: District News


ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ୍‌

Anupambharat News Bureau | ଦେଶ | | 608 | Read...

ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଲା ଜାମିନ୍‌

ରାଞ୍ଚି: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ପାଇଥିବା ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ଶେଷରେ ଝାରଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ଦେଓଗଡ଼ ଟ୍ରେଜେରୀ ଗୋ-



ପାକିସ୍ତାନ ନାଳରେ ଭାରତକୁ ଆସିଲା ଶିଶୁର ମୃତଦେହ

Anupambharat News Bureau | ଦେଶ | | 607 | Read...

ପାକିସ୍ତାନ ନାଳରେ ଭାରତକୁ ଆସିଲା ଶିଶୁର ମୃତଦେହ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ସୀମାକୁ ଲାଗି ରହିଛି ଅକଚୁରା ଗାଁ । ଏହା ପାକିସ୍ତାନ ପଟରେ ରହିଛି । ଏହି ଗାଁର ନାଳରେ ଏକ ଛୋଟ ଛୁଆ ଭାସି ଯାଇଥିଲା । ଛୁଆଟିର ମୃତଦେହଟି ନାଳରେ ଭାସି ଭାରତ ପଟକୁ ଚାଲି ଆସିଥିଲା । ସୀମାରେ ମୁତୟ



ଅଗଷ୍ଟରୁ ପୁଣି ଆରମ୍ଭ ହେବ ‘କୌନ ବନେଗା କରୋଡପତି’

Anupambharat News Bureau | ଦେଶ | | 606 | Read...

ଅଗଷ୍ଟରୁ ପୁଣି ଆରମ୍ଭ ହେବ  ‘କୌନ ବନେଗା କରୋଡପତି’

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ମୋଷ୍ଟ ପପୁଲାର ଶୋ’ ‘କୌନ ବନେଗା କରୋଡପତି’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଏହି ଶୋ’ର ୧୧ ତମ ସିଜିନ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଦର୍ଶକ ବି ଖୁବ୍‌ ଉତ୍ସୁକତାର ସହ ଏ



ଏଣିକି ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାଗଣାରେ କରିପାରିବେ ସହଜ ମନି ଟ୍ରାନ୍ସଫର

Anupambharat News Bureau | ଦେଶ | | 605 | Read...

ଏଣିକି ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାଗଣାରେ କରିପାରିବେ ସହଜ ମନି ଟ୍ରାନ୍ସଫର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଏସ୍ୱିଆଇ ଏହାର ଗ୍ରାହକମାନଙ୍କ ପାଇଁ ଆଣିଛି ଖୁସି ଖବର । ଗୋଟିଏ ଆକାଉଣ୍ଟରୁ ଆଉ ଏକ ଆକାଉଣ୍ଟକୁ ଅର୍ଥ ପଠାଇବା ପାଇଁ ବ୍ୟବହାର କରାଯାଉଥିବା ଆଇଏମ୍ପିଏସ୍‌, ଏନ୍‌ଇ



ମହାନଗରରେ ପବିତ୍ର ବାହୁଡ଼ା ଯାତ୍ରାରେ ହଜାର ହଜାର ଭକ୍ତଙ୍କ ଭିଡ଼

Anupambharat News Bureau | ଓଡ଼ିଶା | | 604 | Read...

ମହାନଗରରେ ପବିତ୍ର ବାହୁଡ଼ା ଯାତ୍ରାରେ ହଜାର ହଜାର ଭକ୍ତଙ୍କ ଭିଡ଼

ବ୍ରହ୍ମପୁର,୭ ।୧୨(ଅନୁପମ ମିଡ଼ିଆ): ବ୍ରହ୍ମପୁର ମହାନଗରର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଶୁକ୍ରବାର ପବିତ୍ର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୋସାଇଁନୂଆଗାଁ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁରଙ୍କୁ ରଥାଋ



ପ୍ରାଥମିକ ସଂଘ ଓ ଶିକ୍ଷା ସହାୟକ ସଂଘ କର୍ମକର୍ତ୍ତାଙ୍କ ବୈଠକ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବିରୁଦ୍ଧରେ ସ୍ୱର ତେଜିଲା

Anupambharat News Bureau | ଓଡ଼ିଶା | | 603 | Read...

ପ୍ରାଥମିକ ସଂଘ ଓ ଶିକ୍ଷା ସହାୟକ ସଂଘ କର୍ମକର୍ତ୍ତାଙ୍କ ବୈଠକ, ଗୋଷ୍ଠୀ ଶିକ୍ଷାଧିକାରୀଙ୍କ ବିରୁଦ୍ଧରେ ସ୍ୱର ତେଜିଲା

ପୋଲସରା,୧୨ା୭(ଅନୁପମ ମିଡ଼ିଆ): ପୋଲସରା ସ୍ଥିତ ଶିକ୍ଷକ ଭବନ ଠାରେ ପ୍ରାଥମିକ ସଂଘ ଓ ଶିକ୍ଷା ସହାୟକ ସଂଘର କର୍ମକର୍ତ୍ତାଙ୍କୁ ନେଇ ଏକ ମିଳିତ ବୈଠକ ସଂଘର ସଭାପତି ସନ୍ୟାସୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଂଘର ସ



ଲାଞ୍ଚ ନେଇ ଅତିରିକ୍ତ ତହସିଲଦାର ଗିରଫ

Anupambharat News Bureau | ଓଡ଼ିଶା | | 602 | Read...

 ଲାଞ୍ଚ ନେଇ ଅତିରିକ୍ତ ତହସିଲଦାର ଗିରଫ

କଟକ,୧୨ା୭(ଅନୁପମ ମିଡିଆ): ୨୦ ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସ ଡିଭିଜିନ ଜାଲରେ ପଡି ଗିରଫ ହୋଇଛନ୍ତି ବଲାଙ୍ଗୀର ଜିଲ୍ଲା ଦେଓଗାଁ ତହସିଲର ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଚୈାଧୁରୀ । ଦେଓଗାଁ ଥାନା



ପ୍ରଥମ ସେମି ଫାଇନାଲ ଆଜି, ଭାରତ- ନୁ୍ୟଜିଲାଣ୍ଡ ମୁକାବିଲା

Anupambharat News Bureau | ଦେଶ | | 601 | Read...

 ପ୍ରଥମ ସେମି ଫାଇନାଲ ଆଜି,  ଭାରତ- ନୁ୍ୟଜିଲାଣ୍ଡ ମୁକାବିଲା

ମଞ୍ଚଷ୍ଟର, ୭ା୭ : ଚଳିତ ବିଶ୍ୱକପ୍‌ କ୍ରିକେଟ୍‌ର ପ୍ରଥମ ସେମିଫାଇନାଲରେ ଆସନ୍ତାକାଲି ଭାରତ ପ୍ରତିପକ୍ଷ ନୁ୍ୟଜିଲାଣ୍ଡକୁ ଭେଟିବ । ଆସନ୍ତା ରବିବାରରେ ଲଡ୍ସରେ ଖେଳା ଯିବାକୁ ଥିବା ଫାଇନାଲରେ ନିଜ ସ୍ଥାନ ପMା କରିବା ଲକ୍ଷ୍



ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ

Anupambharat News Bureau | ଓଡ଼ିଶା | | 600 | Read...

ଶ୍ରୀକ୍ଷେତ୍ରରେ ହେରାପଞ୍ଚମୀ ନୀତି, ନନ୍ଦିଘୋଷ ରଥ ଭାଙ୍ଗିଲେ ମା’ ଲକ୍ଷ୍ମୀ

ପୁରୀ,୭ା୭(ଅନୁପମମିଡ଼ିଆ): ଆଷାଢ଼ ଶୁକ୍ଳପକ୍ଷ ଷଷ୍ଠୀତିଥି ଅବସରରେ ଶ୍ରୀକ୍ଷେତ୍ରରେ ସୋମବାର ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଛି । ପାରମ୍ପରିକ ବିଧିବିଧାନ ଅନୁଯାୟୀ ଗୁଣ୍ଡିଚା ମନ୍ଦିରରେ ଆଜି ହେରାପଞ୍ଚମୀ ନୀତି ସମ୍ପନ୍ନ ହ



କର୍ଣ୍ଣାଟକରେ ରାଜନୈତିକ ସଙ୍କଟ, ମନ୍ତ୍ରୀଙ୍କ ସମୂହ ଇସ୍ତଫା

Anupambharat News Bureau | ଦେଶ | | 599 | Read...

କର୍ଣ୍ଣାଟକରେ ରାଜନୈତିକ ସଙ୍କଟ, ମନ୍ତ୍ରୀଙ୍କ ସମୂହ ଇସ୍ତଫା

ବେଙ୍ଗାଲୁର,୮ା୭ : ଗତ କିଛି ଦିନ ଧରି କର୍ଣ୍ଣାଟକ ରାଜ୍ୟ ସରକାର ଅତ୍ୟନ୍ତ ବିପତ୍ତିଜନକ ରାଜନୈତିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ରାଜ୍ୟ ସରକାର ଯଦିଓ ଜନତାଦଳ (ଏସ୍‌) ଓ କଂଗ୍ରେସ ଦଳ ମଧ୍ୟରେ ମେଣ୍ଟ ସହାୟତାରେଜାରି ରହିଛି ।



୩୦ ଫୁଟ ତଳକୁ ଖସିଲା ବସ୍‌ ,୨୯ ମୃତ

Anupambharat News Bureau | ଦେଶ | | 598 | Read...

୩୦ ଫୁଟ ତଳକୁ ଖସିଲା ବସ୍‌ ,୨୯ ମୃତ

ଆଗ୍ରା,୮ା୭ : ଉତ୍ତରପ୍ରଦେଶର ଏକ ପ୍ରମୁଖ ନଗରୀ ଆଗ୍ରା ନିକଟରେ ଆଜି ସକାଳେ ଏକ ବସ୍‌ ଦୁର୍ଘଟଣାରେ ଅତିକମ୍‌ରେ ୨୯ଜଣ ଯାତ୍ରୀ ପ୍ରାଣ ହରାଇଥିବାବେଳେ ଅନ୍ୟ ଯାତ୍ରୀମାନେ ଗୁରୁତର ଆହତ ହୋଇଥିବା ଦୁଃଖଦ ଘଟଣା ସମଗ୍ର ଦେଶରେ ଶୋକ



ଶତ୍ରୁଙ୍କ ନିଦ ହଜାଇବ ‘ନାଗ’

Anupambharat News Bureau | ଦେଶ | | 597 | Read...

ଶତ୍ରୁଙ୍କ ନିଦ ହଜାଇବ ‘ନାଗ’

ନୂଆଦିଲ୍ଲୀ: ଭାରତୀୟ ସେନାରେ ନାଗ ମିସାଇଲ୍‌କୁ ସାମିଲ କରିବା ପାଇଁ ପ୍ରକ୍ରିୟା ଆଉ ପାଦେ ଆଗେଇଛି । ରବିବାର ରାତିରେ ଡିଆରଡିଓ ପକ୍ଷରୁ ପୋଖରାନ ଫାୟାରିଂ ରେଞ୍ଜରେ ୩ଟି ନାଗ ମିସାଇଲ୍‌ର ସଫଳ ପରୀକ୍ଷଣ କରାଯାଇଛି । ଏହା ସଫଳ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page