ଦେଶ : Category News


କୁମ୍ଭମେଳା ପାଇଁ ମାର୍ଗଦର୍ଶିକା ଜାରି

Anupambharat News Bureau | ଦେଶ | | 1844 | Read...

କୁମ୍ଭମେଳା ପାଇଁ ମାର୍ଗଦର୍ଶିକା ଜାରି

ଭୁବନେଶ୍ୱର, ୧୦ା୨(ଅନୁପମ ମିଡ଼ିଆ): ଉତ୍ତରାଖଣ୍ଡ ରାଜ୍ୟର ହରିଦ୍ୱାରଠାରେ ଚଳିତ ବର୍ଷର କୁମ୍ଭମେଳା ଆସନ୍ତା ୨୭ରୁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ପାଇଁ ସ୍ଥିର କରାଯାଇଛି । ସାଂପ୍ରତିକ କୋଭିଡ୍‌ ପରିସ୍ଥିତିକୁ ଦୃଷ


- ଅଭିଯୁକ୍ତ ସୁଖଦେବ ସିଂହ ଗିରଫ

Anupambharat News Bureau | ଦେଶ | | 1835 | Read...

- ଅଭିଯୁକ୍ତ ସୁଖଦେବ ସିଂହ ଗିରଫ

ନୂଆଦିଲ୍ଲୀ - ଦିଲ୍ଲୀ ଲାଲ୍‌ କିଲ୍ଲାରେ ହିଂସାକାଣ୍ଡ ଘଟଣାରେ ଅଭିଯୁକ୍ତ ସୁଖଦେବ ସିଂହ ଗିରଫ ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ପୁଲିସ୍‌ର କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଚଣ୍ଡିଗଡ଼ରୁ ଗିରଫ କରିଛି। ସୁଖଦେବଙ୍କ ନାଁରେ ଥିଲା ୫


ଉତ୍ତରାଖଣ୍ଡରେ ଭୟଙ୍କର ହିମÕଳନ

Anupambharat News Bureau | ଦେଶ | | 1833 | Read...

ଉତ୍ତରାଖଣ୍ଡରେ ଭୟଙ୍କର ହିମÕଳନ

ନୂଆଦିଲ୍ଲୀ,୭ା୨: ଉତ୍ତରାଖଣ୍ଡରେ ରବିବାର ସକାଳେ ଭୟଙ୍କର ହିମÕଳନ ଯୋଗୁ ୧୦ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ୧୭୦ରୁ ଊର୍ଦ୍ଧ୍ୱ ନିଖୋଜ ଥିବା ଜଣାପଡ଼ିଛି । ଘଟଣାରେ ନିଖୋଜକଙ୍କ ପତ୍ତା ମିଳିପାରୁ ନଥିବାରୁ ମୃତୁ୍ୟ ସଂଖ୍ୟ୍ରା ୧


ଭାରତୀୟ ଟିକା ଅପେକ୍ଷାରେ ୨୫ ଦେଶ

Anupambharat News Bureau | ଦେଶ | | 1830 | Read...

ଭାରତୀୟ ଟିକା ଅପେକ୍ଷାରେ ୨୫ ଦେଶ

ନୂଆଦିଲ୍ଲୀ,୬ା୨: କୋଭିଡ଼-୧୯ କରୋନା ରୋଗରୁ ମୁକ୍ତ ହେବା ପାଇଁ ବିଶ୍ୱରେ ପ୍ରଥମ ଥର ପାଇଁ ବହୁମାତ୍ରାରେ ଭାରତରେ ହିିଁ ଟିକାକରଣ ଆରମ୍ଭ ହୋଇଛି । ଏପରିକି ୫୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏହି ପ୍ରଥମ ପର୍ଯ୍ୟାୟରେ ଟିକା ପାଇଛନ୍ତି । ତ


ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

Anupambharat News Bureau | ଦେଶ | | 1827 | Read...

ଡିଜିଟାଲ୍‌ ମୁଦ୍ରା ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ବଜେଟ ଅଧିବେଶନରେ ଅନେକ ପ୍ରକାରର ନିୟମ ଓ କଟକଣା ଆଣିପାରନ୍ତି ସରକାର । ସେହିଭଳି ବିଭିନ୍ନ ଉପାୟରେ ପ୍ରସ୍ତୁତ ଏହି ଇ-ବଜେଟ ସ୍ୱତନ୍ତ୍ର ହେବାକୁ ଯାଉଛି । ଗୋଟିଏ ପଟେ ଦେଶର ସାଧାରଣ ବଜେଟ ଉପସ୍


ବେଙ୍ଗଲବାସୀଙ୍କୁ ଭକୁଆ ବନାଉଛନ୍ତି ମମତା: ଶାହ

Anupambharat News Bureau | ଦେଶ | | 1826 | Read...

ବେଙ୍ଗଲବାସୀଙ୍କୁ ଭକୁଆ ବନାଉଛନ୍ତି ମମତା: ଶାହ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି । ଅସ;ୁଷ୍ଟ ଟିଏମସି ନେତା ଦଳ ଛାଡି ବିଜେପିରେ ସାମିଲ ହେଉଛନ୍ତି । ଏହା ସହିତ କେନ୍ଦ୍ରୀୟ ନେତାମାନଙ୍କ ଘନଘନ ବେଙ୍ଗଲ ଗସ୍ତ ମଧ୍ୟ ଟି


ଆଜି କେନ୍ଦ୍ର ବଜେଟ୍‌

Anupambharat News Bureau | ଦେଶ | | 1823 | Read...

ଆଜି କେନ୍ଦ୍ର ବଜେଟ୍‌

ନୂଆଦିଲ୍ଳୀ,୩୧ା୧: ଆସନ୍ତାକାଲି ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ରୀୟ ବଜେଟ୍‌ । ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଆସନ୍ତାକାଲଇ ୧୧ଟାରେ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣ । ନିର୍ମଳାଙ୍କ ଏହା ତୃତୀୟ ବଜେଟ ।


ଗାଜିପୁରରେ ପୁଣି ଚାଷୀ ମେଳି

Anupambharat News Bureau | ଦେଶ | | 1821 | Read...

ଗାଜିପୁରରେ ପୁଣି ଚାଷୀ ମେଳି

ନୂଆଦିଲ୍ଲୀ,୩୧ା୧:ଦେଶବ୍ୟାପୀ କୃଷି ଆଇନକୁ ବିରୋଧ କରାଯାଇ ଚାଷୀ ଆନ୍ଦୋଳନ ଯେଭଳି ଉଗ୍ରରୂପ ଧାରଣ କରିଛି, ଏହାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟ ପଦକ୍ଷେପ ଆରମ୍ଭ କରାଯାଇଛି । ସ୍ଥିତିକୁ ନିୟନ୍ତ୍ରଣକୁ


୩୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା : ଟିକାକରଣରେ ଭାରତ ଆଗୁଆ

Anupambharat News Bureau | ଦେଶ | | 1816 | Read...

୩୭ ଲକ୍ଷ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା :  ଟିକାକରଣରେ ଭାରତ ଆଗୁଆ

ନୂଆଦିଲ୍ଲୀ: କୋଭିଡ଼-୧୯ କରୋନା ରୋଗରୁ ମୁକ୍ତି ପାଇବା ପାଇଁ ସମଗ୍ର ବିଶ୍ୱରେ ଭାରତରେ ହିଁ ପ୍ରଥମ ଥର ପାଇଁ ଟିକାକରଣ ଆରମ୍ଭ ହୋଇଛି । ଜରୁରୀ ସ୍ଥିତିରେ ଅନୁମତି ମିଳିବା ପରେ ଦେଶରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ କରାଯାଇଛ


ସର୍ବଦଳୀୟ ବୈଠକରେ ଉଠିଲା ଚାଷୀ ପ୍ରସଙ୍ଗ ।ାାାାାାାାାାାାାାାାାାାାାାାାାାାାାାାାାା ପ୍ରସ୍ତାବ ଅପରିବର୍ତ୍ତିତ ଅଛି: ମୋଦି

Anupambharat News Bureau | ଦେଶ | | 1815 | Read...

ସର୍ବଦଳୀୟ ବୈଠକରେ ଉଠିଲା ଚାଷୀ ପ୍ରସଙ୍ଗ ।ାାାାାାାାାାାାାାାାାାାାାାାାାାାାାାାାାା ପ୍ରସ୍ତାବ ଅପରିବର୍ତ୍ତିତ ଅଛି: ମୋଦି

ନୂଆଦିଲ୍ଲୀ,୩୦ା୧: ସଂସଦର ବଜେଟ ଅଧିବେଶନ ପାଇଁ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ବୋଧନ ଦେଇଛନ୍ତି । ଏହି ଅବସରରେ ଆୟୋଜିତ ବୈଠକରେ ପ୍ରଧାନମନ୍ତ୍ରୀ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ


ସଂସଦର ବଜେଟ୍‌ ଅଧିନବେଶନ ଆଜିଠୁୁ

Anupambharat News Bureau | ଦେଶ | | 1814 | Read...

ସଂସଦର ବଜେଟ୍‌ ଅଧିନବେଶନ ଆଜିଠୁୁ

ନୂଆଦିଲ୍ଲୀ,୨୯ା୧ (ଅନୁପମ ମିଡ଼ିଆ): ଭାରତୀୟ ସଂସଦର ବଜେଟ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି । ରାଷ୍ଟ୍ରପତି ରାମନାଥ କୋଭିନ୍ଦ ପ୍ରଥମ ଦିନରେ ସଂସଦର ଉଭୟ ଗୃହକୁ ସମ୍ବୋଧିତ କରି ଅଧିବେଶନ ଆରମ୍ଭ କରିବେ । ଏହା ପରେ ପ


ଗାଜିପୁର ସୀମାରେ ୧୪୪ ଲାଗୁ, ଚାଷୀଙ୍କ ଉପରେ ଦମନ ଲୀଲା ଆରମ୍ଭ

Anupambharat News Bureau | ଦେଶ | | 1810 | Read...

ଗାଜିପୁର ସୀମାରେ ୧୪୪ ଲାଗୁ,  ଚାଷୀଙ୍କ ଉପରେ ଦମନ ଲୀଲା ଆରମ୍ଭ

ନୂଆଦିଲ୍ଲୀ,୨୯ା୧: ଆଜି ରାତି ସୁଦ୍ଧା ଉତ୍ତରପ୍ରଦେଶ-ଦିଲ୍ଲୀ ସୀମା ଗାଜିପୁର ସ୍ଥାପନ ହୋଇଥିବା ଚାଷୀମାନଙ୍କ ଶିବିରକୁ ହଟାଇବା ପାଇଁ ଗାଜିପୁର ପ୍ରଶାସନ ନିର୍ଦ୍ଦେଶ ଜାରି କରିଛନ୍ତି । ତେବେ ଚାଷୀମାନଙ୍କ ଆନ୍ଦୋଳନକୁ ମାନ୍ୟ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page