ଓଡ଼ିଶା : Category News


କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା

Anupambharat News Bureau | ଓଡ଼ିଶା | | 1332 | Read...

 କରୋନା ଯୋଦ୍ଧାଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୭(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରି ପରିଷଦର ବୈଠକ ଅନୁଷ୍ଠିତ ହୋଇ ଯାଇଛି । କୋବିଡ ଲଢେଇରେ ସହିଦ ଆଠ କରୋନା ଯୋଦ୍ଧାଙ୍କର ଅମର ଆତ୍ମାର ସଦଗତି ପାଇଁ ବୈଠକରେ ଏ


ଡାକ୍ତରଙ୍କ ଅବସର ବୟସ ବୃଦ୍ଧି ଘୋଷଣା

Anupambharat News Bureau | ଓଡ଼ିଶା | | 1331 | Read...

ଡାକ୍ତରଙ୍କ ଅବସର ବୟସ ବୃଦ୍ଧି ଘୋଷଣା

ଭୁବନେଶ୍ୱର, ୨୧ା୭(ଅନୁପମ ମିଡ଼ିଆ): ­ ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ୱର) ଓ କଟକ ଜିଲ୍ଲାରେ କୋଭିଡ଼ ପରିସ୍ଥିତି ନିୟନ୍ତ୍ରଣାଧିନ ଅଛି । ଖୋର୍ଦ୍ଧା ଜି


ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପି ଆରମ୍ଭ

Anupambharat News Bureau | ଓଡ଼ିଶା | | 1330 | Read...

ଗଞ୍ଜାମ ଜିଲ୍ଲାରେ ପ୍ଲାଜମା ଥେରାପି ଆରମ୍ଭ

ବ୍ରହ୍ମପୁର/ଛତ୍ରପୁର, ୨୧ ।୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାର କରୋନା ସଂକ୍ରମିତ ବ୍ୟକ୍ତିଙ୍କ ନିମନ୍ତେ ପ୍ଲାଜମା ଥେରାପି ସେବାକୁ ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ବ୍ରହ୍ମପୁର ମହାରାଜା କୃଷ


ପଞ୍ଚଭୂତରେ ଲୀନ ହେଲେ ବିଜୟ

Anupambharat News Bureau | ଓଡ଼ିଶା | | 1327 | Read...

ପଞ୍ଚଭୂତରେ ଲୀନ ହେଲେ ବିଜୟ

ଭୁବନେଶ୍ୱର ,୨୧ା୭(ଅନୁପମ ମିଡ଼ିଆ): ପଞ୍ଚଭୂତରେ ଲୀନ ହୋଇଛି ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତିଙ୍କ ପାର୍ଥିବ ଶରୀର । ମଙ୍ଗଳବାର ଅପରାହ୍ନରେ ଭୁବନେଶ୍ୱରର ସତ୍ୟନଗର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସ୍


ଆଉ ଛ’ ମୁଣ୍ଡ ନେଲା

Anupambharat News Bureau | ଓଡ଼ିଶା | | 1326 | Read...

ଆଉ ଛ’ ମୁଣ୍ଡ ନେଲା

ଭୁବନେଶ୍ୱର, ୨୦ା୭(ଅନୁପମ ମିଡ଼ିଆ): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ଛ’ ଜଣ କରୋନା ସଂକ୍ରମିତଙ୍କର ମୃତୁ୍ୟ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୯୭ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର


ମିଳିଲାନି କାନ୍ଧ, ଟ୍ରଲିରେ ଶବ ବୁହା

Anupambharat News Bureau | ଓଡ଼ିଶା | | 1325 | Read...

ମିଳିଲାନି କାନ୍ଧ, ଟ୍ରଲିରେ ଶବ ବୁହା

ବୁଗୁଡ଼ା,୨୦ା୭(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାରେ କରୋନା ଦିନକୁ ଦିନ ମୁଣ୍ଡ ନେଉଥିବା ବେଳେ ସମ୍ପ୍ରତି ଶବକୁ କାନ୍ଧ ଦେବାକୁ ରକ୍ତ ସମ୍ପର୍କୀୟଙ୍କଠାରୁ ଆରମ୍ଭ କରି ସାହିପଡିଶା ପଛଘୁଞ୍ଚା ଦେଉଥିବା ଭଳି ଏକ ଅଭାବନୀୟ ସ୍ଥିତି ଦ


ଆରପାରିରେ ବିଜୟ

Anupambharat News Bureau | ଓଡ଼ିଶା | | 1324 | Read...

ଆରପାରିରେ ବିଜୟ

ଭୁବନେଶ୍ୱର, ୨୦ା୭(ଅନୁପମ ମିଡ଼ିଆ): ଓଡ଼ିଆ ସିନେମା ଜଗତର ସୁନାମଧନ୍ୟ ତଥା ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ସୋମବାର ରାତିରେ ଦେହାନ୍ତ ଘଟିଛି । ୭୦ ବର୍ଷ ବୟସରେ ଆଖି ବୁଜିଛନ୍ତି ଏହି ଲୋକପ୍ରିୟ ଅଭିନେତା । ଆଜି ସନ୍ଧ୍ୟାରେ ତ


ଆଜିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

Anupambharat News Bureau | ଓଡ଼ିଶା | | 1323 | Read...

 ଆଜିଠୁ ଗଞ୍ଜାମରେ ପ୍ଲାଜମା ଥେରାପି

ଭୁବନେଶ୍ୱର,୨୦ା୭(ଅନୁପମ ମିଡ଼ିଆ): ଆସନ୍ତାକାଲିଠାରୁ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ ହସ୍ପିଟାଲରେ ପ୍ଲାଜ୍‌ମା ଥେରାପି ଆରମ୍ଭ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନ୍‌ଫରେନ୍ସିଂ


ପୋଲିସ୍‌ କର୍ମଚାରୀ ଫିଟ୍‌ ନରହିଲେ ଅବସର

Anupambharat News Bureau | ଓଡ଼ିଶା | | 1322 | Read...

ପୋଲିସ୍‌ କର୍ମଚାରୀ ଫିଟ୍‌ ନରହିଲେ ଅବସର

ଭୁବନେଶ୍ୱର ,୧୭ା୭(ଅନୁପମ ମିଡ଼ିଆ): କରୋନା ସମୟରେ ଆଗଧାଡିର ଯୋଦ୍ଧା ହୋଇଥିବା କମିଶନରେଟ୍‌ ପୋଲିସ୍‌ର ସମସ୍ତ କର୍ମଚାରୀଙ୍କୁ ଫିଟ୍‌ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ମାସକ ମଧ୍ୟରେ କମ


ଅଙ୍ଗନୱାଡି , ଆଶା କର୍ମୀଙ୍କ ମୃତୁ୍ୟରେ ପରିବାରକୁ ଭତ୍ତା

Anupambharat News Bureau | ଓଡ଼ିଶା | | 1321 | Read...

ଅଙ୍ଗନୱାଡି , ଆଶା କର୍ମୀଙ୍କ ମୃତୁ୍ୟରେ ପରିବାରକୁ ଭତ୍ତା

ଭୁବନେଶ୍ୱର ,୧୭ ।୭ (ଅନୁପମ ମିଡ଼ିଆ): ­ କୋଭିଡ୍‌ ଯୁଦ୍ଧରେ ସାମିଲ ହୋଇ କାମ କରୁଥିବା ଅଙ୍ଗନୱାଡି କର୍ମୀ ଯଦି ସଂକ୍ରମିତ ହୋଇ ମୃତୁ୍ୟବରଣ କରନ୍ତି ତେବେ ତାଙ୍କ ସ୍ୱାମୀ କିମ୍ବା ନିକଟତମ ଆତ୍ମୀୟଙ୍କୁ ଅବସର ବୟସ ଯାଏଁ ମାସିକ ୭,


ରାଜ୍ୟରେ କରୋନା ସୁସ୍ଥ ୧୦ ହଜାର ଟପିଲା

Anupambharat News Bureau | ଓଡ଼ିଶା | | 1317 | Read...

ରାଜ୍ୟରେ କରୋନା ସୁସ୍ଥ ୧୦ ହଜାର ଟପିଲା

ଭୁବନେଶ୍ୱର,୧୫ା୭(ଅନୁପମ ମିଡ଼ିଆ):ରାଜ୍ୟରେ ବୁଧବାର ୨୦ ଜିଲ୍ଲାରୁ ୬୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୦,୦୦୦ ଟପିଛି । ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାବତ ୧୦, ୪୭୬ଜଣ କରୋ


୭ ହଜାର ଏଏନଏମ୍‌ଙ୍କୁ ମିଳିବ ଅସ୍ଥାୟୀ ନିଯୁକ୍ତି

Anupambharat News Bureau | ଓଡ଼ିଶା | | 1316 | Read...

୭ ହଜାର ଏଏନଏମ୍‌ଙ୍କୁ ମିଳିବ ଅସ୍ଥାୟୀ ନିଯୁକ୍ତି

ଭୁବନେଶ୍ୱର୧୫ା୭(ଅନୁପମ ମିଡ଼ିଆ): ରାଜ୍ୟର ପ୍ରତି ପଞ୍ଚାୟତ ପାଇଁ ପ୍ରସ୍ତାବିତ କୋଭିଡ୍‌ କେୟାର୍‌ ହୋମ୍‌ରେ ସାତ ହଜାର ଏଏନଏମ୍‌ ଙ୍କୁ ଅସ୍ଥାୟୀ ନିଯୁକ୍ତି ମିଳିବ । ଯଦି ଆବଶ୍ୟକ ଏଏନ୍‌ଏମ୍‌ ନମିଳନ୍ତି ତେବେ, ପଞ୍ଜିକ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page