Anupambharat News Bureau | ବିଦେଶ | | 1700 | Read...
ଆଫଗାନିସ୍ଥାନର ଗଜନୀରେ ଏକ ଅଟୋରିକ୍ସାରେ ରଖାଯାଇଥିବା ବୋମା ବିସ୍ପୋରଣ ହେବାରୁ ଅତି କମରେ ୧୫ ଜଣ ଶିଶୁ ନିହତ ହୋଇଛନ୍ତି ଓ ୨୦ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଥିବା ଜଣାଯାଇଛି । ଆଫଗାନିସ୍ଥାନର ଆଭ
Anupambharat News Bureau | ବିଦେଶ | | 1692 | Read...
ଟୋକିଓ: ସୋଶାଲ ମଡିଆରେ ସମ୍ପର୍କ ସ୍ଥାପନ କରି ୯ ଜଣଙ୍କୁ ହତ୍ୟା କରିଥିବା ଜଣେ ଯୁବକଙ୍କୁ ଆଜି ଜାପାନର ଟୋକିଓ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ୩୦ ବର୍ଷୀୟ ତାକାହିରୋ ଶିରାଇସି କୋର୍ଟରେ ନିଜର ଦୋଷ ସ୍ୱୀକାର କରିଛି
Anupambharat News Bureau | ବିଦେଶ | | 1646 | Read...
ନୂଆଦିଲ୍ଲୀ: ସୁପର ପାୱାର ହେବାକୁ ଜିଦ୍ ଧରି ବସିଛି ଚାଇନା । ଖେଳୁଛି ସାଙ୍ଘାତିକ ଖେଳ । ସୁପର ପାୱାର ହେବା ନିଶାରେ ହିତାହିତ ଜ୍ଞାନ ଭୁଲି ବସିଛି ଡ୍ରାଗନ । ନିଜ ସୈନିକଙ୍କୁ ଶକ୍ତିଶାଳୀ ଓ ଦୁର୍ଦ୍ଦଶ କରିବା ପାଇଁ ଜୈବିକ ଉପ
Anupambharat News Bureau | ବିଦେଶ | | 1619 | Read...
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ତିନି ମାସ ପରେ ବି ଡୋନାଲï ଟ୍ରମ୍ପ ନିଜ ଜିଦରେ ଅଟଳ ଅଛନ୍ତି । ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ସେ ବାରମ୍ବାର ଅଭିଯୋଗ କରୁଛନ୍ତି । ଏବେ କି;ୁ ସେ ହ୍ୱାଇଟ୍ ହାଉସ ଛାଡିବ
Anupambharat News Bureau | ବିଦେଶ | | 1596 | Read...
ୱାସିଂଟନ,୭ା୧୧: ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ଜି.ବାଇଡ଼େନ ନିର୍ବାଚିତ ହୋଇଛନ୍ତି । ଗତ ୩ତାରିଖରେ ଏନେଇ ଭୋଟ ପରେ ଗଣତି ଆରମ୍ଭ ହୋଇଥିଲେ ସୁଦ୍ଧା କିଏ ହ୍ୱାଇଟ ହାଉସ ଦଖଲ କରିବ ସେ ନେଇ ସ୍ପଷ୍ଟ ହୋଇନଥିଲା । ଡେମୋକ୍ରାଟିକ୍&
Anupambharat News Bureau | ବିଦେଶ | | 1595 | Read...
ୱାଶିଂଟନ୍: ଏବେ ବି ଜାରି ରହିଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଭୋଟ ଗଣତି । କିଏ ଜିତିବ, ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ ନା ଡେମୋକ୍ରାଟିକ ପାର୍ଟିର ଜୋ ବାଇଡେନ୍ , ତା ଉପରେ ରହିଛି ସାରା ବିଶ୍ୱର ନଜର । ଏସବୁ ଭିତରେ
Anupambharat News Bureau | ବିଦେଶ | | 1590 | Read...
ୱାଶିଂଟନ୍: ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା ରାଜ୍ୟମାନଙ୍କରେ ନିୟୁତ ନିୟୁତ ଭୋଟ୍ ଗଣତି ବାକି ଥିବା ବେଳେ ନିର୍ବାଚନରେ ବିଜୟୀ ହୋଇଛନ୍ତି ବୋଲି ଘୋଷଣା କରିବା ସହ ଭୋଟ୍ ଜାଲିଆତି ହୋଇଥିବା ଅଭିଯୋଗ କରି ସୁପ୍ରିମ
Anupambharat News Bureau | ବିଦେଶ | | 1585 | Read...
ଇସ୍ଲାମ୍ବାଦ:ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟ ଖେଳାଳି ସଫରାଜ ନୱାଜ୍ । ସର୍ଫରାଜ କହ
Anupambharat News Bureau | ବିଦେଶ | | 1583 | Read...
ପ୍ୟାରିସ୍, ୩ା୧୧: ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଫ୍ରାନ୍ସ ସେନା ଏୟାର ଷ୍ଟ୍ରାଇକ୍ କରି ୫୦ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଦାବି କରିଛନ୍ତି ଯେ,
Anupambharat News Bureau | ବିଦେଶ | | 1568 | Read...
ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆମେ ସ୍ୱାସ୍ଥ୍ୟଗତ କାରଣରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଗତ କିଛିଦିନ ଧରି ପେଟଜନିତ ରୋଗରେ ପୀଡିତ ଥିଲେ । ଏପରିକି ତାଙ୍କୁ ଅନେକଥର ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ତାଙ
Anupambharat News Bureau | ବିଦେଶ | | 1544 | Read...
ନୂଆଦିଲ୍ଲୀ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । କିମ୍ ଏବେ କୋମାରେ ଥିବା ଓ ତାଙ୍କ ଭଉଣୀଙ୍କୁ ଶାସନ ହସ୍ତାନ୍ତର କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି । ଏହି ଅଧିକାରୀଜଣ
Anupambharat News Bureau | ବିଦେଶ | | 1508 | Read...
ନୂଆଦିଲ୍ଲୀ: ଚୀନ ଲଗାତାର ଭାବେ ନିଜ ପଡୋଶୀଙ୍କୁ ଦୁର୍ବଳ ଦେଖାଇବା ପାଇଁ କୌଣସି ସୁଯୋଗକୁ ହାତଛଡା କରୁନାହିଁ । ଚୀନ ନିଜ ଶକ୍ତି ପ୍ରଦର୍ଶନ କରି ତାଇୱାନ ଆକଶ ସୀମା ଉଲଙ୍ଘନ କରିଥିଲା । ତାଇୱାନ ଆକାଶରେ ଚୀନ ବାୟୁସେନାର ଲଢୁଆ ବ