: District News


ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ

Anupambharat News Bureau | ଓଡ଼ିଶା | | 231 | Read...

ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ

ସାଲେପୁର,୨୪ା୫ (ଅନୁପମ ମିଡ଼ିଆ): ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ସାଲେପୁର ଅଞ୍ଚଳର ଏକାଧିକ ସ୍ଥାନରେ ଛୋଟବଡ଼ ହିଂସାକାଣ୍ଡ ହୋଇଥିବା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଗତକାଲି ନିର୍ବା



ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ, ଅରୁଣାଚଳରେ ବିଜେପି

Anupambharat News Bureau | ଦେଶ | | 230 | Read...

ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ, ଅରୁଣାଚଳରେ ବିଜେପି

ନୂଆଦିଲ୍ଲୀ, ୨୩ା୫: ସାଧାରଣ ନିର୍ବାଚନ ସହ ଚାରି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଆଜି ଘୋଷିତ ହୋଇଛି । ମିଳିଥିବା ସୂଚନାନୁଯାୟୀ ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ ହୋଇଥିବା ବେଳେ ଅରୁଣାଚଳରେ ବିଜେପି କ୍ଷମତାସୀନ ହେବାକୁ



ମୋଦି ସୁନାମୀରେ ବିରୋଧୀ ଧରାଶାୟୀ : ଏନ୍‌ଡିଏ ସରକାର ଗଠନ ପଥ ପରିଷ୍କାର, କଂଗ୍ରେସର ବଡ଼ ବିପର୍ଯ୍ୟୟ

Anupambharat News Bureau | ଦେଶ | | 229 | Read...

ମୋଦି ସୁନାମୀରେ ବିରୋଧୀ ଧରାଶାୟୀ : ଏନ୍‌ଡିଏ ସରକାର ଗଠନ ପଥ ପରିଷ୍କାର, କଂଗ୍ରେସର ବଡ଼ ବିପର୍ଯ୍ୟୟ

ନୂଆଦିଲ୍ଲୀ,୨୩ା୫: ଦେଶରେ ପୁଣି ମୋଦି ସୁନାମୀ ଦେଖିବାକୁ ମିଳିଛି । ଏହି ତଥାକଥିତ ସୁନାମୀରେ ବିରୋଧୀ ସମ୍ପୂର୍ଣ୍ଣ ଧରାଶାୟୀ ହୋଇପଡ଼ିଛନ୍ତି । ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନର ଗୁରୁବାର ଭୋଟ ଗଣତିରେ ଯେଉଁ ଟ୍ରେଣ୍ଡ ଦେଖିବ



ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି

Anupambharat News Bureau | ଓଡ଼ିଶା | | 228 | Read...

ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି

ବ୍ରହ୍ମପୁ୍ୱର,୨୩ା୫(ଅନୁପମ ମିଡ଼ିଆ): ୨୦୦୦ ମସିହାଠାରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ବିଜୁ ଜନତା ଦଳର ଦବ୍‌ଦବା ଜାରି ରହିଛି । ଜିଲ୍ଲାର ୧୩ ଗୋଟି ବିଧାନସଭା ନିର୍ବାଚନମଣ୍ଡଳିରେ ଗୋଟାକୁ ଛାଡ଼ି ସବୁ ଆସନରେ ବିଜେଡି



ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ

Anupambharat News Bureau | ଓଡ଼ିଶା | | 227 | Read...

ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ

ଭୁବନେଶ୍ୱର,୨୩ ।୫ (ଅନୁପମ ମିଡିଆ): ବିଜୁ ଜନତା ଦଳ ବା ବିଜେଡି ପୁଣିଥରେ ବାଜିମାତ୍‌ କରିଛି । ବିଧାନସଭାରେ ପୂର୍ଣ୍ଣ ବହୁମତ ହାସଲ କରି ଦଳ ପଞ୍ଚମଥର ଲାଗି ସରକାର ଗଠନ କରିବାକୁ ଯାଉଛି । ଦେଶ ତମାମ ମୋଦି ସୁନାମୀ ଦେଖିବାକୁ ମିଳ



ଭଞ୍ଜନଗର, ସୋରଡ଼ା, ଆସିକା ବିଧାନସଭା ଆସନରେ ବିଜେଡ଼ିର ଜୟଯାତ୍ରା

Anupambharat News Bureau | ଓଡ଼ିଶା | | 226 | Read...

ଭଞ୍ଜନଗର, ସୋରଡ଼ା, ଆସିକା ବିଧାନସଭା ଆସନରେ ବିଜେଡ଼ିର ଜୟଯାତ୍ରା

ଭଞ୍ଜନଗର,୨୩ ।୫(ଅନୁପମ ମିଡ଼ିଆ): ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭଞ୍ଜନଗର, ସୋରଡ଼ା, ଆସିକା, ବିଧାନସଭା ଆସନରେ ବିଜେଡ଼ିର ପ୍ରାର୍ଥୀମାନେ ବିପୁଳ ଭୋଟରେ ଜୟଲାଭ କରିଛନ୍ତି । ସେହିପରି କନ୍ଧମାଳ ଲୋକସଭା ଆସନ ଏବଂ ଆସିକା ଲ



ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ମହିଳା ମୃତ

Anupambharat News Bureau | ଓଡ଼ିଶା | | 225 | Read...

ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ମହିଳା ମୃତ

ଆସିକା,୨୩ା୫(ଅନୁପମ ମିଡ଼ିଆ): ଆସିକା ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଗ୍ରାମରେ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ୍‌ ହୋଇ କାଳିଆ ବେହେରା(୫୫) ନାମ୍ନୀ ମହିଳାଙ୍କ ଶୋଚନୀୟ ମୃତୁ୍ୟ ହୋଇଛି । ଏଥି



୧୫୦ସିସି ବାଇକ୍‌ ଓ ସ୍କୁଟର ନିଷିଦ୍ଧ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 224 | Read...

୧୫୦ସିସି ବାଇକ୍‌ ଓ ସ୍କୁଟର ନିଷିଦ୍ଧ

ନୂଆଦିଲ୍ଲୀ:୧୫୦ସିସି ବାଇକ୍‌ ଓ ସ୍କୁଟର ସରକାର ନିଷିଦ୍ଧ କରିବେ । ଦେଶରେ ପ୍ରମୁଖ ନଗରୀ ଗୁଡିକରେ ବହୁଳମାତ୍ରାରେ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି,ଯାହ ସର କାର ପାଇଁ ଚାଲେଞ୍ଜ ହୋଇଛି । ଏଭଳି ସ୍ଥିତିକୁ ମୁକାବିଲା କରିବ



ନେଟ୍ସରେ ଝାଳ ବୁହାଇଲେ ଭାରତୀୟ ଖେଳାଳି

Anupambharat News Bureau | କ୍ରୀଡ଼ା | | 223 | Read...

ନେଟ୍ସରେ ଝାଳ ବୁହାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୩ ।୫: ବିଶ୍ୱକପ୍‌ ପାଇଁ ଏଠାରେ ପହଞ୍ଚିବାର ଦିନକ ପରେ ଭାରତୀୟ ଟିମ୍‌ ଗୁରୁବାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଅଧିନାୟକ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ସମେତ ଦଳର ସବୁ ଖେଳାଳି ନେଟ୍ସରେ ଝାଳ ବୁହାଇଛନ୍



ହାରିଲେ ସଞ୍ଜୟ ଦତ୍ତଙ୍କ ଭଉଣୀ

Anupambharat News Bureau | ଦେଶ | | 222 | Read...

ହାରିଲେ ସଞ୍ଜୟ ଦତ୍ତଙ୍କ ଭଉଣୀ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତଙ୍କୁ ଶେଷରେ ପରାସ୍ତ ହେବାକୁ ପଡ଼ିଛି । ସେ ଚଳିତ ନିର୍ବାଚନରେ କଂଗ୍ରେସ ଟିକେଟ୍‌ରୁ ଉତ୍ତର-କେନ୍ଦ୍ରୀୟ ମୁମ୍ବାଇରୁ ପ୍ରାର୍ଥୀ ହୋଇଥିଲେ । ତେବେ ତାଙ୍କୁ ବି



ଭାରତ ଜିତିଲା ବୋଲି କହିଲେ ମୋଦି

Anupambharat News Bureau | ଦେଶ | | 221 | Read...

ଭାରତ ଜିତିଲା ବୋଲି କହିଲେ ମୋଦି

ନୂଆଦିଲ୍ଲୀ: ଭୋଟ୍‌ ଗଣତି ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନ୍‌ଡ଼ିଏ ଆଗୁଆ ରହିଥିବାରୁ ଏବେ ଦଳ ମଧ୍ୟରେ ନାହିଁ ନଥିବା ଉତ୍ସାହ । ବିଜେପି ଚଳିତ ଥର ୩୦୦ରୁ ଅଧିକ ଆସନ ଜିତିବ ବୋଲି ଆକଳନ କରାଯାଉଛି । ଏହି ଆକଳନକୁ ନେଇ ପ୍ରଧ



ଭୋଟ୍‌ ଗଣତି କେନ୍ଦ୍ରରେ ଚାଲିଗଲା ଜୀବନ

Anupambharat News Bureau | ଦେଶ | | 220 | Read...

ଭୋଟ୍‌ ଗଣତି କେନ୍ଦ୍ରରେ ଚାଲିଗଲା ଜୀବନ

ଭୋପାଲ: ଏକ ଦୁଃଖଦ ଘଟଣାରେ ମଧ୍ୟପ୍ରଦେଶର ଏକ ଭୋଟ୍‌ ଗଣତି କେନ୍ଦ୍ରରେ ହିଁ ଜଣେ କଂଗ୍ରେସ ନେତା ପ୍ରାଣ ହରାଇଛନ୍ତି । ହୃଦ୍‌ଘାତ କାରଣରୁ ହିଁ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି । ତାଙ୍କ ନାମ ରତନ ସିଂହ ଏବଂ ସେ ସେହୋର ଜିଲ୍ଲାର




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page