା୫(ଅନୁପମ ମିଡ଼ିଆ):ଏଣିକି ଲୋକଙ୍କ ଠାରୁ ମନଇଚ୍ଛା ଭଡା ଆଦାୟ କରିପାରିବନି ଆମ୍ବୁଲାନ୍ସ । ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ପରି


ଜୁନ୍‌ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା

Anupambharat News Bureau | ଓଡ଼ିଶା | | 2197 | Read...

ଜୁନ୍‌ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା

ପୁରୀ,୧୬ା୫(ଅନୁପମ ମିଡ଼ିଆ): ଆସନ୍ତା ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ତେବେ ଶ୍ରୀମନ୍ଦିରର ସେବାୟତ ଓ କର୍ମଚାରୀମାନଙ୍କ ସହଯୋଗରେ ମହାପ୍ରଭୁଙ୍କର ଦୈନନ୍ଦିନ ନୀତି କାନ୍ତି ଜାରି ର


ଅନଲାଇନ୍‌ରେ ମିଳିବ ମଦ

Anupambharat News Bureau | ଓଡ଼ିଶା | | 2190 | Read...

ଅନଲାଇନ୍‌ରେ ମିଳିବ ମଦ

ଭୁବନେଶ୍ୱର, ୧୩ା୫(ଅନୁପମ ମିଡ଼ିଆ): ଗତ ବର୍ଷ ଭଳି ଏବର୍ଷ ମଧ୍ୟ ଅନଲାଇନ୍‌ରେ ମିଳିବ ମଦ । ଲକଡାଉନ ବେଳେ ମଦର ହୋମ୍‌ ଡେଲିଭରି ଦିଆଯିବ । ଉଭୟ ଅଫ୍‌, ଅନ୍‌, ସିଏଲ୍‌ ଦୋକାନୀ ହୋମ୍‌ ଡେଲିଭରି ଦେଇପାରିବେ । ଖାଦ୍ୟ ଯୋଗାଣକାରୀ ସଂସ୍


ଜି. ମାଥିଭାଥନନ ବିଏମସି ପ୍ରଶାସକ

Anupambharat News Bureau | ଓଡ଼ିଶା | | 2189 | Read...

ଜି. ମାଥିଭାଥନନ ବିଏମସି ପ୍ରଶାସକ

ଭୁବନେଶ୍ୱର, ୧୩ା୫ (ଅନୁପମ ମିଡ଼ିଆ): ୧୯୯୪ ବ୍ୟାଚ୍‌ ର ଆଇଏଏସ୍‌ ଅଧିକାରୀ ଜି. ମାଥିଭାଥନନଙ୍କୁ ବିଏମସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସଂଗ୍ରାମଜିତ ନାୟକଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ସ


ବର୍ଷର୍ା ସମ୍ଭାବନା

Anupambharat News Bureau | ଓଡ଼ିଶା | | 2188 | Read...

ବର୍ଷର୍ା ସମ୍ଭାବନା

ଭୁବନେଶ୍ୱର,୧୩ା୫(ଅନୁପମ ମିଡ଼ିଆ): ଟ୍ୱିନ ସିଟି ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ପବନ ଏବଂ ବିଜୁଳି ଘଡଘଡି ଲାଗିରହିଛି । ଉତ୍ତର ଓ ଉପକୂଳର ସମସ୍ତ ଜିଲ୍ଲାରେ ମଧ୍ୟ କାଳବୈଶାଖୀ ସକ୍ର


ଟ୍ୱିନ୍‌ ସିଟି : ଲକଡାଉନରେ ୱାକିଂ ଓ ସାଇକ୍ଲିଂ ମନା

Anupambharat News Bureau | ଓଡ଼ିଶା | | 2187 | Read...

ଟ୍ୱିନ୍‌ ସିଟି :  ଲକଡାଉନରେ ୱାକିଂ ଓ ସାଇକ୍ଲିଂ ମନା

ଭୁବନେଶ୍ୱର, ୧୩ା୫(ଅନୁପମ ମିଡ଼ିଆ): ଏଣିକି ଲକଡାଉନରେ ୱାକିଂ ଓ ସାଇକ୍ଲିଂ କରିବା ମନା । ଏହି ସୂଚନା ଦେଇଛନ୍ତି ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି ଯେ ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ମାମଲା ବଢ଼ି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page