: District News


ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Anupambharat News Bureau | ଓଡ଼ିଶା | | 122 | Read...

 ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର, ୧୭ା୫ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ପିଟାପିଟି ଗ୍ରାମ ପଞ୍ଚାୟତ ଝାଡପୋଖରୀ ଗ୍ରାମ କାଜୁ ଜଙ୍ଗଲରେ ଜଣେ ବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନ



ବିବାହ ଭୋଜି ଖାଇ ୧୯୮ରୁ ଉର୍ଦ୍ଧ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ

Anupambharat News Bureau | ଓଡ଼ିଶା | | 121 | Read...

 ବିବାହ ଭୋଜି  ଖାଇ ୧୯୮ରୁ ଉର୍ଦ୍ଧ ଲୋକ ଝାଡାବାନ୍ତି ରୋଗରେ ଆକ୍ରାନ୍ତ

ଜଳେଶ୍ୱର,୧୭ା୫ (ଅନୁପମ ମିଡିଆ): ଭୋଗରାଇ ବ୍ଲକ ଅନ୍ତର୍ଗତ ଗୋଚ୍ଛିଦା ତେଘରୀ ଗ୍ରାମ ପଂଚାୟତର ରାଣୀବସାଣ ଗ୍ରାମରେ ବିବାହ ଭୋଜି ଖାଇ ୧୯୮ରୁ ଉର୍ଦ୍ଧ ଲୋକ ଅସୁସ୍ଥ ହେବା ଏବଂ ଚିକିସିା ପାଇଁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେ



ଭୟାବହ ଅଗ୍ନିକାଣ୍ଡ ୩୦ଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ

Anupambharat News Bureau | ଓଡ଼ିଶା | | 120 | Read...

ଭୟାବହ ଅଗ୍ନିକାଣ୍ଡ ୩୦ଲକ୍ଷ ଟଙ୍କା ସମ୍ପତ୍ତି ନଷ୍ଟ

ପଟ୍ଟାମୁଣ୍ଡାଇ,୧୭ା୫(ଅନୁପମ ମିଡିଆ): ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦୋଷିଆ ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଆଜି ଦିବା ୧୨ ଘଟିକା ସମୟରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୫ ବଖରା ଚାଳଛପର ଘର ସମେତ ଆସବାବପତ୍ର ଓ ୩୦୦ କ୍ୱିଣ୍ଟାଲ



ନୂଆ ଗାଡ଼ି ପୂଜା ବେଳେ ଲେମ୍ବୁ ବଦଳରେ ବଳି ପଡ଼ିଲେ ନନା

Anupambharat News Bureau | ଓଡ଼ିଶା | | 119 | Read...

 ନୂଆ ଗାଡ଼ି ପୂଜା ବେଳେ ଲେମ୍ବୁ ବଦଳରେ ବଳି ପଡ଼ିଲେ ନନା

ମାଥିଲି,୧୭ ।୫ (ଅନୁପମ ମିଡ଼ିଆ): ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ କୁଟୁଣୀପାଲି ପଞ୍ଚାୟତ ଡ଼ୁର୍କାଯୋଡ଼ି ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ନୂଆ ପିକ୍‌ ଅଫ୍‌ ଭ୍ୟାନ୍‌ ପୂଜା କଲାବେଳେ ଗାଡ଼ି ତଳେ ଚାପି ହୋଇ ଲେମ୍



ଭାରତର ଦୁଇ ପର୍ବତାରୋହୀଙ୍କ ମୃତୁ୍ୟ

Anupambharat News Bureau | କ୍ରୀଡ଼ା | | 118 | Read...

ଭାରତର ଦୁଇ ପର୍ବତାରୋହୀଙ୍କ ମୃତୁ୍ୟ

ନୂଆଦିଲ୍ଲୀ,୧୬ ।୫: ନେପାଳର କାଞ୍ଚନଜଙ୍ଗା ପର୍ବତ ଚଢୁଥିବା ବେଳେ ଭାରତର ଦୁଇ ପର୍ବତାରୋହୀଙ୍କ ମୃତୁ୍ୟ ଘଟିଛି । ସେମାନେ ହେଲେ ୪୮ ବର୍ଷୀୟ ବିପ୍ଳବ ବୈଦ୍ୟ ଓ ୪୬ ବର୍ଷୀୟ କୁନ୍ତଲ କରାର୍‌ । ପଶ୍ଚିମବଙ୍ଗରୁ ପାଞ୍ଚଜଣିଆ ଟିମ୍&zw



ଏଥର ୫୦୦ ଛୁଇଁବ ସ୍କୋର !: ସ୍କୋରକାର୍ଡ ଆକାର ବଦଳାଇଲା ଇସିବି

Anupambharat News Bureau | କ୍ରୀଡ଼ା | | 116 | Read...

ଏଥର ୫୦୦ ଛୁଇଁବ ସ୍କୋର !:  ସ୍କୋରକାର୍ଡ ଆକାର ବଦଳାଇଲା ଇସିବି

ଲଣ୍ଡନ,୧୬ ।୫: ସମ୍ପ୍ରତି ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ରେ ମ୍ୟାଚ୍‌ଗୁଡିକ ହାଇସ୍କୋରିଂ ହୋଇଛି । ଏହି ସିରିଜ୍‌ର ଗତ ଦୁଇଟି ଦିନିକିଆରେ ଉଭୟ ଇନିଂସ୍‌ ସ୍କୋର ୭୦୦ ଟପିଛି । ମେ ୩୦ରୁ ଆରମ୍ଭ



ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

Anupambharat News Bureau | ଓଡ଼ିଶା | | 115 | Read...

ଜଙ୍ଗଲରୁ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

ଉମରକୋଟ,୧୬ ।୫ (ଅନୁପମ ମିଡ଼ିଆ): ଉମରକୋଟ ଥାନା ଅନ୍ତର୍ଗତ ସେମେଲା ପଞ୍ଚାୟତ ବାକଲିଗୁଡ଼ାର ନୀଳଗିରି ପ୍ଲାଣ୍ଟସେନ୍‌ ଭିତରୁ ଯୁବତୀଙ୍କ ଝୁଲନ୍ତା ଗଳିତ ଶବ ଉଦ୍ଧାର କରାଯାଇଛି । ଉମରକୋଟ ପୋଲିସ୍‌ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍



ଚାକିରି ଦେବା ନାମରେ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ

Anupambharat News Bureau | ଓଡ଼ିଶା | | 114 | Read...

ଚାକିରି ଦେବା ନାମରେ ୪କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ

କେନ୍ଦ୍ରାପଡା,୧୬ା୫(ଅନୁପମ ମିଡିଆ): କେନ୍ଦ୍ରାପଡା ପୌରାଞ୍ଚଳ ଅନ୍ତର୍ଗତ ମନକରପୁର ସ୍ଥିତ ସେ୍ୱଛାସେବୀ ଅନୁଷ୍ଠାନ ନ୍ତରେସୱାନ୍ତର ମୁଖ୍ୟ ଲିଆକତ ହୁସେନ ଚାକିରି କରାଇ ଦେବା ନାମରେ ୪ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇ ଫେର



ବାଲେଶ୍ୱରଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ

Anupambharat News Bureau | ଓଡ଼ିଶା | | 113 | Read...

ବାଲେଶ୍ୱରଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ

ବାଲେଶ୍ୱର, ୧୬ା୫ (ଅନୁପମ ମିଡିଆ): ଆଜି ପୂର୍ବାହ୍ନରେ ବାଲେଶ୍ୱର ଜିଲ୍ଲା ସଦର ମହକୁମା ଡାକ୍ତରଖାନା ସ୍ଥିତ ସମ୍ମିଳନୀ କକ୍ଷଠାରେ ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଅନ୍ତର୍କ୍ଷେତ୍ରୀୟ ଏକାଭିମୁଖି ବୈଠ



ଜିରୋଧା ପକ୍ଷରୁ ଭାରସିିଟି ମୋବାଇଲ୍‌ ଆପ୍‌ ଉପସ୍ଥାପିତ

Anupambharat News Bureau | ଓଡ଼ିଶା | | 112 | Read...

ଜିରୋଧା ପକ୍ଷରୁ ଭାରସିିଟି ମୋବାଇଲ୍‌ ଆପ୍‌ ଉପସ୍ଥାପିତ

ଭୁବନେଶ୍ୱର,୧୬ା୫ (ଅନୁପମ ମିଡିଆ): ଭାରତର ଏକ ନମ୍ବର ପ୍ରଯୁକ୍ତି ଭିତିକ ଡିଜିଟାଲ୍‌ ପ୍ଲାଟଫର୍ମ ଜିରୋଧା ପକ୍ଷରୁ ଭାରସିଟି ମୋବାଇଲ୍‌ ଆପ୍‌କୁ ଉନ୍ମୋଚନ କରାଯାଇଛି । ଜିରୋଧା ଭାରସିଟି ହେଛି ଜିରୋଧାର ପ୍ରମୁଖ ଶିକ୍ଷଣୀୟ



ଫେକ ଫୋନକଲ୍‌ ଜରିଆରେ ଅଭିଭାବକ ଧମକ

Anupambharat News Bureau | ଓଡ଼ିଶା | | 111 | Read...

ଫେକ ଫୋନକଲ୍‌ ଜରିଆରେ ଅଭିଭାବକ ଧମକ

ବ୍ୟାସନଗର,୧୬ା୫ (ଅନୁପମ ମିଡିଆ): କୋରାଇ ଅଂଚଳରେ ମାତିଛନ୍ତି ଏବେ କେତେକ ଦଲାଲ । ପରିକ୍ଷା ଦେଇଥିବା ପରିକ୍ଷାର୍ଥୀ ଖାତା କାମ କରିବା ନାଁରେ ଫେକ୍‌ ଫୋନ୍‌କଲ ଜରିଆରେ ମାଗୁଛନ୍ତି ଟଙ୍କା । ବିଶେଷ କରି ୨ ପରିକ୍ଷା ଦେଇଥିବା ଛ



ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ

Anupambharat News Bureau | ଓଡ଼ିଶା | | 110 | Read...

ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ

କେନ୍ଦୁଝର,୧୬ା୫ (ଅନୁପମ ମିଡିଆ): ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ନିକଟସ୍ଥ କେନାଲ ଛକ ରାସ୍ତା ଉପରୁ ୧୫ ତାରିଖ ରାତ୍ରୀ ୧୦ଟା ସମୟରେ ବନ୍ଧୁକ ଦେଖାଇ ୧ଲକ୍ଷ ୪୦ ହଜାର ଟଙ୍କା ଦୁବୁର୍ତ୍ତ ମାନେ ଲୁଟି ନେଇଥିବା ଜଣାଯାଇଛି । ସୂଚନା




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page