ଦେଶ : Category News


ହାଜତକୁ ଗଲେ ଦିଶା

Anupambharat News Bureau | ଦେଶ | | 1894 | Read...

ହାଜତକୁ ଗଲେ ଦିଶା

ନୂଆଦିଲ୍ଲୀ,୧୯ା୨: କୃଷି ଆଇନକୁ ବିରୋଧ କରି ଦେଶବ୍ୟାପୀ ଚାଷୀମାନେ ଯେଉଁ ଆନ୍ଦୋଳନ ଜାରି ରଖିଛନ୍ତି, ଏଭଳି ସ୍ଥିତିରେ ଆପତ୍ତିଜନକ ମନ୍ତବ୍ୟ ପ୍ରଦାନ କରିଥିବା ଯୋଗୁଁ ଜନୈକା ଜଳବାୟୁ ସେ୍ୱଚ୍ଛାସେବୀ ଦିଶା ରବିଙ୍କୁ ଆଜି ପାଟି


କେନାଲ୍‌କୁ ବସ୍‌ ଖସି ପଡିବା ଘଟଣା : ୭ ଜଣଙ୍କ ଜୀବନ ବଞ୍ଚାଇଥିଲେ ଶିବରାନୀ

Anupambharat News Bureau | ଦେଶ | | 1891 | Read...

କେନାଲ୍‌କୁ ବସ୍‌ ଖସି ପଡିବା ଘଟଣା :  ୭ ଜଣଙ୍କ ଜୀବନ ବଞ୍ଚାଇଥିଲେ  ଶିବରାନୀ

ଭୋପାଳ: ମହିଳାମାନେ ପୁରୁଷମାନଙ୍କ ଅପେକ୍ଷା ପ୍ରତ୍ୟେକ କ୍ଷେତ୍ରରେ ଆଗରେ ରହିଥାନ୍ତି । ଦୁନିଆରେ ମହିଳାମାନେ ପୁରୁଷ ମାନଙ୍କ ଅପେକ୍ଷା ଅଧିକ ଶକ୍ତିଶାଳୀ ବୋଲି ବିବେଚିତ ହୋଇଥାନ୍ତି । ଜଣେ ମହିଳା ହିଁ ପ୍ରତ୍ୟେକ ସୁବିଧା ଅସ


ଆଇପିଏଲ୍‌ରେ ଅର୍ଜୁନ ତେନ୍ଦୁଲକର

Anupambharat News Bureau | ଦେଶ | | 1890 | Read...

ଆଇପିଏଲ୍‌ରେ ଅର୍ଜୁନ ତେନ୍ଦୁଲକର

ମୁମ୍ୱାଇ : ଚଳିତ ଆଇପିଏଲ୍‌ ନିଲାମୀରେ ସଚିନ୍‌ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କୁ ନେଇ ଚର୍ଚ୍ଚାରେ ଥମୁନାହିଁ । ଏହି ଚର୍ଚ୍ଚାର କାରଣ ଆଉ କିଛି ନୁହେଁ, ତାଙ୍କୁ ୨୦ ଲକ୍ଷ ଟଙ୍କାରେ ମୁମ୍ୱାଇ ଇଣ୍ଡିଆନ୍ସ କିଣିବା


୨୬ରେ ଭାରତ ବନ୍ଦ

Anupambharat News Bureau | ଦେଶ | | 1889 | Read...

୨୬ରେ ଭାରତ ବନ୍ଦ

ନୂଆଦିଲ୍ଲୀ: ଜିଏସଫିର ବିଭିନ୍ନ ବ୍ୟବସ୍ଥା ଏବଂ ଟିକସ ଅଧିକାରୀଙ୍କ ଏକଚାଟିଆ ମନୋଭାବ ବଢିଚାଲିଛି । ଏହାକୁ ବିରୋଧ କରିଛି ସର୍ବ ଭାରତୀୟ ବ୍ୟବସାୟୀ ମହାସଙ୍ଘ ବା ସିଆଇଟି । ଏପରିକି ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡ଼ାକରା ଦେଇ


ମହାରାଷ୍ଟ୍ରକୁ ପୁଣି ଫେରିଲା ଲକ୍‌ଡ଼ାଉନ୍‌

Anupambharat News Bureau | ଦେଶ | | 1888 | Read...

ମହାରାଷ୍ଟ୍ରକୁ ପୁଣି ଫେରିଲା ଲକ୍‌ଡ଼ାଉନ୍‌

କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମହାରାଷ୍ଟ୍ରରେ ପୁଣି ଲକଡାଉନ୍‌ ଲାଗୁ କରିଛି ପ୍ରଶାସନ । ରାଜ୍ୟର ଅମରାବତୀ ଓ ଯବତମାଳରେ ଲକଡାଉନ୍‌ ନିୟମ ଲାଗୁ କରାଯାଇଛି । ଅମରାବତୀରେ ଆସନ୍ତାକାଲି ରାତି ୮ଟାରୁ ଲକଡାଉନ୍‌ ଲାଗୁ ହେ


କୃଷି ଆଇନ ପ୍ରତ୍ୟାହାର ଦାବି: ଆଜି ଚାରି ଘଣ୍ଟିଆ ରେଳ ରୋକ

Anupambharat News Bureau | ଦେଶ | | 1881 | Read...

କୃଷି ଆଇନ ପ୍ରତ୍ୟାହାର ଦାବି:  ଆଜି ଚାରି ଘଣ୍ଟିଆ ରେଳ ରୋକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ତୀବ୍ର ବିରୋଧ କରି ଦେଶବ୍ୟାପୀ ଚାଷୀମାନେ ଯେଉଁ ଆନ୍ଦୋଳନ ଜାରି ରଖିଛନ୍ତି, ସେମାନେ ଧର୍ମଘଟର ଅନ୍ୟ ଏକ ପର୍ଯ୍ୟାୟ ଆଜି ପ୍ରଦର୍ଶନ କରୁଛନ୍ତି । ପୂର୍ବ ଯୋଜନା ଘୋଷଣା ମୁତ


ପେଟ୍ରୋଲ୍‌ ଲିଟର ୧୦୦ ଟପିଲା

Anupambharat News Bureau | ଦେଶ | | 1880 | Read...

ପେଟ୍ରୋଲ୍‌ ଲିଟର ୧୦୦ ଟପିଲା

ନୂଆଦିଲ୍ଲୀ,୧୭ା୨: ଭାରତରେ ପ୍ରଥମ ଥର ପାଇଁ ପେଟ୍ରୋଲ୍‌ ଦର ଆଜି ୧୦୦ଟଙ୍କା ଅତିକ୍ରମ କରିଥିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନାର କେନ୍ଦ୍ରକୁ ଆସିଛି । ଏହି ପେଟ୍ରୋଲ୍‌ ଦର ଆକାଶଛୁଅଁ ଭାବେ ବୃଦ୍ଧି ପାଇବା ଫଳରେ ବିଭିନ


ପଞ୍ଜାବରେ କଂଗ୍ରେସର ବାଜିମାତ୍‌

Anupambharat News Bureau | ଦେଶ | | 1879 | Read...

ପଞ୍ଜାବରେ କଂଗ୍ରେସର ବାଜିମାତ୍‌

ଚଣ୍ଡୀଗଡ: ପଞ୍ଜାବରେ ମ୍ୟୁନିସିପାଲିଟି ନିର୍ବାଚନରେ ବିଜେପିକୁ ଶକ୍ତ ଝଟକା ଲାଗିଛି । କୃଷି ଆଇନକୁ ଜୋରଦାର ବିରୋଧ କରୁଥିବା ପଞ୍ଜାବରେ କଂଗ୍ରେସକୁ ବିପୁଳ ସମର୍ଥନ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆସିଥିବା ଫଳାଫଳରେ ମହ


ଆଶାରାମ ଅସୁସ୍ଥ

Anupambharat News Bureau | ଦେଶ | | 1878 | Read...

ଆଶାରାମ ଅସୁସ୍ଥ

ଜୟପୁର: ବିଗିଡିଲା ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁଙ୍କ ସ୍ୱାସ୍ଥାବସ୍ଥା । ଯୋଧପୁର ଜେଲରେ ବନ୍ଦ ଥିବା ଆଶାରାମ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଆଶାରାମ୍‌ ନିଶ୍ୱାସ ପ୍


ଭାରତ ଇତିହାସରେ ପ୍ରଥମ ଫାଶୀ ଖୁଣ୍ଟରେ ଝୁଲିବେ ମହିଳା

Anupambharat News Bureau | ଦେଶ | | 1877 | Read...

ଭାରତ ଇତିହାସରେ ପ୍ରଥମ ଫାଶୀ ଖୁଣ୍ଟରେ ଝୁଲିବେ ମହିଳା

ନୂଆଦିଲ୍ଲୀ: ସ୍ୱାଧୀନ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଫାଶୀ ଖୁଣ୍ଟରେ ଝୁଲିବେ ଜଣେ ମହିଳା । ଏଥିନିମନ୍ତେ ମଥୁରା ଜେଲ୍‌ରେ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛ । ୨୦୦୮ ମସିହାର ଏକ ମାମଲାରେ ଶବନମ ନାମ୍ନୀ ମହିଳାଙ୍କୁ ଫାଶୀ ଦିଆ


କେନାଲକୁ ଖସିଲା ବସ୍‌, ୪୭ ମୃତ

Anupambharat News Bureau | ଦେଶ | | 1876 | Read...

କେନାଲକୁ ଖସିଲା ବସ୍‌, ୪୭ ମୃତ

ନୂଆଦିଲ୍ଲୀ,୧୬ା୨: ମଧ୍ୟପ୍ରଦେଶର ସମଗ୍ର ରାଜ୍ୟରେ ମଙ୍ଗଳବାର ସକାଳୁ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଛି । ପ୍ରତ୍ୟେକ ନଗରୀ ଓ ସହରରେ କେବଳ ଏହି ଦୁଃଖଦ ଦୁର୍ଘଟଣାକୁ ନେଇ ଆଲୋଚନା । ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାରେ ଏକ ବସ୍‌


ଦୁଷ୍କର୍ମ ମାମଲାରେ ଅଧ୍ୟକ୍ଷଙ୍କୁ ଫାଶୀ ଦଣ୍ଡ ଶୁଣାଣି

Anupambharat News Bureau | ଦେଶ | | 1875 | Read...

ଦୁଷ୍କର୍ମ ମାମଲାରେ ଅଧ୍ୟକ୍ଷଙ୍କୁ ଫାଶୀ ଦଣ୍ଡ ଶୁଣାଣି

ବିହାରର ରାଜଧାନୀ ନଗରୀ ପାଟଣାର ଏକ ଘରୋଇ ସ୍କୁଲର ଅଧ୍ୟକ୍ଷଙ୍କୁ ଦୁଷ୍କର୍ମ ମାମଲାରେ ଫାଶି ଦଣ୍ଡ ଶୁଣାଣି କରାଯାଇଛି । ସୂଚନା ମୁତାବକ ଜନୈକା ୧୧ ବର୍ଷ ବୟସ୍କା ନାବାଳିକାଙ୍କୁ ଉକ୍ତ ସ୍କୁଲର ଅଧ୍ୟକ୍ଷ ବହୁବାର ଦୁଷ୍କର୍ମ କର




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page