Anupambharat News Bureau | ଦେଶ | | 392 | Read...
କୋଲକାତା: ୨୦୧୪ ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପାଇଁ ରଣନୀତି ପସ୍ତìତ କରିବା ହେଉ, କିମ୍ବା ନୀତୀଶ କୁମାର ଓ ଜଗନ ମୋହନ ରେzୀଙ୍କୁ ମୁଖ୍ୟମନ୍ତ୍ରୀ ଗାଦିରେ ବସାଇବା ହେଉ, ଏସବୁ ପଛରେ ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ
Anupambharat News Bureau | ଦେଶ | | 391 | Read...
ନୂଆଦିଲ୍ଲୀ: ସ୍ଥଳଭାଗ ଛୁଇଁବା ପୂର୍ବରୁ ଲୁଚକାଳି ଖେଳୁଛି ମୌସୁମୀ । କେରଳରେ ମୌସୁମୀ ପାଖାପାଖି ପହଞ୍ଚି ସାରିଛି, ହେଲେ ୮ ତାରିଖ ପରେ ଯାଇ ମୌସୁମୀ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ସଦ୍ୟ ଆକଳନ କରି ଏହା କହିଛି । ମୌସୁମ
Anupambharat News Bureau | ଦେଶ | | 390 | Read...
ନୂଆଦିଲ୍ଲୀ: ଚିନ୍ତା ବଢ଼ାଉଛନ୍ତି କଶ୍ମୀର ଆତଙ୍କବାଦୀ । ଏହାକୁ ନଜରରେ ରଖି କଶ୍ମୀରରେ ସକ୍ରୀୟ ଥିବା ଟପ୍ ଟେନ ଆତଙ୍କବାଦୀଙ୍କ ତାଲିକା ପସ୍ତìତ କରିଛି ଭାରତ । ଦେଶର ନୂଆ ଗୃହମନ୍ତ୍ରୀ ଭାବେ ଅମିତ ଶାହା ଦାୟିତ୍ୱ ଗ୍ରହଣ କ
Anupambharat News Bureau | ଦେଶ | | 380 | Read...
ନୂଆଦିଲ୍ଲୀ: ଖ୍ୟାତନାମା ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍ଡ଼ି)ର ମହାନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି । ସେ ପାଇଲିନ୍, ହୁଡ୍ହୁଡ୍, ତିତଲି ଏବଂ ଫୋନି ବାତ୍ୟା ଆସ
Anupambharat News Bureau | ଦେଶ | | 376 | Read...
ଜୟପୁର: ଗୁଜରାଟରରେ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ବା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ମୂର୍ତ୍ତି ପରେ ପୁଣି ଏକ ସୁଉଚ୍ଚ ମୂର୍ତ୍ତି ଏବେ ଚର୍ଚ୍ଚାରେ । ରାଜସ୍ଥାନରେ ସଂହାରକର୍ତ୍ତା ଶିବଙ୍କର ଉଚ୍ଚତମ ମୂର୍ତ୍ତି ଏବେ ର୍ନିମ
Anupambharat News Bureau | ଦେଶ | | 374 | Read...
କୋଲକାତା: ଶୀର୍ଷକ ପଢ଼ି ଆପଣମାନେ ନିଶ୍ଚିତ ଏକ କ୍ରାଇମ୍ ଥ୍ରୀଲର୍ ଫିଲ୍ମ କଥା ଭାବୁଥିବେ । କି;ୁ ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନରେ ଦୀର୍ଘଦିନ ହେଲା ମହିଳାଙ୍କୁ ପ୍ରଥମେ ହତ୍ୟା ଓ ପରେ ସେମାନଙ୍କ ସହ ଶାରିରୀକ ସମ୍ପର୍କ
Anupambharat News Bureau | ଦେଶ | | 364 | Read...
ନୂଆଦିଲ୍ଲୀ, ୩ା୬: ଅରୁଣାଚଳ ପ୍ରଦେଶରୁ ସୋମବାର ଅପରାହ୍ନ ୧ଘଣ୍ଟା ସମୟରେ ଭାରତୀୟ ବାୟୁସେନାର ଏକ ବିମାନ ୩୨-ଟ୍ରାନ୍ସପୋର୍ଟ ଏୟାରକ୍ରାଫଫ କେଉଁଆଡ଼େ ନିଖୋଜ ହୋଇଯାଇଥିବା ଜଣାଯାଇଛି । ଉକ୍ତ ବିମାନରେ ପାଞ୍ଚଜଣ ଯାତ୍ରୀଙ୍କ ସମେ
Anupambharat News Bureau | ଦେଶ | | 363 | Read...
ନୂଆଦିଲ୍ଲୀ,୩ା୬: ପାର୍ଲମେଣ୍ଟର ବଜେଟ୍ ଅଧିବେଶନ ପାଇଁ ଆସନ୍ତା ୨୦ ତାରିଖରେ ରାଜ୍ୟସଭା ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଜୁଲାଇ ୨୬ରେ ଶେଷ ହେବ ବୋଲି ସର୍ବୋଚ୍ଚ ସଦନର ସଚିବ ସୂଚନା ଦେଇଛନ୍ତି । ଏନେଇ ରାଷ୍ଟ୍ରପତି ରା
Anupambharat News Bureau | ଦେଶ | | 362 | Read...
ଭୁବନେଶ୍ୱର,୩ ।୬(ଅନୁପମ ମିଡିଆ): ଜୁନ୍ ୧୦ ତାରିଖରେ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବା କଥା । ମାତ୍ର ଏହା ବିଳମ୍ବ ହେବ ବୋଲି ସୋମବାର ପାଣିପାଗ ସୂତ୍ରରୁ ଜଣାପଡ଼ିଛି । ଏହି ସୂତ୍ରରୁ ପ୍ରକାଶ ଯେ, ଆସନ୍ତା ୬ରେ ମୌ
Anupambharat News Bureau | ଦେଶ | | 359 | Read...
ଏହାକୁ ପୁଣି ଥରେ ଫେରେଇ ନେଇଛନ୍ତି । ସରକାର ଏବେ ଏଥିରେ ପରିବର୍ତନ ଆଣିଛନ୍ତି । ନୂତନ ଡ୍ରାପଫରେ ହିନ୍ଦୀକୁ ଅନିବାର୍ଯ୍ୟ କରିବା ସର୍ତକୁ ହଟେଇ ଦେଇଛନ୍ତି । ଆଜି ସରକାର ନୂତନ ଶିକ୍ଷା ନୀତି ଡ୍ରାପଫର ପରିବର୍ତନ ବିଷୟରେ ଘୋଷଣ
Anupambharat News Bureau | ଦେଶ | | 358 | Read...
ପାଟନା: କେନ୍ଦ୍ରରେ ମୋଦିଙ୍କ ଦ୍ୱିତୀୟ ସରକାର ଗଢ଼ା ହେବାର ଠିକ ପରେ ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଛନ୍ତି । ଏହାକୁ ନେଇ ଏବେ ବିଜେପି-ଜେଡିୟୁ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ଦେଖ
Anupambharat News Bureau | ଦେଶ | | 357 | Read...
କୋଲକାତା: ନିର୍ବାଚନ ସରିଛି, ହେଲେ ପଶ୍ଚିମବଙ୍ଗରେ ବିଜେପି ଓ ଟିଏମସି ମଧ୍ୟରେ ବିବାଦ ଥମିନାହିଁ । ଉଭୟ ଦଳ ଜଣେ ଅନ୍ୟ ଜଣଙ୍କ କାର୍ଯ୍ୟାଳୟ କବଜା କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟ ଦଳର ସମର୍ଥକ ଓ ନ