ଦେଶ : Category News


ସିବିଏସ୍‌ଇ ଦଶମ ରେଜଲଫ: ପାସ୍‌ ହାର ୯୯%: ଆଠ ରାଜ୍ୟରେ ଫଳାଫଳ ଶତପ୍ରତିଶତ

Anupambharat News Bureau | ଦେଶ | | 2358 | Read...

ସିବିଏସ୍‌ଇ ଦଶମ ରେଜଲଫ: ପାସ୍‌ ହାର ୯୯%:  ଆଠ ରାଜ୍ୟରେ ଫଳାଫଳ ଶତପ୍ରତିଶତ

ନୂଆଦିଲ୍ଲୀ,୩ା୮: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ସିବିଏସ୍‌ଇର ଏହି ଦଶମ ଶ୍ରେଣୀ ପରୀକ୍ଷାରେ ସମଗ୍ର ଦେଶରେ ୯୯ ପ୍ରତିଶତରୁ ଉର୍ଦ୍ଧ୍ୱ


ଡେଲ୍‌ଟା ପାଇଁ କୋଭାକ୍ସିନ ଫଳପ୍ରଦ : ମହାରାଷ୍ଟ୍ରରେ ଜିକା ଭାଇରସ ଚିହ୍ନଟ

Anupambharat News Bureau | ଦେଶ | | 2355 | Read...

ଡେଲ୍‌ଟା ପାଇଁ କୋଭାକ୍ସିନ ଫଳପ୍ରଦ : ମହାରାଷ୍ଟ୍ରରେ ଜିକା ଭାଇରସ ଚିହ୍ନଟ

ନୂଆଦିଲ୍ଲୀ: କୋଭିଡ଼-୧୯ କରୋନା ମହାମାରୀ ସମଗ୍ର ବିଶ୍ୱରେ ଅତ୍ୟନ୍ତ ମାରାତ୍ମକ ହୋଇପଡିଛି । ଏହାର ପ୍ରତିକାର ପାଇଁ ବିଭିନ୍ନ ଦେଶରେ ଟିକାକରଣ ବ୍ୟବସ୍ଥା ଜାରି ରହିଛି । ତେବେ କେଉଁ ଟିକା କେତେ କାର୍ଯ୍ୟକ୍ରମ ଏହାକୁ ନେଇ ବିଭି


ଆସାମ-ମିଜୋରାମ ସୀମାରେ ହିଂସାକାଣ୍ଡ: ତିନି ଯବାନ ମୃତ

Anupambharat News Bureau | ଦେଶ | | 2346 | Read...

ଆସାମ-ମିଜୋରାମ ସୀମାରେ ହିଂସାକାଣ୍ଡ:  ତିନି ଯବାନ ମୃତ

ନୂଆଦିଲ୍ଲୀ,୨୬ା୭:ସମ୍ବେଦନଶୀଳକ ହୋଇପଡିଛି ଆସାମ-ମିଜୋରାମ ସୀମା ବିବାଦ । ସୀମାବର୍ତ୍ତୀ ଅଞ୍ଚଳରେ ଆଜି ହିଂସାକାଣ୍ଡ ଘଟିବା ଯୋଗୁଁ ୩ ଜଣ ପୋଲିସ ଅଧିକାରୀଙ୍କ ମୃତୁ୍ୟ ଘଟିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଆସାମ ମୁଖ୍ୟମ


ଇସ୍ତଫା ଦେଲେ ୟେଦୁରପା

Anupambharat News Bureau | ଦେଶ | | 2344 | Read...

ଇସ୍ତଫା ଦେଲେ ୟେଦୁରପା

ନୂଆଦିଲ୍ଲୀ,୨୬ା୭:କିଛି ଦିନର ସସ୍‌ପେନ୍ସ ପରେ ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରªା ଇସ୍ତଫା ଦେବା ଘଟଣା ଚର୍ଚ୍ଚାର ବିଷୟ ରହିଛି । ୟେଦୁରªାଙ୍କ ଚତୁର୍ଥ ପାଳିର ଦୁଇବର୍ଷ ପର୍ଯ୍ୟନ୍ତ ସ୍ଥିର ଭାବରେ ଶାସନ ଚାଲିବ


ମହାରାଷ୍ଟ୍ରରେ ପ୍ରଳୟଙ୍କାରୀ ବନ୍ୟା: ମୃତୁ୍ୟ ସଂଖ୍ୟା ୧୩୮କୁ ବୃଦ୍ଧି

Anupambharat News Bureau | ଦେଶ | | 2338 | Read...

ମହାରାଷ୍ଟ୍ରରେ ପ୍ରଳୟଙ୍କାରୀ ବନ୍ୟା:  ମୃତୁ୍ୟ ସଂଖ୍ୟା ୧୩୮କୁ ବୃଦ୍ଧି

ମୁମ୍ବାଇ: ମହାରାଷ୍ଟ୍ରରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ଏବଂ ବିଭିନ୍ନ ସ୍ଥାନରେ ଭୂÕଳନ ଜନିତ ମାଟି ଅତଡ଼ା ଖସିବା ଯୋଗୁଁ ଅତିକମ୍‌ରେ ୧୩୮ ଲୋକଙ୍କ ମୃତୁ୍ୟ ଘଟିଛି । ଜଳବନ୍ଦୀ ମଧ୍ୟରେ ରହିଥିବା ଲକ୍ଷାଧିକ ଲୋକଙ୍କ ମଧ୍ୟରୁ ଆ


ଆଜିଠୁ ଟୋକିଓ ଅଲିମ୍ପିକ୍ସ

Anupambharat News Bureau | ଦେଶ | | 2332 | Read...

ଆଜିଠୁ ଟୋକିଓ ଅଲିମ୍ପିକ୍ସ

ଟୋକିଓ,୨୨ା୭: ବିଶ୍ୱର ସର୍ବବୃହତ୍ତ ଅଲିମ୍ପିକ୍ସ କ୍ରୀଡ଼ା ପ୍ରତିଯୋଗିତା ଟୋକିଓରେ ଆସନ୍ତାକାଲି ଉଦ୍‌ଘାଟିତ ହେଉଛି । ଭାରତୀୟ ସମୟ ଅପରାହ୍ନ ୪.୩୦ ମିନିଟ୍‌ରେ ପ୍ରତିଯୋଗିତାର ଉଦ୍‌ଘାଟନ ସମାରୋହ ଆୟୋଜିତ ହେବ । କରୋନା କାରଣ


ଅଶ୍ଲୀଳ ଚଳଚ୍ଚିତ୍ର ର୍ୟାକେଟ୍‌ ଚଳାଉଥିଲେ କୁନ୍ଦ୍ରା

Anupambharat News Bureau | ଦେଶ | | 2328 | Read...

ଅଶ୍ଲୀଳ ଚଳଚ୍ଚିତ୍ର ର୍ୟାକେଟ୍‌ ଚଳାଉଥିଲେ କୁନ୍ଦ୍ରା

ନୂଆଦିଲ୍ଲୀ,୨୦ା୭:ଭାରତର ଜଣେ ବିଶିଷ୍ଟ ଶିଳ୍ପପତି ଭାବେ ପରିଚିତ ରାଜ କୁନ୍ଦ୍ରା ଆନ୍ତର୍ଜାତୀୟ ସ୍ତରରେ ପ୍ରସ୍ତìତ ହେଉଥିବା ବିଭିନ୍ନ ଅଶ୍ଲୀଳ (ପର୍ଣ୍ଣ) ଚଳଚ୍ଚିତ୍ର ର୍ୟାକେଟର ମାଷ୍ଟର ମାଇଣ୍ଡ ଥିଲେ ବୋଲି ମୁମ୍ବାଇ ପୋଲିସ


ଜୁଲାଇରେ ୨୬% ନିଅଣ୍ଟିଆ ବର୍ଷା

Anupambharat News Bureau | ଦେଶ | | 2322 | Read...

ଜୁଲାଇରେ ୨୬% ନିଅଣ୍ଟିଆ ବର୍ଷା

ନୂଆଦିଲ୍ଲୀ,୧୮ା୭: ଦେଶରେ ମୌସୁମୀ ବର୍ଷାର ଆଗମନଠାରୁ ମାତ୍ର କେତେକ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତର ରେକର୍ଡ ହୋଇଛି । ତେବେ ଜୁଲାଇରେ ନିଅଣ୍ଟିଆ ବୃଷ୍ଟିପାତ ହୋଇଛି । ଜୁଲାଇରେ ଏଯାବତ୍‌ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଥ


ମୁମ୍ବାଇରେ ପ୍ରବଳ ବର୍ଷା : କୋଠା ଭୁଶୁଡ଼ି ୩୨ ମୃତ

Anupambharat News Bureau | ଦେଶ | | 2320 | Read...

ମୁମ୍ବାଇରେ ପ୍ରବଳ ବର୍ଷା :  କୋଠା ଭୁଶୁଡ଼ି ୩୨ ମୃତ

ମୁମ୍ବାଇ,୧୮ା୭: ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ପୃଥକ ସ୍ଥାନରେ କୋଠା ଭୁଶୁଡ଼ି ୩୨ ଜଣଙ୍କର ମୃତୁ୍ୟ ଘଟିଛି । ମୂଷଳ ଧାରାରେ ବର୍ଷା ଯୋଗୁ କୋଠା ଭୁଶୁଡ଼ିବା ଯୋଗୁ ଚେମ୍ବୁର,ବିକ୍ରୋଲିରେ ଏବଂ ଭାଣ୍ଡୁପରେ ୩୨ଜଣଙ୍କର ମୃତୁ୍ୟ ହୋ


ସେପେଫମ୍ବର ୧୨ରେ ନିଟ୍‌(ୟୁଜି) ପରୀକ୍ଷା

Anupambharat News Bureau | ଦେଶ | | 2311 | Read...

ସେପେଫମ୍ବର ୧୨ରେ ନିଟ୍‌(ୟୁଜି) ପରୀକ୍ଷା

ନୂଆଦିଲ୍ଲୀ, ୧୨ା୭: ଆସନ୍ତା ସେପେଫମ୍ବର ୧୨ ତାରିଖରେ କୋଭିଡ୍‌ ନିୟମକୁ ପାଳନ କରି ସାରା ଭାରତବର୍ଷରେ ଚଳିତବର୍ଷର ନିଟ୍‌(ୟୁଜି) ପରୀକ୍ଷା ଅନୁଷ୍ଠିତ ହେବ ଏବଂ ଏଥିପାଇଁ ଆସନ୍ତାକାଲି (ମଙ୍ଗଳବାର)ଅପରାହ୍ନ ୫ଟାରୁ ଏନଟିଏ େୱବସ


ଅମିତ ମିତ୍ର ଆଉ ଲଢ଼ିବେନି ନିର୍ବାଚନ

Anupambharat News Bureau | ଦେଶ | | 2308 | Read...

ଅମିତ ମିତ୍ର ଆଉ ଲଢ଼ିବେନି ନିର୍ବାଚନ

କୋଲକାତା: ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଅମିତ ମିତ୍ର ତାଙ୍କର ଦଶ ବର୍ଷର କାର୍ଯ୍ୟକାଳ ଶେଷ କରିପାରନ୍ତି କାରଣ ସେ ତାଙ୍କ ଘନିଷ୍ଠ ସର୍କଲରେ କହିଛନ୍ତି ଯେ ସେ ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଇଚ୍ଛା କରୁନାହାଁନ


କୋଭିଡ଼ରେ ସ୍ୱାମୀଙ୍କୁ ହାଇଥିବା ବିଧବାଙ୍କୁ ୨.୫ ଲକ୍ଷ ସହାୟତା ରାଶି

Anupambharat News Bureau | ଦେଶ | | 2307 | Read...

 କୋଭିଡ଼ରେ ସ୍ୱାମୀଙ୍କୁ ହାଇଥିବା ବିଧବାଙ୍କୁ ୨.୫ ଲକ୍ଷ ସହାୟତା ରାଶି

ଗୌହାଟୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସାରମା ରବିବାର ଦିନ ସମସ୍ତ ବିଧବାଙ୍କୁ ୨.୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ଯାହାର ସ୍ୱାମୀ କୋଭିଡ଼-୧୯ କାରଣରୁ ମୃତ୍ୟୁବରଣ କରି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page