ଖବର ସଂଗ୍ରହ

.



‘ପିନାକ’ର ସଫଳ ପରୀକ୍ଷଣ

Anupambharat News Bureau | ଦେଶ | | 1592 | Read...

‘ପିନାକ’ର ସଫଳ ପରୀକ୍ଷଣ

ବାଲେଶ୍ୱର,୪ା୧୧(ଅନୁପମ ମିଡ଼ିଆ):ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ଗୋଳା ବାରୁଦ ପରୀକ୍ଷଣ କେନ୍ଦ୍ର ଆଇଟିଆରରୁ ମଲଟି ବେରେଲ୍‌ ରକେଟ୍‌ ଲଞ୍ଚର ‘ପିନାକ’ର ଆଜି ବ୍ୟାବହାରିକ ପରୀକ୍ଷଣ କରାଯାଇଛି । ପିନାକ ରକେଟ ଲଞ୍ଚ



ମହାରାଷ୍ଟ୍ର ପରେ ଏବେ କେରଳରେ ପ୍ରବେଶ କରିପାରିବ ନାହିଁ ସିବିଆଇ

Anupambharat News Bureau | ଦେଶ | | 1591 | Read...

ମହାରାଷ୍ଟ୍ର ପରେ ଏବେ କେରଳରେ ପ୍ରବେଶ କରିପାରିବ ନାହିଁ ସିବିଆଇ

ନୂଆଦିଲ୍ଲୀ: ଏଣିକି କେରଳରେ ପ୍ରବେଶ କରିପାରିବନି କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)! ଅଣ ବିଜେପି ଶାସିତ ରାଜ୍ୟ ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼, ମହାରାଷ୍ଟ୍ର ପରେ ଏବେ ଏହି ଲିଷ୍ଟରେ ଯୋଡ଼ି ହୋଇଯାଇଛି କେରଳ । କେରଳରେ ବି



କଡା ସୁରକ୍ଷାର ସହିତ ଭୋଟ ଗଣତି ହେଉଛି? ଚାଲିଛି ଟ୍ରମ୍ପ ଏବଂ ବିଡେନ୍‌ଙ୍କ ମଧ୍ୟରେ କଡା ଟMର

Anupambharat News Bureau | ବିଦେଶ | | 1590 | Read...

କଡା ସୁରକ୍ଷାର ସହିତ ଭୋଟ ଗଣତି ହେଉଛି? ଚାଲିଛି ଟ୍ରମ୍ପ ଏବଂ ବିଡେନ୍‌ଙ୍କ ମଧ୍ୟରେ କଡା ଟMର

ୱାଶିଂଟନ୍‌: ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିବା ରାଜ୍ୟମାନଙ୍କରେ ନିୟୁତ ନିୟୁତ ଭୋଟ୍‌ ଗଣତି ବାକି ଥିବା ବେଳେ ନିର୍ବାଚନରେ ବିଜୟୀ ହୋଇଛନ୍ତି ବୋଲି ଘୋଷଣା କରିବା ସହ ଭୋଟ୍‌ ଜାଲିଆତି ହୋଇଥିବା ଅଭିଯୋଗ କରି ସୁପ୍ରିମ




୨୦ରୁ ଶୀତ ଅଧିବେଶନ: ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍‌, ଡିସେମ୍ବର ୩୧ ଯାଏଁ ଚାଲିବ , ୪୦ଟି କାର୍ଯ୍ୟ ଦିବସ

Anupambharat News Bureau | ଓଡ଼ିଶା | | 1588 | Read...

୨୦ରୁ ଶୀତ ଅଧିବେଶନ:  ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍‌, ଡିସେମ୍ବର ୩୧ ଯାଏଁ ଚାଲିବ , ୪୦ଟି କାର୍ଯ୍ୟ ଦିବସ

ଭୁବନେଶ୍ୱର,୪ା୧୧(ଅନୁପମ ମିଡ଼ିଆ): ଆସନ୍ତା ୨୦ରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ ୪୦ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ୨୦୨୦-୨୧ ଆର୍ଥିକ



୨୦ରୁ ଶୀତ ଅଧିବେଶନ: ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍‌, ଡିସେମ୍ବର ୩୧ ଯାଏଁ ଚାଲିବ , ୪୦ଟି କାର୍ଯ୍ୟ ଦିବସ

Anupambharat News Bureau | ଓଡ଼ିଶା | | 1587 | Read...

୨୦ରୁ ଶୀତ ଅଧିବେଶନ:  ପ୍ରଥମ ଦିନରେ ଆଗତ ହେବ ଅତିରିକ୍ତ ବଜେଟ୍‌, ଡିସେମ୍ବର ୩୧ ଯାଏଁ ଚାଲିବ , ୪୦ଟି କାର୍ଯ୍ୟ ଦିବସ

ଭୁବନେଶ୍ୱର,୪ା୧୧(ଅନୁପମ ମିଡ଼ିଆ): ଆସନ୍ତା ୨୦ରୁ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ ୪୦ଟି କାର୍ଯ୍ୟ ଦିବସ ରହିଛି । ଅଧିବେଶନର ପ୍ରଥମ ଦିନରେ ୨୦୨୦-୨୧ ଆର୍ଥିକ



ଖଣି ମନ୍ତ୍ରଣାଳୟ ବାର୍ଷିକ ରିପୋର୍ଟ, ଖଣିଜ ଉତ୍ପାଦନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

Anupambharat News Bureau | ଦେଶ ଓ ବିଦେଶ | | 1586 | Read...

ଖଣି ମନ୍ତ୍ରଣାଳୟ ବାର୍ଷିକ ରିପୋର୍ଟ, ଖଣିଜ ଉତ୍ପାଦନରେ ଓଡ଼ିଶା ଅଗ୍ରଣୀ ରାଜ୍ୟ

ନୂଆଦିଲ୍ଲୀ: ଖଣିଜ ପଦାର୍ଥ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି । ଦେଶର ମୋଟ ଖଣିଜ ଉତ୍ପାଦନ ପ୍ରତି ଓଡ଼ିଶାର ଅବଦାନ ୨୪.୬୮ ପ୍ରତିଶତ ରହିଛି ବୋଲି କେନ୍ଦ୍ର ଖଣି ମନ୍ତ୍ରଣାଳୟ ୨୦୧୯-୨୦ ବାର୍ଷିକ ର



ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କୋକେନ ନେଉଥିବା ଅଭିଯୋଗ

Anupambharat News Bureau | ବିଦେଶ | | 1585 | Read...

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କୋକେନ ନେଉଥିବା ଅଭିଯୋଗ

ଇସ୍‌ଲାମ୍‌ବାଦ:ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କ ବିରୋଧରେ ଆସିଲା ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ପାକିସ୍ତାନର ପୂର୍ବତନ କ୍ରିକେଟ ଖେଳାଳି ସଫରାଜ ନୱାଜ୍‌ । ସର୍ଫରାଜ କହ



କୋଡ ନଥିଲେ ମିଳିବନି ଗ୍ୟାସ୍‌ ସିଲିଣ୍ଡର

Anupambharat News Bureau | ଦେଶ | | 1584 | Read...

କୋଡ ନଥିଲେ ମିଳିବନି ଗ୍ୟାସ୍‌ ସିଲିଣ୍ଡର

ନୂଆଦିଲ୍ଲୀ: ଦେଶରେ ୧୦୦ ସ୍ମାର୍ଟ ସହରରେ ଏଲପିଜି ଗ୍ୟାସର ଡେଲିଭରୀ ସହ ଜଡିତ ନିୟମରେ ବହୁତ ବଡ ପରିବର୍ତ୍ତନ ହୋଇଛିା ଏଲପିଜି ସିଲିଣ୍ଡର ବୁକ କରୁଥିବା ଉପଭୋକ୍ତାଙ୍କୁ ଏବେ ତାଙ୍କ ମୋବାଇଲ ନମ୍ବରରେ ଏକ ଓଟିପି ପ୍ରାପ୍ତ ହେବ ।



ଫ୍ରାନ୍ସ ସେନାର ଏୟାର ଷ୍ଟ୍ରାଇକ୍‌ରେ ୫୦ ଆତଙ୍କୀ ମୃତ !

Anupambharat News Bureau | ବିଦେଶ | | 1583 | Read...

ଫ୍ରାନ୍ସ ସେନାର ଏୟାର ଷ୍ଟ୍ରାଇକ୍‌ରେ ୫୦ ଆତଙ୍କୀ ମୃତ !

ପ୍ୟାରିସ୍‌, ୩ା୧୧: ଫ୍ରାନ୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଫ୍ରାନ୍ସ ସେନା ଏୟାର ଷ୍ଟ୍ରାଇକ୍‌ କରି ୫୦ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲି ଦାବି କରିଛନ୍ତି ଯେ,



ଭୋଟ ଶେଷ,୧୦କୁ ଅପେକ୍ଷା

Anupambharat News Bureau | ଓଡ଼ିଶା | | 1582 | Read...

ଭୋଟ ଶେଷ,୧୦କୁ ଅପେକ୍ଷା

ଭୁବନେଶ୍ୱର, ୩ା୧୧(ଅନୁପମ ମିଡ଼ିଆ): ­ ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ଉପନିର୍ବାଚନ ଲାଗି ମତଦାନ ଶେଷ ହୋଇଛି । ଫଳରେ ରଣାଙ୍ଗନରେ ଥିବା ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି । ଭୋଟ ବେଳେ କୌଣସିଠାରେ ମଧ୍



ବାଣ ବିକ୍ରି ଓ ଫୁଟାଇବା ମନା: ୧୦ରୁ ୩୦ ଯାଏଁ କଟକଣା , ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ

Anupambharat News Bureau | ଓଡ଼ିଶା | | 1581 | Read...

ବାଣ ବିକ୍ରି ଓ ଫୁଟାଇବା ମନା:  ୧୦ରୁ ୩୦ ଯାଏଁ କଟକଣା , ଅମାନ୍ୟ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୩ା୧୧(ଅନୁପମ ମିଡ଼ିଆ): ଏଥର ଦୀପାବଳିରେ ଫୁଟିବନି ବାଣ । ବାଣ ବିକ୍ରି ମଧ୍ୟ ବନ୍ଦ ରହିବ । ସାରା ରାଜ୍ୟରେ ଏହି କଟକଣା ଲାଗିବ । ୧୦ରୁ ୩୦ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଏହାକୁ ଅମାନ୍ୟ କଲେ ଦଣ୍ଡିତ କରାଯିବ । ମଙ



ବିସର୍ଜନ ବେଳେ ଅଘଟଣ: ଡଙ୍ଗା ବୁଡି ୫ ଜଣଙ୍କ ମୃତୁ୍ୟ

Anupambharat News Bureau | ଦେଶ | | 1580 | Read...

ବିସର୍ଜନ ବେଳେ ଅଘଟଣ: ଡଙ୍ଗା ବୁଡି ୫ ଜଣଙ୍କ ମୃତୁ୍ୟ

ମୁରସିଦାବାଦ: ପଶ୍ଚିମବଙ୍ଗ ମୁରସିଦାବାଦରେ ଦୁର୍ଗା ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଏକ ଜଳାଶୟରେ ଦେଶୀ ଡଙ୍ଗା ବୁଡିଯାଇ ୫ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ୫ ଜଣଙ୍କ ମୃତଦହେ ଜଳାଶ



ଜାମ୍ମୁ-କାଶ୍ମୀରରେ ଜାଗା କିଣିବା ପାଇଁ ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

Anupambharat News Bureau | ଦେଶ | | 1579 | Read...

ଜାମ୍ମୁ-କାଶ୍ମୀରରେ ଜାଗା କିଣିବା ପାଇଁ ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶର କୌଣସି ବି ନାଗରିକ ଏବେ ଜାମ୍ମୁ-କାଶ୍ମୀରରେ ଜମି କିଣି ପାରିବେ । ଏନେଇ ଗୃହ ମନ୍ତ୍ରଣାଳୟ ମଙ୍ଗଳବାର ବିଜ୍ଞପ୍ତି ଜାରି କରିଛନ୍ତି । କି;ୁ କୃଷି ପାଇଁ ଜମି କିଣାଯାଇ ପାରିବ ନାହିଁ ବୋଲି ବିଜ୍ଞପ୍ତିରେ କୁହାଯ



ବିହାର ନିର୍ବାଚନ: ଦଳ ଦଳ ମଧ୍ୟରେ ଯୁକ୍ତିତର୍କ ବଢ଼ୁଛି

Anupambharat News Bureau | କ୍ୟାରିୟର ନିଯୁକ୍ତି | | 1578 | Read...

ବିହାର ନିର୍ବାଚନ: ଦଳ ଦଳ ମଧ୍ୟରେ ଯୁକ୍ତିତର୍କ ବଢ଼ୁଛି

ପାଟଣା: ବିହାର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି । ନେତା ନେତାଙ୍କ ମଧ୍ୟ ବ୍ୟକ୍ତିଗତ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ଏହାରି ଭିତରେ ନୀତିଶ କୁମାରଙ୍କ ମନ୍ତବ୍ୟକୁ ନେଇ ପ୍ରତି ଆକ୍ରମଣ କରିଛନ୍ତି ରାଷ୍ଟ୍



ରାଜଧାନୀରେ ତଳମୁହାଁ କରୋନା ଗ୍ରାଫ୍‌

Anupambharat News Bureau | ଓଡ଼ିଶା | | 1577 | Read...

ରାଜଧାନୀରେ ତଳମୁହାଁ କରୋନା ଗ୍ରାଫ୍‌

ଭୁବନେଶ୍ୱର, ୨୭ା୧୦(ଅନୁପମ ମିଡ଼ିଆ): ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମଣ କମିବାରେ ଲାଗିଛି । ମଙ୍ଗଳବାର କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇ ପଜିଟିଭ୍‌ଙ୍କ ସଂଖ୍ୟା ୧୦୦ ତଳେ ରହିଛି । ଅନ୍ୟପକ୍ଷରେ ସୁସ୍ଥଙ୍କ ସଂଖ୍ୟା ଆକ୍



ଅନଲକ୍‌ ୫.୦ ଗାଇଡ଼ଲାଇନ ନଭେମ୍ବରରେ ଅପରିବର୍ତ୍ତିତ

Anupambharat News Bureau | ଓଡ଼ିଶା | | 1576 | Read...

ଅନଲକ୍‌ ୫.୦ ଗାଇଡ଼ଲାଇନ ନଭେମ୍ବରରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୨୭ା୧୦: ଚଳିତ ଅକେଫାବର ପାଇଁ ଲାଗୁ ହୋଇଥିବା ଅନଲକ ୫.୦ ନିୟମାବଳୀ ନଭେମ୍ବର ମାସ ପାଇଁ ମଧ୍ୟ ଲାଗୁ ହେବ । ଏ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । ଆଜି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷର




ଅର୍ଜୁନ୍‌ ପୁରସ୍କାରରେ ସମ୍ମାନିତ ହେଲେ ଦୂତି

Anupambharat News Bureau | ଓଡ଼ିଶା | | 1574 | Read...

ଅର୍ଜୁନ୍‌ ପୁରସ୍କାରରେ ସମ୍ମାନିତ ହେଲେ ଦୂତି

ଜାତୀୟ କ୍ରୀଡା ଦିବସ ଅବସରରେ ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ଅଜୁର୍ନ ପୁରସ୍କାରରେ ସମ୍ମାନିତ କରାଯାଇଛି । କୋଭିଡ୍‌-୧୯ ମହାମାରୀ ହେତୁ ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ବିତରଣ ଉତ୍ସବ ଅନଲାଇନ ମାଧ୍ୟମରେ କରାଯାଇଥି



ଜୟନ୍ତୀ, ଦୀପଗ୍ରେସ୍‌ଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଓଡ଼ିଶା ବର୍ତ୍ତମାନ ହକିର ଗ୍ଲୋବାଲ୍‌ ହବ୍‌: ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 1573 | Read...

ଜୟନ୍ତୀ, ଦୀପଗ୍ରେସ୍‌ଙ୍କୁ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଓଡ଼ିଶା ବର୍ତ୍ତମାନ ହକିର ଗ୍ଲୋବାଲ୍‌ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୮(ଅନୁପମ ମିଡ଼ିଆ): ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରିଛନ୍ତି । କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖ



ବୈତରଣୀରେ ବଡ଼ ବନ୍ୟା ଆଶଙ୍କା ଟଳିଲା : ଜିଲ୍ଲାରେ ସୁଧୁରୁଛି ପରିସ୍ଥିତ ବନ୍ୟାରେ ଜଣକର ମୃତୁ୍ୟ

Anupambharat News Bureau | ଓଡ଼ିଶା | | 1572 | Read...

ବୈତରଣୀରେ ବଡ଼ ବନ୍ୟା ଆଶଙ୍କା ଟଳିଲା : ଜିଲ୍ଲାରେ ସୁଧୁରୁଛି ପରିସ୍ଥିତ ବନ୍ୟାରେ ଜଣକର ମୃତୁ୍ୟ

ଭଦ୍ରକ, ୨୯ା୮(ଅନୁପମ ମିଡ଼ିଆ): ଲଘୁଜନିତ ବନ୍ୟାରେ ଭଦ୍ରକ ଜିଲ୍ଲାରେ ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରଭାବିତ ହୋଇଥିବା ଜଣାପଡିଛି । ସରକାରୀ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗୁରୁବାର ରାତି ୮ଟା ପର ଠାରୁ ବୈତରଣୀ ନଦୀର ଜଳ ସ



ଅନଲକ୍‌-୪ ଗାଇଡ଼ଲାଇନ ଜାରି n ମେଟ୍ରୋ ଚଳାଚଳ ସେପେଫମ୍ବର ୭ରୁ n କଣ୍ଟେନମେଣ୍ଟ୍‌ ଜୋନ୍‌ ବାହାରେ ଲକ୍‌ଡ଼ାଉନ୍‌ ହଟିଲା n ୨୧ରୁ ଧାର୍ମିକ କାର୍ଯ୍ୟକ୍ରମ, ଓପନ୍‌ ଥିଏଟରକୁ ଅନୁମତି n ରାଜ୍ୟ ଏବଂ ଆନ୍ତଃରାଜ୍ୟ ଚଳାଚଳ କଟଣା ହଟିବ n ସ୍କୁଲ, କଲେଜ ବନ୍ଦ ରହିବ

Anupambharat News Bureau | ଦେଶ | | 1571 | Read...

ଅନଲକ୍‌-୪ ଗାଇଡ଼ଲାଇନ ଜାରି n ମେଟ୍ରୋ ଚଳାଚଳ ସେପେଫମ୍ବର ୭ରୁ n କଣ୍ଟେନମେଣ୍ଟ୍‌ ଜୋନ୍‌ ବାହାରେ ଲକ୍‌ଡ଼ାଉନ୍‌ ହଟିଲା n ୨୧ରୁ ଧାର୍ମିକ କାର୍ଯ୍ୟକ୍ରମ, ଓପନ୍‌ ଥିଏଟରକୁ ଅନୁମତି n ରାଜ୍ୟ ଏବଂ ଆନ୍ତଃରାଜ୍ୟ ଚଳାଚଳ କଟଣା ହଟିବ n ସ୍କୁଲ, କଲେଜ ବନ୍ଦ ରହିବ

ନୂଆଦିଲ୍ଲୀ,୨୯ା୮: ଅନଲକ୍‌ -୪ ପାଇଁ କେନ୍ଦ୍ର ସରକାର ଶନିବାର ନୂଆ ଗାଇଡ଼ଲାଇନ ଜାରି କରିଛନ୍ତି । ଆସନ୍ତା ସେପଫମ୍ବର ପହିଲାରୁ ୩୦ ପର୍ଯ୍ୟନ୍ତ ଏହି ଗାଇଡ଼ଲାଇନ ଜାରି ରହିବ । ନୂଆ ଗାଇଡ଼ଲାଇନରେ ପୂର୍ବାପେକ୍ଷା ଆହୁରି କେତେକ କ୍



କିଆ ସୋନେଟ୍‌ ଡିଜେଲ୍‌ ଅଟୋ, ପେଟ୍ରୋଲ୍‌ ଡିସିଟି ଉତ୍ସାହଜନକ ଚାହିଦା

Anupambharat News Bureau | ଦେଶ | | 1570 | Read...

କିଆ ସୋନେଟ୍‌ ଡିଜେଲ୍‌ ଅଟୋ, ପେଟ୍ରୋଲ୍‌ ଡିସିଟି ଉତ୍ସାହଜନକ ଚାହିଦା

ନୂଆଦିଲ୍ଲୀ:କିଆ ମୋଟର ଇଣ୍ଡିଆର ନୂତନ ସୋନେଟ୍‌ ସବ୍‌କମ୍ପାଟ୍‌ କ୍ରସ୍‌ ଓଭର‘କମ୍ପାଟ୍‌ ଏସ୍‌ୟୁଭିଦ ୬,୫୨୩ ବୁକିଂ ଗୋଟିଏ ଦିନରେ ଦକ୍ଷିଣକୋରିଆ ଅଟୋ ମେକର୍‌ କିଆ ମୋଟର ସମ୍ପୂର୍ଣ୍ଣ ଉତ୍ସାହଜନକ ଦେଶର ବଜାର ସହିତ



ପରୀକ୍ଷା ବିନା ମିଳିବନି ଡିଗ୍ରୀ ସାର୍ଟିଫିକେଟ୍‌: ସୁପ୍ରିମ୍‌କୋର୍ଟ

Anupambharat News Bureau | ଦେଶ | | 1569 | Read...

ପରୀକ୍ଷା ବିନା ମିଳିବନି ଡିଗ୍ରୀ ସାର୍ଟିଫିକେଟ୍‌: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ୟୁଜିସି ନିଷ୍ପତ୍ତିକୁ ଅକ୍ଷୁର୍ଣ୍ଣ ରଖି କହିଛନ୍ତି ଯେ ଅନ୍ତିମ ବର୍ଷ ପରୀକ୍ଷା ସେପେଫମ୍ବର ୩୦ ତାରିଖ ସୁଦ୍ଧା କରାଯାଉ । ଅନ୍ତିମ ବର୍ଷ ପରୀକ୍ଷା ବିନା ଛାତ୍ରଙ୍କୁ ପାସ କରାଯିବ ନାହିଁ ବୋଲି ଅଦ



ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଜାପାନ୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଞ୍ଜୋ ଆବେ

Anupambharat News Bureau | ବିଦେଶ | | 1568 | Read...

ସ୍ୱାସ୍ଥ୍ୟଗତ କାରଣ ଯୋଗୁଁ ଜାପାନ୍‌ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସିଞ୍ଜୋ ଆବେ

ଟୋକିଓ: ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆମେ ସ୍ୱାସ୍ଥ୍ୟଗତ କାରଣରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ଗତ କିଛିଦିନ ଧରି ପେଟଜନିତ ରୋଗରେ ପୀଡିତ ଥିଲେ । ଏପରିକି ତାଙ୍କୁ ଅନେକଥର ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା । ତାଙ



ନନ୍ଦନକାନନରେ ଆନାକୋଣ୍ଡାର ମୃତୁ୍ୟ

Anupambharat News Bureau | ଓଡ଼ିଶା | | 1567 | Read...

ନନ୍ଦନକାନନରେ ଆନାକୋଣ୍ଡାର ମୃତୁ୍ୟ

ଭୁବନେଶ୍ୱର, ୨୮ ।୮ (ଅନୁପମ ମିଡିଆ): ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ନନ୍ଦନକାନନ କର୍ତୃପକ୍ଷ ଚେନ୍ନାଇରୁ ଆଣିଥିବା ୮ଟି ହଳଦିଆ ଆନାକୋଣ୍ଡା ମଧ୍ୟରୁ ପୂର୍ବରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶୁକ୍ରବାର ଦିନ



ସିଭିଲ୍‌ ଏଭିଏସନ୍‌ ସିକୁ୍ୟରିଟିର ଡିଜି ହେଲେ ଉଷା ପାଢ଼ୀ

Anupambharat News Bureau | ଓଡ଼ିଶା | | 1566 | Read...

ସିଭିଲ୍‌ ଏଭିଏସନ୍‌ ସିକୁ୍ୟରିଟିର ଡିଜି ହେଲେ ଉଷା ପାଢ଼ୀ

ନୂଆଦିଲ୍ଲୀ: ଓଡିଶା କ୍ୟାଡର ଆଇଏଏସ ଅଫିସର ଉଷା ପାଢ଼ୀଙ୍କୁ ମିଳିଲା ନୂଆ ଦାୟିତ୍ୱ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷାଙ୍କୁ ବ୍ୟୁରୋ ଅଫ୍‌ ସିଭିଲ୍‌ ଏଭିଏସନ୍‌ ସିକ୍ୟୁରିଟିର ଡିଜି ଭାବେ ଦାୟିତ୍ୱ ମିଳିଛି । ବଡ କଥା ଯ



ଅଧିବେଶନକୁ ଆସିବା ପୂର୍ବରୁ ପରୀକ୍ଷା କରାଇବେ ସାଂସଦ

Anupambharat News Bureau | ଦେଶ | | 1565 | Read...

ଅଧିବେଶନକୁ ଆସିବା ପୂର୍ବରୁ ପରୀକ୍ଷା କରାଇବେ ସାଂସଦ

ନୂଆଦିଲ୍ଲୀ: ଚଳିତ ବର୍ଷର ସଂସଦର ମୌସୁମୀ ଅଧିବେଶନ ସେପେଫମ୍ବର ୧୪ ତାରିଖ ଠାରୁ ଆରମ୍ଭ ହୋଇ ଅକେଫାବର ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସମଗ୍ର ଦେଶରେ କରୋନା ମହାମାରୀର ପ୍ରଭାବ ଜାରି ରହିଥିବା ବେଳେ ସାମାଜିକ ଦୂରତାକୁ ବଜା



କରୋନାରେ ସାଂସଦଙ୍କ ମୃତୁ୍ୟ

Anupambharat News Bureau | ଦେଶ | | 1564 | Read...

କରୋନାରେ ସାଂସଦଙ୍କ ମୃତୁ୍ୟ

ତାମିଲନାଡ଼ୁର କନ୍ୟାକୁମାରୀ ସ୍ଥିତ ସଂସଦୀୟ ନିର୍ବାଚନ ମଣ୍ଡଳିର ଜଣେ କଂଗ୍ରେସ ସାଂସଦ ଏଚ୍‌ ବସନ୍ତ କୁମାର ଆଜି କରୋନା ରୋଗରେ ପ୍ରାଣ ହରାଇଥିବା ଘଟଣା ସମଗ୍ର ଦେଶରେ ଶୋକ ପରିବେଶ ସୃଷ୍ଟି କରିଛି । ସୂଚନା ଯେ, ୭୦ ବର୍ଷ ବୟସ୍କ



ବିପଦ ସଙ୍କେତ ଊର୍ଦ୍ଧ୍ୱରେ ବହୁ ନଦୀ : ହୀରାକୁଦର ୪୦ ଗେଟ୍‌ରେ ଜଳ ନିଷ୍କାସନ

Anupambharat News Bureau | ଓଡ଼ିଶା | | 1563 | Read...

ବିପଦ ସଙ୍କେତ ଊର୍ଦ୍ଧ୍ୱରେ ବହୁ ନଦୀ :  ହୀରାକୁଦର ୪୦ ଗେଟ୍‌ରେ ଜଳ ନିଷ୍କାସନ

ଭୁବନେଶ୍ୱର, ୨୮ା୮ (ଅନୁପମ ମିଡିଆ): ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଡ଼୍ୟାମ୍‌ର ଉପର ମୁଣ୍ଡରେ ୧୦୧.୨୨ ମିମି ବର୍ଷା ଏବଂ ଡ଼୍ୟାମ୍‌ ର ତଳ ମୁଣ୍ଡରେ ୨୭.୨୫ ମିମି ବର୍ଷା ରେକର୍ଡ଼ କରାଯାଇଛି । ଓଡ଼ିଶାର ଲଗାଣ ବର୍ଷା ଫଳରେ ବିଭିନ୍ନ ନଦ



ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍‌

Anupambharat News Bureau | ଓଡ଼ିଶା | | 1562 | Read...

ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍‌

ଭୁବନେଶ୍ୱର, ୨୭ା୮ (ଅନୁପମ ମିଡିଆ): ­ ବହୁ ଚର୍ଚ୍ଚିତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ରିଆ ଚକ୍ରବର୍ତୀଙ୍କ ଭୁବନେଶ୍ୱର ଡ୍ରଗ୍‌ସ ଲିଙ୍କ ମାମଲାକୁ ନାରକୋଟିକ୍‌ କଣ୍ଟ୍ରୋାଲ ବ୍ୟୁରୋ(ଏନ୍‌ସିବ



ନିଟ୍‌-ଜେଇଇ ପ୍ରସଙ୍ଗ: ମୋଦିଙ୍କ ସହ କଥା ହେଲେ ନବୀନ

Anupambharat News Bureau | ଓଡ଼ିଶା | | 1561 | Read...

ନିଟ୍‌-ଜେଇଇ ପ୍ରସଙ୍ଗ:  ମୋଦିଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ଗତ କିଛି ଦିନ ଧରି ଚର୍ଚ୍ଚାରେ ଥିବା ନିଟ୍‌ ଓ ଜେଇଇ ପରୀକ୍ଷା ଘୁଞ୍ଚାଇବା ପ୍ରସଙ୍ଗରେ ବହୁ ରାଜ୍ୟର ଚାପ ପ୍ରୟୋଗ ହୋଇଥିଲା । ତେବେ ଓଡ଼ିଶାରେ ମଧ୍ୟ ସ୍ଥିତି ପ୍ରତିକୂଳ ଥିବା ଯୋଗୁଁ ଉକ୍ତ ନିଟ୍‌ ଓ ଜେଇଇ ପରୀକ୍ଷା



୧.୩୬ କୋଟି ମୂଲ୍ୟର ମୁଦ୍ରା ଜବତ

Anupambharat News Bureau | ଦେଶ | | 1560 | Read...

୧.୩୬ କୋଟି ମୂଲ୍ୟର ମୁଦ୍ରା ଜବତ

ଚେନ୍ନାଇ ବିମାନ ବନ୍ଦର ସ୍ଥିତ ଇଣ୍ଟରନ୍ୟାସ୍‌ନାଲ୍‌ କୋରିୟର ଟର୍ମିନାଲ୍‌ରେ ୧.୩୬ କୋଟି ଟଙ୍କା ମୂଲ୍ୟର ଭାରତୀୟ ମୁଦ୍ରା ଓ କେତେକ ବିଦେଶୀ ମୁଦ୍ରା ମଧ୍ୟ ଭାରତୀୟ ଆମଦାନୀ ଶୁÂ ବିଭାଗର ଅଧିକାରୀମାନେ ତନଖୀ କରି ଜବତ କର



ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣର୍ରେଖା ଫୁଲିଲା

Anupambharat News Bureau | ଓଡ଼ିଶା | | 1559 | Read...

ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣର୍ରେଖା ଫୁଲିଲା

ଭୁବନେଶ୍ୱର, ୨୭ା୮ (ଅନୁପମ ମିଡିଆ): ରାଜ୍ୟରେ ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା କାରଣରୁ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟା ହେବ ବୋଲି ଆଶା କରାଯାଉଛି । ତେଣୁ ଏ ନେଇ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ



ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 1558 | Read...

ଆଠ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର ,୨୭ା୮ (ଅନୁପମ ମିଡିଆ): ଉତର ଆଭ୍ୟନ୍ତରୀଣ ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ‘େୱଲ ମାର୍କଡ୍‌ ଲୋ ପ୍ରେସର ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ଝାଡ଼ଖଣ୍ଡ ଉପରେ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଦକ



ଜାତୀୟ ରାଜପଥ ଶୁÂ ନିୟମରେ ସଂଶୋଧିତ ଏଣିକି ଫାଷ୍ଟ ଟ୍ୟାଗ୍‌ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି

Anupambharat News Bureau | ଦେଶ | | 1557 | Read...

ଜାତୀୟ ରାଜପଥ ଶୁÂ ନିୟମରେ ସଂଶୋଧିତ ଏଣିକି ଫାଷ୍ଟ ଟ୍ୟାଗ୍‌ ଥିଲେ ଟୋଲ ପ୍ଲାଜାରେ ମିଳିବ ରିହାତି

ନୂଆଦିଲ୍ଲୀ : ଡିଜିଟାଲ ପେମେଣ୍ଟ ମୋଡକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ଫାଷ୍ଟ ଟ୍ୟାଗକୁ ନେଇ ଏକ ବଡ ପରିବର୍ତ୍ତନ ଆଣିଛନ୍ତି ସରକାର । ଏଣିକି କେବଳ ଫାଷ୍ଟ ଟ୍ୟାଗ୍‌ ଉପଭୋକ୍



ଚୀନକୁ ବନ୍ଦର ଲିଜ୍‌ ଦେବା ଭୁଲ୍‌ : ଆମେ ‘ଭାରତ ଆଗ’ ନୀତି ଅନୁସରଣ କରିବୁ: ଶ୍ରୀଲଙ୍କା

Anupambharat News Bureau | ଦେଶ | | 1556 | Read...

ଚୀନକୁ ବନ୍ଦର ଲିଜ୍‌ ଦେବା ଭୁଲ୍‌ : ଆମେ ‘ଭାରତ ଆଗ’ ନୀତି ଅନୁସରଣ କରିବୁ: ଶ୍ରୀଲଙ୍କା

ନୂଆଦିଲ୍ଲୀ: ଶ୍ରୀଲଙ୍କା ନିରପେକ୍ଷ ବେଦେଶିକ ନୀତି ଅବଲମ୍ବନ କରିବାକୁ ଚାହୁଁଥିଲେ ବି ଯୁଦ୍ଧ ଓ ନିରାପତ୍ତା କ୍ଷେତ୍ରରେ ‘ଭାରତ ଆଗ’ ନୀତି ଅନୁସରଣ କରିବ ବୋଲି ବେଦେଶିକ ସଚିବ ଜୟନାଥ କଲୋମ୍ବେଜ୍‌ କହିଛନ୍ତି । ଶ୍ରୀଲଙ୍



କରୋନା ଯୋଗୁ ଅଟକିଛି ବଂଶଧାରା ଜଳବିବାଦ ମାମଲା : ଡିସେମ୍ବର ୧୦ରେ ଶେଷ ହେବ ଟ୍ରିବ୍ୟୁନାଲର କାର୍ଯ୍ୟକାଳ

Anupambharat News Bureau | ଦେଶ | | 1555 | Read...

 କରୋନା ଯୋଗୁ ଅଟକିଛି ବଂଶଧାରା ଜଳବିବାଦ ମାମଲା : ଡିସେମ୍ବର ୧୦ରେ ଶେଷ ହେବ ଟ୍ରିବ୍ୟୁନାଲର କାର୍ଯ୍ୟକାଳ

ନୂଆଦିଲ୍ଲୀ: ଓଡ଼ିଶା- ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗିରହିଥିବା ବଂଶଧାରା ଜଳବିବାଦ ମାମଲାର ଶୁଣାଣି କରୋନା ମହାମାରୀ ଯୋଗୁଁ ଅଟକିଛି । ସୁପ୍ରିମକୋର୍ଟ ଓ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲରେ ଏହି ମାମଲାର ଶୁଣାଣି ଚାଲିଛି । କରୋ



ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ : ମହାମାରୀ ଲଢେଇରେ ଆତ୍ମସନ୍ତୋଷ ବଡ ଶତ୍ରୁ ,ସତର୍କ ରୁହ;ୁ : ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 1554 | Read...

ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ କଲେଜ ବନ୍ଦ :  ମହାମାରୀ ଲଢେଇରେ ଆତ୍ମସନ୍ତୋଷ ବଡ ଶତ୍ରୁ ,ସତର୍କ ରୁହ;ୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୮ (ଅନୁପମ ମିଡିଆ): ଆସନ୍ତା ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ । ବର୍ତ୍ତମାନର ପରିସ୍ଥିତିରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଉଦ୍‌ବେଗକୁ ଦୃଷ୍ଟିରେ ରଖି ସ୍କୁଲ କଲେଜ ପୂଜା ଛ



ସିଲାବସ୍‌ ୩୦% କମିବ

Anupambharat News Bureau | ଓଡ଼ିଶା | | 1553 | Read...

ସିଲାବସ୍‌ ୩୦% କମିବ

ଭୁବନେଶ୍ୱର,୨୬ା୮ (ଅନୁପମ ମିଡିଆ): କରୋନା କାରଣରୁ ପାଠ ପଢା ପ୍ରଭାବିତ ହେଉଥିବାରୁ ରାଜ୍ୟ ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ୨୦୨୦-୨୧ର ସିଲାବସକୁ ୩୦ ପ୍ରତିଶତ ହ ୍ରାସ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ରାଜ୍ୟର ବି



ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ସତର୍କ ରୁହ : ନବୀନ

Anupambharat News Bureau | ଓଡ଼ିଶା | | 1552 | Read...

ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ସତର୍କ ରୁହ : ନବୀନ

ଭୁବନେଶ୍ୱର,୨୬ ।୮ (ଅନୁପମ ମିଡିଆ): ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟର କିଛି ଅଞ୍ଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏହାର ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ସଚିବ ମାନଙ୍କ ସହିତ ଆଲୋଚନା କ



ବର୍ଷା ବିପିାତ ଜାରି : ୧୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 1551 | Read...

ବର୍ଷା ବିପିାତ ଜାରି : ୧୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

ଭୁବନେଶ୍ୱର, ୨୬ା୮ (ଅନୁପମ ମିଡିଆ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଜନିତ ପ୍ରବଳ ବର୍ଷା ପ୍ରଭାବରେ ସାରା ରାଜ୍ୟରେ ଜୀବନଯାତ୍ରା ଜଟିଳ ହୋଇପଡିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା କିଛି ଦିନ ପର୍ଯ