ଓଡ଼ିଶା : Category News


ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 1146 | Read...

 ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୨ ।୪ (ଅନୁପମ ମିଡିଆ): ରାଜ୍ୟରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୬୭୯୮ପଞ୍ଚାୟତର ସରପଞ୍ଚମାନଙ୍କୁ ଦାୟିତ୍ୱର ଶପଥ ପାଠ କରାଇଛନ୍ତି । ଅନ୍ୟ ରାଜ୍ୟରୁ ଗାଁକୁ ଆସୁଥିବା ଲୋ


ଚେନ୍ନାଇରୁ ଓଡ଼ିଶା ସାଇକେଲରେ ଫେରିଲେ ସାତ

Anupambharat News Bureau | ଓଡ଼ିଶା | | 1144 | Read...

 ଚେନ୍ନାଇରୁ ଓଡ଼ିଶା ସାଇକେଲରେ ଫେରିଲେ ସାତ

ଚିକିଟି,୨୧ ।୪(ଅନୁପମ ମିଡ଼ିଆ): ଓଡ଼ିଶା-ଆନ୍ଧ୍ର ସୀମା ସୋରଳ ଗ୍ରାମର ସାତ ଜଣ ଶ୍ରମିକ ଚେନ୍ନାଇରୁ ପୁଣି ସାଇକେଲ୍‌ ଯୋଗେ ନିଜ ଗ୍ରାମକୁ ଫେରିଥିବା ସୂଚନା ମିଳିଛି । ଗତ କିଛିଦିନ ଧରି ତାମିଲନାଡ଼ୁର ଚେନ୍ନାଇରେ ଦାଦନ ଭାବେ ଖଟୁଥି


ସୀମା ଜଗିବା କଷ୍ଟକର: ବାଗଚୀ

Anupambharat News Bureau | ଓଡ଼ିଶା | | 1142 | Read...

ସୀମା ଜଗିବା କଷ୍ଟକର: ବାଗଚୀ

ଭୁବନେଶ୍ୱର ,୨୧ା୪ (ଅନୁପମମିଡ଼ିଆ): ନିକଟରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତମାନେ ପଡୋଶୀ ରାଜ୍ୟରୁ ଫେରିଥିବାର ସୂଚନା ମିଳିଛି । ତେବେ କରୋନା ମୁକାବିଲା ପାଇଁ ରାଜ୍ୟର ସୀମା ଜଗିବା କଷ୍ଟକର ବୋଲି ରାଜ୍ୟ କୋଭିଡ-୧୯ ମୁଖ୍ୟ ମ


ରାଜ୍ୟରେ ପଜିଟିଭ ସଂଖ୍ୟା ୭୯କୁ ବୃଦ୍ଧି, ଆଜି ଆଉ ପାଞ୍ଚ ନୂଆ ମାମଲା,ସମସ୍ତେ ବାଲେଶ୍ୱରର

Anupambharat News Bureau | ଓଡ଼ିଶା | | 1141 | Read...

ରାଜ୍ୟରେ ପଜିଟିଭ ସଂଖ୍ୟା ୭୯କୁ ବୃଦ୍ଧି,  ଆଜି ଆଉ ପାଞ୍ଚ ନୂଆ ମାମଲା,ସମସ୍ତେ ବାଲେଶ୍ୱରର

ଭୁବନେଶ୍ୱର, ୨୧ା୪(ଅନୁପମମିଡ଼ିଆ): ରାଜ୍ୟରେ ମଙ୍ଗଳବାର ଆଉ ପାଞ୍ଚ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ


ଆଖିବୁଜିଲେ ୪୪ତମ ଆକ୍ରାନ୍ତ, କରୋନା ନୁହେଁ କ୍ୟାନ୍ସରେ ମୃତୁ୍ୟ, ପଶ୍ଚିମବଙ୍ଗରୁ ଆସି ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ

Anupambharat News Bureau | ଓଡ଼ିଶା | | 1140 | Read...

  ଆଖିବୁଜିଲେ ୪୪ତମ ଆକ୍ରାନ୍ତ,  କରୋନା ନୁହେଁ କ୍ୟାନ୍ସରେ ମୃତୁ୍ୟ,   ପଶ୍ଚିମବଙ୍ଗରୁ ଆସି  ଭୁବନେଶ୍ୱରରେ ଚିକିତ୍ସିତ ହେଉଥିଲେ

ଭୁବନେଶ୍ୱର, ୨୧ା୪(ଅନୁପମମିଡ଼ିଆ): ଓଡିଶାରେ କରୋନା ଯୋଗୁଁ ପୁଣି ଜଣେ ଆଖି ବୁଜିଛନ୍ତି । ମୃତକ ଜଣକ ହେଉଛନ୍ତି ପଶ୍ଚିମ ବଙ୍ଗର ତଥା ରାଜ୍ୟର ୪୪ ନମ୍ବର କରୋନା ପଜିଟିଭ୍‌ । ମଙ୍ଗଳବାର ସକାଳେ ସେପଫିକ୍‌ ଶକ୍‌ ,ହାଇପୋପିଟୁଇଟା


ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ

Anupambharat News Bureau | ଓଡ଼ିଶା | | 1138 | Read...

ବଡ଼ଚଣା ଥାନା ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର/ଯାଜପୁର, ୨୦ା୪(ଅନୁପମମିଡ଼ିଆ): ଲକ୍‌ଡାଉନ୍‌ କଟକଣାକୁ ଉଲ୍ଲଂଘନ କରି ଗତକାଲି ସପରିବାରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଦେଇ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ


ଡ଼ଙ୍ଗା ଯୋଗେ ଅନୁପ୍ରବେଶ , ୧୦ ଓଡ଼ିଆ ସମେତ ୨୭ ଅଟକ , ଆନ୍ଧ୍ର କ୍ୱାରେଣ୍ଟାଇନ୍‌ରେ ରହିଲେ

Anupambharat News Bureau | ଓଡ଼ିଶା | | 1137 | Read...

ଡ଼ଙ୍ଗା ଯୋଗେ ଅନୁପ୍ରବେଶ , ୧୦ ଓଡ଼ିଆ ସମେତ ୨୭ ଅଟକ ,  ଆନ୍ଧ୍ର କ୍ୱାରେଣ୍ଟାଇନ୍‌ରେ ରହିଲେ

ଚିକିଟି,୨୦ ।୪(ଅନୁପମ ମିଡ଼ିଆ): ସମ୍ପ୍ରତି କରୋନା ଭୂତାଣୁ ସଂକ୍ରମଣ ନେଇ ରାଜ୍ୟ ସରକାର ତଥା ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସିଲ୍‌ ଓ ଯାଞ୍ଚ ଚାଲିଥିବା ବେଳେ ଆଜି ୧୦ ଜଣ ଓଡ଼ିଆଙ୍କ ସମେତ ୨୭ ଜଣ ଡ଼ଙ୍ଗା ଯୋଗେ ଅନୁପ୍ରବ


ରାଜ୍ୟରେ ଗୋଟିଏ ଦିନରେ ୧୩ କରୋନା ପଜିଟିଭ୍‌

Anupambharat News Bureau | ଓଡ଼ିଶା | | 1136 | Read...

 ରାଜ୍ୟରେ ଗୋଟିଏ ଦିନରେ ୧୩ କରୋନା ପଜିଟିଭ୍‌

ଭୁବନେଶ୍ୱର, ୨୦ା୪(ଅନୁପମ ମିଡ଼ିଆ): ସୋମବାର ଗୋଟିଏ ଦିନରେ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଭଦ୍ରକର ୫ ଜଣ, ଯାଜପୁରର ୫ ଜଣ , ବାଲେଶ୍ୱରର ୨ ଜଣ ଓ ସୁନ୍ଦରଗଡର ଜଣେ ଆକ୍ରାନ୍ତ


ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

Anupambharat News Bureau | ଓଡ଼ିଶା | | 1135 | Read...

ସରପଞ୍ଚଙ୍କୁ ମିଳିଲା ଜିଲ୍ଲାପାଳ କ୍ଷମତା

ଭୁବନେଶ୍ୱର,୧୯ା୪(ଅନୁପମମିଡ଼ିଆ): ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ ହେବ । ସେମାନଙ୍କ ସହ ସେମାନଙ୍କ ପରିବାର ଓ ବନ୍ଧୁମାନେ ପଞ୍ଚାୟତରେ ରେଜିଷ୍ଟ୍ରେସନ୍‌ କରିବେ । ଏହାପରେ ସେମାନଙ୍କ


ଗଞ୍ଜାମ ଜିଲ୍ଲାରେ କଟକଣା କୋହଳ

Anupambharat News Bureau | ଓଡ଼ିଶା | | 1134 | Read...

ଗଞ୍ଜାମ ଜିଲ୍ଲାରେ କଟକଣା କୋହଳ

ଛତ୍ରପୁର, ୧୯ା୪ (ଅନୁପମ ମିଡ଼ିଆ): କୋଭିଡ଼ ୧୯ ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲାରେ ଜାରି କେତେକ କଟକଣାକୁ ସୋମବାରଠାରୁ କୋହଳ ନେଇ ଘୋଷଣା କରାଯାଇଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏନେଇ ରବିବାର ଏକ ଭିଡ଼ିଓ ବାର୍ତ୍ତାରେ ଜଣ


ଜଷ୍ଟିସ୍‌ ମହମ୍ମଦ ରଫିକ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି

Anupambharat News Bureau | ଓଡ଼ିଶା | | 1133 | Read...

 ଜଷ୍ଟିସ୍‌ ମହମ୍ମଦ ରଫିକ ଓଡ଼ିଶା ହାଇକୋର୍ଟର ମୁଖ୍ୟବିଚାରପତି

କଟକ ,୧୯ା୪(ଅନୁପମମିଡ଼ିଆ): ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟବିଚାରପତି ହେବେ ଜଷ୍ଟିସ୍‌ ମହମ୍ମଦ ରଫିକ । ଏସମ୍ପର୍କରେ ଗତ ୧୮ ତାରିଖରେ ଅନୁଷ୍ଠିତ ସୁପ୍ରିମକୋର୍ଟ କଲେଜିୟମ୍‌ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଜଷ୍ଟିସ


କଟକ ଓ ଭୁବନେଶ୍ୱରରେ ଜାରି ରହିବ କଟକଣା

Anupambharat News Bureau | ଓଡ଼ିଶା | | 1132 | Read...

କଟକ ଓ ଭୁବନେଶ୍ୱରରେ ଜାରି ରହିବ କଟକଣା

ଭୁବନେଶ୍ୱର,୧୯ା୪(ଅନୁପମମିଡ଼ିଆ): ଆସନ୍ତାକାଲି ଠାରୁ କୃଷିକାର୍ଯ୍ୟକୁ ଖୁବ୍‌ ସାବଧାନତାର ସହ ଆରମ୍ଭ କରାଯାଉଛି । କି;ୁ କଟକ ଓ ଭୁବନେଶ୍ୱରରେ କଟକଣା ପୂର୍ବଭଳି ଜାରି ରହିବ । ସେଥି ପାଇଁ ଲୋକେ ଦୟାକରି ଘରେ ରୁହ;ୁ ।ଲୋକେ ନିରାପ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page