ଖବର ସଂଗ୍ରହ

.



ମୋଟର ଯାନ କର ପୈଠ ଅବଧି ୩୦ ଜୁନକୁ ଘଞ୍ଚିଲା

Anupambharat News Bureau | ଓଡ଼ିଶା | | 1088 | Read...

ମୋଟର ଯାନ କର ପୈଠ ଅବଧି ୩୦ ଜୁନକୁ ଘଞ୍ଚିଲା

ଭୁବନେଶ୍ୱର ,୯ା୪(ଅନୁପମମିଡ଼ିଆ): କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ଭାରତ ସରକାର ତଥା ରାଜ୍ୟ ସରକାର ଜାରି କରିଥିବା ଲକ୍‌ ଡାଉନ୍‌ ପରିପ୍ରେକ୍ଷୀରେ ରାଜ୍ୟ ସରକାର ମୋଟର ଯାନ କର ପୈଠ ତାରିଖକୁ ଆଗାମୀ



ଆମେରିକାରେ ଡେଥ୍‌ ଜୋନ୍‌ ଘୋଷିତ କ୍ରମାଗତ ଦ୍ୱିତୀୟ ଦିନ ଦୁଇ ହଜାର ମୃତୁ୍ୟ

Anupambharat News Bureau | ବିଦେଶ | | 1087 | Read...

ଆମେରିକାରେ ଡେଥ୍‌ ଜୋନ୍‌ ଘୋଷିତ  କ୍ରମାଗତ ଦ୍ୱିତୀୟ ଦିନ ଦୁଇ ହଜାର ମୃତୁ୍ୟ

ନୁ୍ୟୟର୍କ, ୮ା୪: କରୋନା ଭାଇରସକୁ ନେଇ ଆମେରିକା ଡେଥ୍‌ ଜୋନ ଘୋଷିତ କରିଛି । ଏହି ମହାମାରୀରେ ଏ ପର୍ଯ୍ୟନ୍ତ ଆମେରିକାରେ ସର୍ବାଧିକ ଲୋକଙ୍କ ମୃତୁ୍ୟ ଘଟିଛି । ହପକିନ୍ସ ୟୁନିଭର୍ସିଟି ଅନୁସାରେ କ୍ରମାଗତ ଦ୍ୱିତୀୟ ଦିନରେ ଆମେ



ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ, ସ୍ୱାସ୍ଥ୍ୟଗତ ସମସ୍ୟା, ଗସ୍ତ ବିବରଣୀ ନିଆଯିବ

Anupambharat News Bureau | ଓଡ଼ିଶା | | 1086 | Read...

ସମସ୍ତଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେବ,  ସ୍ୱାସ୍ଥ୍ୟଗତ ସମସ୍ୟା, ଗସ୍ତ ବିବରଣୀ ନିଆଯିବ

ଛତ୍ରପୁର ,୮ା୪(ଅନୁପମମିଡ଼ିଆ): କରୋନା ସଂକ୍ରମଣ ଆଶଙ୍କାକୁ ପ୍ରତିହତ ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟ ଯାଞ୍ଚ୍‌ କରାଯିବ । ଏଥିପାଇଁ ପ୍ରତ୍ୟେକ ଗ୍ରାମରେ ଓ ସହରାଞ୍ଚଳର ପ୍ରତ୍ୟେକ ସାହିରେ ର୍ନି



କୋଭିଡ୍‌-୧୯ ପାଇଁ ଆଗୁଆ ମିଳିବ କଳାକାର ଭତ୍ତା

Anupambharat News Bureau | ଓଡ଼ିଶା | | 1085 | Read...

କୋଭିଡ୍‌-୧୯ ପାଇଁ ଆଗୁଆ ମିଳିବ କଳାକାର ଭତ୍ତା

ଭୁବନେଶ୍ୱର ,୮ ।୪(ଅନୁପମମିଡ଼ିଆ): ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ଅଧୀନରେ କଳାକାର ଭତ୍ତା ପାଉଥିବା ରାଜ୍ୟର ୩୪,୬୫୩ ଜଣ କଳାକାରଙ୍କୁ ଚଳିତ ମାସ ମାର୍ଚ୍ଚଠାରୁ ଜୁନ୍‌ ମାସ ପର୍ଯ୍ୟନ୍ତ ଏପରି ୪ ମାସର ପେନ୍‌ସନ୍‌ ଆଗ



‘ତୋଷାଳି ଭବନ ସାମ୍ନା ଓମଫେଡ ଷ୍ଟଲକୁ ଯାଇଥିଲେ କ ୍ୱାରେଣ୍ଟାଇନ୍‌ରେ ରୁହ;ୁ’

Anupambharat News Bureau | ଓଡ଼ିଶା | | 1084 | Read...

‘ତୋଷାଳି ଭବନ ସାମ୍ନା ଓମଫେଡ ଷ୍ଟଲକୁ ଯାଇଥିଲେ କ ୍ୱାରେଣ୍ଟାଇନ୍‌ରେ ରୁହ;ୁ’

ଭୁବନେଶ୍ୱର ସତ୍ୟନଗରସ୍ଥିତ ତୋଷାଳି ଭବନ ସାମ୍ନା ଓମଫେଡ ଷ୍ଟଲକୁ ଯାଇଥିବା ବ୍ୟକ୍ତିମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ପଜିଟିଭ ଚିହ୍ନଟ ଜଣେ ବ୍ୟକ୍ତି ଉକ୍ତ ଷ୍ଟଲକୁ ନିୟମିତ ଯାଉଥିଲ



ବମିଖାଲର ୧୮ ଆକ୍ରାନ୍ତଙ୍କ ମଧ୍ୟରୁ ଚାରି ସତ୍ୟନଗରର, ପାଞ୍ଚ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

Anupambharat News Bureau | ଓଡ଼ିଶା | | 1083 | Read...

 ବମିଖାଲର ୧୮ ଆକ୍ରାନ୍ତଙ୍କ ମଧ୍ୟରୁ ଚାରି ସତ୍ୟନଗରର,  ପାଞ୍ଚ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ

ଭୁବନେଶ୍ୱର, ୮ା୪(ଅନୁପମମିଡ଼ିଆ): ବମିଖାଲରେ ଚିହ୍ନଟ ୧୮ କୋରନା ଆକ୍ରାନ୍ତଙ୍କ ଭିତରୁ ୪ ଜଣ ସତ୍ୟନଗରର । ସେଥିପାଇଁ ସତ୍ୟନଗରକୁ ଆଜି ବିଏମସି ସିଲ୍‌ କରି ସାନିଟାଇଜ୍‌ କରୁଛି ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମସି) କମିଶନ



ଆଜିଠୁ ମାସ୍କ ବାଧ୍ୟତାମୂଳକ

Anupambharat News Bureau | ଓଡ଼ିଶା | | 1082 | Read...

ଆଜିଠୁ ମାସ୍କ ବାଧ୍ୟତାମୂଳକ

ଭୁବନେଶ୍ୱର, ୮ ।୪ (ଅନୁପମ ମିଡ଼ିଆ): ଆସନ୍ତାକାଲି (ଗୁରୁବାର) ଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ୯ ତାରିଖ ସକାଳ ୭ଟାରୁ ଘର ବାହାରକୁ ବାହାରିଲେ ମାସ୍କ ବ୍ୟବହାରକୁ କଡାକଡି କରାଯିବାକୁ ସ୍ୱତନ୍ତ୍ର ରିଲିଫ୍‌ କମିଶନ ନ



ମାଗଣାରେ କରୋନା ଭୂତାଣୁ ପରୀକ୍ଷା କର

Anupambharat News Bureau | ଦେଶ | | 1081 | Read...

ମାଗଣାରେ କରୋନା ଭୂତାଣୁ ପରୀକ୍ଷା କର

ନୂଆଦିଲ୍ଲୀ,୮ା୪:ସମଗ୍ର ବିଶ୍ୱରେ କରୋନା ଭାଇରସ ଯେଭଳି ଆକ୍ରାନ୍ତ ହେବାରେ ଲାଗିଛି ଏଥିରେ ୮୦ ହଜାରରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଲେଣି । ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ଟପି ଯାଇଛି । ଏଭଳି ଏକ ସଙ୍କଟଜନକ ସ୍ଥିତିରେ ଆକ୍ରାନ



ଲକ୍‌ଡ଼ାଉନ୍‌ ବଢ଼ିବା ନେଇ ପିଏମ୍‌ଙ୍କ ସଙ୍କେତ

Anupambharat News Bureau | ଦେଶ | | 1080 | Read...

ଲକ୍‌ଡ଼ାଉନ୍‌ ବଢ଼ିବା ନେଇ ପିଏମ୍‌ଙ୍କ ସଙ୍କେତ

ନୂଆଦିଲ୍ଲୀ,୮ା୪: ସମଗ୍ର ବିଶ୍ୱରେ କରୋନା ମହାମାରୀ ଭୟଙ୍କର ରୂପ ଧାରଣ କରିଛି । ଏହା ଚୀନ୍‌ରୁ ଆରମ୍ଭ ହୋଇ ଗୋଟିଏ ପରେ ଗୋଟିଏ ୨୦୮ ରାଷ୍ଟ୍ରକୁ ବ୍ୟାପି ଯାଇଛି । ଭାରତରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଇବା



ପ୍ରଧାନମନ୍ତ୍ରୀ ଓ ସାଂସଦ ୩୦% କମ୍‌ ଦରମା ନେବେ

Anupambharat News Bureau | ଦେଶ | | 1079 | Read...

ପ୍ରଧାନମନ୍ତ୍ରୀ ଓ ସାଂସଦ ୩୦% କମ୍‌ ଦରମା ନେବେ

ନୂଆଦିଲ୍ଲୀ,୬ା୪: ସୋମବାର କେନ୍ଦ୍ର କ୍ୟାବିନେଟ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ କରୋନା ମୁକାବିଲା ଲାଗି ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବୈଠକରେ ଏକ ଅଧ୍ୟାଦେଶକୁ ମଞ୍ଜୁର ପୂର୍ବକ ଏଥିରେ ସାଂସଦଙ୍କ ଭତ୍ତା ଓ ପେନ୍&z



ତୃତୀୟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

Anupambharat News Bureau | ଓଡ଼ିଶା | | 1078 | Read...

ତୃତୀୟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ

ଭୁବନେଶ୍ୱର, ୬ା୪ (ଅନୁପମ ମିଡ଼ିଆ): କରାନା ରୋଗୀଙ୍କୁ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ରାଜ୍ୟର ତୃତୀୟ କୋଭିଡ -୧୯ହସ୍ପିଟାଲ ପ୍ରସ୍ତୁତ ହୋଇସାରିଛି । ୨୦ ଶଯ୍ୟା ଆଇସିୟୁ ସୁବିଧା ସହ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ସୋଆ



ଆଉ ଗୋଟିଏ ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଛୁଇଁଲା

Anupambharat News Bureau | ଓଡ଼ିଶା | | 1077 | Read...

ଆଉ ଗୋଟିଏ ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଛୁଇଁଲା

ଭୁବନେଶ୍ୱର, ୬ା୪(ଅନୁପମମିଡ଼ିଆ): ରାଜ୍ୟରେ ସୋମବାର ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆଜି ପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି । ଆକ୍ରାନ୍ତ ୩୨ ବର୍ଷିୟ ଯୁବକଙ୍କ ଘର କେନ୍ଦ୍ରପଡ଼ାରେ



ଦେଶରେ ମୃତୁ୍ୟ ସଂଖ୍ୟା ୧୦୦ ଟପିଲା

Anupambharat News Bureau | ଦେଶ | | 1076 | Read...

ଦେଶରେ ମୃତୁ୍ୟ ସଂଖ୍ୟା ୧୦୦ ଟପିଲା

ନୂଆଦିଲ୍ଲୀ,୬ା୪ ସମଗ୍ର ବିଶ୍ୱରେ କରୋନା ଭୂତାଣୁର ପ୍ରକୋପ ଜାରି ରହିଛି । ଦେଶରେ ଏହି ମହାମାରୀରେ ମୃତ ସଂଖ୍ୟା ସୋମବାର ଶହେ ଟପିଛି । ଆଜି ୨୪ ଘଣ୍ଟା ମଧ୍ୟରେ ଦେଶରେ ଏହି ଭୂତାଣୁ ୨୮ ଜଣଙ୍କ ଜୀବନ ନେଇଛି । ସେହିଭଳି ଏହି ସମୟ ମଧ



ପ୍ରତ୍ୟେହ ୧୯ ଘଣ୍ଟିଆ ସଟ୍‌ ଡାଉନ

Anupambharat News Bureau | ଓଡ଼ିଶା | | 1075 | Read...

ପ୍ରତ୍ୟେହ ୧୯ ଘଣ୍ଟିଆ ସଟ୍‌ ଡାଉନ

ଛତ୍ରପୁର,୪ା୪(ଅନୁପମମିଡ଼ିଆ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଭାବରେ ବୃଦ୍ଧି ଘଟୁଥିବାର ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୈନିକ ୧୯ ଘଣ୍ଟା ସଟ୍‌ ଡାଉନ ଘୋଷଣା କରିଛନ୍ତି । ଶନିବାରଠାରୁ ଜିଲ୍



ରାଜ୍ୟରେ ପଜିଟିଭ ସଂଖ୍ୟା ୨୧ରେ ପହଞ୍ଚିଲା

Anupambharat News Bureau | ଓଡ଼ିଶା | | 1074 | Read...

ରାଜ୍ୟରେ ପଜିଟିଭ ସଂଖ୍ୟା ୨୧ରେ ପହଞ୍ଚିଲା

ଭୁବନେଶ୍ୱର,୪ା୪(ଅନୁପମମିଡ଼ିଆ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଶନିବାର ପଶ୍ଚିମ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହଣ୍ଡି ଜିଲ୍ଲାର ଏହି ୨୯ ବର୍ଷିୟ ଯୁବକ ନିକଟରେ ବାହାରି



ସନ୍ଦିଗ› ମନେ କଲେ ୧୦୪କୁ କଲ୍‌ କର;ୁ ଆକ୍ରାନ୍ତଙ୍କ କଣ୍ଟାକଫ ଟ୍ରେସିଂ ସହଜ ନୁହେଁ

Anupambharat News Bureau | ଓଡ଼ିଶା | | 1073 | Read...

ସନ୍ଦିଗ› ମନେ କଲେ ୧୦୪କୁ କଲ୍‌ କର;ୁ ଆକ୍ରାନ୍ତଙ୍କ କଣ୍ଟାକଫ ଟ୍ରେସିଂ ସହଜ ନୁହେଁ

ଭୁବନେଶ୍ୱର , ୪ ।୪(ଅନୁପମମିଡ଼ିଆ): କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏବଂ ତାଙ୍କର ଟ୍ରାଭେଲ୍‌ ହିଷ୍ଟ୍ରି ମିଳିବା ପରେ ସେ ଯେଉଁ ଲୋକମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଖୋଜି ବାହାର କରିବାକୁ ପଡିଥାଏ । ‘କଣ୍ଟାକଫ ଟ୍



ଆମେରିକାରେ ୨୪ ଘଣ୍ଟାରେ ୧୪୮୦ ମୃତୁ୍ୟ

Anupambharat News Bureau | ଦେଶ | | 1072 | Read...

ଆମେରିକାରେ ୨୪ ଘଣ୍ଟାରେ ୧୪୮୦ ମୃତୁ୍ୟ

ନୂଆଦିଲ୍ଲୀ, ସମଗ୍ର ବିଶ୍ୱକୁ ସଂକ୍ରମଣର କାୟା ବିସ୍ତାର କରିଥିବା କରୋନା ଭୂତାଣୁ କ୍ରମେ ଭୟଙ୍କର ରୂପ ଧାରଣ କରିଛି । ଚୀନ୍‌ରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ବିଶ୍ୱର ପ୍ରମୁଖ ବିକଶିତ ରାଷ୍ଟ୍ରମାନଙ୍କୁ ବ୍ୟାପି ଯାଇଛି ।



ଦେଶରେ ଗୋଟିଏ ଦିନରେ ୯୫୦ ପଜିଟିଭ

Anupambharat News Bureau | ଦେଶ | | 1071 | Read...

ଦେଶରେ ଗୋଟିଏ ଦିନରେ ୯୫୦ ପଜିଟିଭ

ନୂଆଦିଲ୍ଲୀ,୩ା୪: ଦେଶରେ କରୋନା ଭୂତାଣୁର ପ୍ରକୋପ ଜାରି ରହିଛି । ଗୋଟିଏ ଦିନରେ ଭାରତରେ ୯୫୦ ଜଣ ବ୍ୟକ୍ତିଙ୍କ ଶରୀରରେ ଏହି ଭୂତାଣୁର ପଜିଟିଭ୍‌ ଚିହ୍ନଟ ହୋଇଛି । ଫଳରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟ ୨୫୭୫କୁ ସ୍ପର୍ଶ କ



ଏକଜୁଟ ନିଦର୍ଶନ ପାଇଁ ମୋଦିଙ୍କ ଆହ୍ୱାନ ପାଞ୍ଚ ତାରିଖ ରାତି ୯ରେ ଦୀପ ଜଳାଅ

Anupambharat News Bureau | ଦେଶ | | 1070 | Read...

ଏକଜୁଟ ନିଦର୍ଶନ ପାଇଁ ମୋଦିଙ୍କ ଆହ୍ୱାନ ପାଞ୍ଚ ତାରିଖ ରାତି ୯ରେ ଦୀପ ଜଳାଅ

ନୂଆଦିଲ୍ଲୀ,୩ା୪: ଆସନ୍ତା ପାଞ୍ଚ ତାରିଖ ରାତ୍ର ୯ଟା ବେଳେ ୯ମିନିଟ୍‌ ପାଇଁ ନିଜ ବାସଗୃହର ବିଜୁଳି ଆଲୋକ ବନ୍ଦ କରି ନିଜ ଘର ଦ୍ୱାର ନିକଟରେ କିମ୍ବା ବାଲ୍‌କୁନିରେ ସାମାଜିକ ଦୂରତ୍ୱ ରଖି ଦୀପ ପ୍ରଜ୍ୱଳନ କରିବାକୁ ପ୍ରଧାନମନ୍



ସୁସ୍ଥ ହେଲେ ପ୍ରଥମ ସଂକ୍ରମିତ

Anupambharat News Bureau | ଓଡ଼ିଶା | | 1069 | Read...

 ସୁସ୍ଥ ହେଲେ ପ୍ରଥମ ସଂକ୍ରମିତ

ରାଜ୍ୟର ପ୍ରଥମ କରୋନା ସଂକ୍ରମିତ ରୋଗୀ ସୁସ୍ଥ ହୋଇଛନ୍ତି । ତାଙ୍କର କୋବିଡ-୧୯ ରିପୋର୍ଟ ନେଗେଟିଭ ଆସିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱ



ସଂକ୍ରମଣଙ୍କ ସଂଖ୍ୟା ୨୦ ପହଞ୍ଚିଲା

Anupambharat News Bureau | ଓଡ଼ିଶା | | 1068 | Read...

ସଂକ୍ରମଣଙ୍କ ସଂଖ୍ୟା ୨୦ ପହଞ୍ଚିଲା

ଭୁବନେଶ୍ୱର,୩ ।୪(ଅନୁପମମିଡ଼ିଆ): ଶୁକ୍ରବାର ଗୋଟିଏ ଦିନରେ ଓଡିଶାରେ ୧୫ ଜଣ କରୋନା ଆକା୍ରନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱରର ୩ ଜଣ ରହିଥିବା ବେଳେ କଟକର ଜଣେ, ପୁରୀରେ ଜଣେ, ଯାଜପୁରରେ ଜଣେ, ଭଦ୍ରକରେ ଦୁଇ ହ



ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟ୍‌ ଡାଉନ୍‌

Anupambharat News Bureau | ଓଡ଼ିଶା | | 1067 | Read...

 ଭୁବନେଶ୍ୱର, କଟକ ଓ ଭଦ୍ରକରେ ୪୮ ଘଣ୍ଟିଆ ସଟ୍‌ ଡାଉନ୍‌

ବନେଶ୍ୱର, ୩ା୪(ଅନୁପମମିଡ଼ିଆ): ­ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି । ଏପରିସ୍ଥିତିରେ ରାଜ୍ୟ ସରକାର ଶୁକ୍ରବାର ଏକ ବଡ ନିଷ୍ପତ୍ତି ନେଇ ଭୁବନେଶ୍ୱର , କଟକ ଓ ଭଦ୍ରକ ସହରକୁ ଆଜି ରାତି ୮ଟାରୁ ୪୮ ଘଣ୍ଟା ପ



ରୋଗୀଙ୍କୁ ଘୃଣା କର;ୁ ନାହିଁ

Anupambharat News Bureau | ଓଡ଼ିଶା | | 1066 | Read...

  ରୋଗୀଙ୍କୁ ଘୃଣା କର;ୁ ନାହିଁ

କରୋନାରେ ଆକ୍ରାନ୍ତ ରୋଗୀ ନୁହେଁ ରୋଗର ମୁକାବିଲା କରିବା । ରୋଗୀକୁ ଘୃଣା ବା ଲାଞ୍ଛନା ପ୍ରଦର୍ଶନ କରିବା ନାହିଁ କିମ୍ବା ସେମାନଙ୍କ ପରିବାର ପ୍ରତି ନିନ୍ଦା ଅପବାଦ ଦେବା ନାହିଁ । ଏପରି କଲେ ସନ୍ଦିଗ› ମାନେ ସେମାନଙ୍କ ରୋଗ ଲ



ଦ୍ୱିତୀୟ ସଂକ୍ରମଣ ସୁସ୍ଥ ହେଲେ

Anupambharat News Bureau | ଓଡ଼ିଶା | | 1065 | Read...

ଦ୍ୱିତୀୟ ସଂକ୍ରମଣ ସୁସ୍ଥ ହେଲେ

ଭୁବନେଶ୍ୱର,ଓଡ଼ିଶା ପାଇଁ ଏକ ବଡ଼ ଆଶ୍ୱସ୍ତ ହୋଇଛି । କରୋନା ସଂକ୍ରମଣରେ ଗତ ୧୯ ତାରିଖରେ ରାଜ୍ୟରେ ଦ୍ୱିତୀୟ ବ୍ୟକ୍ତି ଭାବେ ସେ ଏହି ରୋଗରେ ସଂକ୍ରମଣ ହୋଇଥିବା କୁହାଯାଇଥିଲା । ଦୀର୍ଘ ଦିନ ଧରି ସେ ଏମ୍ସରେ ଚିକିତ୍ସା ପରେ ଆଜି ତା



ଚତୁର୍ଥ ସଂକ୍ରମଣଙ୍କ ସଂସ୍ପର୍ଶରେ ସାତ

Anupambharat News Bureau | ଓଡ଼ିଶା | | 1064 | Read...

 ଚତୁର୍ଥ ସଂକ୍ରମଣଙ୍କ ସଂସ୍ପର୍ଶରେ ସାତ

ଭୁବନେଶ୍ୱର/ଭଦ୍ରକ, ୧ା୪ (ଅନୁପମମିଡ଼ିଆ): ଓଡ଼ିଶାରେ ଚିହ୍ନଟ ଚତୁର୍ଥ କରୋନା ପଜିଟିଭ୍‌ ବ୍ୟକ୍ତିଙ୍କ ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି ରାଜ୍ୟସରକାର । ରାଜ୍ୟ ସରକାରଙ୍କ କୋଭିଡ୍‌ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଆ



ରାଜ୍ୟ ସରକାରଙ୍କ ନିଷ୍ପତ୍ତି ୩୦% ଦରମା ପାଇବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ଅଫିସର ପାଇବେ ୫୦%

Anupambharat News Bureau | ଓଡ଼ିଶା | | 1063 | Read...

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ୩୦% ଦରମା ପାଇବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକ ଅଫିସର ପାଇବେ ୫୦%

ଭୁବନେଶ୍ୱର, ୩୧ା୩(ଅନୁପମମିଡ଼ିଆ): କରୋନା ଭାଇରସ ସଂକ୍ରମଣ ପାଇଁ ରାଜ୍ୟ ଅର୍ଥନୀତି ଉପରେ ବିଶେଷ ପ୍ରଭାବ ପଡିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ୱରୂପ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ବି



ଓଡ଼ିଶାରେ ଚତୁର୍ଥ ପଜିଟିଭ

Anupambharat News Bureau | ଓଡ଼ିଶା | | 1062 | Read...

 ଓଡ଼ିଶାରେ  ଚତୁର୍ଥ ପଜିଟିଭ

ଓଡ଼ିଶାରେ ଆଜି କରୋନା ପଜିଟିଭ ସଂଖ୍ୟା ଚାରିରେ ପହଞ୍ଚିଛି । ପୂର୍ବରୁ ତିନିଜଣଙ୍କ ପାଖରେ ଏହି ସଂକ୍ରମଣ ଦେଖିବାକୁ ମିଳିଥିଲା ବେଳେ ଆଜି ଚତୁର୍ଥଙ୍କ ରକ୍ତ ନମୁନାରେ ପଜିଟିଭ ଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରି



ଟଳିନି ବିପଦ

Anupambharat News Bureau | ଓଡ଼ିଶା | | 1061 | Read...

ଟଳିନି ବିପଦ

ଭୁବନେଶ୍ୱର, ୩୧ା୩ (ଅନୁପମମିଡ଼ିଆ): ବିଶ୍ୱର ବିଭିନ୍ନ ଦେଶରେ ଆତଙ୍କ ଖେଳାଇଥିବା କରୋନାର ପ୍ରକୋପ କମିନାହିଁ । ପରିସଂଖ୍ୟାନ ଦୃଷ୍ଟିରୁ ଜନବହୁଳତା ଓ ବର୍ଗ କିମି ପ୍ରତି ଲୋକଙ୍କ ସଂଖ୍ୟାକୁ ନେଇ କରୋନା ପ୍ରଭାବ ବିସ୍ତାର କରୁଛି



ଦେଶରେ ବଢ଼ୁଛି ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ଫ ତାବଲିଗ୍‌ ଜମାତ୍‌ରୁ ବଡ଼ ବିପତ୍ତି ଫ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

Anupambharat News Bureau | ଦେଶ | | 1060 | Read...

ଦେଶରେ ବଢ଼ୁଛି ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା  ଫ ତାବଲିଗ୍‌ ଜମାତ୍‌ରୁ ବଡ଼ ବିପତ୍ତି ଫ ଆୟୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଳୀ,୩୧ା୩: ଭାରତରେ କରୋନା ଭାଇରସ ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଅନୁରୂପ ଭାବେ ଏହି ଭାଇରସ ମୁଣ୍ଡ ପରେ ମୁଣ୍ଡ ନେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୬ ଜଣ ନୂଆ ସଂକ୍ରମଣ ହୋଇଥିବା ରିପୋର୍ଟ ହୋଇଛି । ଫଳ



କରୋନା ମୁକାବିଲାରେ ଅବହେଳା , ଆରଏମସିର ପାଞ୍ଚ କର୍ମଚାରୀ ନିଲମ୍ବିତ , ଦୁଇ ସିଡିପିଓ ଓ ଜଣେ ମେଡିକାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌

Anupambharat News Bureau | ଓଡ଼ିଶା | | 1059 | Read...

କରୋନା ମୁକାବିଲାରେ ଅବହେଳା , ଆରଏମସିର ପାଞ୍ଚ କର୍ମଚାରୀ ନିଲମ୍ବିତ , ଦୁଇ ସିଡିପିଓ ଓ ଜଣେ ମେଡିକାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଧର୍ମଶାଳା, ୩୦ା୩(ଅନୁପମମିଡ଼ିଆ): କରୋନା ମୁକାବିଲା ନିମନ୍ତେ ଦେଶଠାରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତେ କାର୍ଯ୍ୟବ୍ୟସ୍ତ । ଏହି କରୋନା ମୁକାବିଲାରେ ଅବହେଳା ପାଇଁ ପାଞ୍ଚ ଜଣ ଆରଏମସି କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ବେଳେ



 ୍ରାସ ପାଇଲା ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୨୦ ଡଲାରକୁ ଖସିଲା

Anupambharat News Bureau | ବିଦେଶ | | 1057 | Read...

 ୍ରାସ ପାଇଲା ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୨୦ ଡଲାରକୁ ଖସିଲା

ଟୋକି ଓ / ମେଲବର୍ଣ୍ଣ,୩୦ା୩: କୋଭିଡ୍‌ ୧୯ ବିଶ୍ୱ ମହାମାରୀ ଓ ସାଉଦି ଆରବ-ରୁଷ ମଧ୍ୟରେ ଦର ଲଢେଇ ଶେଷ ହେବାର କୌଣସି ସଙ୍କେତ ନମିଳିବା ପରେ କ୍ରୁଡ୍‌ ଓଏଲ ବେଞ୍ଚମାର୍କ ବ୍ରେଣ୍ଟ ସୋମବାର ନିମ୍ନକୁ ଖସି ଆସିଛି । ଏହା ୨୦୦୨ ନଭେମ୍



୧ .୫ ଲକ୍ଷ କୋଟି ଅନୁମୋଦିତ

Anupambharat News Bureau | ଓଡ଼ିଶା | | 1056 | Read...

୧ .୫ ଲକ୍ଷ କୋଟି ଅନୁମୋଦିତ

ଭୁବନେଶ୍ୱର, ୩୦ା୩(ଅନୁପମମିଡ଼ିଆ): ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସମୁଦାୟ ୧ ଲକ୍ଷ ୫୫ ହଜାର ୯୬୩ କୋଟି ୨୬ ଲକ୍ଷ ୮୧ ହଜାର ଟଙ୍କାର ବ୍ୟୟ ମଞ୍ଜୁୁରୀ ବିଲ୍‌ ଆଗତ କରିଥିଲେ । ଆଲୋଚନା



ମାନୁନାହାନ୍ତି ୧୦% ଲୋକ

Anupambharat News Bureau | ଓଡ଼ିଶା | | 1055 | Read...

ମାନୁନାହାନ୍ତି ୧୦% ଲୋକ

ଭୁବନେଶ୍ୱର, ୩୦ା୩(ଅନୁପମମିଡ଼ିଆ): କରୋନା ମୁକାବିଲା ପାଇଁ ରାଜ୍ୟରେ ତାଲା ବନ୍ଦ ଜାରୀ ରହିଛି । ବହୁ ସଚେତନ ଜନସାଧାରଣ ଏହାକୁ ମାନୁଥିବା ବେଳେ କିଛି ଏହାର ପାଳନ କରୁନାହାନ୍ତି । ରାଜ୍ୟର ୯୦ % କୋଭିଡ୍‌ -୧୯ ନିର୍ଦ୍ଦେଶ ପାଳୁଛନ



ଲକ୍‌ ଡାଉନ ଅବଧି ବଢ଼ିବା ଯୋଜନା ନାହିଁ

Anupambharat News Bureau | ଓଡ଼ିଶା | | 1054 | Read...

ଲକ୍‌ ଡାଉନ ଅବଧି ବଢ଼ିବା ଯୋଜନା ନାହିଁ

ନୂଆଦିଲ୍ଲୀ,୩୦ା୩: କରୋନାର ମୁକାବିଲା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍‌ ଜାରି ରହିଛି । ହେଲେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖି ଲକଡାଉନ୍‌ ଅବଧି ଆହୁରି ବଢିବାରେ ବୋଲି କେହି କେହି କହୁଛନ୍ତି । ସର୍ବତ୍ର ଚର୍ଚ୍ଚ



୩୧ ଯାଏ ହାଇକୋର୍ଟରେ ତାଲିକାଭୁକ୍ତ ହେବନି ନୂଆ ମାମଲା, କୋର୍ଟ ଅପରାହ୍ନ ୧ଟାରୁ ବନ୍ଦ

Anupambharat News Bureau | ଓଡ଼ିଶା | | 1053 | Read...

୩୧ ଯାଏ ହାଇକୋର୍ଟରେ ତାଲିକାଭୁକ୍ତ ହେବନି ନୂଆ ମାମଲା, କୋର୍ଟ ଅପରାହ୍ନ ୧ଟାରୁ ବନ୍ଦ

କଟକ/ ଭୁବନେଶ୍ୱର, ୨୩ ।୩(ଅନୁପମମିଡ଼ିଆ): କରୋନାକୁ ନେଇ ହାଇକୋର୍ଟରେ ଅନେକ କଟକଣା ଲଗାଯାଇଛି । ଏକ ନିର୍ଦେଶନାମା ଜାରୀ କରି କୁହାଯାଇଛି ଯେ, ହାଇକୋର୍ଟରେ ଆଗାମୀ ୩୧ ଯାଏ କୌଣସି ନୂଆ ମାମଲା ତାଲିକାଭୁକ୍ତ ହେବ ନାହିଁ । ସେହିପରି



ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି

Anupambharat News Bureau | ଦେଶ | | 1052 | Read...

ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି

ନୂଆଦିଲ୍ଲୀ, ୨୩ା୩: ଦେଶରେ କରୋନାର ପ୍ରକୋପ ଥମିବାର ନାଁ ନେଉ ନାହିଁ । ଏହି ରୋଗରେ ଏ ପର୍ଯ୍ୟନ୍ତ ୪୧୫ ଜଣ ସଂକ୍ରମିତ ହୋଇ ସାରିଲେଣି । ସୋମବାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୧ରୁ ବୃଦ୍ଧି ଘଟି ୪୧୫ରେ ପହଞ୍ଚିଛି । ଏହି



ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି

Anupambharat News Bureau | ଦେଶ | | 1051 | Read...

ଦେଶରେ ସଂକ୍ରମିତଙ୍କ ସଂଖ୍ୟାା ୪୧୫କୁ ବୃଦ୍ଧି

ନୂଆଦିଲ୍ଲୀ, ୨୩ା୩: ଦେଶରେ କରୋନାର ପ୍ରକୋପ ଥମିବାର ନାଁ ନେଉ ନାହିଁ । ଏହି ରୋଗରେ ଏ ପର୍ଯ୍ୟନ୍ତ ୪୧୫ ଜଣ ସଂକ୍ରମିତ ହୋଇ ସାରିଲେଣି । ସୋମବାର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୧ରୁ ବୃଦ୍ଧି ଘଟି ୪୧୫ରେ ପହଞ୍ଚିଛି । ଏହି



ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବ୍ୟାଙ୍କ

Anupambharat News Bureau | ଓଡ଼ିଶା | | 1050 | Read...

ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର: ଓଡ଼ିଶାର ବ୍ୟାଙ୍କ୍‌ ଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁ ଜିଲ୍ଲା ଏବଂ ସହରାଞ୍ଚଳଗୁଡ଼ିକରେ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି ସେଠାରେ ବ୍ୟାଙ୍କଗୁଡ଼ିକ ସକାଳ ୧୦



ଆଜିଠୁ ଗଡ଼ିବନି ବସ୍‌

Anupambharat News Bureau | ଓଡ଼ିଶା | | 1049 | Read...

ଆଜିଠୁ ଗଡ଼ିବନି ବସ୍‌

ଭୁବନେଶ୍ୱର, ୨୩ା୩(ଅନୁପମମିଡ଼ିଆ): କରୋନାକୁ ପ୍ରତିହତ କରିବାକୁ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରତିଦିନ ନୂଆ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଏହିକ୍ରମରେ ରାଜ୍ୟରେ ଆସନ୍ତାକାଲିଠାରୁ ବସ୍‌ ଚଳାଚଳକୁ ବନ୍ଦ ଘୋଷଣା କରାଯାଇଛି ।



କରୋନା ସଂକ୍ରମଣ ମୁକାବିଲା ପାଇଁ ଏସସିବିରେ ଆରଡିସିଙ୍କ ଦୃଢ ପଦକ୍ଷେପ

Anupambharat News Bureau | ଓଡ଼ିଶା | | 1048 | Read...

କରୋନା ସଂକ୍ରମଣ ମୁକାବିଲା ପାଇଁ ଏସସିବିରେ ଆରଡିସିଙ୍କ ଦୃଢ ପଦକ୍ଷେପ

କଟକ,୨୩ା୩(ଅନୁପମ ମିଡିଆ): କରୋନା ସଂକ୍ରମଣ ମୁକାବିଲା ପାଇଁ ଆଜି ପୂର୍ବାହ୍ନରେ କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନିଲ କୁମାର ସାମଲ ଏସ.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲ ପରିଦର୍ଶନ କରି ସନ୍ଦିଗ› କରୋନା ଭୁତାଣୁ ଆକ୍ରାନ୍ତ



ସାମାଜିକ ଦୂରତା ନ ମାନିଲେ ଏପ୍ରିଲ ବେଳକୁ ଇଟାଲୀ-ଇରାନ୍‌ ପାଲଟିବ ଭାରତ

Anupambharat News Bureau | ଦେଶ | | 1047 | Read...

ସାମାଜିକ ଦୂରତା ନ ମାନିଲେ ଏପ୍ରିଲ ବେଳକୁ  ଇଟାଲୀ-ଇରାନ୍‌ ପାଲଟିବ ଭାରତ

ମୁମ୍ବାଇ: କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଯେଉଁ ହାରରେ କାୟା ବିସ୍ତାର କରୁଛି ଭାରତ କିଛି ମାସ ମଧ୍ୟରେ ପ୍ରମୁଖ ବିପର୍ଯ୍ୟୟ ସାମ୍ନା କରିବ ବୋଲି ଚେତାଇ ଦେଇଛନ୍ତି ଜଣେ ମାଇକ୍ରୋବାୟୋଲୋଜିଷ୍ଟ । ସେ କହିଛନ୍ତି, ‘ଜନତା କର



ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ଟପିଲା

Anupambharat News Bureau | ବିଦେଶ | | 1046 | Read...

ଇଟାଲୀରେ କରୋନା ମୃତ୍ୟୁସଂଖ୍ୟା ୫ ହଜାର ଟପିଲା

ରୋମ: ମହାମାରୀ କରୋନା ଭାଇରସ ଇଟାଲୀରେ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ଦିନକୁ ଦିନ ଏଠାରେ ମୃତ୍ୟୁସଂଖ୍ୟା ବିବାରେ ଲାଗିଛି । ଉତ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ଇଟାଲୀ ବିଶ୍ୱର ୨ ନମ୍ବର ରାଷ୍ଟ୍ର । ହେଲେ କରୋନାର ମୁକାବି



ଭାରତରେ କରୋନାକୁ ବିପର୍ଯ୍ୟୟ ଘୋଷଣା

Anupambharat News Bureau | ଦେଶ | | 1045 | Read...

ଭାରତରେ କରୋନାକୁ ବିପର୍ଯ୍ୟୟ ଘୋଷଣା

ନୂଆଦିଲ୍ଲୀ,୧୪ା୩ (ଅନୁପମ ମିଡିଆ): ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲଥିବା ବେଳେ କେନ୍ଦ୍ର ସରକାର ଏହାକୁ ଏକ ଅନୁସୂଚୀତ ବିପର୍ଯ୍ୟୟ ଘୋଷଣା କରିଛନ୍ତି । ଏହାଫଳରେ କରୋନା ପୀଡ଼ିତଙ୍କ ପାଇଁ ରାଜ୍ୟ ବିପର୍ଯ୍ୟୟ



କମ ପିଲା ଥିବା ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ, ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ

Anupambharat News Bureau | ଓଡ଼ିଶା | | 1044 | Read...

କମ ପିଲା ଥିବା ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିକୁ ବିରୋଧ,  ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ଚେତାବନୀ

ଭୁବନେଶ୍ୱର,୧୪ା୩ (ଅନୁପମ ମିଡିଆ): ଓଡ଼ିଶା ସରକାର ଛାତ୍ରଛାତ୍ରୀ କମ୍‌ ଆଳ ଦେଖାଇ ୧୪୩୭୯ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିବା ନିଷ୍ପତ୍ତିକୁ ନୂତନ ପେନସନ ଯୋଜନାଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘ ତୀବ୍ର ବିରୋଧ କରିଛି । ସ



ମହାକାଳପଡାରେ ପ୍ରତିଷ୍ଠା ହେବ ନଦୀଭିତ୍ତିକ ବନ୍ଦର

Anupambharat News Bureau | ଓଡ଼ିଶା | | 1043 | Read...

ମହାକାଳପଡାରେ ପ୍ରତିଷ୍ଠା ହେବ ନଦୀଭିତ୍ତିକ ବନ୍ଦର

ଭୁବନେଶ୍ୱର,୧୪ା୩ (ଅନୁପମ ମିଡିଆ): ପାରାଦ୍ୱୀପ ବନ୍ଦର ଟ୍ରଷ୍ଟ ଦ୍ୱାରା ମହାନଦୀର ବାମପାଶ୍ୱର୍ରେ ନଦୀଭତ୍ତିକ ବନ୍ଦର ପ୍ରତିଷ୍ଠା କରିବାପାଇଁ କେନ୍ଦ୍ର ସରକାରଙ୍କ ଯାହାଜ ଚଳାଚଳ ମନ୍ତ୍ରଣାଳୟ ଦେଇଥିବା ପ୍ରସ୍ତାବକୁ ରାଜ୍ୟ ସ



ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦିଆଯାଉ : ନବୀନ

Anupambharat News Bureau | ଓଡ଼ିଶା | | 1042 | Read...

ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ ମାନ୍ୟତା ଦିଆଯାଉ : ନବୀନ

ଭୁବନେଶ୍ୱର, ୨୮ ।୨(ଅନୁପମ ମିଡିଆ): ଓଡିଶାକୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ ଭାବେ ମାନ୍ୟତା ଦେବା ସହ ପୂର୍ବାଞ୍ଚଳ ରାଜ୍ୟର ଭିତ୍ତିଭୂମିର ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ



ଭୁବନେଶ୍ୱରରେ ଶାହା ‘ସିଏଏ’ ନାଗରିକତା ଦେବ, ନେବନି

Anupambharat News Bureau | ଓଡ଼ିଶା | | 1041 | Read...

ଭୁବନେଶ୍ୱରରେ ଶାହା   ‘ସିଏଏ’ ନାଗରିକତା ଦେବ, ନେବନି

ଭୁବନେଶ୍ୱର, ୨୮ ।୨(ଅନୁପମ ମିଡିଆ): ନାଗରିକତା ସଂଶୋଧନ ଆଇନ(ସିଏଏ)ର କେଉଁ ଧାରାରେ ନାଗରିକତା ସମାପ୍ତ କରିବାର ବ୍ୟବସ୍ଥା ରହିଛି ତାହା ଜଣାନ୍ତୁ ବୋଲି ବିରୋଧୀ ଦଳକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଶୁକ



ହୋମଗାର୍ଡ଼ଙ୍କୁ ଦୈନିକ ପାଞ୍ଚ ଶହ ଦେବାକୁ ନିର୍ଦ୍ଦେଶ

Anupambharat News Bureau | ଓଡ଼ିଶା | | 1040 | Read...

ହୋମଗାର୍ଡ଼ଙ୍କୁ ଦୈନିକ ପାଞ୍ଚ ଶହ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୮ ।୨(ଅନୁପମ ମିଡିଆ): ହୋମଗାର୍ଡ଼ ପାଇଁ ଖୁସି ଖବର । ଜାନୁଆରୀ ୧ ତାରିଖ ଠାରୁ ବର୍ଦ୍ଧିତ ଦରମା ଦେବାପାଇଁ ହାଇକୋର୍ଟ ଆଜି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ତାରିଖ ଠାରୁ ଦୈନିକ ୫ ଶହ ଟଙ୍କା ଦେବାପାଇ



ସିଏଏ୍‌ ନିଆଁ, ନେଲାଣି ୨୭ ମୁଣ୍ଡ

Anupambharat News Bureau | ଦେଶ | | 1039 | Read...

ସିଏଏ୍‌ ନିଆଁ, ନେଲାଣି ୨୭ ମୁଣ୍ଡ

ନୂଆଦିଲ୍ଲୀ,୨୬ା୨: ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀରେ ଲାଗିଥିବା ନିଆଁ ଥମିବାର ନା ଧରୁନି । ଅନ୍ୟପକ୍ଷେ ଗତ ରବିବାରଠାରୁ ଆରମ୍ଭ ଏହି ହିଂସା ୨୭ଜଣଙ୍କ ମୁଣ୍ଡ ନେଇଛି । ଏଥିରେ ଦୁଇ ଶହ ଆହତ ହୋଇଥିବା ଜଣାପଡ଼ିଛି ।



ପାରିବାରିକ କଳହର ବିଭତ୍ସରୂପ, ସ୍ତ୍ରୀ ଓ ଝିଅକୁ ମାରି ସ୍ୱାମୀର ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 1038 | Read...

ପାରିବାରିକ କଳହର ବିଭତ୍ସରୂପ,  ସ୍ତ୍ରୀ ଓ ଝିଅକୁ ମାରି ସ୍ୱାମୀର ଆତ୍ମହତ୍ୟା

ଛତ୍ରପୁର,୨୬ା୨(ଅନୁପମ ମିଡ଼ିଆ): ବନ୍ଦ ଘରୁ ମିଳିଛି ତିନି ଶବ । ପାରିବାରିକ କଳହ କେତେ ଭୟଙ୍କର ତାହା ଛତ୍ରପୁର ଥାନା ସ୍ଥିତ ପାଲିଆ ଛତ୍ରପୁରର ମଝି ସାହିରେ ଦେଖିବାକୁ ମିଳିଛି । ପତ୍ନୀ ଏବଂ ଝିଅକୁ ହତ୍ୟା ପରେ ନିଜେ ଗୃହକର୍ତ୍ତା



ନବୀନ ପୁଣି ସଭାପତି, ‘ବିଜେଡି ନିର୍ବାଚନ ଜିତିବାକୁ ନୁହେଁ, ହୃଦୟ ଜିଣିବାକୁ ଲଢ଼େ’

Anupambharat News Bureau | ଓଡ଼ିଶା | | 1037 | Read...

ନବୀନ ପୁଣି ସଭାପତି, ‘ବିଜେଡି ନିର୍ବାଚନ ଜିତିବାକୁ ନୁହେଁ, ହୃଦୟ ଜିଣିବାକୁ ଲଢ଼େ’

ଭୁବନେଶ୍ୱର, ୨୬ ।୨(ଅନୁପମ ମିଡିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତାର ଅଷ୍ଟମ ଥର ପାଇଁ ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟ ପରିଷଦର ବୈଠକରେ ରିଟର୍ଣ୍ଣିଂ ଅଫିସର



ସିଏଏ ବିରୋଧରେ ହିଂସା ଜାର,ି ବିକ୍ଷୋଭକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ନିର୍ଦ୍ଦେଶ

Anupambharat News Bureau | ଦେଶ | | 1036 | Read...

ସିଏଏ ବିରୋଧରେ ହିଂସା ଜାର,ି ବିକ୍ଷୋଭକାରୀଙ୍କୁ ଦେଖିଲା ମାତ୍ରେ ଗୁଳି ନିର୍ଦ୍ଦେଶ

ନୂଆଦିଲ୍ଲୀ, ୨୫ା୨: ଦିଲ୍ଲୀର ଉତ୍ତରପୂର୍ବ ଅଞ୍ଚଳରେ ସିଏଏ୍‌କୁ ନେଇ ହିଂସା ମଙ୍ଗଳବାର ମଧ୍ୟ ଜାରି ରହିଛି । ବିକ୍ଷୋଭକାରୀମାନେ ଆଜି ମଧ୍ୟ ବ୍ୟାପକ ପୋଡ଼ାଜଳା କରିଛନ୍ତି । ଅନ୍ୟପକ୍ଷେ ହିଂସାରେ ମୃତୁ୍ୟ ସଂଖ୍ୟା ୧୩ ଛୁଇଁଛି ।



ଫେରିଗଲେ ଟ୍ରମ୍ପ

Anupambharat News Bureau | ଦେଶ | | 1035 | Read...

ଫେରିଗଲେ ଟ୍ରମ୍ପ

ଆଦିଲ୍ଲୀ, ୨୫ା୨: ଆମେରିକାର ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ୍‌ ଦୁଇ ଦିନିଆ ଭାରତ ଗସ୍ତ ଶେଷ କରି ଫେରିଛନ୍ତି । ଟ୍ରମ୍ପ ନିଜ ପରିବାର ଏବଂ ପ୍ରତିନିଧିଙ୍କ ସହ ରାଷ୍ଟ୍ରପତି ଭବନରେ ରାତ୍ରି ଭୋଜନ କରିବା ପରେ ସେ ଆସିଥିବା ସ୍ୱତନ



୩୧ ମାର୍ଚ୍ଚ ଯାଏଁ ଧାନକିଣା ହେବ ବାଚସ୍ପତିଙ୍କ ଘୋଷଣା ପରେ ଗୃହ ସ୍ୱାଭାବିକ

Anupambharat News Bureau | ଓଡ଼ିଶା | | 1034 | Read...

୩୧ ମାର୍ଚ୍ଚ ଯାଏଁ ଧାନକିଣା ହେବ ବାଚସ୍ପତିଙ୍କ ଘୋଷଣା ପରେ ଗୃହ ସ୍ୱାଭାବିକ

ଭୁବନେଶ୍ୱର, ୨୫ ।୨(ଅନୁପମ ମିଡିଆ): ଚଳିତ ବିଧାନସଭାର ଆଜି ଦ୍ୱିତୀୟ ଦିନ ପାଇଁ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଧାନ କିଣାକୁ ନେଇ ହଟ୍ଟଗୋଳ କରିବାରୁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଏହାକୁ ଏଡାଇବାକୁ ଯାଇ ବାଚସ୍ପତି ସ



ଅଦିନିଆ ବର୍ଷାରେ ସାରା ରାଜ୍ୟ ବେହାଲ୍‌

Anupambharat News Bureau | ଓଡ଼ିଶା | | 1033 | Read...

ଅଦିନିଆ ବର୍ଷାରେ ସାରା ରାଜ୍ୟ ବେହାଲ୍‌

ଭୁବନେଶ୍ୱର,୨୫ ।୨ । (ଅନୁପମ ମିଡିଆ): ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଫୁଲବାଣୀ ଓ ସୋନପୁରରେ ଝଡ ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି । ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କ



ସରପଞ୍ଚଙ୍କ ଘର ଆଗରେ ବୋମାମାଡ଼

Anupambharat News Bureau | ଓଡ଼ିଶା | | 1032 | Read...

 ସରପଞ୍ଚଙ୍କ ଘର ଆଗରେ ବୋମାମାଡ଼

କୁକୁଡ଼ାଖଣ୍ଡି,୨୫ା୨ (ଅନୁପମ ମିଡ଼ିଆ): ସଦର ଥାନା ସ୍ଥିତ ହୁଗୁଳାପଟା ସରପଞ୍ଚ ପ୍ରଦୀପ କୁମାର ମଲଣାଙ୍କ ଘର ଆଗରେ ବୋମା ମାଡ଼ ଏବଂ ହତ୍ୟା ଧମକ ନେଇ ଅଭିଯୋଗ ପରେ ପୋଲିସ ଖୋଳତାଡ଼ ଆରମ୍ଭ କରିଛି । ତେବେ ଘଟଣାର ୨୪ ଘଣ୍ଟା ଅତିକ୍ରାନ୍ତ ହ



ରାଜ୍ୟସଭା ରେସ : ରାଜନୀତି ସରଗରମ

Anupambharat News Bureau | ଓଡ଼ିଶା | | 1031 | Read...

ରାଜ୍ୟସଭା ରେସ : ରାଜନୀତି ସରଗରମ

ଭୁବନେଶ୍ୱର,୨୫ା୨(ଅନୁପମମିଡ଼ିଆ): ରାଜ୍ୟସଭା ନିର୍ବାଚନ ତାରିଖ ଘୋଷଣା ପରେ ଓଡ଼ିଶାର ଚାରି ଆସନକୁ ନେଇ ରଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ପ୍ରକାଶଥାଉକି ଲୋକସଭା ସାଂସଦ ହେବା ପରେ ଅନୁଭବ ମହାନ୍ତିଙ୍କ ରାଜ୍ୟସଭା ଆସନ ଖାଲ



ଆଜି ମହାଶିବରାତ୍ରୀ, ରାତି ୧୦ ଟାରେ ମହାଦ୍ୱୀପ ଉଠିବା ନେଇ ନୀତି ନର୍ଘଣ୍ଟ

Anupambharat News Bureau | ଓଡ଼ିଶା | | 1030 | Read...

ଆଜି ମହାଶିବରାତ୍ରୀ,   ରାତି ୧୦ ଟାରେ ମହାଦ୍ୱୀପ ଉଠିବା ନେଇ ନୀତି ନର୍ଘଣ୍ଟ

ଭୁବନେଶ୍ୱର, ୨୦ ।୨ ।(ଅନୁପମ ମିଡିଆ): ଶୁକ୍ରବାର ଦିନ ମହା ଶିବରାତ୍ରୀ ଉତ୍ସବ ପାଳନ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ରାତି ୧୦ ଟାରେ ମହାଦ୍ୱୀପ ଉଠିବା ନେଇ ନୀତି ନିର୍ଘଂଟ ହୋ



ପଟିଆ ବିଗ୍‌ ବଜାରକୁ ସିଲ୍‌ କଲା ବିଏମସି

Anupambharat News Bureau | ଓଡ଼ିଶା | | 1029 | Read...

ପଟିଆ ବିଗ୍‌ ବଜାରକୁ ସିଲ୍‌ କଲା ବିଏମସି

ଭୁବନେଶ୍ୱର,୨୦ ।୨ (ଅନୁପମ ମିଡିଆ): ଭୁବନେଶ୍ୱର ପଟିଆ ସ୍ଥିତ ବିଗ ବଜାର ମଲକୁ ସିଲ୍‌ ହୋଇଛି । ଗୁରୁବାର ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମିଶନର ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ସପିଙ୍ଗ ମଲକୁ ସିଲ୍‌ କରାଯାଇଛ



ମାଟି୍ରକ୍‌ ପରୀକ୍ଷା ପ୍ରସଙ୍ଗ ଭଙ୍ଗାଯାଉଛି ସିସିଟିଭି

Anupambharat News Bureau | ଓଡ଼ିଶା | | 1028 | Read...

ମାଟି୍ରକ୍‌ ପରୀକ୍ଷା ପ୍ରସଙ୍ଗ ଭଙ୍ଗାଯାଉଛି ସିସିଟିଭି

କଟକ/ଭୁବନେଶ୍ୱର,୨୦ ।୨ । (ଅନୁପମ ମିଡିଆ): ମାଟ୍ରିକ ପରୀକ୍ଷା ସମୟରେ ଲାଗିଥିବା ସିସିଟିିଭି କ୍ୟାମେରାକୁ ଜାଣିଶୁଣି ଭଙ୍ଗାଯାଉଛି । ଆଗାମୀ ଦିନରେ ଅନ୍ୟ ପରୀକ୍ଷା କେନ୍ଦ୍ରରେ ଲାଗିଥିବା ସିସିଟିଭିକୁ ନଷ୍ଟ କରାଯିବାର ଆଶଙ୍କ



ଟ୍ରକ-ବସ୍‌ ମୁହାଁମୁହିଁ ଧMା, ୨୦ ମୃତ

Anupambharat News Bureau | ଦେଶ | | 1027 | Read...

ଟ୍ରକ-ବସ୍‌ ମୁହାଁମୁହିଁ ଧMା, ୨୦ ମୃତ

ଚେନ୍ନାଇ, ୨୦ା୨: ତାମିଲନାଡୁର ତିରୁପୁପୁର ନଗରୀ ନିକଟସ୍ଥସ୍‌ ଅବିନାସୀ ଠାରେ ଗୁରୁବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଅତିକମ୍‌ରେ ୨୦ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୨୩ରୁ ଊର୍ଦ୍ଧ୍ୱ ବସ୍‌ଯାତ୍ରୀ ଗୁରୁତର ଆହତ ହୋ



ଶେଷରେ ପ୍ରାଣ ହରାଇଲେ ମିନାକ୍ଷୀ

Anupambharat News Bureau | ଓଡ଼ିଶା | | 1026 | Read...

ଶେଷରେ ପ୍ରାଣ ହରାଇଲେ ମିନାକ୍ଷୀ

ବ୍ରହ୍ମପୁର,୨୦ ।୨(ଅନୁପମ ମିଡ଼ିଆ): ନିଜ ପୁଅ ବିରୁଦ୍ଧରେ ଆଗତ ମାମଲାକୁ ମିଥ୍ୟା ବୋଲି ଅଭିଯୋଗ କରି ନ୍ୟାୟ ପାଇଁ ଲଢ଼େଇ କରି ଗତ କିଛିଦିନ ତଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେଡ଼ି ନେତ୍ରୀ ମିନାକ୍ଷୀ ମିଶ୍ର ଆଜି ଶେଷ ନିଶ୍ୱାସ ତ



ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ !

Anupambharat News Bureau | ଓଡ଼ିଶା | | 1025 | Read...

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ !

କଟକ, ୧୯ା୨(ଅନୁପମମିଡ଼ିଆ): ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବୁଧବାର ଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନପ୍ରଥମ ଭାଷାରେ ଅସାଧୁ ଉପାୟ ଅବଲମ୍ବନକରି ୬୯ ଜଣ ଛାତ୍ରଛାତ୍ରୀ ଧରାପଡିଛନ୍ତି । ସେମାନଙ୍କ ମଧ୍ୟରେ ଏଚଏସସିର ୪୪, ରାଜ



ଅଟୋରୁ ଖସି ଶିଶୁମନ୍ଦିର ଶିଶୁ ମୃତ

Anupambharat News Bureau | ଓଡ଼ିଶା | | 1024 | Read...

ଅଟୋରୁ ଖସି ଶିଶୁମନ୍ଦିର ଶିଶୁ ମୃତ

ଦିଗପହଣ୍ଡି,୧୯ା୨(ଅନୁପମ ମିଡ଼ିଆ): ଦିଗପହଣ୍ଡି - ପୋଡାମାରୀ ଜାତୀୟ ରାଜପଥର ଉପରବସା ନିକଟରେ ବୁଧବାର ସକାଳ ୧୦ ଘଣ୍ଟା ସମୟରେ ଅଞ୍ଚଳ କଲୋନୀ ସରସ୍ୱତୀ ଶିଶୁ ମନ୍ଦିରର ଶିଶୁଙ୍କୁ ନେଇ ଆସୁଥିବା ଏକ ଅଟୋରୁ ଖସି ପଡିବା ଫଳରେ ଜଣେ ଚା



ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ, ବିଜେଡ଼ିର ବାଜିମାତ, ବିଜେପି-କଂଗ୍ରେସର କ୍ରସ ଭୋଟିଂ

Anupambharat News Bureau | ଓଡ଼ିଶା | | 1023 | Read...

 ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ଉପନିର୍ବାଚନ,  ବିଜେଡ଼ିର ବାଜିମାତ,  ବିଜେପି-କଂଗ୍ରେସର କ୍ରସ ଭୋଟିଂ

ରାୟଗଡ଼ା,୧୯ା୨ (ଅନୁପମ ମିଡିଆ): ରାୟଗଡ଼ା ଜିଲ୍ଲାପରିଷଦ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେଡ଼ିର ବାଜିମାତ । ଉପାଧ୍ୟକ୍ଷ ପଦବୀ ହାତେଇବା ପାଇଁ ଦଳ ପାଖରେ ଆବଶ୍ୟକ ସଂଖ୍ୟା ନଥିଲେ ସୁଦ୍ଧା ବିଜେପି ଏବଂ କଂଗ୍ରେସ ସଦସ୍ୟଙ୍କ କ୍ରସ ଭୋଟି



ଦୋକାନୀଙ୍କୁ ହତ୍ୟା

Anupambharat News Bureau | ଓଡ଼ିଶା | | 1022 | Read...

ଦୋକାନୀଙ୍କୁ ହତ୍ୟା

କଟକ,୧୯ା୨(ଅନୁପମ ମିଡ଼ିଆ): ଜଗତପୁର ଅଞ୍ଚଳ ଅପରାଧୀଙ୍କ ଅମରାବତୀ ପାଲଟିଛି । ଲୁଟପାଟ୍‌ ସହିତ ଦିନଦ୍ୱିିପହରରେ ହତ୍ୟାକାଣ୍ଡ ଘଟାଇବାକୁ ପଛାଉନାହାନ୍ତି ଅପରାଧୀ । ଜଗତପୁର ଅଞ୍ଚଳରେ ଆଜି ଭୋରୁ ଭୋରୁ ଘଟିଛି ଏକ ହତ୍ୟାକାଣ୍ଡ ।



ଅଭିବୃଦ୍ଧି ହାର କମିଲା, ବାତ୍ୟା, କୃଷି ଉପିାଦନ ଏବଂ ଖଣି ରାଜସ୍ୱ ହ ୍ରାସକୁ ଦାୟୀ

Anupambharat News Bureau | ଓଡ଼ିଶା | | 1021 | Read...

ଅଭିବୃଦ୍ଧି ହାର କମିଲା, ବାତ୍ୟା, କୃଷି ଉପିାଦନ ଏବଂ ଖଣି ରାଜସ୍ୱ ହ ୍ରାସକୁ ଦାୟୀ

ଭୁବନେଶ୍ୱର, ୧୭ ।୨(ଅନୁପମ ମିଡିଆ): ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି କୁହାଯାଉଥିବା ବେଳେ ବାସ୍ତବରେ ତାହା ସମ୍ଭବ ହୋଇନାହିଁ । ଅଭିବୃଦ୍ଧି ହାର ହ୍ରାସ ପାଇଛି । ଗତ ୨୦୧୮-୨୦ ବର୍ଷରେ ତାହା ୬.



ବଢୁଛି ତାପମାତ୍ରା

Anupambharat News Bureau | ଦେଶ | | 1020 | Read...

ବଢୁଛି ତାପମାତ୍ରା

ଭୁବନେଶ୍ୱର, ୧୭ ।୨(ଅନୁପମ ମିଡିଆ): ରାଜ୍ୟରୁ ଶୀତ ଉଭାନ ହେବାରେ ଲାଗିଛି । ମାନ ତାପମାତ୍ରା ବଢିବାରେ ଲାଗିଛି । ପ୍ରତିଦିନ ପ୍ରାୟ ୧ ରୁ ୨ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଉଛି । ଆଗାମୀ ୨୦ ତାରିଖ ବେଳକୁ ରାଜ୍ୟରେ ଦିନର ତାପମାତ୍



ମାର୍ଚ୍ଚ ୩ରେ ଚାରି ଦୋଷୀଙ୍କୁ ଫାଶୀ

Anupambharat News Bureau | ଦେଶ | | 1019 | Read...

ମାର୍ଚ୍ଚ ୩ରେ ଚାରି ଦୋଷୀଙ୍କୁ ଫାଶୀ

ନୂଆଦିଲ୍ଲୀ,୧୭ା୨: ନିର୍ଭୟା ଗଣବଳାତ୍କାର ମାମଲାର ଚାରି ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ନୂଆ ଡେଥ୍‌ ୱାରେଣ୍ଟ ଜାରି କରାଯାଇଛି । ଏହି ଡେଥ୍‌ ୱାରେଣ୍ଟ ଅନୁଯାୟୀ ମାର୍ଚ୍ଚ ୩ ସକାଳ ୬ଟାରେ ମାମଲାର ଚାରି ଦୋଷୀଙ୍କୁ ଫାଶୀ



ପଛୁଆବର୍ଗ କମିଶନ ବିଲ୍‌ ପାରିତ, ଐତିହାସିକ ନିଷ୍ପତ୍ତି : ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 1018 | Read...

  ପଛୁଆବର୍ଗ କମିଶନ ବିଲ୍‌ ପାରିତ,  ଐତିହାସିକ ନିଷ୍ପତ୍ତି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୭ ।୨(ଅନୁପମ ମିଡିଆ): ଓଡିଶା ବିଧାନସଭାରେ ଓଡ଼ିଶା ରାଜ୍ୟ ପଛୁଆବର୍ଗ କମିଶନ(ସଂଶୋଧନ) ବିଲ୍‌-୨୦୨୦ ସୋମବାର ପାରିତ ହୋଇଛି । ରାଜ୍ୟରେ ପଛୁଆ ବର୍ଗ ଲୋକଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ବିଷୟରେ ସର୍ଭେ ହେବ । ଏ ନ



ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ, ତିନି ଯୁବନେତା ଗୁରୁତର

Anupambharat News Bureau | ଓଡ଼ିଶା | | 1017 | Read...

ପୁରୀ କଂଗ୍ରେସ ଭବନରେ ଗଣ୍ଡଗୋଳ, ତିନି ଯୁବନେତା ଗୁରୁତର

ପୁରୀ,୧୭ା୨(ଅନୁପମମିଡ଼ିଆ): ପୁରୀ କଂଗ୍ରେସ ଭବନରେ ସୋମବାର ଜିଲ୍ଲାସ୍ତରୀୟ କର୍ମଶାଳା ଚାଲିଥିବା ବେଳେ ଗଣ୍ଡଗୋଳରେ ତିନି ଯୁବନେତା ସ୍ୱପ୍ନଜିତ ରାୟ, ଆଲୋକ ଦାସ ଓ ଆଶୁତୋଷ ମିଶ୍ର ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ସେମାନ



ଗୃହରେ ଆବାସ ଯୋଜନା ଝଡ଼, ବିଜେଡ଼ି-ବିଜେପି ମୁହାଁମୁହିଁ

Anupambharat News Bureau | ଓଡ଼ିଶା | | 1016 | Read...

 ଗୃହରେ ଆବାସ ଯୋଜନା ଝଡ଼,   ବିଜେଡ଼ି-ବିଜେପି ମୁହାଁମୁହିଁ

ଭୁବନେଶ୍ୱର, ୧୭ ।୨(ଅନୁପମ ମିଡିଆ): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପMା ଘର ଯୋଜନାରେ ୱାର୍କ ଅର୍ଡର ଦିଆଯିବା ବେଳେ ବିଜୁ ବାବୁଙ୍କ ଲୋଗୋ ରହିବାକୁ ନେଇ ସୋମବାର ବିଧାନସଭାରେ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି । ଶୂ



ଚଳିତ ବର୍ଷ ଗ୍ରୀଷ୍ମ ହେବ ଅସହ୍ୟ

Anupambharat News Bureau | ଓଡ଼ିଶା | | 1015 | Read...

ଚଳିତ ବର୍ଷ ଗ୍ରୀଷ୍ମ ହେବ ଅସହ୍ୟ

ଭୁବନେଶ୍ୱର,୧୫ ।୨(ଅନୁପମ ମିଡିଆ): ମାଡ଼ିଆସୁଛି ଖରା । ଦିନର ତାପମାତ୍ରାରେ ହଠାତ୍‌ ବୃଦ୍ଧି ଘଟିଛି । ଶନିବାର ରାଜଧାନୀ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ଅନୁଗୋଳ, ଝାରସୁଗୁଡା ସମେତ ଅନେକ ସହରରେ ଟାଣ ଖରା ଅନୁଭୂତ ହୋଇ



ବାଙ୍କିରେ ଡବଲ ମର୍ଡର

Anupambharat News Bureau | ଓଡ଼ିଶା | | 1014 | Read...

ବାଙ୍କିରେ ଡବଲ ମର୍ଡର

କଟକ, ୧୫ା୨(ଅନୁପମମିଡ଼ିଆ): ରାଜନୈତିକ ବିବାଦ ଦିନକୁ ଦିନ ବଢିଚାଲିଥିବା ବେଳେ ନେତାମାନେ ନୀତି ଆଦର୍ଶକୁ ବଳି ଦେଉଛନ୍ତି । ରାଜନୈତିକ ହିଂସାରୁ ଗଡୁଛି ମୁଣ୍ଡ । ବାଙ୍କି ନୂଆଗାଁ ମହିଳା ସରପଞ୍ଚ ପ୍ରମିଳା ସ୍ୱାଇଁଙ୍କ ସ୍ୱାମୀ ଭ



ବିଜେପି ସମର୍ଥକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ

Anupambharat News Bureau | ଓଡ଼ିଶା | | 1013 | Read...

ବିଜେପି ସମର୍ଥକଙ୍କୁ ଖଣ୍ଡାରେ ହାଣି ହତ୍ୟା ଉଦ୍ୟମ

ଦିଗପହଣ୍ଡି,୧୫ା୨(ଅନୁପମମିଡ଼ିଆ):ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କରପଡାରେ ଗତ କିଛି ଦିନର ବ୍ୟବଧାନରେ ପୁଣି ଥରେ ବିଜେପି ଏବଂ ବିଜେଡି ସମର୍ଥକଙ୍କ ମଧ୍ୟରେ ରାଜନୈତିକ ସଂଘର୍ଷ ଘଟିଛି । ଶନିବାର ଅପରାହ୍ନରେ ବିଜେପି ସମର୍ଥକ ରାମ



ମାଟ୍ରିକ୍‌ ପରୀକ୍ଷା ପରୀକ୍ଷା ହଲ୍‌କୁ ମୋବାଇଲ୍‌ ମନା

Anupambharat News Bureau | ଓଡ଼ିଶା | | 1012 | Read...

ମାଟ୍ରିକ୍‌ ପରୀକ୍ଷା ପରୀକ୍ଷା ହଲ୍‌କୁ ମୋବାଇଲ୍‌ ମନା

ଭୁବନେଶ୍ୱର, ୧୫ ।୧(ଅନୁପମ ମିଡିଆ): ଚଳିତ ବର୍ଷ ମାଟ୍ରିକ୍‌ ପରୀକ୍ଷାକୁ ପୂର୍ଣ୍ଣ ଶୃଙ୍ଖଳିତ କରିବା ନିମନ୍ତେ ବ୍ୟାପକ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି । ଏଥି ନିମନ୍ତେ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ରାଜ୍ୟ ଲୋକସ



ସାଏଙ୍କ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ ଅଜଣା ସ୍ଥାନରେ କରୁଛି ପଚରା ଉଚୁରା

Anupambharat News Bureau | ଓଡ଼ିଶା | | 1011 | Read...

ସାଏଙ୍କ ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ ଅଜଣା ସ୍ଥାନରେ କରୁଛି ପଚରା ଉଚୁରା

ଭୁବନେଶ୍ୱର, ୧୫ ।୧(ଅନୁପମ ମିଡିଆ): ଛତିଶଗଡ ପୋଲିସ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ମା- ଝିଅ ହତ୍ୟା ମାମଲାରେ ସାମିଲ ରହିଥିବା ଅଭିଯୋଗରେ ଗିରଫ କରିବା ପରେ ଏହି ମାମଲାରେ ତାଙ୍କର ଡ୍ରାଇଭର ବର୍ଦ୍ଧନ ଟେªାଙ୍କୁ ଶୁକ୍ରବାର ବି



ଆଜି କେଜିରୱାଲ୍‌ଙ୍କ ଶପଥ

Anupambharat News Bureau | ଦେଶ | | 1010 | Read...

ଆଜି କେଜିରୱାଲ୍‌ଙ୍କ ଶପଥ

ନୂଆଦିଲ୍ଲୀ, ୧୫ା୨: ରାଷ୍ଟ୍ରୀୟ ରାଜଧାନୀ ନଗରୀ ନୂଆଦିଲ୍ଲୀ ଆଜି ଉତ୍ସବମୁଖରିତ ହୋଇଛି । ଦିଲ୍ଲୀ ବିଧାନସଭା ପାଇଁ ସଂଖ୍ୟା ଗରିଷ୍ଠତା ହାସଲ କରି ବିଜୟ ଲାଭ କରିଥିବା ଆମଆଦ୍‌ମୀପାର୍ଟି (ଆପ୍‌)ର ନେତା ଅରବିନ୍ଦ କେଜରିୱାଲ୍&zwn



ଡବଲ ମର୍ଡ଼ର ଖୁଲାସା ପତ୍ନୀ ମାନ୍ୟତା ମାଗିବାରୁ ହତ୍ୟା

Anupambharat News Bureau | ଓଡ଼ିଶା | | 1009 | Read...

ଡବଲ ମର୍ଡ଼ର ଖୁଲାସା  ପତ୍ନୀ ମାନ୍ୟତା ମାଗିବାରୁ ହତ୍ୟା

ଭୁବନେଶ୍ୱର, ୧୪ ।୨(ଅନୁପମ ମିଡିଆ): ଜେଲ୍‌ ଗଲେ ପୂର୍ବତନ ବିଧାୟକ ଅନୁପ ସାଏ । ଡବଲ ମର୍ଡର ମାମଲାରେ ଗିରଫ ଅନୁପଙ୍କୁ ଛତିଶଗଡ଼ର ରାୟଗଡ଼ସ୍ଥିତ ଜେଏମ୍‌ଏଫସି କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଛି ।



ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

Anupambharat News Bureau | ଓଡ଼ିଶା | | 1008 | Read...

ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି

ଭୁବନେଶ୍ୱର, ୧୪ ।୨(ଅନୁପମ ମିଡିଆ): ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ପ୍ରତିଶତ ବୃଦ୍ଧି କରାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ୨୦୨୦ ଜାନୁଆରୀ ୧ରୁ ପିଛିଲା ଭାବେ ଏହାକୁ ଲାଗ



୧୧ କେଭି ଲାଇନ୍‌ ମରାମତି ନିଯୁକ୍ତି ହେବେ ସେଫଟି ଅଫିସର

Anupambharat News Bureau | ଓଡ଼ିଶା | | 1007 | Read...

୧୧ କେଭି ଲାଇନ୍‌ ମରାମତି   ନିଯୁକ୍ତି ହେବେ ସେଫଟି ଅଫିସର

ଭୁବନେଶ୍ୱର, ୧୪ ।୨(ଅନୁପମ ମିଡିଆ): ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ୧୧ କେଭି ଲାଇନ୍‌କୁ ତୁରନ୍ତ ମରାମତି କରିବା ପାଇଁ ସେଫଟି ଅଫିସର ନିଯୁକ୍ତ କରିବା ପାଇଁ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ନିର୍ଦ୍ଦେଶ ଦେଇଛନ



ଆଜିଠୁ ବିଧାନସଭା ଫ୧୮ରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଫ୩୧ଟି କାର୍ଯ୍ୟ ଦିବସ

Anupambharat News Bureau | ଓଡ଼ିଶା | | 1006 | Read...

ଆଜିଠୁ ବିଧାନସଭା  ଫ୧୮ରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଫ୩୧ଟି କାର୍ଯ୍ୟ ଦିବସ

ଭୁବନେଶ୍ୱର,୧୩ ।୨ ।(ଅନୁପମ ମିଡିଆ): ଶୁକ୍ରବାରଠାରୁ ବିଧାନସଭାର ବଜେଟ୍‌ ଅଧିବେଶନ ଆରମ୍ଭ ହେବ । ୨ ଟି ପର୍ଯ୍ୟାୟରେ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ । ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃ



ମିନାକ୍ଷୀଙ୍କ ଅବସ୍ଥା ସଙ୍କଟାପନ୍ନ

Anupambharat News Bureau | ଓଡ଼ିଶା | | 1005 | Read...

ମିନାକ୍ଷୀଙ୍କ ଅବସ୍ଥା ସଙ୍କଟାପନ୍ନ

ବ୍ରହ୍ମପୁର, ୧୩ା୨ (ଅନୁପମ ମିଡ଼ିଆ): ନିଜ ପୁଅର ଗିରଫଦାରୀକୁ ଅନ୍ୟାୟ ଦାବିକରି ତାଙ୍କୁ ମୁକ୍ତ ପାଇଁ ପୋଲିସ ବରିଷ୍ଠଅଧିକାରୀ, ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ ପରେ ଶେଷରେ ଆତ୍ମହତ୍ୟା ଉଦ୍ୟମ କରିଥିବା ବିଜେଡି ନେତ୍ରୀ ମିନାକ୍ଷୀ



ଅନୁପ ସାଏ ଗିରଫ

Anupambharat News Bureau | ଓଡ଼ିଶା | | 1004 | Read...

ଅନୁପ ସାଏ ଗିରଫ

ଭୁବନେଶ୍ୱର,୧୩ ।୨ (ଅନୁପମ ମିଡିଆ): ଏକ ଡବଲ୍‌ ମର୍ଡର ମାମଲାରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁପ ସାଏଙ୍କୁ ଛତିଶଗଡ଼ର ରାୟଗଡ଼ ପୁଲିସ୍‌ ଗିରଫ କରିଛି । ବୁଧବାର ଦିନ ରାତିରେ ପୁଲିସ୍‌ ତାଙ୍କ ଘରୁ ଛଠାଇ ନେଇଥିଲେ । ପୁ



ଆଜି ଦିଲ୍ଲୀ ଭୋଟ

Anupambharat News Bureau | ଦେଶ | | 1003 | Read...

ଆଜି ଦିଲ୍ଲୀ ଭୋଟ

ନୂଆଦିଲ୍ଲୀ,୭ା୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହ



ଓଡ଼ିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନ କର୍ମଚାରୀଙ୍କ ମୃତୁ୍ୟ ପରେ ପରିବାରର ଜଣଙ୍କୁ ଚାକିରି

Anupambharat News Bureau | ଓଡ଼ିଶା | | 1002 | Read...

ଓଡ଼ିଶା ସିଭିଲ ସର୍ଭିସ ନିୟମରେ ସଂଶୋଧନ  କର୍ମଚାରୀଙ୍କ ମୃତୁ୍ୟ ପରେ ପରିବାରର ଜଣଙ୍କୁ ଚାକିରି

ବନେଶ୍ୱର,୭ ।୨(ଅନୁପମ ମିଡିଆ): ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୨୦୨୦-୨୧ ବର୍ଷର ବଜେଟ ଚିଠା ପ୍ରସ୍ତାବକୁ



ଦୁଇ ଦିନ ବର୍ଷିବ

Anupambharat News Bureau | ଓଡ଼ିଶା | | 1001 | Read...

ଦୁଇ ଦିନ ବର୍ଷିବ

ଭୁବନେଶ୍ୱର,୭ ।୨ (ଅନୁପମ ମିଡିଆ): ଝିପି ଝିପି ବର୍ଷା ସାଙ୍ଗକୁ କୋହଲା ପାଗରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । ଏଭଳି ସ୍ଥିତି ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡୁ୍ୟଟି ଅଫି



ମାଓକ୍ୟାମ୍ପ ଧ୍ୱଂସ ବିପୁଳ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ

Anupambharat News Bureau | ଓଡ଼ିଶା | | 1000 | Read...

ମାଓକ୍ୟାମ୍ପ ଧ୍ୱଂସ  ବିପୁଳ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ ଜବତ

ମାଲକାନଗିରି, ୭ା୨ (ଅନୁପମ ମିଡିଆ): ମାଲକାନଗିରି ଜିଲ୍ଲାରେ ଅପରେସନ ସ୍ୱାଭିମାନ ନାମରେ ଗତ ଏକ ମାସ ପୂର୍ବେ ମାଲକାନଗିରି ପୋଲିସ ପକ୍ଷରୁ ଏସଓଜି, ଡିବିଏଫ ଓ ବିଏସଏଫ ଓ ଆନ୍ଧ୍ର ପ୍ରଦେଶର ଗ୍ରେହାଉଣ୍ଡ ସହାୟତାରେ ମାଓ ଉପଦ୍ରୁତ ଅ



ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ, ମୁମୂର୍ଷୁ ଅବସ୍ଥାରେ ପୀଡ଼ିତା ଉଦ୍ଧାର, ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ମୁଖ୍ୟ ଅଭିଯୁକ୍ତ ଗିରଫ

Anupambharat News Bureau | ଓଡ଼ିଶା | | 999 | Read...

ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ,  ମୁମୂର୍ଷୁ ଅବସ୍ଥାରେ ପୀଡ଼ିତା ଉଦ୍ଧାର, ସ୍ୱାସ୍ଥ୍ୟାବସ୍ଥା ଗୁରୁତର,  ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର/ବଡଚଣା,୨୦ା୧୨(ଅନୁପମ ମିଡିଆ): ଜନୈକା ନାବାଳିକାକୁ ଅପହରଣ ପରେ ଚାରି ଦିନ ଧରି ଗଣଦୁଷ୍କର୍ମ ପରେ ପୀଡ଼ିତାକୁ ଅଭିଯୁକ୍ତମାନେ ମୁମୂର୍ଷୁ ଅବସ୍ଥାରେ ଛାଡିଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଅଭିଯୋଗ ପାଇ ଧର୍ମଶାଳା ପୋଲ



କୃଷି ଓଡ଼ିଶା-୨୦୨୦ର ଉଦଘାଟିତ ଚାଷୀ ଓଡ଼ିଶାର ବିକାଶର ସାଥୀ : ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 998 | Read...

କୃଷି ଓଡ଼ିଶା-୨୦୨୦ର ଉଦଘାଟିତ ଚାଷୀ ଓଡ଼ିଶାର ବିକାଶର ସାଥୀ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ ।୧ (ଅନୁପମ ମିଡିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱର ଜନତା ମଇଦାନଠାରେ‘କୃଷି ଓଡ଼ିଶା-୨୦୨୦’ ର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷିର ଉନ୍ନତି ପାଇ



ନିର୍ଭୟା ମାମଲା ପବନର ‘ନାବାଳକ’ ଆବେଦନ ଖାରଜ

Anupambharat News Bureau | ଦେଶ | | 997 | Read...

ନିର୍ଭୟା ମାମଲା ପବନର ‘ନାବାଳକ’ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୦ା୧: ବହୁ ଚର୍ଚ୍ଚିତ ଦିଲ୍ଲୀ ନିର୍ଭୟା ଗଣ ଦୁର୍ଷ୍କମ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଖୁଣ୍ଟରେ ଝୁଲିବା ପାଇଁ ପ୍ରସ୍ତìତ ଥିବା ଜଣେ ବ୍ୟକ୍ତି ବର୍ତ୍ତମାନ ମଧ୍ୟ କୌଣସି ସ୍ଥିତିରେ ମୃତୁ୍ୟମୁଖରୁ ବଞ୍



ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କୀ

Anupambharat News Bureau | ଦେଶ | | 996 | Read...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ତିନି ଆତଙ୍କୀ

ଶ୍ରୀନଗର,୨୦ା୧: ଦକ୍ଷିଣ କଶ୍ମୀରର ସୋପିଆନ ଜିଲ୍ଲା ୱାଚି ଗାଁରେ ଆଜି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଛି । ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ନିକଟରୁ ବିପୁଳ ପରିମାଣ



ନzା ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

Anupambharat News Bureau | ଦେଶ | | 995 | Read...

ନzା ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୨୦ା୧: ଭାରତୀୟ ଜନତା ପାର୍ଟି (ବିଜେପି)ର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ଦଳର ଅନ୍ୟତମ ବରିଷ୍ଠ ନେତା ଜଗତ ପ୍ରସାଦ ନzା ସୋମବାର ନିଦ୍ୱର୍ନ୍ଦରେ ସର୍ବସମ୍ମତ୍ତି କ୍ରମେ ନିର୍ବାଚିତ ହୋଇଛନ୍ତି । ଦଳ ମଧ୍ୟରେ ଜେପି ନ



ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ ଫେଲ୍‌ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ : ଗଣଶିକ୍ଷା ମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 994 | Read...

ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାକୁ ବିରୋଧ ଫେଲ୍‌ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୦ ।୧ (ଅନୁପମ ମିଡିଆ): ଯୁକ୍ତ ଦୁଇ ପ୍ରଥମବର୍ଷ ପରୀକ୍ଷାରେ ବାଧ୍ୟତାମୂଳକ ପାସ୍‌ ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟବ୍ୟାପୀ କଲେଜରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ବର୍ଷ ଶେଷ ବେଳକୁ ସରକାରଙ୍କ ଏଭଳି ନିଷ୍



ନାଗରିକତ୍ୱ କେବଳ ଅଧିକାର ନୁହେଁ, କର୍ତ୍ତବ୍ୟ ମଧ୍ୟ: ସିଜେଆଇ

Anupambharat News Bureau | ଦେଶ | | 993 | Read...

ନାଗରିକତ୍ୱ କେବଳ ଅଧିକାର ନୁହେଁ, କର୍ତ୍ତବ୍ୟ ମଧ୍ୟ: ସିଜେଆଇ

ନାଗପୁର,୧୮ା୧: ନାଗରିକତ୍ୱ କେବଳ ଲୋକଙ୍କ ଅଧିକାର ନୁହେଁ ଏହା ସାମଜ ପ୍ରତି ସେମାନଙ୍କ କର୍ତ୍ତବ୍ୟକୁ ମଧ୍ୟ ବୁଝାଏ ବୋଲି ପ୍ରଧାନବିଚାରପତି ଶରଦ ବୋବଡ଼େ ଶନିବାର ପ୍ରକାଶ କରିଛନ୍ତି ।ନାଗପୁରଠାରେ ରାଷ୍ଟ୍ରସନ୍ଥ ତୁକାଦୋଜି ମହ



ବାଇକ ପଛରେ ବସିଲେ ପିନ୍ଧିବାକୁ ପଡ଼ିବ ହେଲମେଟ୍‌

Anupambharat News Bureau | ଓଡ଼ିଶା | | 992 | Read...

ବାଇକ ପଛରେ ବସିଲେ ପିନ୍ଧିବାକୁ ପଡ଼ିବ ହେଲମେଟ୍‌

ଭୁବନେଶ୍ୱର,୧୮ ।୧(ଅନୁପମ ମିଡିଆ): ଯାତ୍ରୀଙ୍କୁ ସୁରକ୍ଷାକୁ ଯୋଗାଇ ଦେବାପାଇଁ ଟ୍ରାଫିକୁ ନିୟମକୁ କଡ଼ାକଡ଼ା କରାଯାଉଛି । ଏବେ ଟ୍ରାଫିକ ନିୟମକୁ ଆହୁରି କଡ଼ାକଡ଼ି କରିଛନ୍ତି ସରକାର ।ପ୍ରଥମେ ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେ



ବଧୂ ନିଖୋଜ ମାମଲାର ପର୍ଦ୍ଦାଫାଶ ହତ୍ୟା ପରେ ଶବ ପୋତି ଦେଇଥିଲେ

Anupambharat News Bureau | ଓଡ଼ିଶା | | 991 | Read...

ବଧୂ ନିଖୋଜ ମାମଲାର ପର୍ଦ୍ଦାଫାଶ ହତ୍ୟା ପରେ ଶବ ପୋତି ଦେଇଥିଲେ

ସମ୍ବଲପୁର,୧୮ା୧(ଅନୁପମମିଡ଼ିଆ): ସମ୍ବଲପୁର ସହର ଧନୁପାଲି ଥାନା ଅନ୍ତର୍ଗତ ସାକ୍ଷୀପଡା ବାହାଲପଡାରେ ଦେଢବର୍ଷ ପୂର୍ବେ ବିବାହ କରିଥିବା ଆରତୀ ସିଂ (୨୦)ଙ୍କ ନିଖୋଜ ମାମଲାର ପର୍ଦ୍ଦାଫାଶ ହୋଇଛି । ଆରତୀଙ୍କୁ ତାଙ୍କ ସ୍ୱାମୀ କୁନ



ନିଜ କ୍ୟାରିଅରର୍‌ ଟପ୍‌ରେ ଅଛନ୍ତି ବିଦ୍ୟା

Anupambharat News Bureau | ଦେଶ | | 990 | Read...

ନିଜ କ୍ୟାରିଅରର୍‌ ଟପ୍‌ରେ ଅଛନ୍ତି ବିଦ୍ୟା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ନିଜ ଦମଦାର ଅଭିନୟ ପାଇଁ ଗ୍ଲାମର ଦୁନିଆରେ ବେଶ ଚର୍ଚ୍ଚାରେ ରୁହନ୍ତି । ଆଜିକାଲି ସେ ନିଜ କ୍ୟାରିଅରର ଟପ୍‌ରେ ଅଛନ୍ତି । ତାଙ୍କର ଆଗାମୀ ଫିଲ୍ମ ପାଇଁ ବିଦ୍ୟା ବ୍ୟସ୍ତ ରହୁଥିବା କ



ସାଇବାବାଙ୍କ ଜନ୍ମଭୂମିକୁ ନେଇ ବଢ଼ିଲା ବିବାଦ

Anupambharat News Bureau | ଓଡ଼ିଶା | | 989 | Read...

ସାଇବାବାଙ୍କ ଜନ୍ମଭୂମିକୁ ନେଇ ବଢ଼ିଲା ବିବାଦ

ମୁମ୍ବାଇ: ସାଇବାବାଙ୍କ ଜନ୍ମଭୂମିକୁ ନେଇ ବିବାଦ ବଢ଼ିଛି । ଏହାପରେ ରବିବାରଠୁ ଶିରିଡି ସାଇ ବନ୍ଦ କରାଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାଇବାବାଙ୍କ ଜନ୍ମଭୂମି ମହାରାଷ୍ଟ୍ରର ପାଥରୀ ବୋଲି କହିବା ପରେ ଏହି



ଇନ୍ଦିରାଙ୍କ ପରାମର୍ଶକୁ ନେଇ ଚିଡ଼ିଗଲେ ନିର୍ଭୟାଙ୍କ ମା’

Anupambharat News Bureau | ଦେଶ | | 987 | Read...

ଇନ୍ଦିରାଙ୍କ ପରାମର୍ଶକୁ ନେଇ ଚିଡ଼ିଗଲେ ନିର୍ଭୟାଙ୍କ ମା’

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ନିର୍ଭୟା ମାମାଲାର ଦୋଷୀଙ୍କୁ କ୍ଷମା ଦେବା ପାଇଁ ଆଶା ଦେବୀ (ନିର୍ଭୟାଙ୍କ ମା)ଙ୍କୁ ପରାମର୍ଶ ଦେଇଥିଲେ । ଏଭଳି ପରାମର୍ଶକୁ ନେଇ ନିର୍ଭୟାଙ୍କ ମା’ ଚିଡ଼ିଯାଇଛନ୍ତି । ଜବାବରେ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page