ଦେଶ : Category News


ବର୍ଷ ଶେଷ ସୁଦ୍ଧା ଆସିବ ଭ୍ୟାକ୍ସିନ

Anupambharat News Bureau | ଦେଶ | | 1542 | Read...

ବର୍ଷ ଶେଷ ସୁଦ୍ଧା ଆସିବ ଭ୍ୟାକ୍ସିନ

ନୂଆଦିଲ୍ଲୀ,୨୩ା୮: ଚଳିତବର୍ଷ ଶେଷସୁଦ୍ଧା ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକ୍ସିନ ଉପଲବ୍ଧ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି । ପ୍ରସ୍ତìତି କ୍ଷେତ୍ରରେ ଯେଉଁ ସବୁ କାର୍ଯ୍ୟଧାରା


ସୁଟିଂ ପାଇଁ କେନ୍ଦ୍ରର ଏସଓପି ଜାରି

Anupambharat News Bureau | ଦେଶ | | 1540 | Read...

ସୁଟିଂ ପାଇଁ କେନ୍ଦ୍ରର ଏସଓପି ଜାରି

ନୂଆଦିଲ୍ଲୀ, ୨୩ା୮: ଚଳଚ୍ଚିତ୍ର ଶିଳ୍ପ ପାଇଁ ରବିବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍‌ (ଏସଓପି)ଜାରି କରଛି କେନ୍ଦ୍ର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଏସଓପି ଅଣାଯାଇଛି ବୋଲି ଘୋଷଣା କରିଛନ୍ତି ସୂଚନା ଓ ପ୍ରସ


କିଏ ଯାଣିଛି ଭାଇରସ୍‌ କେବେ ଯିବ ?

Anupambharat News Bureau | ଦେଶ | | 1532 | Read...

କିଏ ଯାଣିଛି ଭାଇରସ୍‌ କେବେ ଯିବ ?

ନୂଆଦିଲ୍ଲୀ: ସାରାବିଶ୍ୱରେ ଅଣାୟତ ରହିଛି କରୋନା ଭାଇରସ । ତେବେ ଭାଇରସର ପ୍ରକୋପ କେବେ କମିବ ସେନେଇ କେହି ବି କହିବା ବର୍ତ୍ତମାନ ପରିସ୍ଥିତିରେ ଅସମ୍ଭବ ରହିଛି । କି;ୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡାବ୍ଲìଏଚ୍‌ଓ) କରୋନା ମହ


ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜାର ଶୁଭେଚ୍ଛା

Anupambharat News Bureau | ଦେଶ | | 1531 | Read...

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗଣେଶ ପୂଜାର ଶୁଭେଚ୍ଛା

ନୂଆଦିଲ୍ଲୀ: ଦେଶରେ ଆଜି ଗଣେଶ ପୂଜା ପର୍ବ ପାଳନ କରାଯାଉଛି । କି;ୁ ଏଥର କରୋନା ମହାମାରୀ କାରଣରୁ କୌଣସି ପର୍ବ ପୂର୍ବ ଭଳି ପାଳନ ହେବ ନାହିଁ । ଏଥିପାଇଁ ଘରେ ରହି କିମ୍ବା କମ୍‌ ଲୋକଙ୍କ ସହ ଏହି ପର୍ବକୁ ପାଳନ କରିବା ପାଇଁ ଲୋକେ ଉ


ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଲେ ନିର୍ଭୟାଙ୍କ ମା’

Anupambharat News Bureau | ଦେଶ | | 1530 | Read...

ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆଗେଇ ଆସିଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ବିତିଗଲାଣି । ଏତେ ଦିନ ବିତି ଯାଇଥିଲେ ହେଁ ଯାଞ୍ଚ ଏଜେନ୍ସି ଓ ମୁମ୍ବାଇ ପୁଲିସ ଅଭିନେତାଙ୍କ ମୃତ୍ୟୁ ସହ ଜଡ଼ିତ ଅନେକ ପ୍ରଶ୍ନର ଉତ୍ତର ଖୋଜି ପାଇପାରି ନାହ


ଆଜି ୭୪ତମ ସ୍ୱାଧୀନତା ଦିବସ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

Anupambharat News Bureau | ଦେଶ | | 1529 | Read...

ଆଜି ୭୪ତମ ସ୍ୱାଧୀନତା ଦିବସ:  ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ : ଦେଶ ଆସନ୍ତାକାଲି ଏହାର ୭୪ତମ ସ୍ୱାଧୀନତା ଦିବସ ପାଳନ କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ ଜାତୀୟ ପତାକା ଉତ୍ତୋଳନ ସହ ଏହି ଐତିହାସିକ ସ୍ମାରକୀର ପ୍ରାଚୀର ଉପରୁ ରାଷ୍ଟ୍ରକୁ ସମ୍ବୋଧନ କରିବ


ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କଲେ ଗେହଲଟ

Anupambharat News Bureau | ଦେଶ | | 1528 | Read...

ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କଲେ ଗେହଲଟ

ଜୟପୁର: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଗେହଲଟ ସରକାର ଆଗତ କରିଥିବା ଆସ୍ଥା ଭୋଟ ଧ୍‌ନୀମତରେ ଗୃହୀତ ହୋଇଛି । ଏହା ସହ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ରଖିଛନ୍ତି । ଆସ୍ଥା ଭୋଟରେ ସରକାରଙ୍କ ସପକ


ଟିକ୍‌ଟକ୍‌କୁ କିଣିବେ ମୁକେଶ ଅମ୍ବାନୀ

Anupambharat News Bureau | ଦେଶ | | 1527 | Read...

ଟିକ୍‌ଟକ୍‌କୁ କିଣିବେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ:ଦେଶର ସବୁଠାରୁ ଧନୀ ମୁକେଶ ଅମ୍ବାନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଚାଇନିଜ୍‌ ଭିଡିଓ ସେୟାରିଂ ଆପ୍‌ ଟିକ୍‌ଟକ୍‌ରେ ନିବେଶ କରିବେ ରିପୋର୍ଟରେ କୁହାଯାଇଛି । ଟିକ୍‌ଟକ୍‌ ବାଇର୍ଟି ଡେନ୍ସ ଓ ରିଲାଏନ୍


‘କୋଭିଡ଼ ଆଗଧାଡ଼ି ଯୋଦ୍ଧାଙ୍କ ପାଖରେ ଦେଶ ଋଣୀ’

Anupambharat News Bureau | ଦେଶ | | 1523 | Read...

‘କୋଭିଡ଼ ଆଗଧାଡ଼ି ଯୋଦ୍ଧାଙ୍କ ପାଖରେ ଦେଶ ଋଣୀ’

ନୂଆଦିଲ୍ଲୀ,୧୪ା୮: କରୋନା ସଙ୍କଟକୁ ନିୟନ୍ତ୍ରଣ କରୁଥିବା ଆଗଧାଡ଼ି ଯୋଦ୍ଧାଙ୍କ ପାଖରେ ଦେଶ ଋଣୀ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରକାଶ କରିଛନ୍ତି । ଏହି ମହାମାରୀ ଯୋଗୁ ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନରେ କଟକଣା କର


କୋଳାକୋଳି ହେଲେ ପାଇଲଟ୍‌ ଓ ଗେହଲଟ୍‌

Anupambharat News Bureau | ଦେଶ | | 1520 | Read...

କୋଳାକୋଳି ହେଲେ ପାଇଲଟ୍‌ ଓ ଗେହଲଟ୍‌

ଜୟପୁର: ରାଜସ୍ଥାନ ସରକାରରେ ଉପ ମୁଖ୍ୟମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସଭାପତି ରହିଥିବା ସଚିନ ପାଇଲଟ ଗୋଟିଏ ମାସର ଟଣା ଓଟରା, ବାଦ ବିବାଦ, ମତାନ୍ତର ଓ ଆରୋପ ପ୍ରତ୍ୟାରୋପ ପରେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ


ରାଜସ୍ଥାନ ରାଜନୀତି: ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

Anupambharat News Bureau | ଦେଶ | | 1519 | Read...

ରାଜସ୍ଥାନ ରାଜନୀତି: ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି

ଜୟପୁର: ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ଶୁକ୍ରବାର ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ଆସନ୍ତାକାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି । ତେଣୁ


ସଞ୍ଜୟ ଖୁବ୍‌ ଶୀଘ୍ର ଭଲ ହୋଇଯାଆନ୍ତୁ: କାମ୍ୟା

Anupambharat News Bureau | ଦେଶ | | 1518 | Read...

ସଞ୍ଜୟ ଖୁବ୍‌ ଶୀଘ୍ର ଭଲ ହୋଇଯାଆନ୍ତୁ: କାମ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଥାର୍ଡ଼ ଷ୍ଟେଜ ଫୁସଫୁସ କ୍ୟାନସରରେ ପୀଡିତ ଅଛନ୍ତି । ୪ ଦିନ ପୂର୍ବରୁ ସଞ୍ଜୟ ଦତ୍ତଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯା




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page