ଖବର ସଂଗ୍ରହ

.



ପରାଜୟର ବ୍ୟଥାକୁ କବିତାରେ ପ୍ରକାଶ କଲେ ମମତା

Anupambharat News Bureau | ଦେଶ | | 277 | Read...

ପରାଜୟର ବ୍ୟଥାକୁ କବିତାରେ ପ୍ରକାଶ କଲେ ମମତା

କୋଲକାତା: ଚଳିତ ସାଧାରଣ ନିର୍ବାଚନରେ ମୋଦିଙ୍କ ବିଜୟକୁ ସ୍ୱୀକାର କରିପାରୁ ନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ନିରବ ରହିଥିବା ମମତା ବାନାର୍ଜୀ ଏକ କବିତା ଲେଖି



ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଠିକ୍‌ ଦଣ୍ଡ ଦେଇଛନ୍ତି : ଜଗନ୍‌

Anupambharat News Bureau | ଓଡ଼ିଶା | | 276 | Read...

ଚନ୍ଦ୍ରବାବୁ ନାଇଡୁଙ୍କୁ ଭଗବାନ ଠିକ୍‌ ଦଣ୍ଡ ଦେଇଛନ୍ତି : ଜଗନ୍‌

ଅମରାବତୀ: ଆନ୍ଧ୍ର ପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଆସନ୍ତା ସପ୍ତାହରେ ଶପଥ ଗ୍ରହଣ କରିବେ ୱାଇଏସଆର୍‌ କଂଗ୍ରେସ ସଭାପତି ଜଗନ ରେzୀ । ଆଜି ଏଥିପାଇଁ ୱାଇଏସଆର୍‌ କଂଗ୍ରେସର ବିଧାୟକଙ୍କ ଦ୍ୱାରା ଦଳର ନେତା ଭାବରେ ନିର୍



ଛାତ୍ର ପ୍ରକାଶ କଲେ ରୋମଟାଙ୍କୁରା ଦୃଶ୍ୟ

Anupambharat News Bureau | ଦେଶ | | 275 | Read...

ଛାତ୍ର ପ୍ରକାଶ କଲେ ରୋମଟାଙ୍କୁରା ଦୃଶ୍ୟ

ସୁରତ: ୨୩ ଜଣଙ୍କ ଜୀବନ ନେଇଥିବା ସୁରତ କୋଚିଂ ସେଣ୍ଟର ଅଗ୍ନିକାଣ୍ଡ ସାରା ଦେଶରେ ଏବେ ନିର୍ବାଚନ ନିଆଁ ଭିତରେ ବି ପ୍ରମୁଖ ପ୍ରସଙ୍ଗ ପାଲଟିଛି । ଧୀରେ ଧୀରେ ସେହି ଅପରାହ@ ସମୟର ଘଟଣାର ଟିକିନିଖି ଖବର ସାମ୍ନାକୁ ଆସୁଛି । ପୁଲିସ



ଇସ୍ତଫା ଦେବାକୁ ଜିଦ୍‌ ଧରିଲେ ରାହୁଲ ଗାନ୍ଧି

Anupambharat News Bureau | ଦେଶ | | 274 | Read...

ଇସ୍ତଫା ଦେବାକୁ ଜିଦ୍‌ ଧରିଲେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ନିଜ ପଦରୁ ଇସ୍ତଫା ନେଇ ଜିଦରେ ଅଟଳ ରହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କ ଇସ୍ତଫା ଅଗ୍ରାହ୍ୟ ହୋଇଥିଲା । ଏ ନେଇ ଦଳ ମଧ୍ୟ ପ୍ରେସ କନଫରେନସ କରି ସ୍ପଷ୍



ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ

Anupambharat News Bureau | ଓଡ଼ିଶା | | 273 | Read...

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ

ପାତ୍ରପୁର,୨୫ ।୫(ଅନୁପମ ମିଡ଼ିଆ): ଜରଡ଼ା ଥାନା ଇଲାକା ଉପର ବୁରାତଲ ଗାଁର ସାବିତ୍ରୀ କାର୍ଜି (୩୦)ଙ୍କ ମୃତ ଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି । ଗତ ୨୦ ବର୍ଷ ପୂର୍ବରୁ ଟୁନା କାର୍ଜି ନାମକ ଜଣେ ଉପର ବୁରାତାଲ ଗାଁର ବ୍



ନବୀନଙ୍କୁ ଭେଟିଲେ, ଗଞ୍ଜାମ ନବନିର୍ବାଚିତ ସାଂସଦ ଓ ବିଧାୟକ

Anupambharat News Bureau | ଓଡ଼ିଶା | | 272 | Read...

ନବୀନଙ୍କୁ ଭେଟିଲେ, ଗଞ୍ଜାମ ନବନିର୍ବାଚିତ ସାଂସଦ ଓ ବିଧାୟକ

ବ୍ରହ୍ମପୁର,୨୫ ।୫(ଅନୁପମ ମିଡ଼ିଆ) : ନିର୍ବାଚନରେ ଗଞ୍ଜାମ ଜିଲ୍ଲାର ସାଂସଦ ଓ ବିଧାୟକ ନିର୍ବାଚିତ ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ନୂତନ ସାଂସଦ ଓ ବିଧାୟକମା



ବ୍ରହ୍ମପୁରର ବୋହୂ ହେଲେ ଆନ୍ଧ୍ରର ବିଧାୟିକା

Anupambharat News Bureau | ଓଡ଼ିଶା | | 271 | Read...

ବ୍ରହ୍ମପୁରର ବୋହୂ ହେଲେ ଆନ୍ଧ୍ରର ବିଧାୟିକା

ବ୍ରହ୍ମପୁର,୨୫ ।୫(ଅନୁପମ ମିଡ଼ିଆ) : ଚଳିତ ନିର୍ବଚନରେ ଆନ୍ଧ୍ର ପ୍ରଦେଶର ୱାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ପକ୍ଷରୁ ବ୍ରହ୍ମପୁର ବଗୁଲିସାହି ନିବାସୀ ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ଅଧିକାରୀ ରେzି ନାଗଭୂଷଣ ରାଓଙ୍କ ଧର୍ମପତ୍



୨୯ ପ୍ରାର୍ଥୀ ହରାଇଛନ୍ତି ଅମାନତ, ଲୋକସଭାରେ ୫ ଓ ବିଧାନସଭାରେ ୨୪ ପ୍ରାର୍ଥୀ

Anupambharat News Bureau | ଓଡ଼ିଶା | | 270 | Read...

୨୯ ପ୍ରାର୍ଥୀ ହରାଇଛନ୍ତି ଅମାନତ,  ଲୋକସଭାରେ ୫ ଓ ବିଧାନସଭାରେ ୨୪ ପ୍ରାର୍ଥୀ

ଭଦ୍ରକ,,୨୫ା୫(ଅନୁପମ ମିଡିଆ): ଭୋଟ ଗଣତି ପରେ ଏବେ ଫଳ ପ୍ରକାଶ ପାଇଛି । ଭଦ୍ରକ ଜିଲାରେ ୫ଟି ବିଧାନସଭା ଓ ଲୋକସଭା ଆସନର ଏହି ଫଳରୁ ଜଣାପଡିଛି । ନିର୍ବାଚନୀ ମଇଦାନରେ ଛିଡା ହୋଇଥିବା ୪୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୯ ପ୍ରାର୍ଥୀ ଅମାନ



ଆଠଗଡରେ ତାପମାତ୍ରାର ପାରା ୪୪ ଛୁଇଁଲା

Anupambharat News Bureau | ଓଡ଼ିଶା | | 267 | Read...

ଆଠଗଡରେ ତାପମାତ୍ରାର ପାରା ୪୪ ଛୁଇଁଲା

ଆଠଗଡ,୨୫ା୫(ଅନୁପମ ମିଡିଆ): ସାରା ରାଜ୍ୟରେ ତାପମାତ୍ରା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ରାଜ୍ୟ ପାଣିପାଗ ବିଭାଗର ସୁଚନା ଅନୁଯାୟୀ ଗ୍ରୀଷ୍ମ ପ୍ରବାହର ଅଧିକ ବୃଦ୍ଧି ପାଇବା ସହିତ ଆଗକୁ ଆହୁରି ୪ ଦିନ ଧରି ଲାଗିବ ଗରମ ଲାଗିରହିବ



ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ

Anupambharat News Bureau | ଓଡ଼ିଶା | | 266 | Read...

ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୨୫ା୫ (ଅନୁପମ ମିଡିଆ): ଗ୍ରୀଷ୍ମ ସମୟରେ ଯାତ୍ରୀ ଭିଡକୁ ଏଡ଼ାଇବା ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସିକନ୍ଦରାବାଦ ଓ ଭୁବନେଶ୍ୱର ମଧ୍ୟରେ ଜୁନ ପହିଲାରୁ ୩୦ ତାରିଖ ମଧ୍ୟରେ ଏକ ଦ୍ୱି-ସାପ୍ତାହିକ ଟ୍ରେନ ଚଳାଚଳ କରାଇବା



ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ଼

Anupambharat News Bureau | କ୍ୟାରିୟର ନିଯୁକ୍ତି | | 265 | Read...

 ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ଼

ପିପିଲି,୨୫ା୫ (ଅନୁପମ ମିଡିଆ):ପିପିଲିର ବିଜେପି ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆଶ୍ରିତ ପଟ୍ଟନାୟକ(ରିକୁ)ଙ୍କ ନିଜର କମାକନ୍ତିଆସ୍ଥ ଘର ଉପରକୁ ଶୁକ୍ରବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥି



ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍‌

Anupambharat News Bureau | ଓଡ଼ିଶା | | 264 | Read...

 ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୩ଲକ୍ଷ ଟଙ୍କା ଲୁଟ୍‌

କେନ୍ଦୁଝର, ୨୫ା୫ (ଅନୁପମ ମିଡିଆ): କିଛି ସମୟ ବ୍ୟବଧାନରେ ପୁଣି ଲୁଟେରା ସକ୍ରିୟ ହୋଇ ଉଠିଥିବା ଦେଖିବାକୁ ମିଳୁଛି । ଘଟଗାଁଠାରୁ ୧୦କିମି ଦୂର ମେଲାଣ ୨୦ ନମ୍ବର ଜାତୀୟ ରାଜପଥ ଉପରେ ଦୁବୁର୍ତ୍ତମାନେ ବନ୍ଧୁକ ଦେଖାଇ ୩ଲକ୍ଷରୁ ଉର



ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି

Anupambharat News Bureau | ଓଡ଼ିଶା | | 263 | Read...

ଧର୍ମେନ୍ଦ୍ରଙ୍କ ଘରେ ହାରିଲା ବିଜେପି

ଅନୁଗୋଳ ,୨୫ା୫(ଅନୁପମ ମିଡିଆ): କାମ ଦେଲାନାହିଁ ଧର୍ମେନ୍ଦ୍ରଙ୍କ ପ୍ରଭାବ କି ମୋଦୀ ଲହର । ବିଜେଡ଼ି ସୁପ୍ରିମୋ ନବୀନଙ୍କ ଯାଦୁ କି;ୁ କାମ ଦେଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଜ ଜିଲା ଅନୁଗୋଳରେ ଗତ ଦୁଇଟି ନିର



ନୋଟାରେ ୧୨ ହଜାର ଭୋଟର

Anupambharat News Bureau | ଓଡ଼ିଶା | | 262 | Read...

ନୋଟାରେ ୧୨ ହଜାର ଭୋଟର

ଅନୁଗୋଳ,୨୫ା୫(ଅନୁପମ ମିଡିଆ): ଅଭିବକ୍ତ ଢ଼େଙ୍କାନାଳ ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ରରେ ୧୨ ହଜାର ୪୭୦ ଭୋଟରଙ୍କୁ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥିମାନଙ୍କୁ ପସନ୍ଦକୁ ଆସିନାହିଁ । ସେମାନେ କୌଣସି ପ୍ରାର୍ଥୀ ସପକ୍ଷରେ ଭ



ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା

Anupambharat News Bureau | ଓଡ଼ିଶା | | 261 | Read...

 ପ୍ରେମରେ ବିଫଳ ହେବାରୁ ଉଭୟଙ୍କ ଆତ୍ମହତ୍ୟା

ଅନୁଗୋଳ ,୨୫ା୫(ଅନୁପମ ମିଡିଆ): ଅନୁଗୋଳ ଥାନା ଅନ୍ତର୍ଗତ କୁମଣ୍ଡଠାରେ ଶଳା ଭାଉଜକୁ ପ୍ରେମ କରି ବିଫଳ ହେବା ଫଳରେ ଉଭୟଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରୁ ପ୍ରକାଶ ଯେ କୁମଣ୍ଡ ଗାଁ ରଞ୍ଜନ ସାହୁ ବାଳୁଅକଟା ଗାଁରେ



କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ : ୨୦ ଛାତ୍ରଛାତ୍ରୀ ମୃତ

Anupambharat News Bureau | ଦେଶ | | 260 | Read...

କୋଚିଂ ସେଣ୍ଟରେ ଅଗ୍ନିକାଣ୍ଡ : ୨୦ ଛାତ୍ରଛାତ୍ରୀ ମୃତ

ଗାନ୍ଧୀନଗର,୨୪ା୫: ଗୁଜରାଟର ସୁରତ ସ୍ଥିତ ଏକ କୋଚିଂ ସେଣ୍ଟରେ ଶୁକ୍ରବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଯୋଗୁ ୧୮ ଜଣ ଛାତ୍ରଛାତ୍ରୀଙ୍କ ମୃତୁ୍ୟ ଘଟିଛି । ଅଗ୍ନିକାଣ୍ଡରୁ ନିଜକୁ ବଞ୍ଚାଇବା ଲାଗି ଚାରିତଳ ବିଶିଷ୍ଟ ଏହି କୋଠ



ମୋଦି, ନବୀନଙ୍କ ରାଜତିଲ୍‌କ ପର୍ବ ଆରମ୍ଭ

Anupambharat News Bureau | ଓଡ଼ିଶା | | 259 | Read...

ମୋଦି, ନବୀନଙ୍କ ରାଜତିଲ୍‌କ ପର୍ବ ଆରମ୍ଭ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୪ା୫: ବିଜେପି ପାଇଁ ଅଭୂତପୂର୍ବ ସଫଳତା ଆଣିଥିବା ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପ୍ରାଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ସେହିଭଳି ଓଡ଼ିଶାର ଅପ୍ରତିଦ୍ୱନ୍ଦି ନେତା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟ



୬୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ନବୀନ

Anupambharat News Bureau | ଓଡ଼ିଶା | | 258 | Read...

୬୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ନବୀନ

ହିଞ୍ଜିଳିକାଟୁ,୨୪ ।୫(ଅନୁପମ ମିଡ଼ିଆ) : ହିଞ୍ଜିିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁଣି ଲଗାତାର ୫ମ ଥର ପାଇଁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଳିତ ନିର୍ବାଚନରେ



ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

Anupambharat News Bureau | ଓଡ଼ିଶା | | 257 | Read...

ପିସିସି ସଭାପତି ପଦରୁ ନିରଞ୍ଜନଙ୍କ ଇସ୍ତଫା

ଭୁବନେଶ୍ୱର,୨୪ ।୫(ଅନୁପମ ମିଡିଆ):ରାଜ୍ୟରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଶୁକ୍ରବାର ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀରେ ସେ ଏନେଇ ଆଜି ଘୋଷଣା କରିଛନ୍ତି । ସେ ନିଜଇସ୍ତ



କଳ୍ପନାଙ୍କ ମର ଶରୀରକୁ ଆଣିବାକୁ ଉଦ୍ୟମ

Anupambharat News Bureau | ଦେଶ | | 256 | Read...

କଳ୍ପନାଙ୍କ ମର ଶରୀରକୁ ଆଣିବାକୁ ଉଦ୍ୟମ

ଭୁବନେଶ୍ୱର,୨୪ ।୫ (ଅନୁପମ ମିଡିଆ): ଗୁରୁବାର ପରଲୋକ ହୋଇଥିବା ପର୍ବତାରୋହଣକାରୀ କଳ୍ପନା ଦାସଙ୍କର ମର ଶରୀରକୁ ଓଡ଼ିଶାକୁ ଆଣିବାକୁ କୂଟନୈତିକ ସ୍ତରରେ ଆଲୋଚନା ପାଇଁ କ୍ରୀଡ଼ାବିଭାଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବ



ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ୍‌ ଆଜି

Anupambharat News Bureau | କ୍ରୀଡ଼ା | | 255 | Read...

ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ୍‌ ଆଜି

ଲଣ୍ଡନ,୨୪ ।୫: ବିଶ୍ୱକପ୍‌ ଅଭିଯାନ ପୂର୍ବରୁ ଟାଇଟଲ୍‌ ଦାବିଦାର ଭାରତ ଶନିବାର ନିଜ ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ନୁ୍ୟଜିଲାଣ୍ଡକୁ ଭେଟିବ । ଅସଲ ମୁକାବିଲା ପୂର୍ବରୁ ଭାରତ ଏହି ଅଭ୍ୟାସ ମ୍ୟାଚ୍‌ରେ ନିଜ ବ୍ୟାଟିଂକ୍ରମର ଚ



ଆଇସିସି ଏସିୟୁ ଅଧିକାରୀଙ୍କ ସ୍ପଷ୍ଟୋକ୍ତି, ବର୍ତ୍ତମାନର କୌଣସି ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି

Anupambharat News Bureau | କ୍ରୀଡ଼ା | | 254 | Read...

ଆଇସିସି ଏସିୟୁ ଅଧିକାରୀଙ୍କ ସ୍ପଷ୍ଟୋକ୍ତି, ବର୍ତ୍ତମାନର କୌଣସି ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି

ଲଣ୍ଡନ,୨୪ ।୫: ଆଗାମୀ ବିଶ୍ୱକପ୍‌ରେ ଖେଳିବାକୁ ଥିବା କୌଣସି ଅନ୍ତର୍ଜାତୀୟ ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି ବୋଲି ଆଇସିସି ଦୁର୍ନୀତି ନିବାରଣ ବିଭାଗ (ଏସିୟୁ)ର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଆଲେକ୍ସ ମାର୍ଶାଲ୍‌ ସ



ବିଜୁ ଲିଗାସି କାମ କରୁଛି, ତେଣୁ ହାରିଗଲି :ଦାମ

Anupambharat News Bureau | ଓଡ଼ିଶା | | 253 | Read...

ବିଜୁ ଲିଗାସି କାମ କରୁଛି, ତେଣୁ ହାରିଗଲି :ଦାମ

ଭୁବନେଶ୍ୱର,୨୪ ।୫(ଅନୁପମ ମିଡିଆ):ବିଜୁ ଲିଗାସି ଛାଡି ମୋଦି ଲିଗାସି ଆସିବାରୁ ଲୋକେ ରାଗିଯାଇ ଭୋଟ୍‌ ଦେଲେ ନାହିଁ । ସେଥିପାଇଁ ମୁଁ ହାରିଗଲି ବୋଲି ବାଲିକୁଦା- ଏରସମା ଆସନରୁ ବିଜେପି ପ୍ରାର୍ଥୀ ତଥା ବରିଷ୍ଠ ନେତା ଡା. ଦାମୋଦ



ଜୟ ନାରାୟଣ ହେବେ ବିରୋଧୀଦଳର ନେତା

Anupambharat News Bureau | ଓଡ଼ିଶା | | 252 | Read...

 ଜୟ ନାରାୟଣ ହେବେ ବିରୋଧୀଦଳର ନେତା

ଭୁବନେଶ୍ୱର,୨୪ ।୫(ଅନୁପମ ମିଡିଆ): ବିଧାନସଭାରେ ବିରୋଧୀଦଳର ନେତା ଚୟନ ନେଇ ଖୁବ୍‌ ଶୀଘ୍ର ନବ ନିର୍ବାଚିତ ବିଜେପି ବିଧାୟକ ମାନଙ୍କର ବୈଠକ ବସିବ ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର ଶୁକ୍ରବାର ପ୍ରକାଶ କରିଛନ୍ତି । ଏ ସମ୍ପ



ଶୋକାକୁଳ ପରିବେଶରେ ପିସିସି ସମ୍ପାଦକ ମନୋଜଙ୍କ ଶବ ସତ୍କାର

Anupambharat News Bureau | ଓଡ଼ିଶା | | 251 | Read...

ଶୋକାକୁଳ ପରିବେଶରେ ପିସିସି ସମ୍ପାଦକ ମନୋଜଙ୍କ ଶବ ସତ୍କାର

ଆସିକା,୨୪ା୫(ଅନୁପମ ମିଡ଼ିଆ): ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ତଥା ଚଳିତ ନିର୍ବାଚନରେ ଆସିକା ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ମନୋଜ କୁମାର ଜେନାଙ୍କ ବିୟୋଗରେ ନିଜ ଗ୍ରାମ ନୂଆଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି



ପାରଳାରେ ଫୁଟିଲା ପଦ୍ମ, ମୋହନାରେ ହାତ

Anupambharat News Bureau | ଓଡ଼ିଶା | | 250 | Read...

ପାରଳାରେ ଫୁଟିଲା ପଦ୍ମ, ମୋହନାରେ ହାତ

ପାରଳାଖେମୁଣ୍ଡି,୨୪ା୫(ଅନୁପମ ମିଡ଼ିଆ): ୨୦୧୯ ସାଧାରଣ ନିର୍ବାଚନର ମତଦାନ ପରେ କିଏ ଜିତିବ କିଏ ହାରିବ ଏହାକୁ ନେଇ ବିଭିନ୍ନ ଦଳ ଓ ଲୋକମାନଙ୍କ ପକ୍ଷରୁ ଦୀର୍ଘ ଦିନ ଧରି ଲାଗି ରହିଥିବା ଉତ୍କଣ୍ଠା, କଳ୍ପନା ଜଳ୍ପନା ଓ ଆକାଂକ୍ଷାର



କଂଗ୍ରେସ ପ୍ରାର୍ଥୀ ରମେଶ ବିଜୟୀ

Anupambharat News Bureau | ଓଡ଼ିଶା | | 249 | Read...

କଂଗ୍ରେସ ପ୍ରାର୍ଥୀ ରମେଶ ବିଜୟୀ

ସାନଖେମୁଣ୍ଡି, ୨୪ ।୫(ଅନୁପମ ମିଡ଼ିଆ): ଗଞ୍ଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ଉପରେ ଫଳାଫଳକୁ ନେଇ ନିର୍ବାଚନ ପୂର୍ବରୁ ସାରା ଓଡ଼ିଶାର ନେତାଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ନଜର ରହିଥିଲା । ସମଗ୍ର ଓଡ଼ିଶାର



ବଲାଙ୍ଗୀରରେ ନରସିଂହ ଓ ଲୋଇସିଂହାରେ ମହାଲିଙ୍ଗ

Anupambharat News Bureau | ଓଡ଼ିଶା | | 248 | Read...

ବଲାଙ୍ଗୀରରେ ନରସିଂହ ଓ ଲୋଇସିଂହାରେ ମହାଲିଙ୍ଗ

ବଲାଙ୍ଗୀର,୨୪ ।୫(ଅନୁପମ ମିଡ଼ିଆ): ବଲାଙ୍ଗୀର ବିଧାନସଭା ମଣ୍ଡଳୀର ହୋଇଥିବା ବିଧାନସଭା ମଣ୍ଡଳୀର ଇତି ମଧ୍ୟରେ ଫଳାଫଳ ଘୋଷଣା ହୋଇଯାଇଛି । ଘୋଷଣାର ଶେଷ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ବିଜୟ ଲାଭ କରିଛନ୍ତି । ସେ



ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ଲୁଟ୍‌

Anupambharat News Bureau | ଓଡ଼ିଶା | | 247 | Read...

ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ଲୁଟ୍‌

ରାୟଗଡା, ୨୪ା୫ (ଅନୁପମ ମିଡିଆ): ଆଜି ଅପରାହ୍ନରେ ରାୟଗଡା ଏଚଡିଏଫସି ବ୍ୟାଙ୍କ ସମ୍ମୁଖରୁ ଟି. ମହେଶ୍ୱର ରାଓଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ଶିକରପାଇର ଟି. ମହେଶ୍ୱର ଆଜି ଅପରାହ୍ନ ସାେ ୧ଟାରେ ଆନ୍ଧ୍ର ବ୍ୟାଙ୍କରୁ ୩ ଲକ



ପୋଖରୀରେ ବୁଡ଼ି ଛାତ୍ରୀର ମୃତୁ୍ୟ

Anupambharat News Bureau | ଓଡ଼ିଶା | | 246 | Read...

ପୋଖରୀରେ ବୁଡ଼ି  ଛାତ୍ରୀର ମୃତୁ୍ୟ

ନାଦାହାଣ୍ଡି, ୨୩ ।୫ ( ଅନୁପମ ମିଡ଼ିଆ): ଦହଣା ଗ୍ରାମର ଅସୁର ଜାନୀଙ୍କ ନାତୁଣୀ ସୂନ୍ଦର୍ଣ୍ଣ ଜାନି (୧୦) (ତାଙ୍କ ନାଁ ବୁଲି)ର ସକାଳ ପ୍ରାୟ ୧୧.୩୦ ମିନିଟ୍‌ ସମୟରେ ପୋଖରୀରେ ବୁଡ଼ି ମୃତୁ୍ୟ ଘଟିଛି । ବୁଲି ନିଜ ଆଇ ସହ ଦହଣା “ପୂର୍ଣ୍



କଙ୍ଗାରୁ କୋର୍ଟରେ ମହିଳାଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

Anupambharat News Bureau | ଓଡ଼ିଶା | | 245 | Read...

 କଙ୍ଗାରୁ କୋର୍ଟରେ ମହିଳାଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

ମାଲକାନଗିରି, ୨୪ା୫ (ଅନୁପମ ମିଡିଆ): : ମାଲକାନଗିରି ଜିଲ୍ଲାରେ ପୁଣି କଙ୍ଗାରୁ କୋର୍ଟରେ ଜଣେ ମହିଳାଙ୍କୁ ମାରପିଟ୍‌ ନେଇ ଅଭିଯୋଗ ହୋଇଛିଛ ଦୁଇ ଦିନ ଧରି ମହିଳାଙ୍କୁ ଗ୍ରାମବାସୀ ପିଟିଥିବା ବେଳେ ତାଙ୍କ ମା’ଙ୍କୁ ବି ଆକ୍ରମଣ



ମୋଦି ବିଜୟୀ ପରେ ସେନ୍‌ସେକ୍ସ ୬୨୩ ପଏଣ୍ଟ ବୃଦ୍ଧି

Anupambharat News Bureau | ଶିଳ୍ପ ବାଣିଜ୍ୟ | | 244 | Read...

ମୋଦି ବିଜୟୀ ପରେ ସେନ୍‌ସେକ୍ସ ୬୨୩ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ: ନିକଟରେ ଚଳିତ ବର୍ଷ ଲୋକସଭା ନିର୍ବାଚନ ଫଳାଫଳ ଘୋଷିତ ହୋଇଛି । ଏନ୍‌ଡିଏ ପରିଚାଳିତ ବିଜେପି ସରକାର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରି ଦ୍ୱିତୀୟଥର ପାଇଁ ସରକାର ଗଠନ କରିବା ପଥ ପରିଷ୍କାର ହୋଇଛି । ପ୍ରଧାନମ



ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ୍‌କୁ ୧୯ କୋଟି ଟଙ୍କା ଲାଭ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 243 | Read...

ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ୍‌କୁ ୧୯ କୋଟି ଟଙ୍କା ଲାଭ

ନୂଆଦିଲ୍ଲୀ: ପେମେଣ୍ଟ ବ୍ୟାଙ୍କ୍‌ ଲିମିଟେଡ଼ (ପିପିବି) ଗୁରୁବାର ଦିନ କହିଲେ ଯେ, ସେ ୨୦୧୮-୧୯ରେ ୧୯ କୋଟି ଟଙ୍କା ଲାଭ ହାସଲ କରିଛନ୍ତି । କମ୍ପାନୀ କାରବାରରେ ଦ୍ୱିତୀୟ ବର୍ଷରେ ଲାଭ ଆସିଯାଇଛି । ପିପିବିର ଦାବି ଯେ, ମାର୍ଚ୍ଚ ୨୦



ଏଥର ମନ୍ତ୍ରୀ ହେବେନି ଜେଟଲୀ!

Anupambharat News Bureau | ଦେଶ | | 242 | Read...

ଏଥର ମନ୍ତ୍ରୀ ହେବେନି ଜେଟଲୀ!

ନୂଆଦିଲ୍ଲୀ: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମୟରେ ବିଜେପିର ସଂକଟ ମୋଚନ କରିଆସିଥିବା ବରିଷ୍ଠ ନେତା ତଥା ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ନୂଆ ସରକାରରେ ମନ୍ତ୍ରୀ ପଦ ଗ୍ରହଣ କରିବେନି ବୋଲି ସୂଚନା ମିଳିଛି । ଗତ କିଛି ମାସ ଧରି ତାଙ୍କ



୩୦ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ, ବିଜେପି ଏକାକୀ ଗଢ଼ିବ ସରକାର

Anupambharat News Bureau | ଦେଶ | | 241 | Read...

୩୦ରେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବ, ବିଜେପି ଏକାକୀ ଗଢ଼ିବ ସରକାର

ନୂଆଦିଲ୍ଲୀ: ବର୍ତ୍ତମାନ ବିଜେପି ବହୁ ଭୋଟରେ ଜିତିବା ଯୋଗୁଁ ଏଥିରୁ ସ୍ୱଷ୍ଟ ହୋଇଛି ଯେ ଦେଶରେ ବିଜେପି ସରକାର ପୁଣିଥରେ ସରକାର ଗଢ଼ିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର



ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

Anupambharat News Bureau | ଦେଶ | | 240 | Read...

ପରଦାକୁ ଆସିଲା ମୋଦିଙ୍କ ବାୟୋପିକ

ମୁମ୍ବାଇ, ବହୁ ବାଦ ବିବାଦ ପରେ ଶୁକ୍ରବାର ପରଦାରେ ରିଲିଜ୍‌ ହୋଇଛି ମୋଦିଙ୍କ ବାୟୋପିକ ‘ପିଏମ୍‌ ମୋଦି’ । ଏହି ଫିଲ୍ମକୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଥିବା ଜଣାପଡ଼ିଛି । ଗୋଟିଏ ପଟେ ମୋଦିଙ୍କ ଦ୍ୱିତୀୟ ବିଜୟକୁ ନେଇ ଲୋକ



ରାଜନୀତି ମଇଦାନରେ ଗମ୍ଭୀର ପାରି ଆରମ୍ଭ

Anupambharat News Bureau | ଦେଶ | | 239 | Read...

ରାଜନୀତି ମଇଦାନରେ ଗମ୍ଭୀର ପାରି ଆରମ୍ଭ

ନୂଆଦିଲ୍ଲୀ: ୧୭ତମ ଲୋକସଭା ପାଇଁ ୭ଟି ପର୍ଯ୍ୟାୟର ଫଳାଫଳ ଗୁରୁବାର ପ୍ରକାଶିତ ହୋଇଛି । ଏଥିରେ ଭାରତୀୟ ଜନତା ପାର୍ଟି (ବିଜେପି)ର ହାୱା ଦେଖିବାକୁ ମିଳିଛି । ଦେଶ ପାଇଁ ସଫଳତା ଆଣିଥିବା କିଛି କ୍ରୀଡ଼ାବିତ ନିଜ ନିଜର ଭାଗ୍ୟ ପରଖି



କେନ୍ଦୁଝର ଜିଲ୍ଲାରେ ବିଜେଡିର ବିଜୟଧାରା ଅବ୍ୟାହତ, ଘସିପୁରାରେ ବଦ୍ରିନାରାୟଣ ପାତ୍ର, ଚମ୍ପୁଆରେ ମିନାକ୍ଷୀ ମହାନ୍ତ,କେନ୍ଦୁଝରରେ ମୋହନ ମାଝୀ,ପାଟଣାରେ ଜଗନ୍ନାଥ ନାଏକ,ତେଲକୋଇରେ ପ୍ରେମାନନ୍ଦ ନାଏକ,ଆନନ୍ଦପୁରରେ ଭାଗିରଥି ସେଠୀ ଓ କେନ୍ଦୁଝର ଲୋକସଭା ଆସନରେ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ

Anupambharat News Bureau | ଓଡ଼ିଶା | | 238 | Read...

କେନ୍ଦୁଝର ଜିଲ୍ଲାରେ ବିଜେଡିର ବିଜୟଧାରା ଅବ୍ୟାହତ,   ଘସିପୁରାରେ ବଦ୍ରିନାରାୟଣ ପାତ୍ର, ଚମ୍ପୁଆରେ ମିନାକ୍ଷୀ ମହାନ୍ତ,କେନ୍ଦୁଝରରେ ମୋହନ ମାଝୀ,ପାଟଣାରେ ଜଗନ୍ନାଥ ନାଏକ,ତେଲକୋଇରେ ପ୍ରେମାନନ୍ଦ ନାଏକ,ଆନନ୍ଦପୁରରେ ଭାଗିରଥି ସେଠୀ ଓ କେନ୍ଦୁଝର ଲୋକସଭା ଆସନରେ ଚନ୍ଦ୍ରାଣୀ ମୁର୍ମୁ ବିଜୟୀ

କେନ୍ଦୁଝର, ୨୪ା୫: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ କେନ୍ଦୁଝର ଜିଲ୍ଲାରେ ବିଜୁ ଜନତା ଦଳ ତା’ର ବିଜୟଧାରାକୁ ଅବ୍ୟାହତ ରଖିଛି । ଜିଲ୍ଲାରେ ଥିବା ୬ଟି ବିଧାନସଭା ନିର୍ବାଚନ କ୍ଷେତ୍ରରୁ ୫ ଟିରେ ବିଜୁ ଜନତା ଦଳର ପ୍ରାର୍ଥର



ଅନୁଗୋଳରେ ବିଜେଡ଼ିର ବାଜିମାତ, ବ୍ରଜ, ରଜନୀ, ମୁକେଶ, ରମେଶ, ସୁଶାନ୍ତଙ୍କ ବିପୁଳ ବିଜୟ

Anupambharat News Bureau | ଓଡ଼ିଶା | | 237 | Read...

ଅନୁଗୋଳରେ ବିଜେଡ଼ିର ବାଜିମାତ, ବ୍ରଜ, ରଜନୀ, ମୁକେଶ, ରମେଶ, ସୁଶାନ୍ତଙ୍କ ବିପୁଳ ବିଜୟ

ଅନୁଗୋଳ,୨୪ା୫ (ଅନୁପମ ମିଡ଼ିଆ): ଅନୁଗୋଳ ଜିଲାରେ ଥିବା ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ିକୁ ଶତ ପ୍ରତିଶତ ସଫଳତା ମିଳିଛି । ଯାହାକି ଗଡ଼ରକ୍ଷା କରି ବିଜେଡ଼ି ଲଗାତାର ଭାବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ବିଜୟୀ ହୋଇ ବ



ମାହାଙ୍ଗାରେ ହ୍ୟାଟ୍ରିକ ବିଜୟ ହାସଲ କଲେ ପ୍ରତାପ ଜେନା

Anupambharat News Bureau | ଓଡ଼ିଶା | | 236 | Read...

ମାହାଙ୍ଗାରେ ହ୍ୟାଟ୍ରିକ ବିଜୟ ହାସଲ କଲେ ପ୍ରତାପ ଜେନା

ନିଶ୍ଚିନ୍ତକୋଇଲ,୨୪ା୫(ଅନୁପମ ମିଡିଆ): ଚଳିତ ସାଧାରଣ ନିର୍ବାଚନରେ ମାହାଙ୍ଗା ବିଧାନସଭା ନିର୍ବାଚନରେ ବିଜୁ ଜନତାଦଳର ପ୍ରାର୍ଥୀ ତଥା ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଲଗାଥର ତିନି ଥର ମାହାଙ୍ଗାରୁ ବିଜୟ ହାସଲ କରି



ଭଦ୍ରକ ଲୋକସଭା ସମେତ ୪ ବିଧାନସଭା ଆସନ ବିଜେଡି ଅକ୍ତିଆରରେ, କେବଳ ଧାମନଗରରେ ବିଜେପି ଖାତା ଖୋଲିଲା, କଂଗ୍ରେସ ଘର ଶୂନ

Anupambharat News Bureau | ଓଡ଼ିଶା | | 235 | Read...

ଭଦ୍ରକ ଲୋକସଭା ସମେତ ୪ ବିଧାନସଭା ଆସନ ବିଜେଡି ଅକ୍ତିଆରରେ, କେବଳ ଧାମନଗରରେ ବିଜେପି ଖାତା ଖୋଲିଲା, କଂଗ୍ରେସ ଘର ଶୂନ

ଭଦ୍ରକ,୨୪ା୫(ଅନୁପମ ମିଡିଆ): ଭଦ୍ରକ ଲୋକସଭା ଓ ପାଞ୍ଚଟି ବିଧାନସଭା ଆସନର ଗଣତି କାର୍ଯ୍ୟକ୍ରମ ଆଜି ଶେଷ ହୋଇଥିବାବେଳେ ଏହାର ଫଳାଫଳ ଜିଲା ପ୍ରଶାସନ ପକ୍ଷରୁ ପ୍ରକାଶ ପାଇଛି । ଉକ୍ତ ସୂଚନା ମୁତାବକ ଭଦ୍ରକ ଲୋକସଭା ଆସନର ମୋଟ ୧୨



କେନ୍ଦ୍ରାପଡାରେ ବାଜି ମାରିଲେ ଅନୁଭବ

Anupambharat News Bureau | ଓଡ଼ିଶା | | 234 | Read...

କେନ୍ଦ୍ରାପଡାରେ ବାଜି ମାରିଲେ ଅନୁଭବ

କେନ୍ଦ୍ରାପଡା, ୨୪ା୫ (ଅନୁପମ ମିଡ଼ିଆ) : କେନ୍ଦ୍ରାପଡା ଜିଲ୍ଲାରେ ଚଳିତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟ ହୋଇଛି । ଜିଲ୍ଲାର ସମସ୍ତ ବିଧାନସଭା ଆସନ ସମେତ ଲୋକସଭା ଆସନରେ ମଧ୍ୟ ବିଜୁ ଜନତା ଦଳର ପ୍ରାର୍ଥୀମାନେ



ରାଜନଗରରେ ରେକର୍ଡ କଲେ ଧ୍ରୁବ ବିରୋଧୀ ଶିବିର ସ୍ତବ୍ଧ

Anupambharat News Bureau | ଓଡ଼ିଶା | | 232 | Read...

ରାଜନଗରରେ ରେକର୍ଡ କଲେ ଧ୍ରୁବ ବିରୋଧୀ ଶିବିର ସ୍ତବ୍ଧ

ପଟ୍ଟାମୁଣ୍ଡାଇ,୨୪ା୫ (ଅନୁପମ ମିଡ଼ିଆ): ରାଜ୍ୟ ରାଜନୀତିରେ ରାଜନଗର ଆସନର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି । ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ରାଜନððତିକ ଜୀବନ୍ୟାସ ଦେଇଥିବା ଏହି ଆସନକୁ ନେଇ ସଦାସର୍ବଦା ଚର୍ଚ୍ଚା ଲାଗି ରହ



ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ

Anupambharat News Bureau | ଓଡ଼ିଶା | | 231 | Read...

ନିର୍ବାଚନ ପରବର୍ତ୍ତୀ ରାଜନୈତିକ ହିଂସା, ୨ଆହତ

ସାଲେପୁର,୨୪ା୫ (ଅନୁପମ ମିଡ଼ିଆ): ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇଲା ପରେ ସାଲେପୁର ଅଞ୍ଚଳର ଏକାଧିକ ସ୍ଥାନରେ ଛୋଟବଡ଼ ହିଂସାକାଣ୍ଡ ହୋଇଥିବା ନେଇ ସାଲେପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାଯାଇଛି । ଗତକାଲି ନିର୍ବା



ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ, ଅରୁଣାଚଳରେ ବିଜେପି

Anupambharat News Bureau | ଦେଶ | | 230 | Read...

ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ, ଅରୁଣାଚଳରେ ବିଜେପି

ନୂଆଦିଲ୍ଲୀ, ୨୩ା୫: ସାଧାରଣ ନିର୍ବାଚନ ସହ ଚାରି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନର ଫଳାଫଳ ଆଜି ଘୋଷିତ ହୋଇଛି । ମିଳିଥିବା ସୂଚନାନୁଯାୟୀ ଆନ୍ଧ୍ରରେ ପଟ୍ଟପରିବର୍ତ୍ତନ ହୋଇଥିବା ବେଳେ ଅରୁଣାଚଳରେ ବିଜେପି କ୍ଷମତାସୀନ ହେବାକୁ



ମୋଦି ସୁନାମୀରେ ବିରୋଧୀ ଧରାଶାୟୀ : ଏନ୍‌ଡିଏ ସରକାର ଗଠନ ପଥ ପରିଷ୍କାର, କଂଗ୍ରେସର ବଡ଼ ବିପର୍ଯ୍ୟୟ

Anupambharat News Bureau | ଦେଶ | | 229 | Read...

ମୋଦି ସୁନାମୀରେ ବିରୋଧୀ ଧରାଶାୟୀ : ଏନ୍‌ଡିଏ ସରକାର ଗଠନ ପଥ ପରିଷ୍କାର, କଂଗ୍ରେସର ବଡ଼ ବିପର୍ଯ୍ୟୟ

ନୂଆଦିଲ୍ଲୀ,୨୩ା୫: ଦେଶରେ ପୁଣି ମୋଦି ସୁନାମୀ ଦେଖିବାକୁ ମିଳିଛି । ଏହି ତଥାକଥିତ ସୁନାମୀରେ ବିରୋଧୀ ସମ୍ପୂର୍ଣ୍ଣ ଧରାଶାୟୀ ହୋଇପଡ଼ିଛନ୍ତି । ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନର ଗୁରୁବାର ଭୋଟ ଗଣତିରେ ଯେଉଁ ଟ୍ରେଣ୍ଡ ଦେଖିବ



ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି

Anupambharat News Bureau | ଓଡ଼ିଶା | | 228 | Read...

ଗଞ୍ଜାମରେ ବିଜେଡିର ଦବ୍‌ଦବା ଜାରି

ବ୍ରହ୍ମପୁ୍ୱର,୨୩ା୫(ଅନୁପମ ମିଡ଼ିଆ): ୨୦୦୦ ମସିହାଠାରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ବିଜୁ ଜନତା ଦଳର ଦବ୍‌ଦବା ଜାରି ରହିଛି । ଜିଲ୍ଲାର ୧୩ ଗୋଟି ବିଧାନସଭା ନିର୍ବାଚନମଣ୍ଡଳିରେ ଗୋଟାକୁ ଛାଡ଼ି ସବୁ ଆସନରେ ବିଜେଡି



ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ

Anupambharat News Bureau | ଓଡ଼ିଶା | | 227 | Read...

ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ

ଭୁବନେଶ୍ୱର,୨୩ ।୫ (ଅନୁପମ ମିଡିଆ): ବିଜୁ ଜନତା ଦଳ ବା ବିଜେଡି ପୁଣିଥରେ ବାଜିମାତ୍‌ କରିଛି । ବିଧାନସଭାରେ ପୂର୍ଣ୍ଣ ବହୁମତ ହାସଲ କରି ଦଳ ପଞ୍ଚମଥର ଲାଗି ସରକାର ଗଠନ କରିବାକୁ ଯାଉଛି । ଦେଶ ତମାମ ମୋଦି ସୁନାମୀ ଦେଖିବାକୁ ମିଳ



ଭଞ୍ଜନଗର, ସୋରଡ଼ା, ଆସିକା ବିଧାନସଭା ଆସନରେ ବିଜେଡ଼ିର ଜୟଯାତ୍ରା

Anupambharat News Bureau | ଓଡ଼ିଶା | | 226 | Read...

ଭଞ୍ଜନଗର, ସୋରଡ଼ା, ଆସିକା ବିଧାନସଭା ଆସନରେ ବିଜେଡ଼ିର ଜୟଯାତ୍ରା

ଭଞ୍ଜନଗର,୨୩ ।୫(ଅନୁପମ ମିଡ଼ିଆ): ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭଞ୍ଜନଗର, ସୋରଡ଼ା, ଆସିକା, ବିଧାନସଭା ଆସନରେ ବିଜେଡ଼ିର ପ୍ରାର୍ଥୀମାନେ ବିପୁଳ ଭୋଟରେ ଜୟଲାଭ କରିଛନ୍ତି । ସେହିପରି କନ୍ଧମାଳ ଲୋକସଭା ଆସନ ଏବଂ ଆସିକା ଲ



ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ମହିଳା ମୃତ

Anupambharat News Bureau | ଓଡ଼ିଶା | | 225 | Read...

ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ମହିଳା ମୃତ

ଆସିକା,୨୩ା୫(ଅନୁପମ ମିଡ଼ିଆ): ଆସିକା ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଗ୍ରାମରେ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ୍‌ ହୋଇ କାଳିଆ ବେହେରା(୫୫) ନାମ୍ନୀ ମହିଳାଙ୍କ ଶୋଚନୀୟ ମୃତୁ୍ୟ ହୋଇଛି । ଏଥି



୧୫୦ସିସି ବାଇକ୍‌ ଓ ସ୍କୁଟର ନିଷିଦ୍ଧ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 224 | Read...

୧୫୦ସିସି ବାଇକ୍‌ ଓ ସ୍କୁଟର ନିଷିଦ୍ଧ

ନୂଆଦିଲ୍ଲୀ:୧୫୦ସିସି ବାଇକ୍‌ ଓ ସ୍କୁଟର ସରକାର ନିଷିଦ୍ଧ କରିବେ । ଦେଶରେ ପ୍ରମୁଖ ନଗରୀ ଗୁଡିକରେ ବହୁଳମାତ୍ରାରେ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି,ଯାହ ସର କାର ପାଇଁ ଚାଲେଞ୍ଜ ହୋଇଛି । ଏଭଳି ସ୍ଥିତିକୁ ମୁକାବିଲା କରିବ



ନେଟ୍ସରେ ଝାଳ ବୁହାଇଲେ ଭାରତୀୟ ଖେଳାଳି

Anupambharat News Bureau | କ୍ରୀଡ଼ା | | 223 | Read...

ନେଟ୍ସରେ ଝାଳ ବୁହାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୩ ।୫: ବିଶ୍ୱକପ୍‌ ପାଇଁ ଏଠାରେ ପହଞ୍ଚିବାର ଦିନକ ପରେ ଭାରତୀୟ ଟିମ୍‌ ଗୁରୁବାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଅଧିନାୟକ ବିରାଟ କୋହଲି ଓ ମହେନ୍ଦ୍ର ସିଂ ଧୋନିଙ୍କ ସମେତ ଦଳର ସବୁ ଖେଳାଳି ନେଟ୍ସରେ ଝାଳ ବୁହାଇଛନ୍



ହାରିଲେ ସଞ୍ଜୟ ଦତ୍ତଙ୍କ ଭଉଣୀ

Anupambharat News Bureau | ଦେଶ | | 222 | Read...

ହାରିଲେ ସଞ୍ଜୟ ଦତ୍ତଙ୍କ ଭଉଣୀ

ମୁମ୍ବାଇ: ବଲିଉଡ୍‌ ଷ୍ଟାର ସଞ୍ଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତଙ୍କୁ ଶେଷରେ ପରାସ୍ତ ହେବାକୁ ପଡ଼ିଛି । ସେ ଚଳିତ ନିର୍ବାଚନରେ କଂଗ୍ରେସ ଟିକେଟ୍‌ରୁ ଉତ୍ତର-କେନ୍ଦ୍ରୀୟ ମୁମ୍ବାଇରୁ ପ୍ରାର୍ଥୀ ହୋଇଥିଲେ । ତେବେ ତାଙ୍କୁ ବି



ଭାରତ ଜିତିଲା ବୋଲି କହିଲେ ମୋଦି

Anupambharat News Bureau | ଦେଶ | | 221 | Read...

ଭାରତ ଜିତିଲା ବୋଲି କହିଲେ ମୋଦି

ନୂଆଦିଲ୍ଲୀ: ଭୋଟ୍‌ ଗଣତି ଟ୍ରେଣ୍ଡରେ ବିଜେପି ନେତୃତ୍ୱାଧୀନ ଏନ୍‌ଡ଼ିଏ ଆଗୁଆ ରହିଥିବାରୁ ଏବେ ଦଳ ମଧ୍ୟରେ ନାହିଁ ନଥିବା ଉତ୍ସାହ । ବିଜେପି ଚଳିତ ଥର ୩୦୦ରୁ ଅଧିକ ଆସନ ଜିତିବ ବୋଲି ଆକଳନ କରାଯାଉଛି । ଏହି ଆକଳନକୁ ନେଇ ପ୍ରଧ



ଭୋଟ୍‌ ଗଣତି କେନ୍ଦ୍ରରେ ଚାଲିଗଲା ଜୀବନ

Anupambharat News Bureau | ଦେଶ | | 220 | Read...

ଭୋଟ୍‌ ଗଣତି କେନ୍ଦ୍ରରେ ଚାଲିଗଲା ଜୀବନ

ଭୋପାଲ: ଏକ ଦୁଃଖଦ ଘଟଣାରେ ମଧ୍ୟପ୍ରଦେଶର ଏକ ଭୋଟ୍‌ ଗଣତି କେନ୍ଦ୍ରରେ ହିଁ ଜଣେ କଂଗ୍ରେସ ନେତା ପ୍ରାଣ ହରାଇଛନ୍ତି । ହୃଦ୍‌ଘାତ କାରଣରୁ ହିଁ ସେ ପ୍ରାଣ ହରାଇଥିବା ଜଣାପଡ଼ିଛି । ତାଙ୍କ ନାମ ରତନ ସିଂହ ଏବଂ ସେ ସେହୋର ଜିଲ୍ଲାର



ଆମେଠିରେ ହାରିଲେ ରାହୁଲ ଗାନ୍ଧୀ

Anupambharat News Bureau | ଦେଶ | | 219 | Read...

ଆମେଠିରେ ହାରିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଏବଂ ଆମେଠି ଭଳି ଆସନରେ ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଆଗୁଆ ପରାଜୟ ସ୍ୱୀକାର ଦେଶର ରାଜନୀତିର ମୋଡ଼ ବଦଳାଇ ଦେଇଛି । କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ



ସନ୍ନିଙ୍କ ଜିତ୍‌ରେ ଉତ୍ସାହିତ ଧର୍ମେନ୍ଦ୍ର କହିଲେ, ‘ଅଚ୍ଛେ ଦିନ ଆଗୟେ’

Anupambharat News Bureau | ଦେଶ | | 218 | Read...

ସନ୍ନିଙ୍କ ଜିତ୍‌ରେ ଉତ୍ସାହିତ ଧର୍ମେନ୍ଦ୍ର କହିଲେ, ‘ଅଚ୍ଛେ ଦିନ ଆଗୟେ’

ମୁମ୍ୱାଇ: ଆକଫିଂ ସହ ପଲିଟିକ୍ସରେ ବି ସଫଳ ହେଲେ ବଲିଉଡ୍‌ର ଆକ୍ସନ ହିରୋ ସନ୍ନି ଦେଓଲ । ଚଳିତ ଥର ପ୍ରଥମ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ । ତଥାପି ବାଜି ମାରିନେଲେ । ଏଥର ସନ୍ନି ଲୋକସଭାରେ ବସିବା ପMା ହୋଇଗଲା । ନିର୍ବା



ବିଜୟ ପରେ ଶ୍ରୀଲଙ୍କା, ଚାଇନା, ଋଷ୍‌ ଓ ଇସ୍ରାଏଲ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

Anupambharat News Bureau | ଦେଶ | | 217 | Read...

ବିଜୟ ପରେ ଶ୍ରୀଲଙ୍କା, ଚାଇନା, ଋଷ୍‌ ଓ ଇସ୍ରାଏଲ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଚାଇନା ଏବଂ ରୁଷ୍‌ ରାଷ୍ଟ୍ରପତି ଭୋଟ୍‌ ଗଣତି ଟ୍ରେଣ୍ଡ ଦେଖି ନରେନ୍ଦ୍ର ମୋଦି ବିଜୟୀ ହେବେ ବୋଲି ଆକଳନ କରିଛନ୍ତି । ଏନେଇ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍‌ ରାଷ୍



ପରାଜୟ ମୋ ମୁହଁରେ ଶକ୍ତ ଚାପୁଡ଼ା: ପ୍ରକାଶ ରାଜ

Anupambharat News Bureau | ଦେଶ | | 216 | Read...

ପରାଜୟ ମୋ ମୁହଁରେ ଶକ୍ତ ଚାପୁଡ଼ା: ପ୍ରକାଶ ରାଜ

ବେଙ୍ଗାଲୁରୁ: ମୋଦି ବିରୋଧୀ ଚେହେରା ଭାବରେ ଉଭା ହେବା ସହ ବେଙ୍ଗାଲୁରୁ ମଧ୍ୟ ଆସନରୁ ନିର୍ବାଚନ ଲିଥିବା ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ପରାଜିତ ହେବା ସ୍ପଷ୍ଟ ହୋଇଛି । ତୃତୀୟ ସ୍ଥାନରେ ରହିଥିବା ପ୍ରକାଶ ଏହାକୁ ସ୍ୱୀକାର କ



ଭଦ୍ରକ ଜିଲାରେ ପ୍ରଥମ ମ୍ୟାଟ୍ରିକ୍‌ ପାସ୍‌ କଲେ କିନ୍ନର କାଜଲ

Anupambharat News Bureau | ଓଡ଼ିଶା | | 215 | Read...

ଭଦ୍ରକ ଜିଲାରେ ପ୍ରଥମ ମ୍ୟାଟ୍ରିକ୍‌ ପାସ୍‌ କଲେ କିନ୍ନର କାଜଲ

ଭଦ୍ରକ, ୨୧ା୫ (ଅନୁପମ ମିଡିଆ): ଆଜି ପ୍ରକାଶ ପାଇଥିବା ଚଳିତବର୍ଷର ମ୍ୟାଟ୍ରିକ୍‌ ପରୀକ୍ଷା ଫଳାଫଳରେ ଏହି ଜିଲାର କାଜଲ ପ୍ରଥମ କିନ୍ନର ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଜିଲାର ଚାନ୍ଦବାଲିର ଦାଖା ହାଇସ୍କୁଲରେ ପାଠ ପଢି ଚର



ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ବିଜୟ ସୁନିଶ୍ଚିତ

Anupambharat News Bureau | ଓଡ଼ିଶା | | 214 | Read...

ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ବିଜୟ ସୁନିଶ୍ଚିତ

ସାଲେପୁର,୨୩ା୫(ଅନୁପମ ମିଡିଆ): ଆଜି ସାଲେପୁର ନିର୍ବାଚନ ମଣ୍ଡଳୀର ହୋଇଥିବା ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ବେହେରା ପ୍ରାୟ ୧୭ହଜାରରୁ ଉର୍ଦ୍ଧ୍ୱଭୋଟ୍‌ ଅଧିକ ପାଇ ବିଜୟର ଦ୍ୱାର ଦେଶରେ ପହଞ୍ଚିବ



ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ୨୪ ରାଉଣ୍ଡ ସୁଦ୍ଧା ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ

Anupambharat News Bureau | ଓଡ଼ିଶା | | 213 | Read...

 ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ୨୪ ରାଉଣ୍ଡ ସୁଦ୍ଧା  ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ

ତାଳଚେର,୨୩ା୫(ଅନୁପମ ମିଡିଆ): ୬୦ ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ବିଜୟ ପଥରେ ଆଗୁସାର ହେଉଥିଲା ବେଳେ ୨୪ ରାଉଣ୍ଡ ସୁଦ୍ଧା ସେ ୧୯ ହଜାର ୫୬୫ ଭୋଟ୍‌ରେ ଆଗୁଆ ଥିବା ଜଣାପଡ଼ିଛି ।



ଆନନ୍ଦପୁରରୁ ଭାଗିରଥି ଓ ଘସିପୁରାରୁ ବଦ୍ରି ବିଜୟୀ

Anupambharat News Bureau | ଓଡ଼ିଶା | | 212 | Read...

ଆନନ୍ଦପୁରରୁ ଭାଗିରଥି ଓ ଘସିପୁରାରୁ ବଦ୍ରି ବିଜୟୀ

ଆନନ୍ଦପୁର,୨୩ା୫(ଅନୁପମ ମିଡିଆ): ଆନନ୍ଦପୁର ଉପଖଣ୍ଡର ଘସିପୁରା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳରେ ବିଜେଡ଼ିର ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଜେଡ଼ି ପ୍ରାର୍ଥୀ ଭାଗିରଥି ସେଠୀ ବିପୁଳ ଭୋଟ ବ୍ୟବଧାନରେ କ



ଯାଜପୁରରେ ବିଜେଡିର ବାଜିମାତ୍‌ , ୭ ବିଧାନସଭା ଓ ୧ ଲୋକସଭା ଆସନ ହାସଲ

Anupambharat News Bureau | ଓଡ଼ିଶା | | 211 | Read...

ଯାଜପୁରରେ ବିଜେଡିର ବାଜିମାତ୍‌ , ୭ ବିଧାନସଭା ଓ ୧ ଲୋକସଭା ଆସନ ହାସଲ

ବିରଜାକ୍ଷେତ୍ର ,୨୩ା୫(ଅନୁପମ ମିଡିଆ): ଯାଜପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ୭ଜଣ ବିଧାୟକ / ବିଧାୟିକା ଓ ଲୋକସଭା ପ୍ରାର୍ଥିନୀ ଙ୍କ ବିଜୟଲାଭ ଘଟିଛି । ଚଳିତ ନିର୍ବାଚନରେ ବିଜେଡି ୨ଜଣ ନୁଆଁମୁହଁ କୁ ପ୍ରାର୍ଥୀ ଦେଇଥି



ଟ୍ରକ ଓ କାର ମୁହାଁମୁହ: ପରିବାରର ପାଞ୍ଚ ମୃତ

Anupambharat News Bureau | ଓଡ଼ିଶା | | 210 | Read...

ଟ୍ରକ ଓ କାର ମୁହାଁମୁହ: ପରିବାରର ପାଞ୍ଚ ମୃତ

ଜୁନାଗଡ଼,୨୨ା୫(ଅନୁପମ ମିଡ଼ିଆ): ଜୁନାଗଡ ବ୍ଲକ ଜାରିଙ୍ଗ ଛକ ୨୬ ନଂ. ଜାତୀୟ ରାଜପଥରେ ବୁଧବାର ଭୋର ସମୟରେ ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧMାରୁ ଗୋଟିଏ ପରିବାରର ୫ଜଣଙ୍କ ମୃତୁ୍ୟ ଘଟିଛି । ଏଥିରେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି ।



ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

Anupambharat News Bureau | ଓଡ଼ିଶା | | 209 | Read...

ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

ଭୁବନେଶ୍ୱର,୨୨ ।୫ (ଅନୁପମ ମିଡିଆ): ଗୁରୁବାର ସାଧାରଣ ନିର୍ବାଚନ ସହ ରାଜ୍ୟ ବିଧାନସଭାର ଭୋଟ୍‌ ଗଣତି ହେବ । ସରକାର ଗଠନ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ ହୋଇ ସାରିଥିବା ବେଳେ ନେତାଙ୍କ ଛାତି ଧଡ୍‌ ଧଡ୍‌ ହେଉଛି । ତେବେ ହାତୀ କ



କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼

Anupambharat News Bureau | ଓଡ଼ିଶା | | 208 | Read...

କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କୁ ଗୁଳିମାଡ଼

ବ୍ରହ୍ମପୁର,୨୨ ।୫ (ଅନୁପମ ମିଡ଼ିଆ) : ଆସିକା କଂଗ୍ରେସ ବିଧାୟକ ପ୍ରାର୍ଥୀ ମନୋଜ ଜେନା ଏବଂ ତାଙ୍କ ସହଯୋଗୀ ସନ୍ତୋଷ ଜେନାଙ୍କୁ ବୁଧବାର ରାତି ପ୍ରାୟ ୯ଟା ବେଳେ ଲାଞ୍ଜିପଲ୍ଲୀ ବାଇପାସ୍‌ ଛକ ନିକଟରେ କେତେକ ଦୁର୍ବୁତ୍ତ ଗୁଳିମାଡ଼



ଟାଉନ୍‌ଥାନାରୁ ମହମ୍ମଦ ଇମ୍ରାନ ଫେରାର୍‌

Anupambharat News Bureau | ଓଡ଼ିଶା | | 207 | Read...

ଟାଉନ୍‌ଥାନାରୁ ମହମ୍ମଦ ଇମ୍ରାନ ଫେରାର୍‌

ବ୍ରହ୍ମପୁର,୨୨ ।୫ (ଅନୁପମ ମିଡ଼ିଆ) : ବ୍ରହ୍ମପୁର ସଦରଥାନାରେ ରୁଜୁ ଏକ ମାମଲାର ଅଭିଯୁକ୍ତ ମହମ୍ମଦ ଇମ୍ରାନ ଆଜି ଭୋର୍‌ରେ ବ୍ରହ୍ମପୁର ଟାଉନଥାନାରୁ ଫେରାର୍‌ ହୋଇଯାଇଥିବା ସୂଚନା ମିଳିଛି । ବ୍ରହ୍ମପୁର ସଦର ଥାନା ଅଞ୍ଚଳରେ



ମହାନଗରରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ, ବହୁ ଲୋକ ଆହତ, ବନ ବିଭାଗ ଖାଲି ହାତରେ

Anupambharat News Bureau | ଓଡ଼ିଶା | | 206 | Read...

ମହାନଗରରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ, ବହୁ ଲୋକ ଆହତ, ବନ ବିଭାଗ ଖାଲି ହାତରେ

ବ୍ରହ୍ମପୁର,୨୧ା୫ (ଅନୁପମ ମିଡ଼ିଆ) : ବ୍ରହ୍ମପୁରରେ ବର୍ତ୍ତମାନ ମାଙ୍କଡ ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛିିଦିନ ଧରି ପୁରୁଣା ବ୍ରହ୍ମପୁର ଅଞ୍ଚଳରେ ଏକ ହନୁମାଙ୍କଡ ବହୁ ସାହି ବାସୀନ୍ଦାଙ୍କୁ କାମୁଡି ଆହତ କରିଛି । ଉ



ଏଟିଏମ୍‌ରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌

Anupambharat News Bureau | ଓଡ଼ିଶା | | 205 | Read...

ଏଟିଏମ୍‌ରେ ବ୍ୟବସାୟୀଙ୍କୁ ଆକ୍ରମଣ କରି ଲୁଟ୍‌

ହ୍ମପୁର,୨୨ ।୫ (ଅନୁପମ ମିଡ଼ିଆ): ସ୍ଥାନୀୟ ଟାଟା ବେଞ୍ଜ୍‌ ଛକ ସ୍ଥିତ ଏଟିଏମ୍‌ କାଉଣ୍ଟରରେ ଗତକାଲି ରାତିରେ ଜଣେ ଛେଳି ବ୍ୟବସାୟୀଙ୍କୁ ଆକ୍ରମଣ କରି ୪୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ରାତି ପ୍ରାୟ ୧୦.୩



ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ

Anupambharat News Bureau | ଓଡ଼ିଶା | | 204 | Read...

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, ୨୨ା୫(ଅନୁପମ ମିଡିଆ) : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସମ୍ମିଳନୀ ଗୃହରେ ଆଜି ପୂର୍ବାହ୍ନରେ ଆଗାମୀ ବର୍ଷା ଋତୁରେ ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍



ଆଧାର ଯୋଗୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଧିମେଇଲା

Anupambharat News Bureau | ଓଡ଼ିଶା | | 203 | Read...

 ଆଧାର ଯୋଗୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯୋଜନା ଧିମେଇଲା

ସମ୍ବଲପୁର,୨୨ା୫(ଅନୁପମ ମିଡିଆ): ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ପ୍ରଚଳନ ହେବା ପରେ ୧୯୧୫-୧୬ ଓ ୧୯୧୬-୧୭ ବର୍ଷରେ ସମ୍ବଲପୁର ଜିଲ୍ଲା ଭଲ ପ୍ରଦର୍ଶନ କରିଥିଲା । ଉଭୟ ମୃତ୍ତିକା ପରୀକ୍ଷା ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ବିତରଣ



ଦିନ ମଜୁରିଆଙ୍କ ପେଟରେ ଲାତ

Anupambharat News Bureau | ଓଡ଼ିଶା | | 202 | Read...

ଦିନ ମଜୁରିଆଙ୍କ ପେଟରେ ଲାତ

ଭଦ୍ରକ,୨୨ା୫(ଅନୁପମ ମିଡିଆ): ଗତ ଡିସମ୍ବେର ମାସରେ ବନ୍ତ ସହର ମହକୁମାରେ ଅବସ୍ଥିତ ସରକାରୀ ଚାଉଳ ଗୋଦାମରେ ଘୋଟାଲା ହେବା ପରେ ଗୋଦାମ ବନ୍ଦ ରହିଛି । ଫଳରେ ଉକ୍ତ ଗୋଦାମରେ କାର୍ଯ୍ୟ କରି ପରିବାର ଚଳାଉଥିବା ବହୁ ଶ୍ରମିକ ନିଜର ଜୀ



ଭଦ୍ରକ କଲେଜରେ ୭ଟି ଓ ସଂସ୍କୃତି ଭବନର ୧୦ଟି ଟେବୁଲରେ ହେବ ଗଣତି

Anupambharat News Bureau | ଓଡ଼ିଶା | | 201 | Read...

  ଭଦ୍ରକ କଲେଜରେ ୭ଟି ଓ ସଂସ୍କୃତି ଭବନର ୧୦ଟି ଟେବୁଲରେ ହେବ ଗଣତି

ଭଦ୍ରକ,୨୨ା୫(ଅନୁପମ ମିଡିଆ): ସାରା ଦେଶରେ ୧୪ଟି ଟେବୁଲରେ ଭୋଟ୍‌ ଗଣତି ହେଉଥିବାବେଳେ ଓଡ଼ିଶା ପାଇଁ ୭ ଟି ଟେବୁଲ୍‌କୁ ଅନୁମତି ମିଳିଛି । ଭଦ୍ରକ ଜିଲା ପ୍ରଶାସନ ଅଧିକ ଟେବୁଲ ପାଇଁ ଅନୁମତି ମାଗିଥିଲେ ମଧ୍ୟ ନିର୍ବାଚନ କମିଶନର



ଜନାଦେଶ ୨୦୧୯: ପ୍ରସ୍ତୁତି ଚୂଡାନ୍ତ, ଦିନକ ପରେ ଗଣତି

Anupambharat News Bureau | ଦେଶ | | 200 | Read...

ଜନାଦେଶ ୨୦୧୯: ପ୍ରସ୍ତୁତି ଚୂଡାନ୍ତ, ଦିନକ ପରେ ଗଣତି

ଭୁବନେଶ୍ୱର,୨୧ ।୫ (ଅନୁପମ ମିଡିଆ):ଆଉ ଦିନକ ପରେ ସାଧାରଣ ନିର୍ବାଚନର ଭୋଟ୍‌ ଗଣତି ହେବ । ୨୧ ଟି ଲୋକସଭା ଏବଂ ୧୪୬ ଟି ବିଧାନସଭା ଆସନ ପାଇଁ ୬୩ ଟି କେନ୍ଦ୍ରରେ ଭୋଟ୍‌ ଗଣନା କରାଯିବ । ଭୋଟ ଗଣତିକୁ ନେଇ ଅବଗଣନା ଆରମ୍ଭ ହୋଇଛି ।



ତପ୍ତପାଣି ଘାଟିରୁ ଖସିଲା ବସ, ଜଣେ ମୃତ,୩୫ ଆହତ

Anupambharat News Bureau | ଓଡ଼ିଶା | | 199 | Read...

ତପ୍ତପାଣି ଘାଟିରୁ ଖସିଲା ବସ,  ଜଣେ ମୃତ,୩୫ ଆହତ

ମୋହନା/ସାନଢ଼େମୁଣ୍ଡି/ଦିଗପହଣ୍ଡି,୨୧ ।୫(ଅନୁପମ ମିଡ଼ିଆ): ତପ୍ତପାଣି ଘାଟିରେ ମଙ୍ଗଳବାର ଅପରାହ୍ନରେ ଏକ ଯାତ୍ରୀବାହୀ ବସ୍‌ ଖସିପଡ଼ିବାରୁ ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ଅନ୍ୟ ୩୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାସ୍ଥଳରୁ



ବିଧାୟକ ସମେତ ଦଶ ଜଣଙ୍କୁ ଗୁଳି କରି ହତ୍ୟା

Anupambharat News Bureau | ଦେଶ | | 198 | Read...

ବିଧାୟକ ସମେତ ଦଶ ଜଣଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ, ୨୧ା୫: ଅରୁଣାଚଳ ପ୍ରଦେଶର ତିରାପ୍‌ ଜିଲ୍ଳାରେ ଆଜି ଏକ ବଡ଼ଧରଣର ହତ୍ୟା ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ତିରାପ୍‌ ଜିଲ୍ଲାରେ ବଗାପାଣି ଠାରେ ଆଜି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଜଣେ ବିଧାୟକ ଓ ତାହାଙ୍କ ପୁ



କମିଲା ପାସ୍‌ ହାର

Anupambharat News Bureau | ଓଡ଼ିଶା | | 197 | Read...

କମିଲା ପାସ୍‌ ହାର

କଟକ, ୨୧ା୫(ଅନୁପମ ମିଡ଼ିଆ): ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଫଳ ଆଜି ପୂର୍ବାହ୍ନ ୯ଟା ବେଳେ ପ୍ରକା



ପେଟ୍ରୋଲ୍‌ ପମ୍ପ୍‌ରୁ ଡକାୟତି ଉଦ୍ୟମ, ଛ’ ଗିରଫ

Anupambharat News Bureau | ଓଡ଼ିଶା | | 196 | Read...

ପେଟ୍ରୋଲ୍‌ ପମ୍ପ୍‌ରୁ ଡକାୟତି ଉଦ୍ୟମ, ଛ’ ଗିରଫ

ବ୍ରହ୍ମପୁର,୨୧ ।୫(ଅନୁପମ ମିଡ଼ିଆ) : ଗତକାଲି ବିଳମ୍ବିତ ରାତିରେ ଆସିକାରୋଡ଼ ଶେଷ ଭାରତ ପେଟ୍ରୋଲ ପମ୍ପରେ ଡକାୟତି ପାଇଁ ଯୋଜନା କରୁଥିବା ୬ ଜଣିଆ ଗ୍ୟାଙ୍ଗକୁ ପୋଲିସ ଗିରଫ କରିବା ସହ ଦୁଇଟି ଖଣ୍ଡା, ୪ଟି ବୋମା ଓ ଅନ୍ୟାନ୍ୟ ଆପତ୍ତି



ମାଟି୍ରକ ପରୀକ୍ଷା ଫଳ ପ୍ରକାଶ, ଗଞ୍ଜାମରେ ପାସହାର ୭୩.୮୫ ପ୍ରତିଶତ

Anupambharat News Bureau | ଓଡ଼ିଶା | | 195 | Read...

ମାଟି୍ରକ ପରୀକ୍ଷା ଫଳ ପ୍ରକାଶ, ଗଞ୍ଜାମରେ ପାସହାର ୭୩.୮୫ ପ୍ରତିଶତ

ବ୍ରହ୍ମପୁର,୨୧ ।୫(ଅନୁପମ ମିଡ଼ିଆ) : ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ଏହି ଫଳ ଜାଣିବାପାଇଁ ବିଭିନ୍ନ ଇଣ୍ଟରନେଟ୍‌ ସେଣ୍ଟର ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ଭିଡ଼



ମେଟ୍ରିକ ରେଜଲଫ ପରେ ଶିକ୍ଷାଦାନ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ

Anupambharat News Bureau | ଓଡ଼ିଶା | | 194 | Read...

ମେଟ୍ରିକ ରେଜଲଫ ପରେ ଶିକ୍ଷାଦାନ ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ

ଲମତାପୁଟ,୨୧ ।୫ (ଅନୁପମ ମିଡ଼ିଆ): କୋରାପୁଟ ଜିଲ୍ଲାରେ ସାରା ଓଡ଼ିଶାରେ ମେଟ୍ରିକ ପରୀକ୍ଷାରେ ପାସ୍‌ ହାର କମିବାରେ ଶୀର୍ଷରେ ରହିଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଆଦିବାସୀ ଆଢ଼ୁସିତ ଲମତାପୁଟ ବ୍ଲକ ଏଥିରୁ ବାଦ ପଡ଼ିନି । ଚଳିତ ବ



୫ ବିଜେପି କର୍ମୀଙ୍କୁ ଆକ୍ରମଣ

Anupambharat News Bureau | ଓଡ଼ିଶା | | 193 | Read...

୫ ବିଜେପି କର୍ମୀଙ୍କୁ ଆକ୍ରମଣ

କୋଲକତା: ନିର୍ବାଚନ ଶେଷ ହେବା ପରେ ମଧ୍ୟ ତୃଣମୂଳ କଂଗ୍ରେସ କର୍ମୀଙ୍କ ଆତଙ୍କରାଜ ପଶ୍ଚିମବଙ୍ଗରେ କମୁ ନାହିଁ । ପୁଣି ଥରେ ଭାରତୀୟ ଜନତା ପାର୍ଟୀ କାର୍ଯ୍ୟକର୍ତ୍ତାଙ୍କ ଆକ୍ରମଣ ହୋଇଛି । ସିତାଇ ଅଞ୍ଚଳରେ ହୋଇଥିବା ଆକ୍ରମଣରେ



କ୍ଷମା ମାଗିଲେ ବିବେକ୍‌ ଓବରୟ

Anupambharat News Bureau | ଦେଶ | | 192 | Read...

କ୍ଷମା ମାଗିଲେ ବିବେକ୍‌ ଓବରୟ

ମୁମ୍ବାଇ: ତୀବ୍ର ସମାଲୋଚନା ଓ ମହିଳା କମିଶନଙ୍କ ନୋଟିସ୍‌ ପରେ ଶେଷରେ ଅଭିନେତା ବିବେକ୍‌ ଓବରୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ ଟ୍ୱିଟ୍‌ କରିଥିବା ଏକ ମିମ୍‌ ଓ ଫଟୋକୁ ଆଜି ଡିଲିଟ୍‌ କରିଛନ୍ତି । ଏ ନେଇ ସେ ଟ୍ୱ



ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

Anupambharat News Bureau | ଦେଶ | | 191 | Read...

ବାପାଙ୍କୁ ମନେ ପକାଇଲେ ପ୍ରିୟଙ୍କା ଓ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଭଉଣୀ ପ୍ରିୟଙ୍କା ଗାନ୍ଧି ମଙ୍ଗଳବାର ପିତା ରାଜୀବ ଗାନ୍ଧିଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ ଭାଇ ଭଉଣୀ ବାପାଙ୍କୁ ମନେ ପକାଇବା ସହ



ଗିରଫ ହୋଇପାରନ୍ତି ଆଇପିଏସ୍‌ ରାଜୀବ କୁମାର

Anupambharat News Bureau | ଦେଶ | | 190 | Read...

ଗିରଫ ହୋଇପାରନ୍ତି ଆଇପିଏସ୍‌ ରାଜୀବ କୁମାର

ନୂଆଦିଲ୍ଲୀ: ଶାରଦା ଚିଟ୍‌ଫଣ୍ଡ ଘୋଟଲାରେ ଫସିଥିବା କୋଲକାତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ନିସ୍ତାର ନାହିଁ । ତାଙ୍କୁ ଗିରଫଦାରୀରୁ ସୁରକ୍ଷା ଦେଇଥିବା ଆଦେଶର ଅବଧି ବଢ଼ାଇବା ପାଇଁ ରାଜୀବ କୁମାରଙ୍କ ଦ୍ୱାର



ବଡବଡିଆଙ୍କୁ ରାସନ କାର୍ଡ

Anupambharat News Bureau | ଓଡ଼ିଶା | | 189 | Read...

 ବଡବଡିଆଙ୍କୁ ରାସନ କାର୍ଡ

ପିପିଲି,୨୧ା୫(ଅନୁପମ ମିଡିଆ): ରାଜ୍ୟ ସରକାର ନିହାତି ଗରିବ ଲୋକଙ୍କ ଦାନାପାଣି ପାଇଁ ରାସନ କାର୍ଡ ଖିଛନ୍ତି । ଚାଉଳ, ଗହମ ଗଣ୍ଡାଏ ପାଇଲେ ସେମାନଙ୍କ ପରିବାର ଅନ୍ତତଃ ଭୋକରେ ରହିବେ ନାହିଁ । ମୁଲପାତିରେ ଜାହା ପାଇବେ ସେଥିରେ ଆଳ



ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ଯୁବତୀ ମୃତ

Anupambharat News Bureau | ଓଡ଼ିଶା | | 188 | Read...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଦୁଇ ଯୁବତୀ ମୃତ

କେନ୍ଦ୍ରାପଡା, ୨୧ା୫ (ଅନୁପମ ମିଡିଆ) : ୫ନମ୍ବର(କ) ଜାତୀୟ ରାଜପଥର ଛଗରିଆ ଛକ ନିକଟରେ ଏକ ହୋଣ୍ଡା ଆକଫିଭାକୁ ଅନ୍ୟ ଏକ ଘରୋଇ ବସ ରଙ୍ଗ ରୁଟରେ ଯାଇ ସମ୍ମୁଖରୁ ଧMା ଦେବାରୁ ଆକଫିଭା ପଛରେ ବସିଥିବା ୨ଭଉଣୀଙ୍କ ଘଟଣା ସ୍ଥଳରେ ମୃତୁ୍ୟ ହ



ଦୂତିଙ୍କ ସମଲିଙ୍ଗୀ ବିବାହକୁ ନେଇ ସରସ୍ୱତୀଙ୍କ ଆଖିରେ ଆଖିଏ ଲୁହ

Anupambharat News Bureau | ଓଡ଼ିଶା | | 187 | Read...

 ଦୂତିଙ୍କ ସମଲିଙ୍ଗୀ ବିବାହକୁ ନେଇ ସରସ୍ୱତୀଙ୍କ ଆଖିରେ ଆଖିଏ ଲୁହ

ଯାଜପୁର,୨୧ ।୫(ଅନୁପମି):ଦେଶର ଅନ୍ୟତମ ଜଣାସୁଣା ଧାବିକା ଦୂତି ଚାନ୍ଦଙ୍କ ସମବିବାହ ନିଷ୍ପତ୍ତିକୁ ନେଇ ପରିବାରରେ ଝଡଉଠିଛି । ଗାଁଉଳି ଝିଅ ଦୂତିଙ୍କୁ ନେଇ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ପାଇଁ ସମସ୍ତ ତ୍ୟାଗ କରିଥିବା ଅନ



ଏ-୧ ଗ୍ରେଡରେ ଭାପୁର୍‌ର ଓମ୍‌ ପ୍ରିୟା ସାହୁ

Anupambharat News Bureau | ଓଡ଼ିଶା | | 186 | Read...

ଏ-୧ ଗ୍ରେଡରେ ଭାପୁର୍‌ର ଓମ୍‌ ପ୍ରିୟା ସାହୁ

ଭାପୁର,୨୧ା୫(ଅନୁପମ ମିଡିଆ): ନୟାଗଡ ଜିଲ୍ଲା ଭାପୁର ବ୍ଲକରେ ଜଣେ ମାତ୍ର ଛାତ୍ରୀ ଓମ୍‌ ପ୍ରିୟା ସାହୁ ଏବର୍ଷମାଟ୍ରିକ୍‌ ପରିକ୍ଷାରେ ଏ-ଗ୍ରେଡରେ ପାସ୍‌ କରି ବ୍ଲକ୍‌ ପାଇଁ ସମ୍ମାନ ଆଣିଛନ୍ତି । ଭାପୁର ବାଲୁଙ୍କେଶ୍ୱର ଦେବ



ଚୋର ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ

Anupambharat News Bureau | ଓଡ଼ିଶା | | 185 | Read...

ଚୋର ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ଯୁବକ

ଅନୁଗୋଳ,୨୧ା୫ (ଅନୁପମ ମିଡ଼ିଆ): ନାଲକୋ କଲୋନୀରେ ବାରମ୍ବାର ଚୋରୀ, ଡ଼କାୟତି, ରାହାଜାନୀ ବଢ଼ିବାରେ ଲାଗିଛି । ପୋଲିସ ଯେତେ ଚେଷ୍ଟା କଲେ ମଧ୍ୟ ରୋକିବାରେ ସଫଳ ହୋଇପାରିନାହିଁ । ତେବେ ନାଲକୋରେ ଗତକାଲି ବିଳମ୍ବିତ ରାତିରେ ଜନୈକ ଘର



ହୁସିଆର୍‌! ମାତୁଛନ୍ତି ବ୍ଲì ପଲସର ଲୁଟେରା

Anupambharat News Bureau | ଓଡ଼ିଶା | | 184 | Read...

ହୁସିଆର୍‌! ମାତୁଛନ୍ତି ବ୍ଲì ପଲସର ଲୁଟେରା

ଭଦ୍ରକ,୨୧ା୫(ଅନୁପମ ମିଡିଆ): କଳା ପଲସରରେ ଲୁଟେରା ମାନେ ଲୁଟ କରୁଥିବା ବେଳେ ଏବେ ତରିକା ବଦଳାଇ ବ୍ଲì ପଲସରରେ ଆସି ଲୁଟ କରୁଛନ୍ତି । ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ୧.୨୦ ମିନିଟ ସମୟରେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣି



୬୩ କେନ୍ଦ୍ରରେ ହେବ ଭୋଟ୍‌ ଗଣତି

Anupambharat News Bureau | ଓଡ଼ିଶା | | 183 | Read...

୬୩ କେନ୍ଦ୍ରରେ ହେବ ଭୋଟ୍‌ ଗଣତି

ଭୁବନେଶ୍ୱର,୨୦ ।୫(ଅନୁପମ ମିଡିଆ): ଆସନ୍ତା ୨୩ରେ ଭୋଟ୍‌ ଗଣତି ପରେ ପ୍ରକାଶ ପାଇବ ବହୁ ପ୍ରତୀକ୍ଷିତ ସାଧାରଣ ନିର୍ବାଚନ ଫଳାଫଳ । ଏହି ଦିନ ଭୋଟ ଗଣତି ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରସ୍ତ



ଆଜି ମାଟ୍ରିକ ପରୀକ୍ଷା ଫଳ

Anupambharat News Bureau | ଓଡ଼ିଶା | | 182 | Read...

ଆଜି ମାଟ୍ରିକ ପରୀକ୍ଷା ଫଳ

କଟକ, ୨୦ା୫(ଅନୁପମମିଡ଼ିଆ): ଆସନ୍ତା କାଲି ସକାଳ ୯ଟା ସମୟରେ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଚଳିତବର୍ଷର ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହି ଉପଲକ୍ଷେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି



ଆଉ ଦୁଇଦିନ ସିଝିବ ପଶ୍ଚିମ ଓଡ଼ିଶା

Anupambharat News Bureau | ଓଡ଼ିଶା | | 181 | Read...

 ଆଉ ଦୁଇଦିନ ସିଝିବ ପଶ୍ଚିମ ଓଡ଼ିଶା

ଭୁବନେଶ୍ୱର,୨୦ ।୫(ଅନୁପମ ମିଡିଆ): ଗତ କିଛି ଦିନ ଧରି ଲଗାତାର ଭାବେ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ପ୍ରବଳ ଝାଞ୍ଜିି ଯୋଗୁଁ ଦ୍ୱି ପ୍ରହରରେ ଲୋକେ ବାହାରକୁ ବାହାରିବା ଅସହ୍ୟ ହୋଇପଡ଼ିଛି । ଜନଜୀବନ ଅସ୍ତବ୍ୟସ



ବଡ଼ ଡାକ୍ତରଖାନା ନିଦାନ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଘଣ୍ଟଯାତ୍ରା

Anupambharat News Bureau | ଓଡ଼ିଶା | | 180 | Read...

ବଡ଼ ଡାକ୍ତରଖାନା ନିଦାନ କେନ୍ଦ୍ରରେ ଅବ୍ୟବସ୍ଥା ନେଇ ଘଣ୍ଟଯାତ୍ରା

ବ୍ରହ୍ମପୁର,୨୦ ।୫(ଅନୁପମ ମିଡ଼ିଆ) : ବ୍ରହ୍ମପୁର ବଡ଼ ଡାକ୍ତରଖାନା ପରିସରରେ ଥିବା ଆଞ୍ଚଳିକ ନିଦାନ କେନ୍ଦ୍ରର ଅବ୍ୟବସ୍ଥା ସୁଧାରିବା ଦାବିନେଇ ସୋମବାର ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ୮୯ତମ ଘଣ୍ଟଯାତ୍ରା ଓ ଗଣ ବିକ୍ଷୋଭ



ମାଳତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ

Anupambharat News Bureau | ଓଡ଼ିଶା | | 179 | Read...

ମାଳତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପୋଲସରା,୨୦ା୫(ଅନୁପମ ମିଡ଼ିଆ): ପୋଲସରା ବ୍ଲକ ଅନ୍ତର୍ଗତ ମାଳତେନ୍ତୁଳିଆ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲେ ଗ୍ରାମ ପଞ୍ଚାୟତବାସୀ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥକୁ ବାଟମାରଣା



କମଲ ହାସନଙ୍କୁ ମିଳିଲା ଜାମିନ

Anupambharat News Bureau | ଦେଶ | | 178 | Read...

କମଲ ହାସନଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ମMଲ ନିଧି ମୟମର ନେତା କମଲ ହାସନଙ୍କୁ ମାଡ୍ରାସ ହାଇକୋର୍ଟ ମଦୁରାଇ ବେଞ୍ଚ୍‌ ଅନ୍ତରୀଣ ଜାମିନ ଦେଇଛନ୍ତି । କମଲ ହାସନ ନାଥୁରାମ୍‌ ଗଡସେଙ୍କୁ ନେଇ ଦେଇଥିବା ବୟାନ ପରେ ତାଙ୍କ ବିରୁଧରେ ହିନ୍ଦୁ ମୁନାନୀ ପାର୍ଟି



ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ ୨୦୧୬ରେ ହିଁ ହୋଇଥିଲା: ସେନା ଅଧିକାରୀ

Anupambharat News Bureau | ଦେଶ | | 177 | Read...

ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ ୨୦୧୬ରେ ହିଁ ହୋଇଥିଲା: ସେନା ଅଧିକାରୀ

ନୂଆଦିଲ୍ଲୀ: ୨୦୧୬ ସେପେଫମ୍ବରରେ ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍‌ ପ୍ରଥମ ନୁହେଁ ଓ ପୂର୍ବରୁ ମଧ୍ୟ ୬ ଥର ସର୍ଜିକାଲ ଷ୍ଟ୍ରାଇକ୍‌ ହୋଇଥିବା ନେଇ କଂଗ୍ରେସର ଦାବି ଭୁଲ ପ୍ରମାଣିତ ହୋଇଛି । ଏହା ପ୍ରଥମ ସର୍ଜିକାଲ ଷ୍ଟ୍



ରାଜପଥ ଲୁଟେରା ଗ୍ୟାଙ୍ଗର ୯ ଗିରଫ

Anupambharat News Bureau | ଓଡ଼ିଶା | | 176 | Read...

ରାଜପଥ ଲୁଟେରା ଗ୍ୟାଙ୍ଗର ୯ ଗିରଫ

ଅନୁଗୋଳ, ୨୦ା୫ (ଅନୁପମ ମିଡିଆ): ଦୀର୍ଘଦିନ ଧରି ଅନୁଗୋଳ ଜିନ୍ଦଲ ରୋଡ଼ରେ ମଧ୍ୟରାତ୍ରରେ ଦଳବଦ୍ଧ ହୋଇ ବିଭିନ୍ନ ଭାରି ମାଲବାହି ଗାଡ଼ିକୁ ଅଟକାଇ ଚାଳକଙ୍କୁ ମାରଣାସ୍ତ୍ର ଦେଖାଇ ଏବଂ ମାଡ଼ମାରି ଲୁଟପାଟ କରୁଥିବା ଏକ ଗ୍ୟାଙ୍ଗର ୯ ଜଣ



ବହୁବିଧ ସମସ୍ୟାରେ ଜର୍ଜରିତ ମେଦିନିପୁର ଗାଁ

Anupambharat News Bureau | ଓଡ଼ିଶା | | 175 | Read...

ବହୁବିଧ ସମସ୍ୟାରେ ଜର୍ଜରିତ ମେଦିନିପୁର ଗାଁ

କେନ୍ଦୁଝର, ୨୦ା୫ (ଅନୁପମ ମିଡିଆ): ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଆଭ୍ୟନ୍ତରୀଣ ଅଞ୍ଚଳର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଦେଶ ସ୍ୱାଧିନତାର ୭୦ବର୍ଷ ବିତିଯାଇଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲାର ବ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page