Anupambharat News Bureau | ବିଦେଶ | | 1320 | Read...
Anupambharat News Bureau | ବିଦେଶ | | 1305 | Read...
ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ଏବେଯାଏଁ ମାସ୍କ ପିନ୍ଧିବାକୁ ମନା କରୁଥିଲେ । ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିବା କରୋନା ଆତଙ୍କ ପରେ ମଧ୍ୟ ସେ ପ୍ରଥମ ଥର ପାଇଁ ଶନିବାର ସାର୍ବଜନିକ ଭାବେ ମାସ୍କ ପରିଧାନ କର
Anupambharat News Bureau | ବିଦେଶ | | 1296 | Read...
ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ମଧ୍ୟରେ ହଙ୍ଗକଙ୍ଗ ଉପରେ ବେଜିଙ୍ଗର କାର୍ଯ୍ୟାନୁଷ୍ଠାନ ଭଳି ପ୍ରସଙ୍ଗରେ ଆମେରିକା ଓ ଚୀନ ମଧ୍ୟରେ ବଢି ଚାଲିଥିବା ଉତ୍ତେଜନା ମଧ୍ୟରେ ଚୀନର ବୈଦେଶିକ ମନ୍ତ୍ରୀ ବାଙ୍ଗ ୟା କହିଛନ୍ତି ଯେ ଉ
Anupambharat News Bureau | ବିଦେଶ | | 1257 | Read...
ମେକ୍ସିକୋ: ମେକ୍ସିକୋରେ ମହିଳା ବିରୋଧି ହିଂସା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ପ୍ରାୟ ୯୮୭ରୁ ଅଧିକ ମହିଳା ଓ ଯୁବତୀଙ୍କୁ ହତ୍ୟା କରାଯାଇ ସାରିଛି । ତେବେ ଏହାରୁ ଦେଶର ରାଷ୍ଟ୍ରପତି ଲୋପେଜ୍ ଓବ୍ରୋଡୋର୍ ଖଣ୍ଡାନ
Anupambharat News Bureau | ବିଦେଶ | | 1235 | Read...
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ କହିଛନ୍ତି ଯେ, ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରିବାର ସମୟ ଆସିଛି । କି;ୁ ଯଦି କିଛି ଭୁଲ ହୁଏ ତେବେ ଏପରି ଆକ୍ରମଣ ହେବ ଯାହା ପୂର୍ବରୁ କେବେ ହୋଇ ନ ଥିଲ
Anupambharat News Bureau | ବିଦେଶ | | 1226 | Read...
ବେଜିଂ: କରୋନା ଯୁଦ୍ଧ ପାଇଁ ସାରା ବିଶ୍ୱ ଆଜି ଲଢୁଥିବା ବେଳେ ଚୀନ କି;ୁ ସୀମାନ୍ତରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ଶୀ ଜିନ¬ିଙ୍
Anupambharat News Bureau | ବିଦେଶ | | 1087 | Read...
ନୁ୍ୟୟର୍କ, ୮ା୪: କରୋନା ଭାଇରସକୁ ନେଇ ଆମେରିକା ଡେଥ୍ ଜୋନ ଘୋଷିତ କରିଛି । ଏହି ମହାମାରୀରେ ଏ ପର୍ଯ୍ୟନ୍ତ ଆମେରିକାରେ ସର୍ବାଧିକ ଲୋକଙ୍କ ମୃତୁ୍ୟ ଘଟିଛି । ହପକିନ୍ସ ୟୁନିଭର୍ସିଟି ଅନୁସାରେ କ୍ରମାଗତ ଦ୍ୱିତୀୟ ଦିନରେ ଆମେ
Anupambharat News Bureau | ବିଦେଶ | | 1057 | Read...
ଟୋକି ଓ / ମେଲବର୍ଣ୍ଣ,୩୦ା୩: କୋଭିଡ୍ ୧୯ ବିଶ୍ୱ ମହାମାରୀ ଓ ସାଉଦି ଆରବ-ରୁଷ ମଧ୍ୟରେ ଦର ଲଢେଇ ଶେଷ ହେବାର କୌଣସି ସଙ୍କେତ ନମିଳିବା ପରେ କ୍ରୁଡ୍ ଓଏଲ ବେଞ୍ଚମାର୍କ ବ୍ରେଣ୍ଟ ସୋମବାର ନିମ୍ନକୁ ଖସି ଆସିଛି । ଏହା ୨୦୦୨ ନଭେମ୍
Anupambharat News Bureau | ବିଦେଶ | | 1046 | Read...
ରୋମ: ମହାମାରୀ କରୋନା ଭାଇରସ ଇଟାଲୀରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ଦିନକୁ ଦିନ ଏଠାରେ ମୃତ୍ୟୁସଂଖ୍ୟା ବିବାରେ ଲାଗିଛି । ଉତ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଇଟାଲୀ ବିଶ୍ୱର ୨ ନମ୍ବର ରାଷ୍ଟ୍ର । ହେଲେ କରୋନାର ମୁକାବି
Anupambharat News Bureau | ବିଦେଶ | | 980 | Read...
ବାଗଦାଦ, ୪ା୧: ୨୪ ଘଣ୍ଟା ମଧ୍ୟରେ ଆମେରିକା ଦ୍ୱିତୀୟ ଥର ପାଇଁ ଆକାଶ ମାର୍ଗରୁ ଇରାନ ସମର୍ଥକଙ୍କ ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଏଥିରେ ୬ ଜଣ ଲୋକଙ୍କ ମୃତୁ୍ୟ ଘଟିଛି । ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଓ ଆହତମାନେ ପପୁଲ
Anupambharat News Bureau | ବିଦେଶ | | 969 | Read...
ନୂଆଦିଲ୍ଲୀ, ୩ା୧: ଆମେରିକା ପକ୍ଷରୁ ଇରାକର ବାଗାଦାଦର ଅନ୍ତର୍ଜାତୀୟ ବିମାନବନ୍ଦରରେ ଆକ୍ରମଣ କରାଯାଇଛି । ଏଥିରେ ଇରାନ୍ର ଜେନେରାଲ୍ କାସିମ୍ ସୋଲେମାନ୍ ସହ ଆଠ ଜଣଙ୍କ ମୃତୁ୍ୟ ଘଟିଛି । ଏହାଫଳରେ ଉପସାଗରୀୟ ଏବଂ ମ
Anupambharat News Bureau | ବିଦେଶ | | 967 | Read...
ୱାସିଂଟନ୍: ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କର ମୃତ୍ୟୁ ଘଟିଛି । ଇରାକର ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଯାଉଥିବା ବେଳେ ଆମେରିକା