ଖବର ସଂଗ୍ରହ

.



୪୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ, ଜଣେ ଗିରଫ

Anupambharat News Bureau | ଓଡ଼ିଶା | | 2899 | Read...

୪୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ,  ଜଣେ ଗିରଫ

ଆସିକା, ୨୦ା୧୦(ଅନୁପମ ମିଡ଼ିଆ): ବେଆଇନ ବାଣ ଦୋକାନ ଓ ଗୋଦାମ ଉପରେ ଚଢ଼ାଉ କରିବା ଏବଂ ଗାଡ଼ିରେ ଚାଲାଣ ହେଉଥିବା ବହୁ ପରିମାଣର ବାଣକୁ ପୋଲିସ ଜବତ କରିଛି । ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ବଜାର ଓ ବିଭିନ୍ନ ସ୍ଥାନରେ ବିକ୍ରି ହେଉ



କାଶ୍ମୀର ଉପତ୍ୟାକରେ ସ୍ଥିତି ସାଂଘାତିକ : ପୁଣି ଦୁଇ ଶ୍ରମିକଙ୍କୁ ହତ୍ୟା

Anupambharat News Bureau | ଦେଶ | | 2898 | Read...

କାଶ୍ମୀର ଉପତ୍ୟାକରେ ସ୍ଥିତି ସାଂଘାତିକ : ପୁଣି ଦୁଇ ଶ୍ରମିକଙ୍କୁ ହତ୍ୟା

ଶ୍ରୀନଗର,୧୮ା୧୦:ଭାରତରେ ଦୀର୍ଘ ବର୍ଷ ଧରି ଆତଙ୍କବାଦୀଙ୍କ ହିଂସା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇପାରିଲା ନାହିଁ । ଗୋଟିଏ ପରେ ଗୋଟିଏ ସରକାର କେବଳ ଭାଷଣବାଜିରେ ଆତଙ୍କବାଦୀର ମୂଳପୋଛ କରିଦେବେ ବୋଲି କହିବା ବ୍ୟତୀତ ଏହାକୁ କ



କପଫର ଦୁର୍ଘଟଣାରେ ସାତ ମୃତ

Anupambharat News Bureau | ଦେଶ | | 2897 | Read...

କପଫର ଦୁର୍ଘଟଣାରେ ସାତ ମୃତ

ହରିଦ୍ୱାର,୧୮ା୧୦: ଉତ୍ତରାଖଣ୍ଡରେ ମଙ୍ଗଳବାର ଏକ ହେଲିକପଫର ଦୁର୍ଘଟଣାରେ ଜଣେ ପାଇଲଟଙ୍କ ସମେତ ୭ ଜଣ ମୃତୁ୍ୟବରଣ କରିଥିବା ଘଟଣା ସମଗ୍ର ରାଜ୍ୟରେ ଶୋକାକୁଳ ବାତାବରଣ ସୃଷ୍ଟି କରିଛି । ମଙ୍ଗଳବାର ପୂର୍ବାହ୍ନ ୧୧.୪୦ ମିନିଟ ସ



ପୋଲିସର ଦଲାଲ ମୁକ୍ତ ଅଭିଯାନ : ରୋଗୀ ବେଶରେ ଯାଇ ଛ’ଙ୍କୁ ଧରିଲେ

Anupambharat News Bureau | ଓଡ଼ିଶା | | 2896 | Read...

 ପୋଲିସର ଦଲାଲ ମୁକ୍ତ ଅଭିଯାନ : ରୋଗୀ ବେଶରେ  ଯାଇ ଛ’ଙ୍କୁ ଧରିଲେ

ବ୍ରହ୍ମପୁର, ୧୮ା୧୦(ଅନୁପମ ମିଡ଼ିଆ): ବ୍ରହ୍ମପୁର ବଡ଼ଡାକ୍ତଖାନାକୁ ଦଲାଲ୍‌ ମୁକ୍ତ ପାଇଁ ପୋଲିସ୍‌ ନାଟକୀୟ ଢ଼ଙ୍ଗରେ ଚଢ଼ାଉ କରି ସାତ ଜଣଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଏସ୍‌ପି ଡ. ସର୍ବଣା ବିବେକ୍‌ ଏମ୍‌ ସୂଚନା ଦେଇଛନ୍ତି । ବ



ଜୟଲଳିତାଙ୍କ ମୃତୁ୍ୟ ପଛରେ ଶଶିକଳାଙ୍କ ହାତ!

Anupambharat News Bureau | ଦେଶ | | 2895 | Read...

ଜୟଲଳିତାଙ୍କ ମୃତୁ୍ୟ ପଛରେ  ଶଶିକଳାଙ୍କ ହାତ!

ଚେନ୍ନାଇ,୧୮ା୧୦:ଦକ୍ଷିଣ ଭାରତର ଜଣେ ଆକର୍ଷଣୀୟ ଅସାଧାରଣ ରାଜନୈତିକ ନେତ୍ରୀ ଭାବେ ଲୋକପ୍ରିୟତା ହାସଲ କରିଥିବା ସ୍ୱର୍ଗତା ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କ ଘନିଷ୍ଠ ସହଯୋଗୀ ଭି



ଅର୍ଚ୍ଚନା ମାମଲାର ଏସଆଇଟି ତଦନ୍ତ ହେଉ : ତାରା

Anupambharat News Bureau | ଓଡ଼ିଶା | | 2894 | Read...

ଅର୍ଚ୍ଚନା ମାମଲାର ଏସଆଇଟି ତଦନ୍ତ ହେଉ : ତାରା

ଭୁବନେଶ୍ୱର, ୧୮ା୧୦(ଅନୁପମ ମିଡ଼ିଆ): ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଏସଆଇଟି ଗଠନ କରି ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବାକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି । ସେ କ



ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

Anupambharat News Bureau | ଓଡ଼ିଶା | | 2893 | Read...

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

ଭୁବନେଶ୍ୱର, ୧୮ା୧୦(ଅନୁପମ ମିଡ଼ିଆ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗ



ଜନ୍ମଦିନରେ କାର୍ଯ୍ୟବ୍ୟସ୍ତ ରହି ସକରାତ୍ମକ ବାର୍ତ୍ତା ଦେଲେ ନବୀନ

Anupambharat News Bureau | ଓଡ଼ିଶା | | 2892 | Read...

ଜନ୍ମଦିନରେ କାର୍ଯ୍ୟବ୍ୟସ୍ତ ରହି ସକରାତ୍ମକ ବାର୍ତ୍ତା ଦେଲେ ନବୀନ

ଭୁବନେଶ୍ୱର, ୧୬ା୧୦(ସ୍ୱତନ୍ତ୍ର ପ୍ରତିନିଧି): ରାଜ୍ୟରେ ଚୁକ୍ତିି ଆଧାରିତ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରିବା ପାଇଁ କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତ୍ତି ପରିଶେଷରେ ଆନୁଷ୍ଠାନିକ ବିଜ୍ଞପ୍ତି ରୂପରେ ପ୍ରକାଶ ପାଇଛି



ଆଇବିଏମ୍‌ର ଭୁବନେଶ୍ୱର କାର୍ଯ୍ୟାଳୟ ଉଦ୍‌ଘାଟିତ

Anupambharat News Bureau | ଓଡ଼ିଶା | | 2891 | Read...

ଆଇବିଏମ୍‌ର ଭୁବନେଶ୍ୱର କାର୍ଯ୍ୟାଳୟ ଉଦ୍‌ଘାଟିତ

ଭୁବନେଶ୍ୱର, ୧୬ା୧୦(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ରାଜଧାନୀ ଭୁବନେଶ୍ୱରର ଚନ୍ଦକ ଶିଳ୍ପାଞ୍ଚଳରେ ଆଇବିଏମର ଭୁବନେଶ୍ୱର କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଛନ୍ତି । ଏହି କେନ୍ଦ୍ରରେ ୫୦୦ କର୍ମଚାରୀଙ୍



ଆଜି କଂଗ୍ରେସ ସଭାପତି ଭୋଟ

Anupambharat News Bureau | ଦେଶ | | 2890 | Read...

ଆଜି କଂଗ୍ରେସ ସଭାପତି ଭୋଟ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ପ୍ରଥମ ଜାତୀୟ ରାଜନୈତିକ ଦଳ ଭାବେ ପରିଚିତ ଭାରତୀୟ ଜାତୀୟ କଂଗ୍ରେସ (ଆଇଏନ୍‌ସି) ଯାହାକି ଚଳିତ ଦିନରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ନାମରେ ଦେଶବ୍ୟାପୀ ରାଜନୈତିକ କାର୍ଯ୍ୟଧାରାକୁ ପ



ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ

Anupambharat News Bureau | ଓଡ଼ିଶା | | 2889 | Read...

ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ

ଭୁବନେଶ୍ୱର,୧୬ା୧୦(ଅନୁପମ ମିଡ଼ିଆ): ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ପରିଣତ କରାଯିବ । ଏଥି ପାଇଁ ପ୍ଲାନିଂ,ଡିଜାଇନ ସହ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଖୁବ ଶୀଘ୍ର ଭୂମି ପୂଜନ ହୋଇ କାମ ଆରମ୍ଭ



ନିଯୁକ୍ତି ନିୟମିତ ବିଜ୍ଞପ୍ତି : ଚୁକ୍ତିଭିତ୍ତିିକ କର୍ମଚାରୀ ହେଲେ ସ୍ଥାୟୀ

Anupambharat News Bureau | ଓଡ଼ିଶା | | 2888 | Read...

ନିଯୁକ୍ତି ନିୟମିତ ବିଜ୍ଞପ୍ତି  : ଚୁକ୍ତିଭିତ୍ତିିକ କର୍ମଚାରୀ ହେଲେ ସ୍ଥାୟୀ

ଭୁବନେଶ୍ୱର, ୧୬ା୧୦­ (ଅନୁପମ ମିଡ଼ିଆ): ରାଜ୍ୟ ସରକାରଙ୍କ ପକ୍ଷରୁ ଚୁକ୍ତିଭିିତ୍ତିକ ନିଯୁକ୍ତି ନିୟମିତ କରାଯିବା ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଚୁକ୍ତିଭିିତ୍ତିକ ଗ୍ରୁପ୍‌ ‘ବି’, ‘ସି’, ‘ଡି’ ପାହ୍ୟାର ନିଯୁକ୍



ଗିରଫ ହେବେ ସିସୋଦିଆ! ସିବିଆଇରେ ଆଜି ହାଜର ହେବେ

Anupambharat News Bureau | ଦେଶ | | 2887 | Read...

ଗିରଫ ହେବେ ସିସୋଦିଆ! ସିବିଆଇରେ  ଆଜି ହାଜର ହେବେ

ନୂଆଦିଲ୍ଲୀ,୧୬ା୧୦: ବହୁ ଚର୍ଚ୍ଚିତ ମଦ ବ୍ୟବସାୟ ନିଲାମ ନିୟମାବଳୀରେ ଅନିୟମିତତା ହୋଇଥିବା ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ବିବାଦୀୟ ଘେରକୁ ଆସିବା ପରେ ଘଟଣାଟି ଅଧିକ ଜଟିଳ ହୋଇପଡିଛି । ମଦ ନିୟମାବଳୀରେ କୌ



ଭାରତରୁ ଅନେକ କଥା ଶିଖିବାର ଅଛି:ମୁଦ୍ରାପାଣ୍ଠି

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2886 | Read...

ଭାରତରୁ ଅନେକ କଥା ଶିଖିବାର ଅଛି:ମୁଦ୍ରାପାଣ୍ଠି

ୱାସିଂଟନ:ଭାରତ ସରକାର ଗ୍ରହଣ କରିଥିବା ଡାଇରେଟ କ୍ୟାସ ଟ୍ରନ୍ସଫର ଓ ଏଭଳି ଅନ୍ୟ ସାମାଜିକ ମଙ୍ଗଳ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି(ଆଇଏମଏଫ) କହିଛି । ଏହି କାରଣରୁ ଭାରତ ଠାରୁ ଏସମ୍ପର୍



ପୁଣି ରପ୍ତାନୀ ହେବ ଖୁଦ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2885 | Read...

ପୁଣି ରପ୍ତାନୀ ହେବ ଖୁଦ

ନୂଆଦିଲ୍ଲୀ:ଖୁଦ ରପ୍ତାନୀକୁ ନେଇ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି । ଗତମାସ ୮ ତାରିଖ ପୂର୍ବରୁ ଜାରି କରାଯାଇଥିବା ଲେଟର ଅଫ୍‌ କ୍ରେଡିଟ୍‌ ବା ଋଣପତ୍ର ଦ୍ୱାରା ୩,୯୭,୨୬୭ ଟନ୍‌ ଖୁଦ ରପ୍ତାନୀ ପାଇଁ ଅନୁମତି ମିଳିଛି । ବୁଧ



ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତିକାନ୍ତି

Anupambharat News Bureau | ଓଡ଼ିଶା | | 2884 | Read...

ଶ୍ରୀମନ୍ଦିରରେ ହେବ  ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ, ୧୩ା୧୦(ଅନୁପମ ମିଡ଼ିଆ): ଚଳିତ ବର୍ଷ ଦୀପାବଳି ଦିନ ଅର୍ଥାତ୍‌ ଅକେଫାବର ୨୫ ତାରିଖରେ ପଡୁଛି କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯେ୍ୟାପରାଗ । ଏହି ସମୟରେ ପାକତ୍ୟାଗ ଓ ଦେବ ନୀତି ନିଷେଧ ରହିଛି । ସେଦିନ ପରାଗ ସ୍ପର୍ଶ ଅପରାହ



ଧାମନଗର ଉପନିର୍ବାଚ :ବିଜୟ ନେଇ ବିଜେଡ଼ି ଓ ବିଜେପିର ଦୃଢ଼ୋକ୍ତି

Anupambharat News Bureau | କ୍ୟାରିୟର ନିଯୁକ୍ତି | | 2883 | Read...

ଧାମନଗର ଉପନିର୍ବାଚ :ବିଜୟ ନେଇ ବିଜେଡ଼ି ଓ ବିଜେପିର ଦୃଢ଼ୋକ୍ତି

ଭୁବନେଶ୍ୱର, ୧୩ା୧୦(ଅନୁପମ ମିଡ଼ିଆ): ଧାମନଗର ଉପନିର୍ବାଚ ଉଷ୍ମତା ଧିରେ ଧିରେ ବଢ଼ିବାରେ ଲାଗିଛି । ପୂର୍ବରୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଆଜି କଂଗ୍ରେସର ବାବା ହରେକୃଷ୍ଣ ସେଠ



ମାଟିରେ ମିଶିଲା ତ୍ରାହି ଅଚୁ୍ୟତ ଆଶ୍ରମ

Anupambharat News Bureau | ଓଡ଼ିଶା | | 2882 | Read...

ମାଟିରେ ମିଶିଲା ତ୍ରାହି ଅଚୁ୍ୟତ ଆଶ୍ରମ

ଭୁବନେଶ୍ୱର,୧୩ା୧୦(ଅନୁପମ ମିଡ଼ିଆ) ବହୁଚର୍ଚ୍ଚିତ ତ୍ରାହି ଅଚୁ୍ୟତ ଆଶ୍ରମ ଅଞ୍ଚଳରେ ଥିବା ବେଆଇନ କୋଠା ଗୁଡିକ ଉପରେ ବୁଲଡୋଜର ଚାଲିଛି । ଭୁବନେଶ୍ୱର ଉପକଣwସ୍ଥ ଝିଣ୍ଟି ଶାସନ ତ୍ରାହି ଅଚୁ୍ୟତ ନଗର ମୌଜାରେ ପ୍ରାୟ ୨୧ଟି ପ୍ଲଟ ର



ୟୁକ୍ରେନ ନାଟୋରେ ମିଶିଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ

Anupambharat News Bureau | ବିଦେଶ | | 2881 | Read...

ୟୁକ୍ରେନ ନାଟୋରେ ମିଶିଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ

ମସ୍କୋ ୧୩ା୧୦: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ଅଧିକ ଉଦ୍‌ବେଗଜନକ କରିଛନ୍ତି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ୟୁକ୍ରେନ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗ କରି ୟୁକ୍ରେନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା ପ



ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟା ସନ୍ସ ଅଧ୍ୟକ୍ଷ : ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ବଢାଇବାକୁ କହିଲେ ନବୀନ

Anupambharat News Bureau | ଓଡ଼ିଶା | | 2880 | Read...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟା ସନ୍ସ ଅଧ୍ୟକ୍ଷ : ପ୍ରକଳ୍ପ କାର୍ଯ୍ୟକୁ ଆଗକୁ ବଢାଇବାକୁ କହିଲେ ନବୀନ

ଭୁବନେଶ୍ୱର, ୧୩ା୧୦(ଅନୁପମ ମିଡ଼ିଆ): ଟାଟା ସନ୍ସର ଅଧ୍ୟକ୍ଷ ଏନ୍‌.ଚନ୍ଦ୍ରଶେଖରନ୍‌ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସ ଠାରେ ସାକ୍ଷାତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ



ରୂପାନ୍ତର ଯନ୍ତ୍ରଣା: ମାଷ୍ଟରକ୍ୟାଣ୍ଟିନ୍‌ ଛକ

Anupambharat News Bureau | ଓଡ଼ିଶା | | 2879 | Read...

ରୂପାନ୍ତର ଯନ୍ତ୍ରଣା: ମାଷ୍ଟରକ୍ୟାଣ୍ଟିନ୍‌ ଛକ

ଭୁବନେଶ୍ୱର, ୧୨ା୧୦ (ସ୍ୱତନ୍ତ୍ର ପ୍ରତିନିଧି): ରାଜଧାନୀ ରାସ୍ତାର ହୃତପିଣ୍ଡ ତଥା ଭୁବନେଶ୍ୱର ରେଳଷ୍ଟେସନ ସମ୍ମୁଖରେ ଥିବା ମାଷ୍ଟରକ୍ୟାଣ୍ଟିନ୍‌ ଛକର ରୂପାନ୍ତର ଏବେ ସହରବାସୀ ତଥା ରାଜ୍ୟବାସୀଙ୍କ ପାଇଁ ମୁଣ୍ଡବ୍ୟଥାର କା



ନୋଟବନ୍ଦୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ :କେନ୍ଦ୍ର ଓ ଆର୍‌ବିଆଇକୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

Anupambharat News Bureau | ଦେଶ | | 2878 | Read...

ନୋଟବନ୍ଦୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ :କେନ୍ଦ୍ର ଓ ଆର୍‌ବିଆଇକୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୨ା୧୦: ଭାରତରେ ଯେଉଁ କେତେକ ପଦକ୍ଷେପକୁ ନେଇ ମୋଦି ସରକାର ଚର୍ଚ୍ଚା ଓ ଆକର୍ଷଣର କେନ୍ଦ୍ରକୁ ଆସିଛନ୍ତି ସେମାନଙ୍କ ମଧ୍ୟରୁ ନୋଟବନ୍ଦୀ ଅଭିଯାନ ଏକ ପ୍ରମୁଖ ବୋଲି ଜଣାଯାଏ । ତେବେ ଉକ୍ତ ନୋଟବନ୍ଦୀ ପରିସ୍ଥିତି ବେ



ଓଡ଼ିଶାକୁ ନାହିଁ ବାତ୍ୟା ଭୟ: ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ

Anupambharat News Bureau | ଓଡ଼ିଶା | | 2877 | Read...

ଓଡ଼ିଶାକୁ ନାହିଁ ବାତ୍ୟା ଭୟ: ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ

ଭୁବନେଶ୍ୱର,୧୨ା୧୦(ଅନୁପମ ମିଡ଼ିଆ): ­ବାତ୍ୟାର ୭ ଦିନ ପୂର୍ବରୁ ହେଉଥିବା ପୂର୍ବାନୁମାନ ସବୁଠୁ ଅଧିକ ବିଶ୍ୱାସଯୋଗ୍ୟ । ଆସନ୍ତା ୭ ଦିନ ମଧ୍ୟରେ ବଙ୍ଗୋପସାଗରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ । ଓଡ଼ିଶା ପାଇଁ ବାତ୍ୟା



ଶରୀରକୁ ୫୬ ଖଣ୍ଡ କରି ଖାଇଲେ

Anupambharat News Bureau | ଦେଶ | | 2876 | Read...

ଶରୀରକୁ ୫୬ ଖଣ୍ଡ କରି ଖାଇଲେ

ତିରୁଅନନ୍ତପୁରମ,୧୨ା୧୦: ଭାରତୀୟ ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ଭଳି ଜଘନ୍ୟ ଅପରାଧର ଆଜି ସୁଦ୍ଧା ମୁଳୋତ୍ପାଟନ ହୋଇପାରିନାହିଁ । ସମାଜର ସଂସ୍କାର ଓ ସାଂସ୍କୃତିକ ପରିବର୍ତ୍ତନ ସହିତ ଏଭଳି ଅନ୍ଧବିଶ୍ୱାସରେ ବଶବର୍ତ୍



ଶିଳ୍ପ ପ୍ରତିଷ୍ଠା ସୁନିଶ୍ଚିତ ହେଉ

Anupambharat News Bureau | ଓଡ଼ିଶା | | 2875 | Read...

ଶିଳ୍ପ ପ୍ରତିଷ୍ଠା ସୁନିଶ୍ଚିତ ହେଉ

ଭୁବନେଶ୍ୱର, ୧୧ା୧୦(ସ୍ୱତନ୍ତ୍ର ପ୍ରତିନିଧି): ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ନିବେଶକଙ୍କୁ ଆମନ୍ତ୍ରଣ କରିବା ଲକ୍ଷ୍ୟରେ ବାରମ୍ବାର ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ସେପ୍‌ଟେମ୍ବର୍‌ ୨୭ରେ ବେଙ୍ଗାଲୁ



କଳାଧନ ପ୍ରସଙ୍ଗ : ସ୍ୱିସ ବ୍ୟାଙ୍କ୍‌ରୁ ଭାରତୀୟଙ୍କ ତଥ୍ୟ ମିଳିଲା

Anupambharat News Bureau | ବିଦେଶ | | 2874 | Read...

 କଳାଧନ ପ୍ରସଙ୍ଗ : ସ୍ୱିସ ବ୍ୟାଙ୍କ୍‌ରୁ ଭାରତୀୟଙ୍କ ତଥ୍ୟ ମିଳିଲା

ନୂଆଦିଲ୍ଲୀ,୧୧ା୧୦: ଭାରତୀୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା କଳାଧନ ପ୍ରସଙ୍ଗ ପୁଣିଥରେ ଆଲୋଚନାର କେନ୍ଦ୍ରକୁ ଆସିଛି । ଯଦିଓ ସମ୍ପୂର୍ଣ୍ଣ କଳା ଟଙ୍କା ଭାରତକୁ ଫେରିବା ସ୍ରୋତର ସଙ୍କେତ ଦେଖାଯାଇନାହିଁ, ତେବେ ଯେଉଁ ଭାରତ



ଜଷ୍ଟିସ ଚନ୍ଦ୍ରଚୂଡ ପରବର୍ତ୍ତୀ ସିଜେଆଇ

Anupambharat News Bureau | ଦେଶ | | 2873 | Read...

ଜଷ୍ଟିସ ଚନ୍ଦ୍ରଚୂଡ  ପରବର୍ତ୍ତୀ ସିଜେଆଇ

ନୂଆଦିଲ୍ଲୀ ୧୧ା୧୦: ଭାରତୀୟ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁୟୁ ଲଲିତ ତାଙ୍କ ଉତ୍ତରାଧିକାରୀ ଭାବରେ ଜଷ୍ଟିସ ଚନ୍ଦ୍ରଚୂଡଙ୍କ ନାମ ସୁପାରିଶ କରିବାକୁ ଯାଉଛନ୍ତି । ଆଜି ସେ ଜଷ୍ଟିସ୍‌ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ଏକ ଚିଠ



ସୁପ୍ରିମକୋର୍ଟରେ ଚିଟଫଣ୍ଡ ପ୍ରସଙ୍ଗ: ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ୍‌

Anupambharat News Bureau | ଦେଶ | | 2872 | Read...

ସୁପ୍ରିମକୋର୍ଟରେ ଚିଟଫଣ୍ଡ ପ୍ରସଙ୍ଗ: ରାଜ୍ୟ ସରକାର ଓ  ସିବିଆଇକୁ ନୋଟିସ୍‌

ନୂଆଦିଲ୍ଳୀ,୧୧ା୧୦: ­ ଚିଟଫଣ୍ଡ ପ୍ରସଙ୍ଗରେ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ୍‌ କରିଛନ୍ତି ସୁପ୍ରିମକୋର୍ଟ । ନିବେଶକଙ୍କ ଟଙ୍କା ଫେରାଇବା ପାଇଁ ରାଜ୍ୟ ସରକାର ଓ ସିବିଆଇ କଣ ପଦକ୍ଷେପ ନେଇଛନ୍ତି ଜାଣିବାକୁ ଚାହିଛନ୍ତି କୋର



୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ଉଦ୍‌ଘାଟିତ

Anupambharat News Bureau | ଓଡ଼ିଶା | | 2871 | Read...

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ଉଦ୍‌ଘାଟିତ

ଭୁବନେଶ୍ୱର, ୧୧ା୧୦(ଅନୁପମ ମିଡ଼ିଆ):ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ମଙ୍ଗଳବାର ଫିଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ଉଦ୍‌ଘାଟିତ ହୋଇଛି । କ୍ରୀଡ଼ାର ଏହି ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ



ରିମାଣ୍ଡରେ ଯିବେ ଅର୍ଚ୍ଚନା: ଖୋଲିବ ଲିଙ୍କ୍‌ ଗୁମର

Anupambharat News Bureau | ଓଡ଼ିଶା | | 2870 | Read...

ରିମାଣ୍ଡରେ  ଯିବେ  ଅର୍ଚ୍ଚନା: ଖୋଲିବ  ଲିଙ୍କ୍‌ ଗୁମର

ଭୁବନେଶ୍ୱର, ୮ା୧୦(ଅନୁପମ ମିଡ଼ିଆ) ­ ଧନୀ ଲୋକଙ୍କୁ ବ୍ଲାକ୍‌ ମେଲ୍‌ କରି ଲୁଟୁଥିବା ମହିଳା ଅର୍ଚ୍ଚନା ନାଗଙ୍କ ଭିଡିଓ ଓ ମେସେଞ୍ଜର ଚାଟ୍‌ ଏବେ ଲୋକଲୋଚନକୁ ଆସିଛି । ଉକ୍ତ ଭିଡିଓରେ ବ୍ଲାକମେଲ ପରେ ଅର୍ଚ୍ଚନା ହୋଟେଲରେ କିପରି ଡ



ପାଞ୍ଚ କେନ୍ଦ୍ରରେ ରହିବେ ୨୯୩୫ ହବିଷ୍ୟାଳି

Anupambharat News Bureau | ଓଡ଼ିଶା | | 2869 | Read...

ପାଞ୍ଚ କେନ୍ଦ୍ରରେ ରହିବେ ୨୯୩୫ ହବିଷ୍ୟାଳି

ପୁରୀ, ୮ା୧୦(ଅନୁପମ ମିଡ଼ିଆ) : ଆସନ୍ତା ୧୦ରୁ ଆରମ୍ଭ ହେବ ଚଳିତ ବର୍ଷର ହବିଷ ବ୍ରତ । ଏହା ଏକ ମାସ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଞ୍ଜିକରଣ କରିଥିବା ୨୯୩୫ ଜଣ ହବିଷ୍ୟାଳି ମା’ଙ୍କୁ ୫ ଗୋଟି କେନ୍ଦ୍ରରେ ରଖାଯି



ଆହୁରି ଦୁଇ ଦିନ ବର୍ଷିବ

Anupambharat News Bureau | ଓଡ଼ିଶା | | 2868 | Read...

ଆହୁରି ଦୁଇ ଦିନ ବର୍ଷିବ

ଭୁବନେଶ୍ୱର, ୮ା୧୦(ଅନୁପମ ମିଡ଼ିଆ):­ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୧.୫ ରୁ ୫.୮ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ,



ପୂର୍ବୋଦୟ ଦିଗହରା ! ୫ଜି ମୋବାଇଲ୍‌ ସେବାରେ ଓଡ଼ିଶାକୁ ଅଣଦେଖା

Anupambharat News Bureau | ଓଡ଼ିଶା | | 2867 | Read...

ପୂର୍ବୋଦୟ ଦିଗହରା ! ୫ଜି ମୋବାଇଲ୍‌ ସେବାରେ ଓଡ଼ିଶାକୁ ଅଣଦେଖା

ଭୁବନେଶ୍ୱର, ୭ା୧୦(ସ୍ୱତନ୍ତ୍ର ପ୍ରତିନିଧି): ଅକେଫାବର୍‌ ପହିଲାରେ ଦେଶରେ ୫ଜି ମୋବାଇଲ୍‌ ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲା, ମୁମ୍ବାଇ, ଚେନ୍ନାଇ ଓ କୋଲକାତା ମହାନଗରୀ ସହିତ ଆଇଟି ସହର ଭାବେ



୧୦ ନୂଆ ପ୍ରକଳ୍ପ ଅନୁମୋଦନ : ସୃଷ୍ଟି ହେବ ୫୧୭୦ ନିଯୁକ୍ତି

Anupambharat News Bureau | ଓଡ଼ିଶା | | 2866 | Read...

 ୧୦ ନୂଆ ପ୍ରକଳ୍ପ ଅନୁମୋଦନ : ସୃଷ୍ଟି ହେବ ୫୧୭୦ ନିଯୁକ୍ତି

ଭୁବନେଶ୍ୱର, ୭ା୧୦(ଅନୁପମ ମିଡ଼ିଆ): ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ରାଜ୍ୟ ଏକକ ବାତାୟନ(ସିଙ୍ଗିଲ୍‌ ୱିଣ୍ଡୋ) କମିଟି ବୈଠକରେ ୧୦ ନୂଆ ପୁଞ୍ଜିନିବେଶ ପ୍ରକଳ୍ପକୁ ନିତୀଗତ



ଓସିଏସ୍‌ ରେଜଲଫ :ତେଜସ୍ୱିନୀ ଟªର

Anupambharat News Bureau | ଓଡ଼ିଶା | | 2865 | Read...

ଓସିଏସ୍‌ ରେଜଲଫ  :ତେଜସ୍ୱିନୀ ଟªର

ଭୁବନେଶ୍ୱର, ୭ା୧୦(ଅନୁପମ ମିଡ଼ିଆ): ପ୍ରକାଶ ପାଇଲା ଓଡିଶା ସିଭିଲ ସର୍ଭିସ୍‌ (ଓସିଏସ୍‌) ରେଜଲଫ । ଓପିଏସସି ଦ୍ୱାରା ପରିଚାଳିତ ଓସିଏସ୍‌ -୨୦୨୦ ରେ ମୋଟ ୩୯୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୪୮ ଜଣ ଛାତ୍ରୀ ରହି



ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ମୋକିମଙ୍କୁ ଜେଲ୍‌ ସହ ବେଲ୍‌

Anupambharat News Bureau | ଓଡ଼ିଶା | | 2864 | Read...

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ମୋକିମଙ୍କୁ ଜେଲ୍‌ ସହ ବେଲ୍‌

ଭୁବନେଶ୍ୱର, ୨୯ା୯(ଅନୁପମ ମିଡ଼ିଆ): ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ (ଓଆରଏଚଡିସି) ଦୁର୍ନୀତି ମାମଲାରେ କଂଗ୍ରେସ ବିଧାୟକ ତଥା ମେଟ୍ରୋ ବିଲ୍‌ଡର୍ସର ଏମ୍‌ଡି ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛ



ଗର୍ଭପାତ ମହିଳାଙ୍କ ଅଧିକାର

Anupambharat News Bureau | ଦେଶ | | 2863 | Read...

ଗର୍ଭପାତ ମହିଳାଙ୍କ ଅଧିକାର

ନୂଆଦିଲ୍ଲୀ,୨୯ା୯: ଭାରତୀୟ ସଂସ୍କୃତିରେ ଚଳିତ ବ୍ୟବସ୍ଥା ଓ ସାମାଜିକ ସ୍ଥିତିକୁ ଆଧାର କରି ଦିନକୁ ଦିନ ନିୟମାବଳୀରେ ପରିବର୍ତ୍ତନ ହେବାରେ ଲାଗିଛି । ମନୁଷ୍ୟ ଜାତିର ଆବଶ୍ୟକତାକୁ ଆଧାର କରି ବେଳେ ବେଳେ ସରକାରୀ ସ୍ତରରେ ବହୁ



ରାଜସ୍ଥାନ ରାଜନୀତିରେ ହଟଚମଟ : ଗେହଲଟ ଓ ପାଇଲଟ୍‌ ଗୋଷ୍ଠୀ ମଧ୍ୟରେ ଟଣାଓଟରା

Anupambharat News Bureau | ଦେଶ | | 2862 | Read...

ରାଜସ୍ଥାନ ରାଜନୀତିରେ ହଟଚମଟ : ଗେହଲଟ ଓ ପାଇଲଟ୍‌ ଗୋଷ୍ଠୀ ମଧ୍ୟରେ ଟଣାଓଟରା

ନୂଆଦିଲ୍ଲୀ,୨୫ା୯: ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ଏନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି । ଗୋଟିଏ ପଟରେ କଂଗ୍ରେସ ଦଳର ସଭାପତି ପଦ ପ୍ରତିଦ୍ୱନ୍ଦୀତାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରହି



ସୋନିଆଙ୍କୁ ସାକ୍ଷାତ କଲେ ନୀତିଶ ଓ ଲାଲୁ

Anupambharat News Bureau | ଦେଶ | | 2861 | Read...

ସୋନିଆଙ୍କୁ ସାକ୍ଷାତ କଲେ ନୀତିଶ ଓ ଲାଲୁ

ନୂଆଦିଲ୍ଲୀ,୨୫ା୯:ଭାରତରେ ଚଳିତ ଦିନରେ ଶାସନ କରୁଥିବା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାରଙ୍କୁ ହଟାଇବା ପାଇଁ ଦେଶର ସମସ୍ତ ବିରୋଧୀ ଦଳ ଏକତ୍ରିତ ହେବାରେ ଲାଗିଛନ୍ତି । ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ମୋଦିଙ୍କୁ ହଟ



ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ନୂଆ ଟ୍ରେନ : ଧର୍ମେନ୍ଦ୍ର

Anupambharat News Bureau | ଓଡ଼ିଶା | | 2860 | Read...

ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ନୂଆ ଟ୍ରେନ : ଧର୍ମେନ୍ଦ୍ର

ଅନୁଗୋଳ,୨୫ା୯(ଅନୁପମ ମିଡ଼ିଆ): ­ଖୁବ ଶୀଘ୍ର ସମ୍ବଲପୁରରୁ ଏକ ନୂଆ ଟ୍ରେନ ତାଳଚେର, ଅନୁଗୋଳ ଓ ଢ଼େଙ୍କାନାଳ ଦେଇ କୋଲକତାକୁ ଚଳାଚଳ କରିବ ବୋଲି ରବିବାର ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅନୁଗୋଳ ଓ ଢ଼େଙ୍କାନାଳରେ କ୍ରିୟାନ୍ୱୟ



ଡଙ୍ଗା ବୁଡ଼ି ୨୪ ମୃତ, ଅନେକ ନିଖୋଜ

Anupambharat News Bureau | ବିଦେଶ | | 2859 | Read...

ଡଙ୍ଗା ବୁଡ଼ି ୨୪ ମୃତ, ଅନେକ ନିଖୋଜ

ଢାକା ୨୫ା୯: ବାଂଲାଦେଶରେ ଉତ୍ତରପଶ୍ଚିମ ଭାଗରେ ପ୍ରବାହିତ କୋରଟା ନଦୀରେ ଆଜି ଏକ ଡଙ୍ଗା ବୁଡ଼ିଯିବା ଫଳରେ ଅତିକମ୍‌ରେ ୨୪ ଜଣ ବ୍ୟକ୍ତିଙ୍କ ମୃତୁ୍ୟ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ଥିବା ଜଣାପଡିଛି । କୋରଟା ନଦୀ ଉପରେ ନୌକା



ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱରରେ ଖେଳାଳି

Anupambharat News Bureau | କ୍ରୀଡ଼ା | | 2858 | Read...

ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱରରେ ଖେଳାଳି

ଭୁବନେଶ୍ୱର, ୨୫ା୯(ଅନୁପମ ମିଡ଼ିଆ): କଟକ ବାରବାଟୀରେ ଖେଳାଯିବାକୁ ଥିବା ଲିଜେଣ୍ଡ କ୍ରିକେଟ ଲିଗ୍‌ ପାଇଁ ଭୁବନେଶ୍ୱର ଦୁଇ ଦଳ ପହଞ୍ଚିଛନ୍ତି । ଭିଲୱାରା କିଙ୍ଗ୍ସ ଓ ମନିପଲ ଟାଇଗର୍ସ ଟିମର ଖେଳାଳି ପହଞ୍ଚିଛନ୍ତି । ଦୁଇଟି ଯାକ



ଅଧିକ ହେଉଛି ପରିବହନ ଖର୍ଚ୍ଚ : ଋଷରୁ ଆଉ ତେଲ କିଣିବନି ଭାରତ !

Anupambharat News Bureau | ଦେଶ | | 2857 | Read...

 ଅଧିକ ହେଉଛି ପରିବହନ ଖର୍ଚ୍ଚ : ଋଷରୁ ଆଉ ତେଲ କିଣିବନି ଭାରତ !

ନୂଆଦିଲ୍ଲୀ: ଋଷ ଠାରୁ ଆଉ ଅଶୋଧିତ ତେଲ କିଣି ନପାରେ ଭାରତ । କାରଣ ତେଲ କିଣିବା ପାଇଁ ପରିବହନ ଖର୍ଚ୍ଚ ଅଧିକ ହେଉଛି । ଏଥିପାଇଁ ସେପେଫମ୍ବର ମାସ ଶେଷ ସୁଦ୍ଧା ଭାରତୀୟ ରିଫାଇନର୍ସ କମ୍ପାନଗୁଡ଼ିକ ଋଷ ଠାରୁ ତେଲ କିଣିବା ବନ୍ଦ କରି



ଆମେରିକାରେ ସୁଧହାର ବୃଦ୍ଧିର ପ୍ରଭାବ : ନିବେଶକଙ୍କ ବୁଡିଲା ୫ ଲକ୍ଷ କୋଟି ଟଙ୍କା

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2856 | Read...

 ଆମେରିକାରେ ସୁଧହାର ବୃଦ୍ଧିର ପ୍ରଭାବ : ନିବେଶକଙ୍କ ବୁଡିଲା ୫ ଲକ୍ଷ କୋଟି ଟଙ୍କା

ମୁମ୍ବାଇ:ଭାରତୀୟ ସେୟାର ବଜାରକୁ ନେଇ ଆଶଙ୍କା କରାଯାଉଥିଲା, ତାହା ହିଁ ଘଟିଲା । ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଫେଡରଲ ରିଜର୍ଭ ଦ୍ୱାରା ସୁଧ ହାର ବୃଦ୍ଧି କରାଯିବା ପରେ ଭାରତୀୟ ବଜାର ପୁଣି ଥରେ ନିବେଶକଙ୍କ ଭରଷା ହରାଇବ ବୋ



ଡଙ୍ଗାବୁଡ଼ି ୭୩ ମୃତ

Anupambharat News Bureau | ବିଦେଶ | | 2855 | Read...

ଡଙ୍ଗାବୁଡ଼ି ୭୩ ମୃତ

ଦମାସ୍କସ୍‌,୨୩ା୯: ସିରିଆ ଉପକୂଳରେ ଆଜି ଏକ ଡଙ୍ଗା ବୁଡିଯିବା ଫଳରେ ଅତିକମ୍‌ରେ ୭୩ ଜଣ ବ୍ୟକ୍ତି ମୃତୁ୍ୟବରଣ କରିଥିବା ଘଟଣା ସିରିଆରେ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ଡଙ୍ଗାଟିରେ ୧୫୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଲେବାନନ୍‌ଠାରୁ



ନିର୍ବାଚନ ଲଢ଼ିବେ ଗେହଲଟ

Anupambharat News Bureau | ଦେଶ | | 2854 | Read...

ନିର୍ବାଚନ ଲଢ଼ିବେ ଗେହଲଟ

ନୂଆଦିଲ୍ଲୀ ୨୩ା୯: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ପରବର୍ତ୍ତୀ ମୁଖ୍ୟ କିଏ ହେବେ ଏନେଇ ବର୍ତ୍ତମାନ ଠାରୁ ଦଳ ଭିତରେ ଯେତିକି ଉତ୍କଣ୍ଠା ଦେଖିବାକୁ ମିଳିଛି । ଅନ୍ୟଦଳମାନଙ୍କରେ ଏହା ଅଧିକ ଆଲୋଚନାର କେନ୍ଦ୍ରକୁ ଆସ



ଦିଲ୍ଲୀପ ତିର୍କୀ ହକି ଇଣ୍ଡିଆ ସଭାପତି

Anupambharat News Bureau | ଓଡ଼ିଶା | | 2853 | Read...

ଦିଲ୍ଲୀପ ତିର୍କୀ ହକି  ଇଣ୍ଡିଆ ସଭାପତି

ଭୁବନେଶ୍ୱର, ୨୩ା୯(ଅନୁପମ ମିଡ଼ିଆ): ହକି ଇଣ୍ଡିଆ ସଭାପତି ହୋଇଛନ୍ତି ଓଡ଼ିଆ ହକି ତାରକା ଦିଲ୍ଲୀପ ତିର୍କୀ । ହ କି ଇଣ୍ଡିଆ ସଭାପତି ହେବାରେ ଦିଲ୍ଲୀପ ହେଉଛନ୍ତି ପ୍ରଥମ ଓଡ଼ିଆ । ପୂର୍ବତନ ହକି ଅଧିନାୟକ ଦିଲ୍ଲୀପ ତିର୍କୀ ଗତ ୧୮ ତା



ନବୀନଙ୍କ ସ୍ଥାବରଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୪ କୋଟି : ନବ ସବୁଠାରୁ ଧନୀ ମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2852 | Read...

ନବୀନଙ୍କ ସ୍ଥାବରଅସ୍ଥାବର ସମ୍ପତ୍ତିର ମୂଲ୍ୟ ୬୪ କୋଟି : ନବ ସବୁଠାରୁ ଧନୀ ମନ୍ତ୍ରୀ

ଭୁବନେଶ୍ୱର , ୨୩ା୯(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ସମ୍ପତ୍ତି ତାଲିକା ଘୋଷଣା କରିଛନ୍ତି । ସିଏମଓ େୱବସାଇଟରେ ସମସ୍ତ ମନ୍ତ୍ରୀଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ତାହା ଅନୁ



ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

Anupambharat News Bureau | ଓଡ଼ିଶା | | 2851 | Read...

ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ

ଭୁବନେଶ୍ୱର, ୧୯ା୯(ଅନୁପମ ମିଡ଼ିଆ):­ ବିଜେପିର ବରିଷ୍ଠ ନେତା, ବିରୋଧୀ ଦଳର ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ହୋଇଛି । ମୃତୁ୍ୟ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ



୨୦୨୪ ନିର୍ବାଚନ:ସଫଳ ହେବ କି ବିଜେପିର ସଙ୍ଘର୍ଷ ମନ୍ତ୍ର

Anupambharat News Bureau | ଓଡ଼ିଶା | | 2850 | Read...

୨୦୨୪ ନିର୍ବାଚନ:ସଫଳ ହେବ କି ବିଜେପିର ସଙ୍ଘର୍ଷ ମନ୍ତ୍ର

ଭୁବନେଶ୍ୱର, ୧୬ା୯ (ସ୍ୱତନ୍ତ୍ର ପ୍ରତିନିଧି): ଆସନ୍ତା ବିଧାନସଭା ନିର୍ବାଚନକୁ ନଜରରେ ରଖି ବିଜେପି ଦେଇଛି ରଣହୁଙ୍କାର । ଜୋରଦାର ଲଢ଼େଇ କରି ବିଜେଡିକୁ ଗାଦିଚୁ୍ୟତ କରିବା ପାଇଁ ପୁଣି ଥରେ ଅଣ୍ଟା ଭିଡି ଲାଗି ପଡ଼ିଲାଣି ଗୈରିକ



୨୦ରେ ଲଘୁଚାପ : ୧୫ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 2849 | Read...

୨୦ରେ ଲଘୁଚାପ : ୧୫ ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ

ଭୁବନେଶ୍ୱର, ୧୮ା୯(ଅନୁପମ ମିଡ଼ିଆ): ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର-ପଶ୍ଚିମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉପରେ ଗତ ଶନିବାର ସୃଷ୍ଟି ଘୂର୍ଣ୍ଣିବଳୟ ରବିବାର ପୂର୍ବ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର- ପୂ



ଆଜି ରାଣୀଙ୍କ ଅନ୍ତେଷ୍ଟି: ଦ୍ରୌପଦୀଙ୍କ ଶ୍ରଦ୍ଧାଞ୍ଜଳି

Anupambharat News Bureau | ଦେଶ | | 2848 | Read...

ଆଜି ରାଣୀଙ୍କ ଅନ୍ତେଷ୍ଟି: ଦ୍ରୌପଦୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୮ା୯: ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନର େୱଷ୍ଟମିନିଷ୍ଟର ହଲରେ ପହଞ୍ଚି ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏଠାରେ ଅନ୍ତିମ ସଂସ୍କାର ପାଇଁ ମହାରାଣୀ ଏଲିଜାବେଥ୍‌ ଦ



୨୦ରେ ଲଘୁଚାପ !

Anupambharat News Bureau | ଓଡ଼ିଶା | | 2847 | Read...

୨୦ରେ ଲଘୁଚାପ !

ଭୁବନେଶ୍ୱର, ୧୬ା୯(ଅନୁପମ ମିଡ଼ିଆ): ଆସନ୍ତା ୨୦ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ୧୮ ତ



୨୦୨୩ ସୁଦ୍ଧା ଭାରତରେ ଚାଲିବ ଉଦଯାନ ଚାଳିତ ଟ୍ରେନ

Anupambharat News Bureau | ଦେଶ | | 2846 | Read...

୨୦୨୩ ସୁଦ୍ଧା ଭାରତରେ ଚାଲିବ ଉଦଯାନ ଚାଳିତ ଟ୍ରେନ

ନୂଆଦିଲ୍ଲୀ: ନିକଟ ଅତୀତରେ ଭାରତୀୟ ରେଲେୱ ତାର ଭାବମୂର୍ତ୍ତିକୁ ବହୁତ ବଦଳାଇ ଦେଇଛି । ବନ୍ଦେ ଭାରତ, ତେଜସ୍‌ ଏକ୍ସପ୍ରେସ ଭଳି ଟ୍ରେନ୍‌ ଏହାର ଏକ ଉଦାହରଣ । ଏହି ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ



ଜଳବାୟୁ ପରିବର୍ତ୍ତନରୁ ଦୁଇଗୁଣ ବୃଦ୍ଧି ପାଇଛି କ୍ଷୁଧା : ରିପୋର୍ଟ

Anupambharat News Bureau | ଦେଶ | | 2845 | Read...

ଜଳବାୟୁ ପରିବର୍ତ୍ତନରୁ ଦୁଇଗୁଣ ବୃଦ୍ଧି ପାଇଛି କ୍ଷୁଧା : ରିପୋର୍ଟ

ଜେନେଭା:ବାରମ୍ବାର ପ୍ରାକୃତିକ ଦୁର୍ବିପାକର ଶିକାର ହେଉଥିବା କିଛି ଦେଶରେ ଅବସ୍ଥା ସଂକଟାପନ୍ନ ହୋଇଛି । ଗତ ଦଶନ୍ଧୀର ଏହି ଦେଶଗୁଡ଼ିକରେ ଭୋକିଲା ଲୋକଙ୍କ ସଂଖ୍ୟା ଏତେ ମାତ୍ରାରେ ଦେଖାଦେଇଛି ଯେ ଲୋକେ ଭୋକ ଉପାସରେ ଜୀବନ ହାର



ଚିତ୍ତାକର୍ଷକ ଏୟାର ଶୋ

Anupambharat News Bureau | ଓଡ଼ିଶା | | 2844 | Read...

ଚିତ୍ତାକର୍ଷକ ଏୟାର ଶୋ

ଭୁବନେଶ୍ୱର,୧୬ା୯(ଅନୁପମ ମିଡ଼ିଆ): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଆଜି ଭୁବନେଶ୍ୱର ଉପକଣ୍ଠ ଜରିପାଟଣା ନିକଟସ୍ଥ ବାଲିଯାତ୍ରା ପଡିଆଠାରେ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍



ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ବୀମା ରାଶି ଦଶ ଲକ୍ଷକୁ ବୃଦ୍ଧି ସମ୍ଭାବନା

Anupambharat News Bureau | ଓଡ଼ିଶା | | 2843 | Read...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା: ବୀମା ରାଶି ଦଶ ଲକ୍ଷକୁ ବୃଦ୍ଧି ସମ୍ଭାବନା

ଭୁବନେଶ୍ୱର, ୧୧ା୯(ସ୍ୱତନ୍ତ୍ର ପ୍ରତିନିଧି ): ବିଧାୟକମାନଙ୍କ ସ୍ୱାସ୍ଥ୍ୟ ବୀମା ରାଶି ଇତିମଧ୍ୟରେ ବୃଦ୍ଧି ପାଇଛି । ବିଭିନ୍ନ ରୋଗର ଚିକିତ୍ସା କ୍ରମେ ମହଙ୍ଗା ହେଉଥିବା ଦର୍ଶାଇ ବିଧାୟକମାନେ ଦଳମତ ନିର୍ବିଶେଷରେ ଉଦ୍‌ବେଗ ପ



ଜେଇଇ ଆଡଭାନ୍ସ ରେଜଲଫ: ଆର୍‌କେ. ଶିଶିର ଟªର

Anupambharat News Bureau | ଦେଶ | | 2842 | Read...

ଜେଇଇ ଆଡଭାନ୍ସ ରେଜଲଫ: ଆର୍‌କେ. ଶିଶିର ଟªର

ମୁମ୍ବାଇ,୧୧ା୯: ଆଜି ‘ଆଇଆଇଟି-ବମ୍ବେ’ ତା’ର ଅଫିସିଆଲ୍‌ େୱବ୍ସାଇଟ୍‌ରେ ଅନ୍ୟତମ କଠିନ ପ୍ରବେଶିକା ପରୀକ୍ଷା ‘ଜେଇଇ ଆଡ୍‌ଭାନ୍ସର ଫଳ ପ୍ରକାଶ କରିଛି । ଉପରୋକ୍ତ ପୋର୍ଟାଲରେ ‘ଆଇଆଇଟି-ବମ୍ବେ’ ‘ଜେଇଇ ଆଡଭାନ୍ସର ‘ଆନ୍ସର୍‌



ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ

Anupambharat News Bureau | ଓଡ଼ିଶା | | 2841 | Read...

ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ  ସରସ୍ୱତୀଙ୍କ ଦେହାନ୍ତ

ନୂଆଦିଲ୍ଲୀ,୧୧ା୯: ହିନ୍ଦୁ ଧର୍ମର ଜଣେ ବିଶିଷ୍ଟ ଆଧ୍ୟାତ୍ମିକ ବ୍ୟକ୍ତ ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ରବିବାର ୯୯ ବର୍ଷ ବୟସରେ ପରଲୋକ ଘଟିଛି । ମଧ୍ୟପ୍ରଦେଶର ନିରସିଂହପୁରରେ ତାଙ୍କର ଦେହାନ୍ତ ହୋଇଛି । ବାର



ଦକ୍ଷିଣ ଓଡ଼ିିଶା ଉପକୂଳରେ ସକ୍ରିୟ ଅବପାତ

Anupambharat News Bureau | ଓଡ଼ିଶା | | 2840 | Read...

ଦକ୍ଷିଣ ଓଡ଼ିିଶା ଉପକୂଳରେ ସକ୍ରିୟ ଅବପାତ

ଭୁବନେଶ୍ୱର, ୧୧ା୯(ଅନୁପମ ମିଡ଼ିଆ): ଦକ୍ଷିଣ ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୁଦୃଶ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଗୋପାଳପୁର ଠାରୁ ଉତ୍ତର-ପଶ୍ଚିମ ଦିଗରେ ୨୫ କିମି ଦୂରରେ ଏହା କେନ୍ଦ୍ରୀଭୂତ



ବିଧାୟକ ଓ ପୂର୍ବତନ ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି

Anupambharat News Bureau | ଓଡ଼ିଶା | | 2839 | Read...

ବିଧାୟକ ଓ ପୂର୍ବତନ ବିଧାୟକଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି

ଭୁବନେଶ୍ୱର, ୭ା୯(ଅନୁପମ ମିଡ଼ିଆ): ­ ରାଜ୍ୟର ବିଧାୟକ ବିଧାୟିକା ଏବଂ ପୂର୍ବତନ ବିଧାୟକ ବିଧାୟିକା ମାନଙ୍କ ସ୍ୱାସ୍ଥ୍ୟବୀମା ରାଶି ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ପାଇଛି । ଏସମ୍ପର୍କିତ ପ୍ରସ୍ତାବକୁ ବିଧାନସଭା ବାଚସ୍ପତି ବିକ



୯ରୁ ବଢିବ ବର୍ଷା

Anupambharat News Bureau | ଓଡ଼ିଶା | | 2838 | Read...

୯ରୁ ବଢିବ ବର୍ଷା

ଭୁବନେଶ୍ୱର,୭ା୯(ଅନୁପମ ମିଡ଼ିଆ):­ ପୂର୍ବକେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି,ଏହା ସମୁଦ୍ରପତନଠାରୁ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏଁ ବ୍ୟାପିଛ



ବନ୍ୟା କ୍ଷୟକ୍ଷତି ରିପୋର୍ଟ : ୧.୨୬ ଲକ୍ଷ ହେକଫର ଚାଷ ଜମି କ୍ଷତିଗ୍ରସ୍ତ

Anupambharat News Bureau | ଓଡ଼ିଶା | | 2837 | Read...

ବନ୍ୟା କ୍ଷୟକ୍ଷତି ରିପୋର୍ଟ :  ୧.୨୬ ଲକ୍ଷ ହେକଫର ଚାଷ ଜମି କ୍ଷତିଗ୍ରସ୍ତ

ଭୁବନେଶ୍ୱର, ୭ା୯(ଅନୁପମ ମିଡ଼ିଆ): ­ ଅଗଷ୍ଟରେ ହୋଇଥିବା ବନ୍ୟା ଓ ବର୍ଷାରେ ୧୪ ହଜାରରୁ ଅଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଛି । ସେହିପରି ୧, ୨୬, ୧୬୨ ହେକଫର ଚାଷ ଜମି ଶତକଡା ୩୩ ଭାଗରୁ ଉର୍ଦ୍ଧ୍ୱ ଫସଲ ହାନିହୋଇଛି । ବୁଧବାର ରାଜ୍ୟ



ଦୁର୍ନୀତି ହଟୁ :ସବ୍‌ରେଜିଷ୍ଟ୍ରର୍‌ ଅଫିସ୍‌ରେ ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍‌ ହେଉ

Anupambharat News Bureau | ଓଡ଼ିଶା | | 2836 | Read...

ଦୁର୍ନୀତି ହଟୁ :ସବ୍‌ରେଜିଷ୍ଟ୍ରର୍‌ ଅଫିସ୍‌ରେ ସମସ୍ତ କାର୍ଯ୍ୟ ଅନ୍‌ଲାଇନ୍‌ ହେଉ

ଭୁବନେଶ୍ୱର, ୬ା୯(ସ୍ୱତନ୍ତ୍ର ପ୍ରତିନିଧି): ଭିଜିଲାନ୍ସ ଗତ କିଛି ମାସ ହେଲା ଖୁବ୍‌ ସକ୍ରିୟ ଯୋଗୁ ପୋଲିସ୍‌, ରାଜସ୍ୱ, ସ୍ୱାସ୍ଥ୍ୟ ଓ ଶିକ୍ଷା ବିଭାଗ ସମେତ ବିଭିନ୍ନ ବିଭାଗର ଅନେକ କର୍ମଚାରୀ ଧରା ପଡ଼ିଛନ୍ତି । ସେମାନଙ୍କର ଏକାଧ



ଟାର୍ଗେଟ-୨୦୨୪: କେଜରିୱାଲଙ୍କୁ ଭେଟିଲେ ନୀତିଶ

Anupambharat News Bureau | ଦେଶ | | 2835 | Read...

ଟାର୍ଗେଟ-୨୦୨୪: କେଜରିୱାଲଙ୍କୁ ଭେଟିଲେ ନୀତିଶ

ନୂଆଦିଲ୍ଲୀ,୬ା୯: ଭାରତୀୟ ରାଜନୀତିରେ ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ କରିବା ଲକ୍ଷ୍ୟ ନେଇ କେନ୍ଦ୍ର ସରକାର ଦେଶରେ ସ୍ଥିର ସରକାର ଦେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଅନ୍ୟ ପକ୍ଷରେ ଅଣବିଜେପି ଶାସିତ ରାଜ୍ୟମାନଙ୍କରେ ଅଚଳାବ



ପାଞ୍ଚ ଦିନ ବର୍ଷା ସମ୍ଭାବନା

Anupambharat News Bureau | ଓଡ଼ିଶା | | 2834 | Read...

ପାଞ୍ଚ ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର,୬ା୯(ଅନୁପମ ମିଡ଼ିଆ): ­ ଆସନ୍ତାକାଲି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ୪୮ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୯ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟ



ନବୀନଙ୍କୁ ଭବ୍ୟ ସ୍ୱାଗତ

Anupambharat News Bureau | ଓଡ଼ିଶା | | 2833 | Read...

ନବୀନଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର, ୬ା୯(ଅନୁପମ ମିଡ଼ିଆ): ଲାଇଫ ଟାଇମ ଆଚିଭମେଣ୍ଟ ସମ୍ମାନ ପାଇ ଫେରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇଛି । ବିମାନ ବନ୍ଦର ଠାରେ ହଜାର ହଜାର ସଂଖ୍ୟାରେ ବ



ଅସ୍ଥିରତା ଭିତରେ ଟଙ୍କା ଭଲ ପ୍ରଦର୍ଶନ କରୁଛି: ଶକ୍ତିକାନ୍ତ

Anupambharat News Bureau | ଦେଶ | | 2832 | Read...

ଅସ୍ଥିରତା ଭିତରେ ଟଙ୍କା ଭଲ ପ୍ରଦର୍ଶନ କରୁଛି: ଶକ୍ତିକାନ୍ତ

ନୂଆଦିଲ୍ଲୀ : ମୁଦ୍ରା ବିନିମୟ ବଜାରରେ ଘୋର ଅସ୍ଥିରତା ସତ୍ତେ୍ୱ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ପ୍ରଦର୍ଶନ ଭଲ ରହିଛି । ଅନ୍ୟ ଦେଶଗୁଡ଼ିକର ମୁଦ୍ରା ଦୁର୍ବଳ ପ୍ରଦର୍ଶନ କରୁଥିବା ବେଳେ ଟଙ୍କା ନିଜ ସ୍ଥିତିକୁ ବଜା



୯ରୁ ପ୍ରବଳ ବର୍ଷା : ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 2831 | Read...

୯ରୁ ପ୍ରବଳ ବର୍ଷା : ୨୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୫ା୯ (ଅନୁପମ ମିଡିଆ): ­ ଆସନ୍ତା ୭ ତାରିଖରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ



ଚୀନ ଭୂକମ୍ପରେ ୪୬ ମୃତ

Anupambharat News Bureau | ବିଦେଶ | | 2830 | Read...

ଚୀନ ଭୂକମ୍ପରେ ୪୬ ମୃତ

ବେଜିଂ: ଚୀନର ଦକ୍ଷିଣ-ପଶ୍ଚିମ ଭାଗରେ ଅବସ୍ଥିତ ସିଚୁଆନ ପ୍ରଦେଶର ରାଜଧାନୀ ନଗରୀ ଚିଙ୍ଗୁଡୁ ଠାରେ ଆଜି ଭୟଙ୍କର ଭୂକମ୍ପ ସୃଷ୍ଟି ହୋଇଛି । ଫଳରେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ୪୬ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ମ



ଲିଜ୍‌ ଟ୍ରସ୍‌ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

Anupambharat News Bureau | ବିଦେଶ | | 2829 | Read...

ଲିଜ୍‌ ଟ୍ରସ୍‌ ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଯୁକ୍ତରାଜ୍ୟ ତଥା ଗ୍ରେଟ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଭାବରେ ଲିଜ୍‌ ଟ୍ରସ୍‌ ନିର୍ବାଚିତ ହୋଇଛନ୍ତି । ଜଣେ ମହିଳା ପ୍ରଧାନମନ୍ତ୍ରୀ ଭାବେ ଲିଜ୍‌ ଟ୍ରସ୍‌ ଏହି ସୁଯୋଗ ପାଇଛନ୍ତି । ଏହା ସହିତ ଇଂଲଣ୍ଡର ତୃତୀ



୪୫ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

Anupambharat News Bureau | ଦେଶ | | 2828 | Read...

୪୫ ଶିକ୍ଷକଙ୍କୁ ଜାତୀୟ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ୱର, ୫ା୯ (ଅନୁପମ ମିଡିଆ): ­ ବିଜ୍ଞାନ, ସାହିତ୍ୟ କିମ୍ବା ସାମାଜିକ ବିଜ୍ଞାନ ଆଦି ବିଷୟ ଗୁଡିକରେ ମୂଳ ପ୍ରତିଭାର ବିକାଶ ମାତୃଭାଷା ମାଧ୍ୟମରେ ଅଧିକ ପ୍ରଭାବଶାଳୀ ହୋଇପାରିବ ବୋଲି ସୋମବାର ଗୁରୁଦିବସ ଅବସର



ରାଜପଥ ନାମ ହେବ ‘କର୍ତ୍ତବ୍ୟ’ ପଥ

Anupambharat News Bureau | ଦେଶ | | 2827 | Read...

ରାଜପଥ ନାମ ହେବ ‘କର୍ତ୍ତବ୍ୟ’ ପଥ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜପଥର ନାଁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜପଥର ନାଁ ଏବେ କର୍ତ୍ତବ୍ୟ ପଥ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରାଜପଥ ଏବଂ ସେଣ୍ଟ୍ରାଲ ଭିସ୍ତା ଲନର ନାଁ ପରିବର୍ତ୍ତନକୁ କେ



ବଢୁଛି ଭାରତର ବିଦେଶୀ ଋଣ: ଗୋଟିଏ ବର୍ଷ ତୁଳନାରେ ୮.୨ ପ୍ରତିଶତ ଅଧିକ

Anupambharat News Bureau | ଦେଶ | | 2826 | Read...

ବଢୁଛି ଭାରତର ବିଦେଶୀ ଋଣ:  ଗୋଟିଏ ବର୍ଷ ତୁଳନାରେ ୮.୨ ପ୍ରତିଶତ ଅଧିକ

ନୂଆଦିଲ୍ଲୀ: ଗତ ଆର୍ଥିକ ବର୍ଷରେ ଭାରତର ବିଦେଶୀ ଋଣ ବଢିଛି । ସରକାରଙ୍କ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁସାରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଭାରତର ବିଦେଶୀ ଋଣ ୬୨୦.୭ ବିଲିୟନ ଡଲାର ରହିଛି, ଯାହା ୨୦୨୧ ମାର୍ଚ୍ଚ ଶେଷରେ ଥିବା ଋଣଠ



ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ନିତୀଶ

Anupambharat News Bureau | ଦେଶ | | 2825 | Read...

ବିରୋଧୀଙ୍କୁ ଏକଜୁଟ କରୁଛନ୍ତି ନିତୀଶ

ନୂଆଦିଲ୍ଲୀ,୩ା୯: ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଆଜି ଅତ୍ୟନ୍ତ ରୋମାଞ୍ଚକର ମନ୍ତବ୍ୟ ଦେଇ ରାଜନୀତିର କେନ୍ଦ୍ରକୁ ଆସିଛନ୍ତି । ଦେଶର ସମସ୍ତ ବିରୋଧୀ ରାଜନୈତିକ ଦଳ ଏକତ୍ରିତ ହେଉଥିବା କଥା ସେ କହିଥିବା ବେଳେ ୨୦୨୪ ନିର



ଆଜି ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2824 | Read...

ଆଜି ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୩ା୯(ଅନୁପମ ମିଡ଼ିଆ): ଦୃଢ଼ ନେତୃତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତାକାଲି (ରବିବାର)ଜୀବନବ୍ୟାପୀ ସାଧନା ସମ୍ମାନ ବା ଲାଇଫ୍‌ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯିବ । ଦିଲ୍ଲୀସ୍ଥିତ ଇଣ୍



ବାତ୍ୟା ସମ୍ଭାବନା ନାହିଁ

Anupambharat News Bureau | ଓଡ଼ିଶା | | 2823 | Read...

ବାତ୍ୟା ସମ୍ଭାବନା ନାହିଁ

ନିକଟରେ ବାତ୍ୟା ହେବାର ସମ୍ଭାବନା ନାହିଁ । ବାତ୍ୟା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏଭଳି କିଛି ସୂଚନା ନଥିବା କହିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ । ସେ କହିଛନ୍ତି ଯେ ଆଇଏମଡି ବାତ୍ୟା ନେଇ କୌଣସି ଆକଳନ କରିନାହିଁ



୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 2822 | Read...

୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୩ା୯(ଅନୁପମ ମିଡ଼ିଆ): ମୌସୁମୀ ନିମ୍ନ-ଚାପ ରେଖାର ପଶ୍ଚିମ ଭାଗ ଆଜି ହିମାଳୟର ପାଦଦେଶରେ ଅବସ୍ଥାନ କରିଛି । ଏଥିସହ ପୂର୍ବ ଭାଗ ଉତ୍ତରପ୍ରଦେଶର ଗୋରଖପୁରରୁ ବାହାରି ମୁଜାଫରପୁର, ଜଲପାଈଗୁଡ଼ିରୁ ପୂର୍ବ ଦିଗରେ ଉତ୍ତର



ସ୍ଲରି ପାଇପ ଲାଇନକୁ ବିରୋଧ :କ୍ୟାମ୍ପ ପୋଡି ଓ ଭଙ୍ଗାରୁଜା

Anupambharat News Bureau | ଓଡ଼ିଶା | | 2821 | Read...

 ସ୍ଲରି ପାଇପ ଲାଇନକୁ ବିରୋଧ  :କ୍ୟାମ୍ପ ପୋଡି  ଓ ଭଙ୍ଗାରୁଜା

କେନ୍ଦୁଝର, ୨ା୯(ଅନୁପମ ମିଡ଼ିଆ): ବଡବିଲ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କାରଖାନାର ଦେଓଝର ଠାରୁ ଅନୁଗୁଳ ପର୍ଯ୍ୟନ୍ତ ୨୦୦ କିଲୋମିଟର ସ୍ଲରି ପାଇପ ଲାଇନ ବିଛା ଚାଲିଛି । ଏହି କାମ ଏବେ ବାଂଶପାଳ ତହସିଲ ଅନ୍ତର୍ଗତ ଜମ୍ବିରିପଶିଠାର



ନୌସେନାରେ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’

Anupambharat News Bureau | ଦେଶ | | 2820 | Read...

ନୌସେନାରେ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’

ନୂଆଦିଲ୍ଲୀ : ଭାରତୀୟ ନୌସେନାର ଶକ୍ତିକୁ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ଼ଧରରଣର ସ୍ଥାୟୀ ପଦକ୍ଷେପ ଗ୍ରହଣ କରାଯାଇଛି । ନୌସେନାରେ ସାମିଲ ହେବାକୁ ଯାଉଛି ସ୍ୱଦେଶୀ କୌଶଳରେ ନିର୍ମିତ ଏୟାର୍‌କ୍ରାଫଫ କ୍ୟାରିୟର



ନଦୀଜଳ ନିୟନ୍ତ୍ରଣ: ବ୍ୟାରେଜ୍‌ ନିର୍ମାଣ ହେଉ

Anupambharat News Bureau | ଓଡ଼ିଶା | | 2819 | Read...

ନଦୀଜଳ ନିୟନ୍ତ୍ରଣ: ବ୍ୟାରେଜ୍‌ ନିର୍ମାଣ ହେଉ

ଭୁବନେଶ୍ୱର, ୨ା୯(ସ୍ୱତନ୍ତ୍ର ପ୍ରତିନିଧି): ଛତିଶଗଡ଼ ସରକାର ଅନେକ ବ୍ୟାରେଜ୍‌ ନିର୍ମାଣ କରି ମହାନଦୀ ଉପରମୁଣ୍ଡର ଜଳ ପ୍ରବାହକୁ ରୋକିବା ଫଳରେ ମହାନଦୀ ଶୁଖିବାକୁ ନେଇ ଓଡ଼ିଶାର ଚିନ୍ତା ବଢିବାରେ ଲାଗିଛି । ଗତବର୍ଷ ଗ୍ରୀଷ୍ମ ଋ



ପରକୀୟା ପ୍ରୀତିରୁ ଆତ୍ମହତ୍ୟା: ଶୁଭଶ୍ରୀ ମୃତୁ୍ୟ ପାଇଁ ପ୍ରେମିକ ଦାୟୀ

Anupambharat News Bureau | ଓଡ଼ିଶା | | 2818 | Read...

 ପରକୀୟା ପ୍ରୀତିରୁ ଆତ୍ମହତ୍ୟା:  ଶୁଭଶ୍ରୀ ମୃତୁ୍ୟ ପାଇଁ ପ୍ରେମିକ ଦାୟୀ

ଭୁବନେଶ୍ୱର, ୨ା୯(ଅନୁପମ ମିଡ଼ିଆ): ରାଜଧାନୀର ଶାସ୍ତ୍ରୀନଗରର ଶୁଭଶ୍ରୀ ମହାପାତ୍ରଙ୍କ ମୃତୁ୍ୟ ମାମଲାର ପର୍ଦାଫାସ କରିଛି କମିଶନରେଟ୍‌ ପୋଲିସ୍‌ । ଏନେଇ ଶୁକ୍ରବାର ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେ



ବିଚାରପତିଙ୍କ ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 2817 | Read...

ବିଚାରପତିଙ୍କ ଆତ୍ମହତ୍ୟା

କଟକ, ୨ା୯(ଅନୁପମ ମିଡ଼ିଆ): କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ(୪୯) ଆଜି ତାଙ୍କ ସିଡିଏ ସେକଫର-୯ ସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ସିଡିଏର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ମୃତ ଘୋ



ଆସୁଛି ଦୁଇଟି ଲଘୁଚାପ

Anupambharat News Bureau | ଓଡ଼ିଶା | | 2816 | Read...

ଆସୁଛି ଦୁଇଟି ଲଘୁଚାପ

ଭୁବନେଶ୍ୱର, ୨ା୯(ଅନୁପମ ମିଡ଼ିଆ): ଆଗକୁ ଆସୁଛି ଦୁଇ ଦୁଇଟି ଲଘୁଚାପ । ଏଥିମଧ୍ୟରୁ ଚଳିତ ମାସ ପ୍ରଥମ ସପ୍ତାହ ଅର୍ଥାତ ୨ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ଓ ଦ୍ୱିତୀୟଟି ୯ରୁ ୧୫ ମଧ୍ୟରେ ସୃଷ୍ଟି ହେବ । ଏହାର ପ୍ରଭାବରେ ୫ ତାରିଖ



ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ବିଧାୟକ

Anupambharat News Bureau | ଦେଶ | | 2815 | Read...

ଝାଡ଼ଖଣ୍ଡ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ବିଧାୟକ

ରାଞ୍ଚି : ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପଦବୀ ପାଇଁ ଏକ ବଡ଼ଧରରଣର ସଙ୍କଟମୟ ପରିସ୍ଥିତି ସୃଷ୍ଟି ହୋଇଛି । ଝାଡଖଣ୍ଡରେ ଜାରି ହୋଇଥିବା କଂଗ୍ରେସ ଓ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ଜେଏଏମ୍‌ଏମ୍‌ ମେଣ୍ଟ ସରକାରଙ୍



ଆସ୍ଥା ଭୋଟ୍‌ ଜିଣିଲେ କେଜରିୱାଲ

Anupambharat News Bureau | ଦେଶ | | 2814 | Read...

ଆସ୍ଥା ଭୋଟ୍‌ ଜିଣିଲେ କେଜରିୱାଲ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀରେ ଯଦିଓ କେନ୍ଦ୍ର ସରକାରଙ୍କ ପ୍ରଭାବ ରହିଛି,ତେବେ ସ୍ୱତନ୍ତ୍ର ରାଜ୍ୟ ହିସାବରେ ଦିଲ୍ଲୀ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସରକାରଙ୍କ ଶାସନ କ୍ଷମତା ଜାରି ରହିଛି । ମୁଖ୍ୟତଃ



୬ରୁ ଲଘୁଚାପ ସମ୍ଭାବନା

Anupambharat News Bureau | ଓଡ଼ିଶା | | 2813 | Read...

୬ରୁ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର, ୦୧ ।୯ (ଅନୁପମ ମିଡିଆ): ­ ଆସନ୍ତା ୫ ତାରିଖ ପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆଇଏମଡିର ସୂଚନା ଅନୁଯାୟୀ ପଶ୍ଚିମ କେନ୍ଦ୍ରୀୟ



୩,୮୮୪ କୋଟିର ଜିଏସଟି ସଂଗ୍ରହ

Anupambharat News Bureau | ଓଡ଼ିଶା | | 2812 | Read...

୩,୮୮୪ କୋଟିର ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ, ୦୧ା୯ (ଅନୁପମ ମିଡିଆ): ୨୦୨୨ ଅଗଷ୍ଟ ମାସରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୨୪ ହଜାର ୭୧୦ କୋଟି ଟଙ୍କା ଥିବା ବେଳେ ଏସଜିଏସଟି ପରିମାଣ ୩୦ ହଜା



ଆକାଉଣ୍ଟକୁ ଗଲା କାଳିଆ ଟଙ୍କା: ‘ଚାଷୀ ଆମର ଗର୍ବ ଓ ଗୌରବ’

Anupambharat News Bureau | ଓଡ଼ିଶା | | 2811 | Read...

 ଆକାଉଣ୍ଟକୁ ଗଲା କାଳିଆ ଟଙ୍କା:   ‘ଚାଷୀ ଆମର ଗର୍ବ ଓ ଗୌରବ’

ଭୁବନେଶ୍ୱର, ୦୧ା୯ (ଅନୁପମ ମିଡିଆ): ପବିତ୍ର ନୂଆଖାଇ ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ଯାଇଛି କାଳିଆ ଟଙ୍କା । କାଳିଆ ଯୋଜନାର କିସ୍ତି ବାବଦରେ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ପଠାଯାଇଛି । ଚାଷୀଙ୍କୁ ୮୬୯ କୋଟି ଟଙ୍



ବର୍ଷା ସମ୍ଭାବନା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 2810 | Read...

 ବର୍ଷା ସମ୍ଭାବନା; ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର ୦୧/୦୯: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୪ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର, ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ଏଥ



ପାକିସ୍ତାନରେ ରେକର୍ଡ ଭାଙ୍ଗିଲା ମୌସୁମୀ; ବିପଦରେ ୩୦ ଲକ୍ଷ ଶିଶୁ

Anupambharat News Bureau | ବିଦେଶ | | 2809 | Read...

ପାକିସ୍ତାନରେ ରେକର୍ଡ ଭାଙ୍ଗିଲା ମୌସୁମୀ; ବିପଦରେ ୩୦ ଲକ୍ଷ ଶିଶୁ

ଇସଲାମାବାଦ: ପାକିସ୍ତାନର ସାମ୍ପ୍ରତିକ ଇତିହାସରେ ସବୁଠାରୁ ଭୟଙ୍କର ବନ୍ୟା ଯୋଗୁଁ ୩୦ ଲକ୍ଷ ଶିଶୁ ଏବେ ବିପଦରେ ଅଛନ୍ତି ବୋଲି ୟୁନିସେଫ୍‌ କହିଛି। ବନ୍ୟା ଫଳରେ ପାକିସ୍ତାନର ୩୦ ଲକ୍ଷରୁ ଅଧିକ ଶିଶୁ ଏବେ ଜଳବାହିତ ରୋଗ ଏବଂ ପ



ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଦେଲେ ସରକାର

Anupambharat News Bureau | ଓଡ଼ିଶା | | 2808 | Read...

ଚାଷୀଙ୍କ ଆକାଉଣ୍ଟକୁ କାଳିଆ ଟଙ୍କା ଦେଲେ ସରକାର

ଭୁବନେଶ୍ୱର ୦୧/୦୯: ରାଜ୍ୟର ଚାଷୀଙ୍କୁ ନୂଆଖାଇ ଭେଟି ଭାବେ ଗୁରୁବାର ସରକାର କାଳିଆ ଟଙ୍କା ଦେଇଛନ୍ତି। ରାଜ୍ୟର ବିବିନ୍ନ ଚାଷୀଙ୍କୁ ୮୬୯ କୋଟି ଟଙ୍କା ଦିଆଯାଇଛି। ପ୍ରତି ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ପଠାଯାଇଛି। ୪୧ ଲ



୩ ଦିନରେ ୩ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

Anupambharat News Bureau | ଦେଶ | | 2807 | Read...

୩ ଦିନରେ ୩ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

ଭୋପାଲ: ମଧ୍ୟପ୍ରଦେଶରେ ସିରିଏଲ କିଲର ଆତଙ୍କ। ମଧ୍ୟପ୍ରଦେଶର ସାଗାରରେ ଗତ ୭୨ ଘଣ୍ଟା ମଧ୍ୟରେ ୩ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗୋଟିଏ ଷ୍ଟାଇଲରେ ୩ ଜଣଙ୍କୁ ହତ୍ୟା କରାଯାଇଥିବାରୁ ସହରରେ ଆତ



ଟ୍ୱିଟର ବି ଦେବ ଏଡିଟ୍ ସୁବିଧା

Anupambharat News Bureau | ଦେଶ | | 2806 | Read...

ଟ୍ୱିଟର ବି ଦେବ ଏଡିଟ୍ ସୁବିଧା

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ଓ ଇନ୍‌ଷ୍ଟଗ୍ରାମ ଭଳି ଟ୍ୱିଟର କିନ୍ତୁ ଏଡିଟ୍ ସୁବିଧା ନାହିଁ। ଥରେ ଯାହା ଟ୍ୱିଟ୍ କଲେ ତାହା ଆଉ ଏଡିଟ୍ କରିହୁଏନା। ପ୍ରଥମ ଟ୍ୱିଟ୍‌ରେ ଭୁଲ୍ ଥିଲେ ଏହାକୁ ଡିଲିଟ୍ କରି ପୁଣିଥରେ ନୂଆ ଟ୍ୱିଟ୍ କରି



ନୂଆଖାଇରେ ଚାଷୀଙ୍କୁ କାଳିଆ ଟଙ୍କା

Anupambharat News Bureau | ଓଡ଼ିଶା | | 2805 | Read...

ନୂଆଖାଇରେ ଚାଷୀଙ୍କୁ କାଳିଆ ଟଙ୍କା

ଭୁବନେଶ୍ୱର, ୩୦ା୮ (ଅନୁପମ ମିଡିଆ): ­ ନୂଆଖାଇରେ ଚାଷୀମାନଙ୍କୁ କାଳିଆ ଟଙ୍କା ମିଳିବ । କାଳିଆ ଯୋଜନାର କିସ୍ତି ବାବଦରେ ସମୁଦାୟ ୮୬୯ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ଏହାଦ୍ୱାରା ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ



ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

Anupambharat News Bureau | ଓଡ଼ିଶା | | 2804 | Read...

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

ଭୁବନେଶ୍ୱର, ୩୦ା୮ (ଅନୁପମ ମିଡିଆ): ­ ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପ



ନବୀନଙ୍କ ପ୍ୟାକେଜ୍‌ ରାଜନୀତି : ଦକ୍ଷିଣ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି କେବେ?

Anupambharat News Bureau | ଓଡ଼ିଶା | | 2803 | Read...

 ନବୀନଙ୍କ ପ୍ୟାକେଜ୍‌ ରାଜନୀତି : ଦକ୍ଷିଣ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି କେବେ?

ଭୁବନେଶ୍ୱର, ୨୯ା୮ (ସ୍ୱତନ୍ତ୍ର ପ୍ରତିନିଧି): ରାଜ୍ୟର ସବୁଠାରୁ ନୂଆ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଟିଆରକୁ ଓଡ଼ିଶା ସରକାର ୧୫୦୦ କୋଟି ଟଙ୍କାର ପ୍ୟାକେଜ ଦେଲେ । ଏହା ପରେ ବିଳମ୍ବରେ ହେଲେ ମଧ୍ୟ ସବୁଠୁ ପୁରୁଣା ବୈଷୟିକ ବିଶ୍ୱବ



୧.୨୦ ଲକ୍ଷ ହେକଫର ଚାଷଜମି କ୍ଷତିଗ୍ରସ୍ତ

Anupambharat News Bureau | ଓଡ଼ିଶା | | 2802 | Read...

୧.୨୦ ଲକ୍ଷ ହେକଫର ଚାଷଜମି କ୍ଷତିଗ୍ରସ୍ତ

ଭୁବନେଶ୍ୱର, ୩୦ା୮ (ଅନୁପମ ମିଡିଆ): ଚଳିତ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି । ଚଳିତ ବନ୍ୟାରେ ୧ ଲକ୍ଷ ୨୦ ହଜାର ହେକଫର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଓ ବର୍ଷାରେ ରାଜ୍ୟର ୨୪ଟି ଜିଲ୍ଲାର ଚାଷୀ ପ



ବିକ୍ରି ହେବ ଶ୍ରୀଲଙ୍କା ଏୟାରଲାଇନ୍ସ

Anupambharat News Bureau | ବିଦେଶ | | 2801 | Read...

ବିକ୍ରି ହେବ ଶ୍ରୀଲଙ୍କା ଏୟାରଲାଇନ୍ସ

କଲମ୍ବୋ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ପରିସ୍ଥିତିରେ କୌଣସି ପରିବର୍ତ୍ତନ ହେଉ ନାହିଁ । ବର୍ଷେ ହେଲା ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଥିବା ବେଳେ ନାଗରିକଙ୍କ ଲାଗି ବିଦେଶରୁ ଅତ୍ୟାବଶକୀୟ ସାମଗ୍ରୀ ଆମଦାନୀ ଲାଗି ବୈଦେଶ



୭୫ ବର୍ଷରେ ଦେଶରେ ଅପରାଧ ବଢ଼ିଛି ୧୦ ଗୁଣ

Anupambharat News Bureau | ଦେଶ | | 2800 | Read...

୭୫ ବର୍ଷରେ ଦେଶରେ ଅପରାଧ ବଢ଼ିଛି ୧୦ ଗୁଣ

ନୂଆଦିଲ୍ଲୀ: ଦେଶରେ ଅପରାଧୀକ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଦେଶ ସ୍ୱାଧୀନ ହେବାର ବର୍ଷକ ପରେ ଅର୍ଥାତ ୧୯୪୮ ମସିହାରେ ଦେଶର ବିଭିନ୍ନ ଥାନାରେ ପ୍ରାୟ ୬ ଲକ୍ଷ ମାମଲା ରୁଜୁ ହୋଇଥିଲା । କି;ୁ ସ୍ୱାଧୀନତାର ୭୫ ବର୍ଷ ପରେ ଅ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page