: District News


ଇଡ଼ି ବିଷ୍ପୋରଣରେ ଆଖି ହରାଇଥିବା ରୋଷେୟାଙ୍କୁ ପ୍ରତାରଣା

Anupambharat News Bureau | ଓଡ଼ିଶା | | 159 | Read...

ଇଡ଼ି ବିଷ୍ପୋରଣରେ ଆଖି ହରାଇଥିବା ରୋଷେୟାଙ୍କୁ ପ୍ରତାରଣା

ଚଣ୍ଡିଖୋଲ,୧୯ା୫ (ଅନୁପମ ମିଡିଆ): ଚଣ୍ଡିଖୋଲ-ଡ଼ୁବୁରୀ ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର (ଚଡ଼େଇଧରା) ନିକଟରେ ଏକ ମେଘା କ୍ରର୍ସର ଚଳାଉଥିବା ଏନ.କେ.ସି ଠିକା କମ୍ପାନୀର ମନମାନୀ ଯୋଗୁ ସେହି କମ୍ପାନୀରେ କାମ



ସାନି ମତଦାନ ବେଳେ ଉତ୍ତେଜନା, କାଚ ବୋତଲମାଡ

Anupambharat News Bureau | ଓଡ଼ିଶା | | 158 | Read...

ସାନି ମତଦାନ ବେଳେ ଉତ୍ତେଜନା, କାଚ ବୋତଲମାଡ

ଆଠଗଡ, ୧୯ା୫ (ଅନୁପମ ମିଡିଆ): ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ଥର ପାଇଁ ଆଠଗଡ ନିର୍ବାଚନ ମଣ୍ଡଳିରେ ୪ ଗୋଟି ବୁଥରେ ଆଜି ସାନି ମତଦାନ ସାମାନ୍ୟ ଉତ୍ତେନାକୁ ନେଇ ଶେଷ ହୋଇଛି । ମୃଦ ପାନୀୟ ଜନିତ କାଚ ବୋତଲ ମାଡ ହୋ



କତାଶିଳ୍ପ ମାଲିକଙ୍କ ପାଇଁ ସହାୟତା ନାହିଁ!

Anupambharat News Bureau | ଓଡ଼ିଶା | | 157 | Read...

 କତାଶିଳ୍ପ ମାଲିକଙ୍କ ପାଇଁ ସହାୟତା ନାହିଁ!

ପିପିଲି, ୧୯ା୫ (ଅନୁପମ ମିଡିଆ): ସାମୁଦ୍ରିକ ଝଡ ବାତ୍ୟା ଫନି ପିପିଲି ଅଂଚଳ ସମେତ ସମଗ୍ର ଜିଲ୍ଲାର କତା ଶିଳ୍ପର ବହୁତ କ୍ଷତି ଘଟାଇଛି । ପିପିଲି ଅଂଚଳରେ ବହୁଳ ଭାବେ କତାଶିଳ୍ପ ଗଢି ଉଠିଥରଲା ବେଳେ ଫନି ବାତ୍ୟା ମାଡରେ ଧ୍ୱଂସ ବିଧ



ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Anupambharat News Bureau | ଓଡ଼ିଶା | | 156 | Read...

 ଛାତ୍ରାବାସରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ, ୧୯ା୫ (ଅନୁପମ ମିଡିଆ): ମଧୁସୂଦନ ଆଇନ ମହାବିଦ୍ୟାଳୟ ଛାତ୍ରାବାସର ୪୨ ନମ୍ବର କୋଠରୀରୁ ଜଣେ ଦ୍ୱିତୀୟ ବର୍ଷ ଆଇନ ଛାତ୍ରଙ୍କ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ମାଲଗୋଦାମ ଥାନା ପୋଲିସ ଜବତ କରିଛି । ମୃତକ ଛାତ୍ର ଜଣକ ଅନୁଗୁଳ ଜ



ପଞ୍ଚାୟତ କାର୍ଯ୍ୟାଳୟକୁ ଭାଙ୍ଗିଦେଲେ ମାଓବାଦୀ

Anupambharat News Bureau | ଓଡ଼ିଶା | | 155 | Read...

ପଞ୍ଚାୟତ କାର୍ଯ୍ୟାଳୟକୁ ଭାଙ୍ଗିଦେଲେ ମାଓବାଦୀ

ମାଥିଲି,୧୮ ।୫ (ଅନୁପମ ମିଡିଆ):କିଛି ଦିନର ନିରବତା ପରେ ପୁଣିଥରେ ମାଥିଲି ବ୍ଳକର ଦୁର୍ଗମ ଅଞ୍ଚଳରେ କାଣ୍ଡ ଭିଆଇଛନ୍ତି ମାଓବାଦୀ । ମାଥିଲି ବ୍ଲକ ଅନ୍ତର୍ଗତ ଟେମୃପାଲି ପଞ୍ଚାୟତ କାର୍ଯ୍ୟାଳୟକୁ ଶୁକ୍ରବାର ବିଳମ୍ବିତ ରାତିରେ



ମାଓ ନେତା ସବ୍ୟସାଚୀଙ୍କୁ ଆଜୀବନ ସଜା

Anupambharat News Bureau | ଓଡ଼ିଶା | | 154 | Read...

ମାଓ ନେତା ସବ୍ୟସାଚୀଙ୍କୁ ଆଜୀବନ ସଜା

ବ୍ରହ୍ମପୁର,୧୮ ।୫(ଅନୁପମ ମିଡ଼ିଆ) : ମାଓ ନେତା ସୁନୀଲ ଓରଫ୍‌ ସବ୍ୟସାଚୀ ପଣ୍ଡାଙ୍କୁ ଆଜି ବ୍ରହ୍ମପୁରସ୍ଥିତ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ (୧) ସଞ୍ଜୟ କୁମାର ସାହୁ ଦେଶ ଦ୍ରୋହ, ବେଆଇନ୍‌ ମାରଣାସ୍ତ୍ର ଗଚ୍ଛିତ ଓ ଅନ୍ୟାନ୍ୟ ଗ



ଚାରି ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

Anupambharat News Bureau | ଓଡ଼ିଶା | | 153 | Read...

ଚାରି ଦିନ ଯାଏଁ ତାତିରୁ ନିସ୍ତାର ନାହିଁ

ଭୁବନେଶ୍ୱର,୧୮ ।୫ (ଅନୁପମ ମିଡିଆ): ତାତିରୁ ମିଳିବନି ତ୍ରାହି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହ , ଅସହ୍ୟ ତାତି ଓ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିଲାଣି । ଆଗାମୀ ଚାରି ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବ । ବରଂ ତାତି



ପୁରୀର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ଅତିରିକ୍ତ ହଜାରେ

Anupambharat News Bureau | ଓଡ଼ିଶା | | 152 | Read...

ପୁରୀର ବାତ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ଅତିରିକ୍ତ ହଜାରେ

ଭୁବନେଶ୍ୱର,୧୮ ।୫ (ଅନୁପମ ମିଡିଆ):ଉଦ୍ଧାର ଓ ଅନ୍ୟାନ୍ୟ ରିଲିଫ କାର୍ଯ୍ୟରେ ନିୟୋଜିତ ଅଗ୍ନିଶମ ବାହିନୀ ଓ ସିଭିଲ ଡିଫେନ୍ସ ସେ୍ୱଚ୍ଛାସେବୀ ମାନଙ୍କୁ ରାସନ ଭତା ଦେବା ସହ ପୁରୀ ଜିଲ୍ଲାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଆଉ ଏକ ମା



କୋହଲିଙ୍କ ନେତୃତ୍ୱ ଦକ୍ଷତାର ଅସଲ ପରୀକ୍ଷା

Anupambharat News Bureau | କ୍ରୀଡ଼ା | | 151 | Read...

କୋହଲିଙ୍କ ନେତୃତ୍ୱ ଦକ୍ଷତାର ଅସଲ ପରୀକ୍ଷା

ନୂଆଦିଲ୍ଲୀ,୧୮ ।୫: କ୍ରମାଗତ ସ୍ଥିର ତଥା ମ୍ୟାଚ୍‌ ବିଜୟୀ ପ୍ରଦର୍ଶନ ସହ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ମହାନ ଖେଳାଳିଙ୍କ ଲିଗ୍‌ରେ ନିଜକୁ ସାମିଲ କରିଛନ୍ତି । ତେବେ ଇଂଲଣ୍ଡରେ ହେବାକୁ ଥିବା ଆଗାମୀ ବିଶ୍ୱକପ୍‌



ଭାରତୀୟ ତୈଳ ନିଗମ ୨ଲକ୍ଷ କୋଟି ନିବେଶ କରିବ, ଏକ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

Anupambharat News Bureau | ଦେଶ | | 150 | Read...

ଭାରତୀୟ ତୈଳ ନିଗମ ୨ଲକ୍ଷ କୋଟି ନିବେଶ କରିବ, ଏକ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ

ନୂଆଦିଲ୍ଲୀ: ଭାରତୀୟ ତୈଳ ନିଗମ(ଆର୍‌ଓସି)ଭବିଷ୍ୟତାରେ ଆବଶ୍ୟକତାକୁ ଦୃଷ୍ଟି ରଖି ଆସନ୍ତା ୫ରୁ ୭ବର୍ଷ ଇନ୍ଧନ ଓ ଉର୍ଜା ଭବିଷ୍ୟତ କ୍ଷେତ୍ରରେ ଦୁଇ ଲକ୍ଷ କୋଟି ନିବେଶ କରିବାକୁ ଯୋଜନା କରିଛି । କମ୍ପାନୀ ନିଜର ରିଫାଇନରୀରେ ବି



ମୋଦିଙ୍କୁ କ୍ଲିନଚିଟ୍‌ ନେଇ ନିର୍ବାଚନ କମିଶନରେ ମତଭେଦ

Anupambharat News Bureau | ଦେଶ | | 149 | Read...

ମୋଦିଙ୍କୁ କ୍ଲିନଚିଟ୍‌ ନେଇ ନିର୍ବାଚନ କମିଶନରେ ମତଭେଦ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ମଧ୍ୟରେ ନିର୍ବାଚନ ଆୟୋଗରେ ଆଭ୍ୟନ୍ତରୀଣ କନ୍ଦଳ ଖବର ବାହାରକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୋଗ ସୁନିଲ ଅରୋରା ବୟାନ ଜାରି କରିଛନ୍ତି । ସେ କହିଛନ୍ତି ଯେ, ଏହା ଆବଶ୍ୟକ ନୁହେଁ ଯେ, ଆୟୋଗର ସବୁ



ଆସନ୍ତା ୧୦ ବର୍ଷ ମଧ୍ୟରେ ୧୦ଟି ବୈଜ୍ଞାନିକ ମିଶନ ଲଞ୍ଚ୍‌ କରିବ ଇସ୍ରୋ

Anupambharat News Bureau | ଦେଶ | | 148 | Read...

ଆସନ୍ତା ୧୦ ବର୍ଷ ମଧ୍ୟରେ ୧୦ଟି ବୈଜ୍ଞାନିକ ମିଶନ ଲଞ୍ଚ୍‌ କରିବ ଇସ୍ରୋ

ନୂଆଦିଲ୍ଲୀ : ୬ ବର୍ଷ ପୂର୍ବେ ଭାରତ ମଙ୍ଗଳ ଗ୍ରହରେ ପାଦ ଥାପିଥିବା ବେଳେ ଏବେ ଶୁକ୍ର ଗ୍ରହରେ ପହଞ୍ଚିବା ପାଇଁ ଇସ୍ରୋ ପ୍ରସ୍ତìତି ଆରମ୍ଭ କରି ଦେଲାଣି । ଆସନ୍ତା ୧୦ ବର୍ଷ ମଧ୍ୟରେ ଇସ୍ରୋ ୭ଟି ବୈଜ୍ଞାନିକ ମିଶନର ଯୋଜନା କରିଛ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page