: District News


୫୮ ବର୍ଷ ବୟସ୍କ ବିଲ୍‌ଡ଼ରଙ୍କ ୧୨୦ ପତ୍ନୀ, ମଜୁରିଆ ଯୁବତୀ ଓ ମହିଳାଙ୍କୁ ବିବାହ କରିଛନ୍ତି

Anupambharat News Bureau | ବିଦେଶ | | 740 | Read...

୫୮ ବର୍ଷ ବୟସ୍କ ବିଲ୍‌ଡ଼ରଙ୍କ ୧୨୦ ପତ୍ନୀ, ମଜୁରିଆ ଯୁବତୀ ଓ ମହିଳାଙ୍କୁ ବିବାହ କରିଛନ୍ତି

ଥାଇଲ୍ୟାଣ୍ଡ: ଥାଇଲ୍ୟାଣ୍ଡରେ ଦେଖିବାକୁ ମିଳିଛି ଅଜବ ଘଟଣା । ଜଣେ ବିଲ୍‌ଡ଼ର ୫୮ ବର୍ଷ ବୟସରେ ବିବାହ କରିଛନ୍ତି ୧୨୦ ଜଣ ମହିଳାଙ୍କୁ । ଥାଇଲ୍ୟାଣ୍ଡର ନୋକନ ନାୟକ ପ୍ରାନ୍ତର ଏହି ବିଲïର ତମ୍ବନ ପ୍ରେଜର୍ଟ ଏପର୍ଯ୍ୟନ୍ତ ମୋଟ ୧



ହସ୍‌ପିଟାଲ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ

Anupambharat News Bureau | ଦେଶ | | 739 | Read...

ହସ୍‌ପିଟାଲ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଲିଭର୍‌ରେ ସମସ୍ୟା ଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବା



ଅଯୋଧ୍ୟା ବିବାଦ: ହିନ୍ଦୁଙ୍କୁ ବିବାଦୀୟ ଅଞ୍ଚଳ ଛାଡ଼ିବନି ମୁସଲିମ୍‌ ପକ୍ଷ

Anupambharat News Bureau | ଦେଶ | | 738 | Read...

ଅଯୋଧ୍ୟା ବିବାଦ: ହିନ୍ଦୁଙ୍କୁ ବିବାଦୀୟ ଅଞ୍ଚଳ ଛାଡ଼ିବନି ମୁସଲିମ୍‌ ପକ୍ଷ

ନୂଆଦିଲ୍ଲୀ: ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱବହନ କରୁଥିବା ଅଯୋଧ୍ୟା ଜମି ବିବାଦ ମାମଲାରେ ଆଜି ମୁସଲିମ ପକ୍ଷ ନୂଆ ଟୁୱିଷ୍ଟ ଆଣିଛି । ପୂର୍ବରୁ ସୁନ୍ନି ୱାକଫ ବୋର୍ଡ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥତା ପ୍ୟାନେ



ହେଲମେଟ୍‌ ନ ପିନ୍ଧି ଟ୍ରାକଫର ଚଳାଇବାରୁ କଟା ହେଲା ଚାଲାଣ

Anupambharat News Bureau | ଦେଶ | | 737 | Read...

ହେଲମେଟ୍‌ ନ ପିନ୍ଧି ଟ୍ରାକଫର  ଚଳାଇବାରୁ କଟା ହେଲା ଚାଲାଣ

ଲକ୍ଷ୍ନୌ: ସେପେଫମ୍ବର ୧ରେ ଦେଶରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ହୋଇଛି । ଯେଉଁମାନେ ନୂଆ ଆଇନକୁ ମାନୁ ନାହାନ୍ତି ସେମାନଙ୍କୁ ମୋଟା ଅଙ୍କର ଜୋରିମାନା ଗଣିବାକୁ ପଡ଼ୁଛି । ହେଲେ ଭୁଲ୍‌ ନକରି ଅନେକ ଗାଡ଼ି ଚାଳକଙ୍କ ବିରୋଧରେ



କିଟ୍‌ ଇଣ୍ଟର୍‌ନାସ୍‌ନାଲ ସ୍କୁଲ ଚେୟାରପର୍ସନଙ୍କୁ ଆନ୍ତର୍ଜାତିକ ସମ୍ମାନ

Anupambharat News Bureau | ଓଡ଼ିଶା | | 736 | Read...

କିଟ୍‌ ଇଣ୍ଟର୍‌ନାସ୍‌ନାଲ ସ୍କୁଲ ଚେୟାରପର୍ସନଙ୍କୁ ଆନ୍ତର୍ଜାତିକ ସମ୍ମାନ

ଭୁବନେଶ୍ୱର, ୧୮ ।୧୦ (ଅନୁପମ ମିଡିଆ): କିଟ୍‌ ଇଣ୍ଟରନାସନାଲ ସ୍କୁଲର ଚେୟରାପର୍ସନ ଡ. ମୋନାଲିସା ବଳଙ୍କୁ ଏନଆରଆଇ େୱଲଫେୟାର ସୋସାଇଟି ଇଂଲଣ୍ଡ ଚାପଫର ପକ୍ଷରୁ ସମ୍ମାନଜନକ ମହାତ୍ମା ଗାନ୍ଧୀ ଲିଡରସିପ ସମ୍ମାନ ପ୍ରଦାନ କରାଯାଇ



ବିଦୁ୍ୟତ ସଂସ୍ପର୍ଶରେ ଆସି ଦୁଇ ମୃତ

Anupambharat News Bureau | ଓଡ଼ିଶା | | 735 | Read...

ବିଦୁ୍ୟତ ସଂସ୍ପର୍ଶରେ ଆସି ଦୁଇ ମୃତ

ସମ୍ବଲପୁର, ୧୮ା୧୦ (ଅନୁପମ ମିଡିଆ): ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ବାଉରୀଜୋର ଜଙ୍ଗଲରେ ବାରାହା ଶିକାର ପାଇଁ ପଡ଼ିଥିବା ବିଦୁ୍ୟତ ତାରର ଫାସରେ ଲାଗି ପିତାମହୂଲ ଗ୍ରାମର ଜଣେ ବ୍ୟକ୍ତି ଓ ତାଙ୍କ ପୁତ୍ରର ମୃତୁ୍



ଭିମସାର ଓ ଅନ୍ୟ ସରକାରୀ ଡାକ୍ତରଖାନାର ଭିତ୍ତିଭୂମି ସୁଦୃଢ଼ କରିବାକୁ ଡାକ୍ତରଙ୍କ ଦାବି

Anupambharat News Bureau | ଓଡ଼ିଶା | | 734 | Read...

ଭିମସାର ଓ ଅନ୍ୟ ସରକାରୀ ଡାକ୍ତରଖାନାର  ଭିତ୍ତିଭୂମି ସୁଦୃଢ଼ କରିବାକୁ ଡାକ୍ତରଙ୍କ ଦାବି

ସମ୍ବଲପୁର, ,୧୮ା୧୦(ଅନୁପମ ମିଡିଆ): ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ୫-ଟି ଯୋଜନା ସ୍ୱାଗତଯୋଗ୍ୟ । ହେଲେ ଏହାକୁ ଲାଗୁ କରିବା ପୂର୍ବରୁ ଡାକ୍ତରଖାନା ଭଳି ସଂସ୍ଥାରେ ଆବଶ୍ୟକ ଭିତ୍ତିଭୂମି ନିର୍ମାଣ ଓ ଅବାଶ୍ୟକ ହେଉଥିବା ସ



ଯୁକ୍ତ ୨ ଏକ୍ସ-ରେଗୁଲାର ଫର୍ମ ପୁରଣ ସମୟ ସୀମା ବଢ଼ିଲା

Anupambharat News Bureau | ଓଡ଼ିଶା | | 733 | Read...

ଯୁକ୍ତ ୨ ଏକ୍ସ-ରେଗୁଲାର ଫର୍ମ ପୁରଣ ସମୟ ସୀମା ବଢ଼ିଲା

ଭୁବନେଶ୍ୱର,୧୭ ।୧୦ ।(ଅନୁପମ ମିଡିଆ): ମାର୍ଚ୍ଚ ପ୍ରଥମ ସପ୍ତାହରୁ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଅନୁଷ୍ଟିତ ହେବ । ଏହା ପୁର୍ବରୁ ଏକ୍ସ-ରେଗୁଲାର ଛାଛ୍ରଛାତ୍ରୀଙ୍କ ଫର୍ମ ପୂରଣ ଆରମ୍ଭ ହୋଇଛି । ଗତ ମାସ ଠ



ଏକ୍ସପାରି କୃମି ଔଷଧ ଖାଇ ଶିଶୁ ଅସୁସ୍ଥ ଘଟଣା, ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍‌

Anupambharat News Bureau | ଓଡ଼ିଶା | | 732 | Read...

ଏକ୍ସପାରି କୃମି ଔଷଧ ଖାଇ ଶିଶୁ ଅସୁସ୍ଥ ଘଟଣା, ମୁଖ୍ୟ ଶାସନ ସଚିବଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର,୧୭ ।୧୦ ।(ଅନୁପମ ମିଡିଆ):କେନ୍ଦ୍ରପଡା ଜିଲ୍ଲାରେ ଏକ୍ସପାରି କୃମି ଔଷଧ ଖାଇ ୩୬ଜଣ ଶିଶୁ ଅସୁସ୍ଥ ହେବା ଘଟଣାରେ ସ୍ୱାସ୍ଥ୍ୟ ବିଭାଗର ଅହେତକୁ ଅବହେଳା ପ୍ରମାଣ ହୋଇଛି । ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କର ଦା



ଦୈନନ୍ଦିନ ଭୋଜନ ତାଲିକାର ଯୋଜନା

Anupambharat News Bureau | ଶରୀରମାଦ୍ୟମ | | 731 | Read...

ଦୈନନ୍ଦିନ ଭୋଜନ ତାଲିକାର ଯୋଜନା

ପ୍ରତ୍ୟେକ ଜୀବନ୍ତ ପ୍ରାଣୀ ଖାଦ୍ୟ ଆବଶ୍ୟକ କରେ । ସମସ୍ତେ ଜାଣନ୍ତି ଖାଦ୍ୟ କ୍ଷୁକ୍ଷା ନିବାରଣ କରେ ଓ ତୃପ୍ତି ଦେଇଥାଏ ଏବଂ ନୂତନ ଶକ୍ତି ଯୋଗାଏ । ଖାଦ୍ୟ ଆମ ଦୈନନ୍ଦିନ ଜୀବନର ଏକ ଅଂଶ । ଖାଦ୍ୟ ଆମ ଶରୀର ଭିତରେ ଯାଇ ମିଶିକରି ଅନ



୭୩ କୋଟି ଟଙ୍କାର ପାଣି ଚୋରି

Anupambharat News Bureau | ଦେଶ | | 730 | Read...

୭୩ କୋଟି ଟଙ୍କାର ପାଣି ଚୋରି

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍‌ୱାଇ ଖରାଦିନେ ପାଣି ସମସ୍ୟା ଦେଇ ଗତିକରେ । ଏବେ ସେହି ରାଜ୍ୟରେ ଭୂତଳ ଜଳ ଚୋରି ଅଭିଯୋଗ ଆସିଛି । ତାହା ପୁଣି ୭୩ କୋଟି ଟଙ୍କାର । ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତଛ ୧୧ ବର୍ଷ ତଳର ଏହ



ଆଲିଆ ମୋ ଭାଉଜ ହେବେ: କରିନା

Anupambharat News Bureau | ଦେଶ | | 729 | Read...

ଆଲିଆ ମୋ ଭାଉଜ ହେବେ: କରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଫେୟାରକୁ ନେଇ ଚର୍ଚ୍ଚା ଚାଲିଛି । ମଝିରେ ଉଭୟ ବିବାହ କରିବା ନେଇ ଖବର ଆସୁଥିଲା । କି;ୁ ରଣବୀର ଏବଂ ଆଲିଆଙ୍କୁ ଏ ସମ୍ପର୍କରେ କେବେ ସର୍ବସମ୍ମୁଖରେ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page