: District News


୨୧ରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ରେଜଲଫ

Anupambharat News Bureau | ଓଡ଼ିଶା | | 487 | Read...

୨୧ରେ ଯୁକ୍ତ ଦୁଇ  କଳା, ବାଣିଜ୍ୟ ରେଜଲଫ

ଭୁବନେଶ୍ୱର, ୧୯ା୬ (ଅନୁପମ ମିଡିଆ): ଆସନ୍ତା ୨୧ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା,ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଅପରାହ୍ନ ସାଢ଼େ ୩ଟାରେ ଫଳ ପ୍ରକାଶ ପାଇବ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବୁଧବାର ଏହି ସୂଚନା ଦେ



ଓମ୍‌ ବିର୍ଲା ଲୋକସଭା ବାଚସ୍ପତି

Anupambharat News Bureau | ଦେଶ | | 486 | Read...

ଓମ୍‌ ବିର୍ଲା ଲୋକସଭା ବାଚସ୍ପତି

ନୂଆଦିଲ୍ଲୀ,୧୯ା୬: ସପ୍ତଦଶ ଲୋକସଭାର ବାଚସ୍ପତି ଭାବେ ଆଜି ଓମ୍‌ ବିର୍ଲା ନିର୍ବାଚିତ ହୋଇଛନ୍ତି । ବିଜେପିର ଏହି ବରିଷ୍ଠ ନେତା ଆଜି ଏହି ପଦବୀ ଲାଗି ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଓମ୍‌ ବିର୍ଲାଙ୍କ ପ୍ରାର୍ଥିତ



ନବୀନଙ୍କ ରଣନୀତି: କ’ଣ ହେବ ରାଜ୍ୟ ବିଜେପିର ଦଶା

Anupambharat News Bureau | ଓଡ଼ିଶା | | 485 | Read...

ନବୀନଙ୍କ ରଣନୀତି: କ’ଣ ହେବ ରାଜ୍ୟ ବିଜେପିର ଦଶା

ଭୁବନେଶ୍ୱର,୧୯ା୬(ଅନୁପମ ମିଡ଼ିଆ): କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦ୍ୱିତୀୟ ପାଳି ସରକାର ଗଠନ ହେବା ପରଠୁ ବିଜେପି ଶୀର୍ଷ ନେତୃତ୍ୱଙ୍କ ନିକଟତର ହେବାର କୌଣସି ସୁଯୋଗକୁ ଶାସକ ବିଜେଡି ହାତଛଡ଼ା କରୁନାହିଁ । ବିଜେଡ



ନକ୍ସଲ ଧରୁଛନ୍ତି ପାକିସ୍ତାନୀ ଜି-୩ ବନ୍ଧୁକ

Anupambharat News Bureau | ଓଡ଼ିଶା | | 484 | Read...

ନକ୍ସଲ ଧରୁଛନ୍ତି ପାକିସ୍ତାନୀ ଜି-୩ ବନ୍ଧୁକ

ମାଲକାନଗିରି , ୧୯ା୬ (ଅନୁପମ ମିଡିଆ): ନକ୍ସଲମାନେ ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଆଦେ ନୂଆ କଥା ନୁହେଁ । କି;ୁ ଏହିସବୁ ହତିଆର ମଧ୍ୟରେ ପାକିସ୍ତାନରେ ର୍ନିମିତ ବନ୍ଧୁକ ମିଳିବା ଛତିଶଗଡ଼ ପୁଲିସର ଚିନ୍ତା ବାଇ ଦେଇଛି ।



ପାଣି ପାଇଁ ଚେନ୍ନାଇରେ ହାହାକାର

Anupambharat News Bureau | ଦେଶ | | 483 | Read...

ପାଣି ପାଇଁ ଚେନ୍ନାଇରେ ହାହାକାର

ଚେନ୍ନାଇ: ଦେଶର ଅଳ୍ପ ସ୍ଥାନରେ ମୌସୁମୀ ଛୁଇଁଥିୁବା ବେଳେ ଅନେକ ସ୍ଥାନରେ ମୌସୁମୀ ପହଞ୍ଚିବାକୁ ବାକି ରହିଛିଛ ଇତିମଧ୍ୟରେ ତାମିଲନାଡୁ ରାଜଧାନୀ ଚେନ୍ନାଇରେ ପାଣି ପାଇଁ ଘୋର ସମସ୍ୟା ଦେଖାଦେଇଛି । ପ୍ରଚଣ୍ଡ ଖରା ଯୋଗୁ ଭୂତଳ



୪୯ ବର୍ଷରେ ରାହୁଲ ଗାନ୍ଧି

Anupambharat News Bureau | ଦେଶ | | 482 | Read...

୪୯ ବର୍ଷରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଗାନ୍ଧି ୪୯ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍‌ୱିଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍‌ୱିଟରେ ମୋଦି କହିଛନ୍ତି, ର



ସାଂସଦ ପଦ ହରାଇବେ ସନ୍ନି ଦେଓଲ୍‌

Anupambharat News Bureau | ଦେଶ | | 481 | Read...

ସାଂସଦ ପଦ ହରାଇବେ ସନ୍ନି ଦେଓଲ୍‌

ନୂଆଦିଲ୍ଲୀ: ଅଭିନୟରୁ ରାଜନୀତିକୁ ଆସି ବିଜେପି ଟିକେଟ୍‌ରୁ ସାଂସଦ ହୋଇଥିବା ସନ୍ନି ଦେଓଲଙ୍କ ପାଇଁ ଅଡ଼ୁଆ ହୋଇଛି ନିର୍ବାଚନୀ ଖର୍ଚ୍ଚ । ବର୍ତ୍ତମାନ ନିର୍ବାଚନ କମିଶନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରନ୍ତି ଏବଂ ତା



ବିହାରରେ ଥମୁନି ଶିଶୁ ମୃତ୍ୟୁ

Anupambharat News Bureau | ଦେଶ | | 480 | Read...

ବିହାରରେ ଥମୁନି ଶିଶୁ ମୃତ୍ୟୁ

ପାଟନା : ବିହାରର ମୁଜାଫରପୁର ଏବଂ ପାଖାପାଖି ଅଂଚଳରେ ଆକ୍ୟୁଟ ଇନସେଫଲାଇଟିସ୍‌ ସିଣ୍ଡ୍ରମ୍‌ ରେ ପୀଡିତ ହୋଇ ଏପର୍ଯ୍ୟନ୍ତ ପାଖାପାଖି ୧୧୨ଜଣଙ୍କର ମୃତ୍ୟୁ ଘଟିଛି । ଏହି ମଧ୍ୟରେ ରାଜ୍ୟରେ ଥିବା ଶାସକ ଏବଂ ବିପକ୍ଷ ଦଳର ନେତା



ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, ପ୍ରଶାସନର ଚିନ୍ତା ନାହିଁ

Anupambharat News Bureau | ଓଡ଼ିଶା | | 479 | Read...

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ, ପ୍ରଶାସନର ଚିନ୍ତା ନାହିଁ

ଆଳି, ୧୯ା୬ (ଅନୁପମ ମିଡିଆ): ଆଳି ବ୍ଲକ ଓ ପଟ୍ଟାମୁଣ୍ଡାଇ ବ୍ଲକର ମଧ୍ୟସ୍ଥଳୀରେ ବହିଯାଇଥିବା ବ୍ରାହ୍ମଣୀ ନଦୀରେ ୨୦ଟି ବଉଳା କୁମ୍ଭୀର ଦୀର୍ଘଦିନ ଧର ରହିବା ଫଳରେ ପତ୍ରପୁର, ସୋରିଷଦା, ପାଟଣା, ସହିରା, ଦହିଅଣ୍ଟା, ବାଟିପଡା, ଗୋପା



ଜଳଖିଆ ଦୋକାନୀଙ୍କ ପୁଅ ଓଜେଇଇ ଟªର

Anupambharat News Bureau | ଓଡ଼ିଶା | | 478 | Read...

 ଜଳଖିଆ ଦୋକାନୀଙ୍କ ପୁଅ ଓଜେଇଇ ଟªର

କେନ୍ଦୁଝର, ୧୯ା୬ (ଅନୁପମ ମିଡିଆ): କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ଗ୍ରାମର ଭବାନୀ ଶଙ୍କର ବେହେରା ଓଜେଇଇ(ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା)ର ଲାଟେରାଲ ଏଣ୍ଟ୍ରି ବିଟେକରେ ରାଜ୍ୟରେ ଟªର ହୋଇଥିବା ଜଣ



ଦୁର୍ଘଟଣା ଜୋନ୍‌ ପାଲଟିଛି କଟକ-ସାଲେପୁର ରାସ୍ତା, ୬ମାସ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

Anupambharat News Bureau | ଓଡ଼ିଶା | | 477 | Read...

ଦୁର୍ଘଟଣା ଜୋନ୍‌ ପାଲଟିଛି କଟକ-ସାଲେପୁର ରାସ୍ତା, ୬ମାସ ମଧ୍ୟରେ ୧୦ରୁ ଉର୍ଦ୍ଧ୍ୱ ମୃତ, ୫୦ରୁ ଉର୍ଦ୍ଧ୍ୱ ଆହତ

ସାଲେପୁର,୧୯ା୬ (ଅନୁପମ ମିଡିଆ): କଟକ - ଚାନ୍ଦବାଲି ରାସ୍ତାର ଜଗତପୁର ଠାରୁ କୁଳିଆ ପର୍ଯ୍ୟନ୍ତ ଦୁର୍ଘଟଣାର ଜୋନ୍‌ ପାଲଟିଥିବା କୁହାଯାଉଛି । ଗତ ୬ମାସ ମଧ୍ୟରେ ଏହି ରାସ୍ତାର ଜଗତପୁର, ପୀରବଜାର, ପାଗା, କାଜିବଜାର, ନୃସିଂହବଜାର,



ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

Anupambharat News Bureau | ଓଡ଼ିଶା | | 476 | Read...

ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତକୁ ୧୦ ବର୍ଷ ଜେଲ୍‌

ଅନୁଗୋଳ,୧୯ା୬ (ଅନୁପମ ମିଡିଆ): ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ନନ୍ଦିରା ଗ୍ରାମରେ ସଂଘଟିତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଆଜି ଅତିରିକ୍ତ ଜିଲା ଦୌରା ଜଜ୍‌ ତଥା ସ୍ୱତନ୍ତ୍ର ଜଜ୍‌(ପକ୍‌ସୋ) ସୁରେ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page