ବିଦେଶ : Category News



ପ୍ରଥମ ଥର ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେ ୟୁଏସ ରାଷ୍ଟ୍ରପତି

Anupambharat News Bureau | ବିଦେଶ | | 1305 | Read...

ପ୍ରଥମ ଥର ପାଇଁ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିଲେ ୟୁଏସ ରାଷ୍ଟ୍ରପତି

ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ଏବେଯାଏଁ ମାସ୍କ ପିନ୍ଧିବାକୁ ମନା କରୁଥିଲେ । ମାର୍ଚ୍ଚ ମାସରେ ଆରମ୍ଭ ହୋଇଥିବା କରୋନା ଆତଙ୍କ ପରେ ମଧ୍ୟ ସେ ପ୍ରଥମ ଥର ପାଇଁ ଶନିବାର ସାର୍ବଜନିକ ଭାବେ ମାସ୍କ ପରିଧାନ କର


ଆମେରିକା ସୈନ୍ୟଙ୍କୁ ଡରିଲା ଚୀନ୍‌

Anupambharat News Bureau | ବିଦେଶ | | 1296 | Read...

ଆମେରିକା ସୈନ୍ୟଙ୍କୁ ଡରିଲା ଚୀନ୍‌

ନୂଆଦିଲ୍ଲୀ: କରୋନା ଭାଇରସ ମହାମାରୀ ମଧ୍ୟରେ ହଙ୍ଗକଙ୍ଗ ଉପରେ ବେଜିଙ୍ଗର କାର୍ଯ୍ୟାନୁଷ୍ଠାନ ଭଳି ପ୍ରସଙ୍ଗରେ ଆମେରିକା ଓ ଚୀନ ମଧ୍ୟରେ ବଢି ଚାଲିଥିବା ଉତ୍ତେଜନା ମଧ୍ୟରେ ଚୀନର ବୈଦେଶିକ ମନ୍ତ୍ରୀ ବାଙ୍ଗ ୟା କହିଛନ୍ତି ଯେ ଉ


ମହିଳାଙ୍କ ପାଇଁ ନର୍କ ପାଲଟିଛି ମେକ୍ସିକୋ

Anupambharat News Bureau | ବିଦେଶ | | 1257 | Read...

ମହିଳାଙ୍କ ପାଇଁ ନର୍କ ପାଲଟିଛି ମେକ୍ସିକୋ

ମେକ୍ସିକୋ: ମେକ୍ସିକୋରେ ମହିଳା ବିରୋଧି ହିଂସା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ ପ୍ରାୟ ୯୮୭ରୁ ଅଧିକ ମହିଳା ଓ ଯୁବତୀଙ୍କୁ ହତ୍ୟା କରାଯାଇ ସାରିଛି । ତେବେ ଏହାରୁ ଦେଶର ରାଷ୍ଟ୍ରପତି ଲୋପେଜ୍‌ ଓବ୍ରୋଡୋର୍‌ ଖଣ୍ଡାନ


କରୋନା ଛାଇରେ ବଢୁଛି ଯୁଦ୍ଧ ଭୟ

Anupambharat News Bureau | ବିଦେଶ | | 1235 | Read...

କରୋନା ଛାଇରେ ବଢୁଛି ଯୁଦ୍ଧ ଭୟ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ କହିଛନ୍ତି ଯେ, ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରିବାର ସମୟ ଆସିଛି । କି;ୁ ଯଦି କିଛି ଭୁଲ ହୁଏ ତେବେ ଏପରି ଆକ୍ରମଣ ହେବ ଯାହା ପୂର୍ବରୁ କେବେ ହୋଇ ନ ଥିଲ


ଚୀନର ଯୁଦ୍ଧ ପ୍ରସ୍ତୁତି ପ୍ରଶିକ୍ଷଣ ପାଇଁ ସେନାକୁ ନିର୍ଦ୍ଦେଶ

Anupambharat News Bureau | ବିଦେଶ | | 1226 | Read...

ଚୀନର ଯୁଦ୍ଧ ପ୍ରସ୍ତୁତି ପ୍ରଶିକ୍ଷଣ ପାଇଁ ସେନାକୁ ନିର୍ଦ୍ଦେଶ

ବେଜିଂ: କରୋନା ଯୁଦ୍ଧ ପାଇଁ ସାରା ବିଶ୍ୱ ଆଜି ଲଢୁଥିବା ବେଳେ ଚୀନ କି;ୁ ସୀମାନ୍ତରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ଶୀ ଜିନ¬ିଙ୍


ଆମେରିକାରେ ଡେଥ୍‌ ଜୋନ୍‌ ଘୋଷିତ କ୍ରମାଗତ ଦ୍ୱିତୀୟ ଦିନ ଦୁଇ ହଜାର ମୃତୁ୍ୟ

Anupambharat News Bureau | ବିଦେଶ | | 1087 | Read...

ଆମେରିକାରେ ଡେଥ୍‌ ଜୋନ୍‌ ଘୋଷିତ  କ୍ରମାଗତ ଦ୍ୱିତୀୟ ଦିନ ଦୁଇ ହଜାର ମୃତୁ୍ୟ

ନୁ୍ୟୟର୍କ, ୮ା୪: କରୋନା ଭାଇରସକୁ ନେଇ ଆମେରିକା ଡେଥ୍‌ ଜୋନ ଘୋଷିତ କରିଛି । ଏହି ମହାମାରୀରେ ଏ ପର୍ଯ୍ୟନ୍ତ ଆମେରିକାରେ ସର୍ବାଧିକ ଲୋକଙ୍କ ମୃତୁ୍ୟ ଘଟିଛି । ହପକିନ୍ସ ୟୁନିଭର୍ସିଟି ଅନୁସାରେ କ୍ରମାଗତ ଦ୍ୱିତୀୟ ଦିନରେ ଆମେ


 ୍ରାସ ପାଇଲା ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୨୦ ଡଲାରକୁ ଖସିଲା

Anupambharat News Bureau | ବିଦେଶ | | 1057 | Read...

 ୍ରାସ ପାଇଲା ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୨୦ ଡଲାରକୁ ଖସିଲା

ଟୋକି ଓ / ମେଲବର୍ଣ୍ଣ,୩୦ା୩: କୋଭିଡ୍‌ ୧୯ ବିଶ୍ୱ ମହାମାରୀ ଓ ସାଉଦି ଆରବ-ରୁଷ ମଧ୍ୟରେ ଦର ଲଢେଇ ଶେଷ ହେବାର କୌଣସି ସଙ୍କେତ ନମିଳିବା ପରେ କ୍ରୁଡ୍‌ ଓଏଲ ବେଞ୍ଚମାର୍କ ବ୍ରେଣ୍ଟ ସୋମବାର ନିମ୍ନକୁ ଖସି ଆସିଛି । ଏହା ୨୦୦୨ ନଭେମ୍


ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ଟପିଲା

Anupambharat News Bureau | ବିଦେଶ | | 1046 | Read...

ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ଟପିଲା

ରୋମ: ମହାମାରୀ କରୋନା ଭାଇରସ ଇଟାଲୀରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ଦିନକୁ ଦିନ ଏଠାରେ ମୃତ୍ୟୁସଂଖ୍ୟା ବିବାରେ ଲାଗିଛି । ଉତ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଇଟାଲୀ ବିଶ୍ୱର ୨ ନମ୍ବର ରାଷ୍ଟ୍ର । ହେଲେ କରୋନାର ମୁକାବି


ପୁଣି ଇରାନ ଉପରେଏୟାର ଷ୍ଟ୍ରାଇକ୍‌, ଛ’ ମୃତ

Anupambharat News Bureau | ବିଦେଶ | | 980 | Read...

ପୁଣି ଇରାନ ଉପରେଏୟାର ଷ୍ଟ୍ରାଇକ୍‌, ଛ’ ମୃତ

ବାଗଦାଦ, ୪ା୧: ୨୪ ଘଣ୍ଟା ମଧ୍ୟରେ ଆମେରିକା ଦ୍ୱିତୀୟ ଥର ପାଇଁ ଆକାଶ ମାର୍ଗରୁ ଇରାନ ସମର୍ଥକଙ୍କ ଉପରେ ଏୟାର ଷ୍ଟ୍ରାଇକ୍‌ କରିଛି । ଏଥିରେ ୬ ଜଣ ଲୋକଙ୍କ ମୃତୁ୍ୟ ଘଟିଛି । ୩ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଓ ଆହତମାନେ ପପୁଲ


ଆମେରିକାରର ଆକ୍ରମଣରେ ଇରାନ୍‌ ଜେନେରାଲ୍‌୍‌ ନିହତ

Anupambharat News Bureau | ବିଦେଶ | | 969 | Read...

ଆମେରିକାରର ଆକ୍ରମଣରେ ଇରାନ୍‌ ଜେନେରାଲ୍‌୍‌ ନିହତ

ନୂଆଦିଲ୍ଲୀ, ୩ା୧: ଆମେରିକା ପକ୍ଷରୁ ଇରାକର ବାଗାଦାଦର ଅନ୍ତର୍ଜାତୀୟ ବିମାନବନ୍ଦରରେ ଆକ୍ରମଣ କରାଯାଇଛି । ଏଥିରେ ଇରାନ୍‌ର ଜେନେରାଲ୍‌ କାସିମ୍‌ ସୋଲେମାନ୍‌ ସହ ଆଠ ଜଣଙ୍କ ମୃତୁ୍ୟ ଘଟିଛି । ଏହାଫଳରେ ଉପସାଗରୀୟ ଏବଂ ମ


ତୀବ୍ର ହେଲା ଆମେରିକା-ଇରାନ ବିବାଦ

Anupambharat News Bureau | ବିଦେଶ | | 967 | Read...

ତୀବ୍ର ହେଲା ଆମେରିକା-ଇରାନ ବିବାଦ

ୱାସିଂଟନ୍‌: ଆମେରିକା ସେନାର ଏୟାର ଷ୍ଟ୍ରାଇକରେ ଇରାନର ରିଭୋଲ୍ୟୁସନାରୀ ଗାର୍ଡର କମାଣ୍ଡର ମେଜର ଜେନେରାଲ କସିମ ସୁଲେମାନୀଙ୍କର ମୃତ୍ୟୁ ଘଟିଛି । ଇରାକର ବାଗଦାଦ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଯାଉଥିବା ବେଳେ ଆମେରିକା




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page