Anupambharat News Bureau | ବିଦେଶ | | 1507 | Read...
ନୂଆଦିଲ୍ଲୀ: ତି³ତରେ ବ୍ରହ୍ମପୁତ୍ର ନଦୀରେ ଅତି କମ୍ରେ ଆଠଟି ନୂତନ ପ୍ରକଳ୍ପ ସହ ଚୀନ୍ ଚଳାଇଥିବା ବ୍ୟାପକ ନଦୀବନ୍ଧ ନିର୍ମାଣ ଭାରତରେ ଜଳଯୋଗାଣ ସମସ୍ୟାକୁ ଉତ୍କଟ କରିଦେବାର ଆଶଙ୍କା ପ୍ରକାଶ ପାଇଛି । ତି³ତର ୟାର୍ଲଙ୍
Anupambharat News Bureau | ବିଦେଶ | | 1495 | Read...
ମୋସ୍କୋ,୧୧ା୮: ଋଷିଆ ପ୍ରଥମ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଆଜି ଘୋଷଣା କରିଛି । ବିଶ୍ୱରେ କରୋନା ଏକ ପ୍ରକାର ହଇଚଇ ସୃଷ୍ଟି କରିଥିବା ବେଳେ ଋଷିଆ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନୁମତି ପରେ ରାଷ୍ଟ୍ରପତି ଭ୍ଳାଦିମିର ପୁ
Anupambharat News Bureau | ବିଦେଶ | | 1493 | Read...
ୱଲିଂଟନ: ସାରା ଦୁନିଆରେ କରୋନା ମାମଲା ବଢି ବଢି ଚାଲିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ କରୋନା ମୁକ୍ତ ହୋଇଛି । ଗତ ୧୦୦ ଦିନ ହେଲା ନ୍ୟୁଜିଲ୍ୟାଣ୍ଡରୁ ଗୋଟିଏ ମଧ୍ୟ ସଂକ୍ରମଣ ମାମଲା ସାମ୍ନାକୁ ଆସିନାହିଁ ।ଏହି ଅବସରରେ ରବିବାର ଦିନ
Anupambharat News Bureau | ବିଦେଶ | | 1484 | Read...
କରାଚୀ: ମେ ମାସ ପରଠାରୁ ପାକିସ୍ତାନକୁ ସାଉଦି ଆରବରୁ ଋଣରେ ଅଶୋଧିତ ତୈଳ ମିଳୁନାହିଁ । ଯୋଗାଣ କାରୀଙ୍କଠାରୁ ଏହି ସୁବିଧା ଜାରି କରିବା ପାଇଁ ପାକିସ୍ତାନ କୌଣସି ଉତ୍ତର ମଧ୍ୟ ପାଇନାହିଁ । ରିପୋର୍ଟ ଅନୁଯାୟୀ, ଉଭୟ ପକ୍ଷଙ୍କ ମଧ
Anupambharat News Bureau | ବିଦେଶ | | 1478 | Read...
କଲୋମ୍ବୋ: ଶ୍ରୀଲଙ୍କା ପୋଡୁଜନା ପେରମୁନା ପାର୍ଟି (ପିପିପି) ନେତା ମହିନ୍ଦା ରାଜପକ୍ଷେ ଚତୁର୍ଥବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ରବିବାର ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ଏଥିଲାଗି କେଲାନିୟା ବୁଦ୍ଧ ମନ୍ଦିରରେ ଭବ୍ୟ ଉ
Anupambharat News Bureau | ବିଦେଶ | | 1476 | Read...
ୱାସିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖଉଛି ସେତିକି ଉଷ୍ମ ହେଉଛି ରାଜନୀତି । କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଏବେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଅଙ୍କକଷା ଆରମ୍ଭ ହୋଇଯାଇଛି । ଏହି ସୂଚନା ଦେଇ
Anupambharat News Bureau | ବିଦେଶ | | 1440 | Read...
ବେରୁଟ୍: ଲେବାନନ୍ ରାଜଧାନୀ ବେରୁଟ୍ ସହରରେ ଭୟଙ୍କର ବିସ୍ପୋରଣ । ବିସ୍ପୋରଣ ମାତ୍ରା ଏତି ଅଧିକ ଥିଲା ଯେ ସ୍ଥାନୀୟ ଅଞ୍ଚଳ ଥରି ଉଠିବା ସହ କୋଠା ଗୁଡିକ ବାଲିଘର ଭଳି ଭୁଶୁଡ଼ି ପଡ଼ିଛି । ଏଥିରେ ଶତାଧିକ ଆହତ ହୋଇଥିବା ଖବର ଆ
Anupambharat News Bureau | ବିଦେଶ | | 1418 | Read...
ନୂଆଦିଲ୍ଲୀ : ଚୀନ ଓ ଭାରତ ବିବାଦରେ ଅଷ୍ଟ୍ରେଲିଆ ଭାରତକୁ ସମର୍ଥନ କରିବା ପରେ ଚୀନ ଅଷ୍ଟ୍ରେଲିଆର ସମାଲୋଚନା କରିଛି । ବେଜିଂ ବିରୁଦ୍ଧରେ ଭାରତରେ ଥିବା ଅଷ୍ଟ୍ରେଲିଆ ଉଚ୍ଚାୟୁକ୍ତ ବେରି ଓ’ ଫେରାଲ ଦେଇଥିବା ମନ୍ତବ୍ୟ ବେଆଇନ
Anupambharat News Bureau | ବିଦେଶ | | 1407 | Read...
ନୂଆଦିଲ୍ଲୀ: ଚୀନରେ ପୁଣି ଥରେ କରୋନା ଭାଇରସ୍ ଆକ୍ରମଣାତ୍ମକ ଭାବେ ଫେରିଛି । କାରଣ କ୍ରମାଗତ ଚତୁର୍ଥ ଦିନରେ ମଧ୍ୟ ଅଧିକ ସଂଖ୍ୟାରେ କେସ୍ ବୃଦ୍ଧି ଘଟିଛି । ଦେଶର ସ୍ୱାସ୍ଥ୍ୟ ବିଭାଗ ଗୁରୁବାର କହିଛି ଜୁଲାଇ ୩୦ ରେ ଦେଶରେ
Anupambharat News Bureau | ବିଦେଶ | | 1406 | Read...
ୱାଶିଂଟନ୍: ଭାରତ, ଚୀନ୍ ଏବଂ ଋଷ ନିଜ ଏୟାର କ୍ୱାଲିଟିର ଧ୍ୟାନ ରଖନ୍ତିନାହିଁ କି;ୁ ଆମେରିକା ସବୁବେଳେ ବାୟୁର ମାନ ପ୍ରତି ଗୁରୁତ୍ୱ ଦେଇଥାଏ । ଏଭଳି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ । ସେ ପ୍ୟାରିସ୍
Anupambharat News Bureau | ବିଦେଶ | | 1348 | Read...
ନୂଆଦିଲ୍ଲୀ: ବ୍ରିଟେନ (ସଂଯୁକ୍ତ ରାଷ୍ଟ୍ର)ରେ ଲକ୍ଷାଧିକ ଜଗନ୍ନାଥ ଭକ୍ତ ରହିଛନ୍ତି । ଯେଉଁମାନେ କେବଳ ପ୍ରତିଦିନ ଜଗନ୍ନାଥଙ୍କ ଆରାଧନ କରନ୍ତି, ତାହା ନୁହେଁ , ସନାତନ ଧର୍ମର ପ୍ରଚାର ଓ ପ୍ରସାର ମଧ୍ୟ କରିଥାନ୍ତି । ଏମିତିକି ଜଗ
Anupambharat News Bureau | ବିଦେଶ | | 1338 | Read...
ୱାଶିଂଟନ: ଆମେରିକା ଏକ ଅପ୍ରତ୍ୟାଶିତ ପଦକ୍ଷେପ ନେଇ ଚୀନକୁ ହ୍ୟୁଷ୍ଟନ ସ୍ଥିତ ନିଜର ବାଣିଜ୍ୟିକ ଦୂତାବାସକୁ ୭୨ ଘଣ୍ଟା ଭିତରେ ବନ୍ଦ କରିବାକୁ ଆଦେଶ ଦେଇଛି । ଆମେରିକାର ଏହି ଆଦେଶ ପରେ ଚୀନୀ ଦୂତାବାସର କର୍ମଚାରୀ ଗୋପନୀୟ ଦସ୍