ଖବର ସଂଗ୍ରହ

.



୨୦୨୨ ପୂର୍ବରୁ ବିଦ୍ୟାଳୟ ଖୋଲିବନି !

Anupambharat News Bureau | ଓଡ଼ିଶା | | 2294 | Read...

୨୦୨୨ ପୂର୍ବରୁ ବିଦ୍ୟାଳୟ ଖୋଲିବନି !

ଭୁବନେଶ୍ୱର, ୨୯ା୬ (ସ୍ୱତନ୍ତ୍ର ପ୍ରତିନିଧି): ଭୟଙ୍କର କରୋନାର ମୁକାବିଲା ପାଇଁ ଦୀର୍ଘକାଳୀନ ଲକ୍‌ଡାଉନ୍‌ ଓ ସଟ୍‌ଡ଼ାଉନ୍‌ କଟକଣା ଭିତରେ ବିଦ୍ୟାଳୟ ଶ୍ରେଣୀଗୃହରେ ପିଲାଙ୍କ ପାଠପଢା ଇତିହାସ ପାଲଟିଛି । କରୋନାର ପ୍ରଥମ ଲହର



କୋଭିଡ ନିୟମ କଡାକଡି ପାଳନ ଉପରେ ଗୁରୁତ୍ୱ

Anupambharat News Bureau | ଓଡ଼ିଶା | | 2293 | Read...

କୋଭିଡ ନିୟମ କଡାକଡି ପାଳନ ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୨୯ା୬(ଅନୁପମ ମିଡ଼ିଆ): ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲା ଉପରେ ଫୋକସ କରିବା ସହିତ କୋଭିଡ ନିୟମର କଡାକଡି ଅନୁପାଳନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି । ମଙ୍ଗଳବାର ରାଜ୍ୟରେ କୋଭିଡ ସ୍ଥିତି ସମ୍ପର୍କ



ମାଟ୍ରିକ ମାର୍କକୁ ନେଇ ବିବାଦ ପରେ ବୋର୍ଡ଼ର ନିଷ୍ପତ୍ତି : : ଜୁଲାଇରେ ଅଫଲାଇନ ପରୀକ୍ଷା

Anupambharat News Bureau | ଓଡ଼ିଶା | | 2292 | Read...

ମାଟ୍ରିକ ମାର୍କକୁ ନେଇ ବିବାଦ ପରେ ବୋର୍ଡ଼ର ନିଷ୍ପତ୍ତି : : ଜୁଲାଇରେ ଅଫଲାଇନ ପରୀକ୍ଷା

କଟକ, ୨୯ା୬(ଅନୁପମ ମିଡ଼ିଆ): ଚଳିତ ବର୍ଷ ବିନା ପରୀକ୍ଷାରେ ବିକଳ୍ପ ପଦ୍ଧତିରେ ହୋଇଥିବା ମୂଲ୍ୟାୟନରେ ୯୭ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ପାସ୍‌ କରିଥିଲେ ହେଁ ଫଳାଫଳକୁ ନେଇ ରାଜ୍ୟବ୍ୟାପି ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ



ଜୁନ ପାଇଁ ଅତିରିକ୍ତ ଛ’ଲକ୍ଷ କୋଭିସିଲï: ଦିଅ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଚିଠି

Anupambharat News Bureau | ଓଡ଼ିଶା | | 2291 | Read...

ଜୁନ ପାଇଁ ଅତିରିକ୍ତ ଛ’ଲକ୍ଷ କୋଭିସିଲï:  ଦିଅ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର, ୨୮ା୬(ଅନୁପମ ମିଡ଼ିଆ): ରାଜ୍ୟରେ କୋଭିସିଲï ଟିକାର ଅଭାବ କାରଣରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଜୁନ ମାସ ପାଇଁ ଅତିରିକ୍ତ ଛ’ଲକ୍ଷ କୋଭିସିଲï ଟିକା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ ହର୍ଷବର୍ଧନଙ୍କୁ



ଡ଼.ବଂଶୀଧର ମାଝୀ ଭିଏସଏସୟୁଟି ନୂତନ କୁଳପତି

Anupambharat News Bureau | ଓଡ଼ିଶା | | 2290 | Read...

ଡ଼.ବଂଶୀଧର ମାଝୀ ଭିଏସଏସୟୁଟି ନୂତନ କୁଳପତି

ସମ୍ବଲପୁର,୨୮ା୬(ଅନୁପମ ମିଡ଼ିଆ): ପ୍ର. ବଂଶୀଧର ମାଝୀ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ର ନୂତନ କୁଳପତି ରୂପେ ନିଯୁକ୍ତ ହୋଇଛନ୍ତି । ତାଙ୍କୁରାଜ୍ୟପାଳ ତଥା କୁଳାଧିପତି ପ୍ର. ଗଣେଶୀଲାଲଙ୍କ ଦ୍ୱାରା ଆଜି ନୂ



ଅଗ୍ନିପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2289 | Read...

ଅଗ୍ନିପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ୱର,୨୮ା୬(ଅନୁପମ ମିଡ଼ିଆ):ଚାନ୍ଦିପୁର ଅଞ୍ଚଳରେ ଥିବା ଭାରତୀୟ ପ୍ରତିରକ୍ଷା ଗବେଷଣ ଉନ୍ନୟନ ସଂସ୍ଥା (ଡିଆରଡ଼ିଓ) ପକ୍ଷରୁ ସୋମବାର ପୂର୍ବାହ୍ନ ୧୦.୫୫ ସମୟରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିଠାରେ ଥିବା ଅବଦୁଲ କାଲାମ ଦ୍ୱୀପର



କରୋନା ପ୍ରଭାବିତଙ୍କୁ ଆର୍ଥିକ ସହାୟତା : କେନ୍ଦ୍ରର ୧.୧ ଲକ୍ଷ କୋଟିର ପ୍ୟାକେଜ

Anupambharat News Bureau | ଦେଶ | | 2288 | Read...

କରୋନା ପ୍ରଭାବିତଙ୍କୁ ଆର୍ଥିକ ସହାୟତା   : କେନ୍ଦ୍ରର ୧.୧ ଲକ୍ଷ କୋଟିର ପ୍ୟାକେଜ

ନୂଆଦିଲ୍ଲୀ,୨୮ା୬: ମହାମାରୀ କରୋନା ଦ୍ୱାରା ପ୍ରଭାବିତ ସେକଫରଗୁଡ଼ିକ ପାଇଁ କେନ୍ଦ୍ର ସରକାର ଜରୁରୀ ଋଣ ସହାୟତାର ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଋଣ ସହାୟତା ସମ୍ପର୍କରେ ଆଜି ସୂଚନା ଦେଇ



ସାତ ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଭିତ୍ତିପ୍ରସ୍ତର ସ୍ଥାପନ : ‘ଅଭିଜ୍ଞତା ତୃତୀୟ ଲହରର ମୁକାବିଲାରେ ସାହାଯ୍ୟ କରିବ’ ­

Anupambharat News Bureau | ଓଡ଼ିଶା | | 2287 | Read...

 ସାତ ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଭିତ୍ତିପ୍ରସ୍ତର ସ୍ଥାପନ :  ‘ଅଭିଜ୍ଞତା ତୃତୀୟ ଲହରର ମୁକାବିଲାରେ ସାହାଯ୍ୟ କରିବ’ ­

ଭୁବନେଶ୍ୱର, ୨୫ା୬ (ଅନୁପମ ମିଡିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ®ରେନ୍ସିଂ ଜରିଆରେ ରାଜ୍ୟର ଆଉ ୭ଟି ଜିଲ୍ଲାରେ ଲିକୁଇଡ ମେଡିକାଲ ଅକ୍ସିଜେନ ସଂପକ୍ଷଣ ଓ ବଣ୍ଟନ ବ୍ୟବସ୍ଥା ପାଇଁ ଭତ୍ତିପ୍ରସ୍ତର ରଖିଛନ୍ତି



ରାଜ୍ୟରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ଚିହ୍ନଟ : ଦିନକରେ ୨୯୧୨ ପଜିଟିଭ, ୪୦ ମୃତ

Anupambharat News Bureau | ଓଡ଼ିଶା | | 2286 | Read...

ରାଜ୍ୟରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ଚିହ୍ନଟ  : ଦିନକରେ ୨୯୧୨ ପଜିଟିଭ, ୪୦ ମୃତ

ଭୁବନେଶ୍ୱର,୨୫ା୬ (ଅନୁପମ ମିଡିଆ): ଡେଲ୍‌ଟା ପ୍ଲସ ଭ୍ୟାରିଏଣ୍ଟର ପ୍ରଥମ ରୋଗୀ ଓଡ଼ିଶାରେ ଚିହ୍ନଟ ହୋଇଛନ୍ତି । ନ୍ୟାସନାଲ ସେଣ୍ଟର ଫର୍‌ ଡିଜିଜ କଣ୍ଟ୍ରୋଲର ନିର୍ଦ୍ଦେଶକ ଏନେଇ ସୂଚନା ପ୍ରଦାନ କରିଛନ୍ତି । ଏପର୍ଯ୍ୟନ୍ତ ୧୧ଟି



ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶିତ : ପାସ ହାର ୯୭.୮୯ ପ୍ରତିଶତ

Anupambharat News Bureau | ଓଡ଼ିଶା | | 2285 | Read...

 ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶିତ :  ପାସ ହାର ୯୭.୮୯ ପ୍ରତିଶତ

ଭୁବନେଶ୍ୱର/କଟକ, ୨୫ା୬ (ଅନୁପମ ମିଡିଆ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ୫ ଲକ୍ଷ ୬୨ ହଜା



ଆଜି ମାଟ୍ରିକ ପରୀକ୍ଷା ଫଳ

Anupambharat News Bureau | ଓଡ଼ିଶା | | 2284 | Read...

ଆଜି ମାଟ୍ରିକ ପରୀକ୍ଷା ଫଳ

କଟକ, ୨୪ା୬(ଅନୁପମ ମିଡ଼ିଆ): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତା କାଲି ମାଟ୍ରିକ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ଫଳ ପ୍ରକାଶ ପାଇବ । କଟକସ୍ଥିତ ପରିଷଦର କାର୍ଯ୍ୟାଳୟଠାରେ ଏହି ଫଳ ଆସନ୍ତା କାଲି ଅପରାହ୍ନ



ଆଠ ଜିଲ୍ଳାରେ ଅକ୍ସିଜେନ ପ୍ଲାଣ୍ଟ ଶିଳାନ୍ୟାସ, ଅନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ : ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର: ­ ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2283 | Read...

ଆଠ ଜିଲ୍ଳାରେ ଅକ୍ସିଜେନ ପ୍ଲାଣ୍ଟ ଶିଳାନ୍ୟାସ, ଅନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ :   ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର: ­ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୬(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ଲିକ ୍ୱିଡ୍‌ ମେଡିକାଲ ଅକ୍ସିଜେନ୍‌ ଓ ପିଏସଏ ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି । ଏ



ଆଇପିଏସ୍‌ ସ୍ତରରେ ଅଦଳବଦଳ : ଯଶବନ୍ତ ଭିଜିଲାନ୍ସ ନିର୍ଦ୍ଦେଶକ

Anupambharat News Bureau | ଓଡ଼ିଶା | | 2282 | Read...

ଆଇପିଏସ୍‌ ସ୍ତରରେ ଅଦଳବଦଳ  : ଯଶବନ୍ତ  ଭିଜିଲାନ୍ସ ନିର୍ଦ୍ଦେଶକ

ଭୁବନେଶ୍ୱର,୨୪ା୬(ଅନୁପମ ମିଡ଼ିଆ): ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ୧୯୯୪ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଯଶବନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ବର୍ତମାନ ସେ



ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

Anupambharat News Bureau | ଓଡ଼ିଶା | | 2281 | Read...

ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ,୨୪ା୬(ଅନୁପମ ମିଡ଼ିଆ): ଗତବର୍ଷପରି ଚଳିତ ବର୍ଷ ମଧ୍ୟ ମହାମାରୀ କରୋନା ସଂକ୍ରମଣ ଜନିତ କଟକଣା ଯୋଗୁଁ ଭକ୍ତଶୂନ୍ୟଭାବେ ସମ୍ପନ୍ନ ହୋଇଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରସିଦ୍ଧ ସ୍ନାନଯାତ୍ର । ପ୍ରତ୍ୟହ ରତ୍ନସିଂହାସନର



ଜମ୍ମୁ-କଶ୍ମୀରକୁ ପୁଣି ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା!

Anupambharat News Bureau | ଦେଶ | | 2280 | Read...

ଜମ୍ମୁ-କଶ୍ମୀରକୁ ପୁଣି ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା!

ନୂଆଦିଲ୍ଲୀ: ଗୁରୁବାର ଜାମ୍ମୁ କାଶ୍ମୀର ନେତାଙ୍କ ସହ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ବଦଳୀୟ ଦଳ ଜେ ଆଣ୍ଡ କେ ନେତାଙ୍କ ସହ ସାକ୍ଷାତ: ର୍ନିବାଚନ ଠାରୁ ଆରମ୍ଭ କରି ସୀମା ପର୍



ଦୀପଗ୍ରେସ, ବିରେନ୍ଦ୍ର ମହିଳା ଓ ପୁରୁଷ ଦଳର ଉପ ଅଧିନାୟକ

Anupambharat News Bureau | କ୍ରୀଡ଼ା | | 2279 | Read...

ଦୀପଗ୍ରେସ, ବିରେନ୍ଦ୍ର ମହିଳା ଓ ପୁରୁଷ ଦଳର ଉପ ଅଧିନାୟକ

ଭୁବନେଶ୍ୱର, ୨୨ା୬(ଅନୁପମ ମିଡ଼ିଆ): ଟୋକିଓ ଅଲମ୍ପିକ୍ସ ପାଇଁ ଭାରତୀୟ ହକି ଦଳରେ ସ୍ଥାନ ପାଇଥିବା ଦୀପଗ୍ରେସ ଏMା ଓ ବିରେନ୍ଦ୍ର ଲାକ୍ରା ଯଥାକ୍ରମେ ମହିଳା ଓ ପୁରୁଷ ଦଳ ପକ୍ଷରୁ ଉପ ଅଧିନାୟକ ଦାୟିତ୍ୱ ସମ୍ଭାଳିବେ । ଏଥିପାଇଁ ମୁଖ



ଦିନକ ପରେ ସ୍ନାନ ଯାତ୍ରା : ପୁରୀରେ ୧୪୪ ଧାରା

Anupambharat News Bureau | ଓଡ଼ିଶା | | 2278 | Read...

ଦିନକ ପରେ ସ୍ନାନ ଯାତ୍ରା  : ପୁରୀରେ ୧୪୪ ଧାରା

ପୁରୀ, ୨୨ା୬(ଅନୁପମ ମିଡ଼ିଆ): ଆଉ ଦିନକ ପରେ ଅନୁଷ୍ଠିତ ହେବାକୁ ଯାଉଛି ଶ୍ରୀଜୀଉଙ୍କ ପବିତ୍ର ସ୍ନାନ ଯାତ୍ରା । ଏହି ବିଶେଷ ତିଥିରେ ସ୍ନାନ ମଣ୍ଡପରେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିବେ ଶ୍ରୀଜୀଉମାନେ । ଏହା ପରେ



ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

Anupambharat News Bureau | ଓଡ଼ିଶା | | 2277 | Read...

ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ୱର, ୨୨ା୬(ଅନୁପମ ମିଡ଼ିଆ): ରାଜ୍ୟରେ ବିଳମ୍ବିତ ହୋଇପାରେ ପଞ୍ଚାୟତ ନିର୍ବାଚନ । ଆସନ୍ତା ମାର୍ଚ୍ଚ ୧୦, ୨୦୨୨ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରିବ । ତାହା ପୂର୍ବରୁ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରି



ପୋଷ୍ଟର୍‌ ରାଜନୀତି ଭିତରେ ହଜୁଛି ପ୍ରମୁଖ ପ୍ରସଙ୍ଗ

Anupambharat News Bureau | ଓଡ଼ିଶା | | 2276 | Read...

ପୋଷ୍ଟର୍‌ ରାଜନୀତି ଭିତରେ ହଜୁଛି ପ୍ରମୁଖ ପ୍ରସଙ୍ଗ

ଭୁବନେଶ୍ୱର, ୨୨ା୬ (ସ୍ୱତନ୍ତ୍ର ପ୍ରତିନିଧି): ବିଧାୟକମାନଙ୍କୁ ଦିଆ ଯାଇଥିବା ସ୍ୱତନ୍ତ୍ର ପାଣwି ବ୍ୟୟ କରି ବଣ୍ଟନ କରାଯାଉଥିବା ମାସ୍କରେ ନବୀନଙ୍କ ଫଟୋ ଲାଗିଲେ ବିଜେପି ଚିହିଁକି ଉଠୁଛି । ସେପଟେ ସରକାରୀ ପୋଷ୍ଟର୍‌ ଓ କୋଭିଡ



ସାତ ଜିଲ୍ଲାରେ ନିଅଣ୍ଟିିଆ ବର୍ଷା : ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ

Anupambharat News Bureau | ଓଡ଼ିଶା | | 2275 | Read...

ସାତ ଜିଲ୍ଲାରେ ନିଅଣ୍ଟିିଆ ବର୍ଷା : ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ

ଭୁବନେଶ୍ୱର, ୨୧ା୬(ଅନୁପମ ମିଡ଼ିଆ): ଜୁନ ପହିଲାରୁ ୨୧ ସୁଦ୍ଧା ଓଡ଼ିଶାରେ ୧୩୬.୩ ମିମି ବର୍ଷା ଅନୁଭୂତ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୨୬.୬ ମିମି ଠାରୁ ୮ ପ୍ରତିଶତ ଅଧିକ ରହିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂ



କରୋନା ଚାପ: ମାନ୍ଦାବସ୍ଥା ସୁଧାରିବାକୁ ଆକ୍ସନ୍‌ ପ୍ଲାନ୍‌ ଜରୁରୀ

Anupambharat News Bureau | ଓଡ଼ିଶା | | 2274 | Read...

କରୋନା ଚାପ:  ମାନ୍ଦାବସ୍ଥା ସୁଧାରିବାକୁ ଆକ୍ସନ୍‌ ପ୍ଲାନ୍‌ ଜରୁରୀ

ଭୁବନେଶ୍ୱର, ୨୧ା୬ (ସ୍ୱତନ୍ତ୍ର ପ୍ରତିନିଧି): କରୋନା ମାଡ଼ରେ ଉଜୁଡ଼ି ଯାଇଛି ଲକ୍ଷ ଲକ୍ଷ ଲୋକଙ୍କର ଜୀବନଜୀବିକା । ମଲ୍‌, ସୋ’ରୁମ୍‌ ସବୁ ବନ୍ଦ । ତେଜରାତି ଦୋକାନର କିଣାବିକା ସମୟରେ କଟକଣା ଯୋଗୁ ଖୁଚୁରା କାରବାର କମିଛି । ଶିଳ୍ପ,



ଏନ୍‌କାଉଣ୍ଟରରେ ତିନି ଆତଙ୍କୀ ନିହତ

Anupambharat News Bureau | ଦେଶ | | 2273 | Read...

ଏନ୍‌କାଉଣ୍ଟରରେ ତିନି ଆତଙ୍କୀ ନିହତ

ଜାମ୍ମୁ-କାଶ୍ମୀର : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଗତକାଲି ରାତିରେ ଉତ୍ତର କାଶ୍ମୀରର ଗୁଣ୍ଡବ୍ରଥ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି



ଜୁଲାଇ ପହିଲାରୁ ଆରମ୍ଭ ହେବ ଚାରିଧାମ ଯାତ୍ରା

Anupambharat News Bureau | ଦେଶ | | 2272 | Read...

ଜୁଲାଇ ପହିଲାରୁ ଆରମ୍ଭ ହେବ ଚାରିଧାମ ଯାତ୍ରା

ମୁମ୍ବାଇ: ଜୁଲାଇ ୧ ରୁ ଚାର୍‌ ଧାମ ଯାତ୍ରା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବୋଲି ଉତ୍ତରାଖଣ୍ଡ ସରକାର ଘୋଷଣା କରିଛନ୍ତି । ଖୁବ୍‌ ଶୀଘ୍ର ଏହି ଯାତ୍ରା ପାଇଁ ଏକ ଏସ୍‌ଓପି ଜାରି କରିବେ ସରକାର । ଜୁଲାଇ ୧ରୁ ଏହି ତିନିଟି ଚାମ



୨୩ରୁ ୟୁଏଇ ଓ ଭାରତ ମଧ୍ୟରେ ବିମାନ ସେବା ଆରମ୍ଭ

Anupambharat News Bureau | ଦେଶ | | 2271 | Read...

୨୩ରୁ ୟୁଏଇ ଓ ଭାରତ  ମଧ୍ୟରେ ବିମାନ ସେବା ଆରମ୍ଭ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ ଯୋଗୁଁ ୟୁନାଇଟେଡ ଆରବ ଏମିରେଟସ ଓ ଭାରତ ମଧ୍ୟରେ ବନ୍ଦ ରହିଥିବା ବିମାନ ଉଡାଣ ସେବା ଆସନ୍ତା ୨୩ରୁ ପୁଣିଥରେ ଚାଲିବ । କଟକଣା ହଟିବା ପରେ ଦୁଇ ଦେଶ ମଧ୍ୟରେ ଚାଲିବ ବିମାନ ସେବା । ଏମିରେଟସ ପ



ବାତିଲ ହେଲା ଅମରନାଥ ତୀର୍ଥ ଯାତ୍ରା

Anupambharat News Bureau | ଦେଶ | | 2270 | Read...

ବାତିଲ ହେଲା ଅମରନାଥ ତୀର୍ଥ ଯାତ୍ରା

ନୂଆଦିଲ୍ଲୀ: ଅମରାନାଥ ଯାତ୍ରା ପାଇଁ ଅପେକ୍ଷା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଦୁଃଖଖବର । କରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରା ବାତିଲ ହୋଇଛି । ଶ



ଏମ୍‌ ଯୋଗ ଆପ୍‌ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Anupambharat News Bureau | ଦେଶ | | 2269 | Read...

ଏମ୍‌ ଯୋଗ ଆପ୍‌ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ମହାମାରୀର ୨ୟ ଲହରରେ ଲକ୍ଷାଧିକ ଲୋକେ ପ୍ରାଣ ହରାଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଦେଶବାସୀଙ୍



ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଉଦ୍‌ଘାଟିତ : ଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ: ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2268 | Read...

ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ଉଦ୍‌ଘାଟିତ :  ଏକବିଂଶ ଶତାଦ୍ଦୀରେ କଳାହାଣ୍ଡିର ରୂପାନ୍ତର ଉଲ୍ଲେଖନୀୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯ା୬(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଭିଡିଓ କନ୍‌ଫରେନ୍ସିଂ ଜରିଆରେ କଳାହାଣ୍ଡିର ଭବାନୀପାଟଣାଠାରେ ବେଦାନ୍ତ ଗ୍ରୁପ ସହଯୋଗରେ ନିର୍ମିତ ଏକ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉ



ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ

Anupambharat News Bureau | ଓଡ଼ିଶା | | 2267 | Read...

ଦେବାଶିଷଙ୍କ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର, ୧୯ା୬(ଅନୁପମ ମିଡ଼ିଆ): ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀଙ୍କ ପାର୍ଥିବ ଶରୀର । କଟକ ଖାନନଗର ଶ୍ମଶାନରେ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକ



ମିଲ୍‍ଖା ସିଂହଙ୍କ ପରଲୋକ

Anupambharat News Bureau | କ୍ରୀଡ଼ା | | 2266 | Read...

  ମିଲ୍‍ଖା ସିଂହଙ୍କ ପରଲୋକ

ନୂଆଦିଲ୍ଲ୍ଲୀ: ଭାରତୀୟ ଦୌଡ଼କୁଦ ଜଗତର ମିଲ୍‍ଖା ସିଂହଙ୍କ ପରଲୋକ ଘଟିଛି, ସେ କରୋନା ପରବର୍ତ୍ତୀ ଜଟିଳତାରେ ପୀଡିତ ଥିଲେ ଓ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଗତ ମେ’ ମାସରେ



ବରଯାତ୍ରୀରେ ନାଚି ତହସିଲଦାର ନିଲମ୍ବିତ

Anupambharat News Bureau | ଓଡ଼ିଶା | | 2265 | Read...

ବରଯାତ୍ରୀରେ ନାଚି ତହସିଲଦାର ନିଲମ୍ବିତ

ଯାଜପୁର,୧୮ା୬ (ଅନୁପମ ମିଡିଆ): କୋଭିଡ଼ କଟକଣା ଉଲ୍ଲଂଘନ ଅଭିଯୋଗରେ ସୁକିନ୍ଦା ତହସିଲଦାର ବୁଲୁବୁଲ ବେହେରା ନିଲମ୍ବିତ ହୋଇଛନ୍ତି । ଆଇନ ଉଲ୍ଲଂଘନ କରି ନିଜ ଭାଇ ବାହାଘରରେ ସେ ନାଚଗୀତରେ ମସଗୁଲ ଥିବା ଭିଡ଼ିଓ ଗତ କିଛି ଦିନ ତଳେ



ଆଠଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ଉଦ୍‌ଘାଟିତ : ତୃତୀୟ ଲହରର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରୁହ ­: ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2264 | Read...

ଆଠଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ଉଦ୍‌ଘାଟିତ :  ତୃତୀୟ ଲହରର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରୁହ ­: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮ା୬ (ଅନୁପମ ମିଡିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ୱାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ (ଏଲଏମଓ) ପ୍ଲାଣ୍ଟ ଓ ଚାପ ଅବଶୋଷଣ



ଆଇନ ପାଳନ କରିବାକୁ ପ୍ରତିଶୃତି ଦେଲା ଟ୍ୱିଟର୍‌

Anupambharat News Bureau | ଦେଶ | | 2263 | Read...

ଆଇନ ପାଳନ କରିବାକୁ ପ୍ରତିଶୃତି ଦେଲା ଟ୍ୱିଟର୍‌

ନୂଆଦିଲ୍ଲୀ ୧୮ା୬: ଦେଶର ସୂଚନା ଓ ପ୍ରଯୁକ୍ତି (ଆଇଟି) ସମ୍ପର୍କିତ ନୂଆ ନିୟମକୁ ନେଇ କେନ୍ଦ୍ର ସରକାର ଓ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍‌ ଟ୍ୱିଟର ମଧ୍ୟରେ ଜାରି ଗତିରୋଧରେ ଶୁକ୍ରବାର ସଂସ୍ଥାର ଅଧିକାରୀ ସଂସଦୀୟ କମିଟିରେ ହାଜର ହୋ



ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲଫ

Anupambharat News Bureau | ଓଡ଼ିଶା | | 2262 | Read...

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲଫ

ଭୁବନେଶ୍ୱର,୧୮ା୬ (ଅନୁପମ ମିଡିଆ): ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଦଶମ ପରୀକ୍ଷା ମାର୍କ ଭତ୍ତିରେ ମୂଲ୍ୟାୟନ କରାଯିବ । ରେଗୁଲାର ପିଲାଙ୍କ ମାର୍କିଂ ମ୍ୟାଟ୍ରିକ୍‌ ଭିତ୍ତିରେ ଏବଂ ଏକ୍ସରେଗୁ



ଅନଲାଇନରେ ହେବ ୟୁଜି ଓ ପିଜି ଫାଇନାଲ ପରୀକ୍ଷା

Anupambharat News Bureau | ଓଡ଼ିଶା | | 2261 | Read...

ଅନଲାଇନରେ ହେବ ୟୁଜି ଓ ପିଜି ଫାଇନାଲ ପରୀକ୍ଷା

ଭୁବନେଶ୍ୱର, ୧୮ା୬ (ଅନୁପମ ମିଡିଆ): ରାଜ୍ୟରେ ବିଭିନ୍ନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସ୍ନାତକ ଓ ସ୍ନାତକତ୍ତୋର ( ୟୁଜି ଓ ପିଜି)ର ଫାଇନାଲ ସେମିଷ୍ଟାର ପରୀକ୍ଷା ଅନଲାଇନରେ ଅନୁଷ୍ଠିତ ହେବ । ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ



ଆଜିଠୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌

Anupambharat News Bureau | କ୍ରୀଡ଼ା | | 2260 | Read...

ଆଜିଠୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌

ସାଉଥମ୍ପଟନ୍‌,୧୭ା୬: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ଶୁକ୍ରବାରଠାରୁ ଆରମ୍ଭ ହେଉଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତର ମୁକାବିଲା କେନ୍‌ ୱିଲିୟମସନଙ୍କ ନୁ୍ୟଜିଲାଣ୍ଡ ସହ



୧୬୯୦ କୋଟିର କୋଭିଡ ସହାୟତା: ଉପକୃତ ହେବେ ଚାଷୀ, ଗରିବ ଓ ଛାତ୍ରଛାତ୍ରୀ

Anupambharat News Bureau | ଓଡ଼ିଶା | | 2259 | Read...

୧୬୯୦ କୋଟିର କୋଭିଡ ସହାୟତା:   ଉପକୃତ ହେବେ ଚାଷୀ, ଗରିବ ଓ ଛାତ୍ରଛାତ୍ରୀ

ଭୁବନେଶ୍ୱର, ୧୭ା୬(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏହାଦ୍ୱାରା ଭୂମିହ



ଡିଏଲ୍‌ , ଲର୍ଣ୍ଣିଂ ବୈଧତା ସେପେଫମ୍ବର ୩୦ ଯାଏଁ ବୃଦ୍ଧି

Anupambharat News Bureau | ଓଡ଼ିଶା | | 2258 | Read...

ଡିଏଲ୍‌ , ଲର୍ଣ୍ଣିଂ ବୈଧତା ସେପେଫମ୍ବର ୩୦ ଯାଏଁ ବୃଦ୍ଧି

ଭୁବନେଶ୍ୱର, ୧୭ା୬(ଅନୁପମ ମିଡ଼ିଆ): କରୋନା ପାଇଁ ପୁଣିଥରେ ଗାଡ଼ି ସମ୍ପର୍କିତ କାଗଜପତ୍ରର ବୈଧତା ସେପେଫମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଅନୁରୋଧ ପରେ ଆଜି ର



୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Anupambharat News Bureau | ଓଡ଼ିଶା | | 2257 | Read...

୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୭ା୬(ଅନୁପମ ମିଡ଼ିଆ): ସମଗ୍ର ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ରହିଛି । ଏହାର ପ୍ରଭାବରେ ଉତର ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ବଜ୍ରପାତ ଲାଗି ରହିଛି । ଦକ୍ଷିଣ ଓଡ଼ିଶାର କିଛି ସ



କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ୨ଟି ଆପ୍‌ ର ଶୁଭାରମ୍ଭ

Anupambharat News Bureau | ଓଡ଼ିଶା | | 2256 | Read...

କମିଶନରେଟ୍‌ ପୋଲିସ୍‌ ପକ୍ଷରୁ ୨ଟି ଆପ୍‌ ର ଶୁଭାରମ୍ଭ

ଭୁବନେଶ୍ୱର, ୧୭ା୬(ଅନୁପମ ମିଡ଼ିଆ): ଆପ୍‌ରେ ମିଳିବ ଚୋରଙ୍କ ଡାଟା । ଏହାସହ ଚୋରି ସାମଗ୍ରୀ ସମ୍ପର୍କରେ ମଧ୍ୟରେ ତଥ୍ୟ ମିଳିବ । ଏଥିନେଇ କମିଶନରେଟ ପୋଲିସ ପକ୍ଷରୁ ଦୁଇଟି ଆପ ଲଞ୍ଚ କରାଯାଇଛି । ଗୁରୁବାର ‘କୁଣ୍ଡଳୀ’ ଓ ‘ସନ୍ଧାନ



ବର୍ଦ୍ଧିତ ବିଜୁଳି ଦର କମାଇବାକୁ ଚିଠି ଲେଖିବାକୁ ସରକାରଙ୍କ ସମୟ ନାହିଁ !

Anupambharat News Bureau | ଓଡ଼ିଶା | | 2255 | Read...

ବର୍ଦ୍ଧିତ ବିଜୁଳି ଦର କମାଇବାକୁ ଚିଠି ଲେଖିବାକୁ ସରକାରଙ୍କ ସମୟ ନାହିଁ !

ଭୁବନେଶ୍ୱର, (ସ୍ୱତନ୍ତ୍ର ପ୍ରତିନିଧି): କରୋନାକାଳରେ ଅଧିକାଂଶ ଲୋକ ବେରୋଜଗାର ପାଲଟି ଥିବାବେଳେ ରାଜ୍ୟର ଘରୋଇ ଉପଭୋକ୍ତାଙ୍କ ବିଦୁ୍ୟତ ଦେୟ ୬ ମାସ ମଧ୍ୟରେ ଦୁଇ ଦୁଇ ଥର ବଢିଲା । ବିଦୁ୍ୟତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥରକ୍ଷା ପ



ନକଲି ଔଷଧ କାରବାର ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

Anupambharat News Bureau | ଓଡ଼ିଶା | | 2254 | Read...

ନକଲି ଔଷଧ କାରବାର ଘଟଣା:  କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର,୧୪ା୬(ଅନୁପମ ମିଡ଼ିଆ): କଟକରୁ ନକଲି ଔଷଧ ଜବତ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଘଟଣାର ତଦନ୍ତ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୧୧ ତ



୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 2253 | Read...

୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୧୪ା୬(ଅନୁପମ ମିଡ଼ିଆ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ବର୍ତ୍ତମାନ ଦକ୍ଷିଣ ଝାଡଖଣ୍ଡ ଓ ଆଖପାଖ ଅଞ୍ଚଳରେ ରହିଛି । ଏହାର ପ୍ରଭାବରେ ଓଡିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଓ କିଛି ସ୍ଥାନରେ ପ୍ରବଳ



୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

Anupambharat News Bureau | ଓଡ଼ିଶା | | 2252 | Read...

୧୬ରୁ ଖୋଲିବ ଐତିହ୍ୟସ୍ଥଳୀ

ଭୁବନେଶ୍ୱର, ୧୪ା୬(ଅନୁପମ ମିଡ଼ିଆ): ଆସନ୍ତା ୧୬ ତାରିଖଠାରୁ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବ । ତେବେ ଏଗୁଡ଼ିକ ଖୋଲିଲେ ମଧ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ଲା



ଏପଟେ ଭେଜାଲ ଔଷଧ ସେପଟେ ମହଙ୍ଗା ମାଡ଼: ସାଧାରଣ ଜନତା କଲବଲ

Anupambharat News Bureau | ଓଡ଼ିଶା | | 2251 | Read...

ଏପଟେ ଭେଜାଲ ଔଷଧ ସେପଟେ ମହଙ୍ଗା ମାଡ଼:  ସାଧାରଣ ଜନତା କଲବଲ

ଭୁବନେଶ୍ୱର, ୧୪ା୬ (ସ୍ୱତନ୍ତ୍ର ପ୍ରତିନିଧି) : କରୋନା କାଳରେ ସରକାର ସମସ୍ତଙ୍କୁ ପରାମର୍ଶ ଦେଉଛନ୍ତି ଘରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ । ହେଲେ ବର୍ତ୍ତମାନର ପରିସ୍ଥିିତି ସମ୍ପୂର୍ଣ୍ଣ ପ୍ରତିକୂଳ । ବଜାରରେ ସବୁଠି ଭେଜାଲ ଔଷଧ



ଗୌତମ ଆଦାନୀଙ୍କ ଫ୍ରିଜ୍‌ ହେଲା ୪୩.୫୦୦ କୋଟିର ସେୟାର

Anupambharat News Bureau | ଦେଶ | | 2250 | Read...

ଗୌତମ ଆଦାନୀଙ୍କ ଫ୍ରିଜ୍‌ ହେଲା ୪୩.୫୦୦ କୋଟିର ସେୟାର

ନୂଆଦିଲ୍ଲୀ ୧୪/୬ : ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପକୁ ଲାଗିଛି ଝଟକା । କାରଣ ହେଉଛି ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍‌ ତିନୋଟି ବିଦେଶୀ ପାଣ୍ଠିର ଆଲବଲା ଇନଭେଷ୍ଟମେଣ୍ଟ ଫଣ୍ଡ, କ



ଗୀତା’ ଓଡିଶାର ଏକମାତ୍ର ସର୍ବୋତ୍ତମ କଲେଜ୍‌

Anupambharat News Bureau | ଓଡ଼ିଶା | | 2249 | Read...

 ଗୀତା’ ଓଡିଶାର ଏକମାତ୍ର ସର୍ବୋତ୍ତମ କଲେଜ୍‌

ଭୁବନେଶ୍ୱର, ୧୪ା୬ (ଅନୁପମ ମିଡିଆ): ବୈଷୟିକ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ପାଇଁ ପରୀକ୍ଷଣ ଓ ପରୀକ୍ଷାଗାର ସହ ଶ୍ରେଣୀଗୃହ ଶିକ୍ଷାର ସଫଳ ସମନ୍ୱୟ ଲାଗି ଏଆଇସିଟିଇ ତରଫରୁ ନୂତନ ରୂପେ ଘୋଷିତ ’ଆଇଡ଼ିଆ ଲ୍ୟାବ୍‌ ସ୍କିମ୍‌’ ର ଚୂଡ



ଗଡ଼ିଗଲା ବୟସ

Anupambharat News Bureau | ଓଡ଼ିଶା | | 2248 | Read...

ଗଡ଼ିଗଲା ବୟସ

ଭୁବନେଶ୍ୱର, ୧୦ା୬ (ସ୍ୱତନ୍ତ୍ର ପ୍ରତିନିଧି): ପ୍ରଥମ ଲହର ପରେ ଦ୍ୱିତୀୟ ଲହର, ଏମିତି ଲମ୍ବି ଚାଲିଛି କରୋନାର ଆୟୁଷ । କରୋନାଜନିତ ସମସ୍ୟା ଆଗରେ ହାରି ଯାଇଛନ୍ତିି ନିଯୁକ୍ତି ଆଶାୟୀ ଯୁବବର୍ଗ । ସ୍ଥାୟୀ ନିଯୁକ୍ତି କଥା ଛାଡ଼ନ୍ତ



ଗୁଣିଗାରେଡି ସନ୍ଦେହ: ବାପ-ପୁଅକୁ ହତ୍ୟା

Anupambharat News Bureau | ଓଡ଼ିଶା | | 2247 | Read...

ଗୁଣିଗାରେଡି ସନ୍ଦେହ:  ବାପ-ପୁଅକୁ ହତ୍ୟା

ମୋହନା, ୧୩ ।୬ (ଅନୁପମ ମିଡ଼ିଆ): ଗଜପତି ଜିଲ୍ଲା ମୋହନା ବ୍ଳକରେ ମୁଠାଗୁଡ଼ା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଗୋଟଏ ପରିବାରର ବାପା ଓ ପୁଅ (ଲୋକ ,ଅନୁକ ଦଳବେହେରା)ଙ୍କୁ ହତ୍ୟା ଆଲୋଡ଼ନ ସୃଷ୍ଟି କରିଛି । ଏନେଇ ପୋଲିସ ସୂଚନା ପାଇବା



ସାରା ଓଡ଼ିଶା ଛୁଇଁଲା ମୌସୁମୀ : ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Anupambharat News Bureau | ଓଡ଼ିଶା | | 2246 | Read...

ସାରା ଓଡ଼ିଶା ଛୁଇଁଲା ମୌସୁମୀ :  ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, ୧୩ା୬(ଅନୁପମ ମିଡ଼ିଆ):ସାରା ଓଡିଶାକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ । ମୌସୁମୀ କ୍ରମେ ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡକୁ ଛୁଇଁବ



ତମାଖୁ ବିକ୍ରି ପାଇଁ ଦରକାର ଲାଇସେନ୍ସ

Anupambharat News Bureau | ଦେଶ | | 2245 | Read...

ତମାଖୁ ବିକ୍ରି ପାଇଁ ଦରକାର ଲାଇସେନ୍ସ

ଲକ୍ଷ୍ନୌ,୧୩।୬: ମଦ ଭଳି ତମାଖୁ ବିକ୍ରି ପାଇଁ ମଧ୍ୟ ଲାଇସେନ୍ସ ଦରକାର। ତେବେ ଏଭଳି ନିୟମ ଉତ୍ତରପ୍ରଦେଶ(ୟୁପି)ରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଯୋଗୀ ଆଦିତ୍ୟ ନାଥଙ୍କ ସରକାର ତମାଖୁ ବିକ୍ରି ପାଇଁ ଲାଇସେନ୍ସ ବାଧ୍ୟତାମୂଳକ



ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨୬ କୋଟି ଟିକା ଦେଇଛି କେନ୍ଦ୍ର

Anupambharat News Bureau | ଦେଶ | | 2244 | Read...

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨୬ କୋଟି ଟିକା ଦେଇଛି କେନ୍ଦ୍ର

ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ସାରା ଦେଶରେ ଜାରି ରହିଛି ଟିକାକରଣ ଅଭିଯାନ । ସଂକ୍ରମଣକୁ ରୋକିବାକୁ ଦିଆଯାଉଛି ଟିକା । ତେବେ ମହାମାରୀର ମହାସଙ୍କଟ ଭିତରେ ଦେଶର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୨୬ କୋଟି ଟିକା



ପଶ୍ଚିମ ଓଡ଼ିଶାରେ କୋଭିଡ ପରିଚାଳନା : ଆଉ ୨୫ କୋଟିର ସହାୟତା

Anupambharat News Bureau | ଓଡ଼ିଶା | | 2243 | Read...

ପଶ୍ଚିମ ଓଡ଼ିଶାରେ କୋଭିଡ ପରିଚାଳନା  : ଆଉ ୨୫ କୋଟିର ସହାୟତା

ଭୁବନେଶ୍ୱର, ୧୧ା୬(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସନ୍ଧ୍ୟାରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ପଶ୍ଚିମ ଓଡିଶାର ୧୧ଟି ଜିଲ୍ଲାରେ କୋଭିଡ ପରିଚାଳନା ପାଇଁ ଆହୁରି ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ସହା



ଗୁଳି ବିନିମୟ : ଜଣେ ମାଓବାଦୀ ନିହତ

Anupambharat News Bureau | ଓଡ଼ିଶା | | 2242 | Read...

 ଗୁଳି ବିନିମୟ : ଜଣେ ମାଓବାଦୀ ନିହତ

ଭୁବନେଶ୍ୱର, ୧୧ା୬(ଅନୁପମ ମିଡ଼ିଆ): ବରଗଡ ଜିଲ୍ଲାରେ ସୁରକ୍ଷାକର୍ମୀ ସହ ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ପୋଲିସ ଡିଜି ଅଭୟ ଏହି ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା



ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ

Anupambharat News Bureau | ଓଡ଼ିଶା | | 2241 | Read...

ପଦ୍ମଶ୍ରୀ ରାଧାମୋହନଙ୍କ ପରଲୋକ

ଭୁବନେଶ୍ୱର, ୧୧ା୬ (ଅନୁପମ ମିଡ଼ିଆ): ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ ଘଟିଛି । ୭୮ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଉଲ୍ଲେଖନୀୟ ଯେ, କୃଷି କ୍ଷେତ୍ରରେ ଉଲ୍ଲେଖନୀ



ଭୀଷଣ ବର୍ଷା ଆଶଙ୍କା: ଛ’ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିିଂ

Anupambharat News Bureau | ଓଡ଼ିଶା | | 2240 | Read...

ଭୀଷଣ ବର୍ଷା ଆଶଙ୍କା:   ଛ’ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିିଂ

ଭୁବନେଶ୍ୱର, ୧୧ା୬(ଅନୁପମ ମିଡ଼ିଆ): ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟର ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ ଓ ଅନୁଗୁଳ ଜିଲ୍ଲାରେ ଭୀଷଣ ବର୍ଷ



ବର୍ଷାରେ ଭୁଶୁଡ଼ିଲା କୋଠା : ୧୧ ମୃତ, ୧୮ ଗୁରୁତର

Anupambharat News Bureau | ଦେଶ | | 2239 | Read...

ବର୍ଷାରେ ଭୁଶୁଡ଼ିଲା କୋଠା  :  ୧୧ ମୃତ, ୧୮ ଗୁରୁତର

ମୁମ୍ବାଇ,୧୦ା୬: ମୁମ୍ବାଇର ପଶ୍ଚିମ ମଲାଡ ଅଞ୍ଚଳରେ ଗତକାଲି ରାତିରେ ବର୍ଷା କାରଣରୁ ବଡ ଦୁର୍ଘଟଣା ଘଟି ଯାଇଛି । ଏକ ଭୂତଳ କୋଠା ଭୁଶୁଡ଼ି ପଡିବା ଯୋଗୁଁ ଏଥିରେ ୧୧ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୧୮ ଜଣ ଲୋକ ଗୁରୁତର ହୋଇ ମେଡିକ



‘ୟାସ’ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ

Anupambharat News Bureau | ଓଡ଼ିଶା | | 2238 | Read...

‘ୟାସ’ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ

ଭୁବନେଶ୍ୱର, ୧୦ା୬(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ବାତ୍ୟା ୟାସ ପ୍ରଭାବିତ ଅଞ୍ଚଳର କୃଷକଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି । ଚାଷୀଙ୍କର କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ୟାକେଜ ଘୋଷଣା କରି ଏ



ଓଡ଼ିଶା ଛୁଇଁଲା ମୌସୁମୀ: ସାରା ରାଜ୍ୟରେ ପ୍ରବଳ ବର୍ଷିବ

Anupambharat News Bureau | ଓଡ଼ିଶା | | 2237 | Read...

ଓଡ଼ିଶା ଛୁଇଁଲା ମୌସୁମୀ: ସାରା ରାଜ୍ୟରେ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୦ା୬(ଅନୁପମ ମିଡ଼ିଆ): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଓଡ଼ିଶା ଛୁଇଁଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୌସୁମୀ ଏବେ ଓଡ଼ିଶାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କ



କେବଳ ପୁରୀରେ ରଥଯାତ୍ରା

Anupambharat News Bureau | ଓଡ଼ିଶା | | 2236 | Read...

କେବଳ ପୁରୀରେ ରଥଯାତ୍ରା

ଭୁବନେଶ୍ୱର, ୧୦ା୬(ଅନୁପମ ମିଡ଼ିଆ): ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେବଳ ପୁରୀରେ ବିନା ଭକ୍ତରେ ହେବ ରଥଯାତ୍ରା । ରାଜ୍ୟର ଅନ୍ୟକୌଣସି ମନ୍ଦିରରେ ରଥ ଟଣା ହେବ ନାହିଁ । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସଆ



ତୃତୀୟ ଲହର ମୁକାବିଲା ପ୍ରସ୍ତୁତି ଆରମ୍ଭ : ଶିଶୁଙ୍କ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

Anupambharat News Bureau | ଓଡ଼ିଶା | | 2235 | Read...

ତୃତୀୟ ଲହର ମୁକାବିଲା ପ୍ରସ୍ତୁତି ଆରମ୍ଭ :  ଶିଶୁଙ୍କ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର, ୮ା୬(ଅନୁପମ ମିଡ଼ିଆ): କୋଭିଡ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସମ୍ପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ, ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍



ଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ

Anupambharat News Bureau | ଓଡ଼ିଶା | | 2234 | Read...

ଶୀଘ୍ର ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର, ୮ା୬(ଅନୁପମ ମିଡ଼ିଆ): ଉତ୍ତର ବଙ୍ଗୋପସାଗରରେ ଏବଂ ତତସଂଲଗ୍ନ ଅଞ୍ଚଳରେ ଆସନ୍ତା ୧୧ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଏଥିସହ ଦକ୍ଷିଣ-ପଶ୍ଚିମ ମୌସୁମୀ ଆସନ୍ତା ୨-୩ ଦିନ ମଧ୍ୟରେ ଓଡିଶା



ଉଠାଦୋକାନୀଙ୍କ ପାଇଁ ୨୬ କୋଟିର ପ୍ୟାକେଜ

Anupambharat News Bureau | ଓଡ଼ିଶା | | 2233 | Read...

ଉଠାଦୋକାନୀଙ୍କ ପାଇଁ ୨୬ କୋଟିର ପ୍ୟାକେଜ

ଭୁବନେଶ୍ୱର, ୮ା୬(ଅନୁପମ ମିଡ଼ିଆ): କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ । ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକଡାଉନ ଯୋଗୁ ସହରାଞ୍ଚଳର ଉଠାଦୋକାନୀ ମାନେ



ନଦୀରେ ଭ୍ୟାନ୍‌ ଖସି ୧୭ ମୃତ : ଗୋଟିଏ ପରିବାରରୁ ୧୬

Anupambharat News Bureau | ବିଦେଶ | | 2232 | Read...

ନଦୀରେ ଭ୍ୟାନ୍‌ ଖସି ୧୭ ମୃତ : ଗୋଟିଏ ପରିବାରରୁ ୧୬

ନୂଆଦିଲ୍ଲୀ: ପାକିସ୍ତାନ ପର୍ବତୀୟ ପ୍ରାନ୍ତରେ ଯାଉଥିବା ଏକ ବସ ନଦୀ ଜଳରେ ବୁଡ଼ିଯାଇଛି । ଫଳରେ ୧୭ ଜଣଙ୍କ ମୃତୁ୍ୟ ଘଟିଛି । ଗୋଟିଏ ପରିବାରରୁ ୧୬ ଲୋକଙ୍କ ମୃତୁ୍ୟ ଡ଼ାକରା ଏକାବେଳେ ଆସିଥିଲା । ଖବର ଅନୁସାରେ ଭ୍ୟାନଟି ଚିଲାସ ସ



କରୋନାରେ ପ୍ରଭାବିତ ପିଲାଙ୍କ ମୌଳିକ ସୁବିଧା ଯୋଗାଇବା ସୁପ୍ରିମକୋର୍ଟର ନିର୍ଦ୍ଦେଶ

Anupambharat News Bureau | ଦେଶ | | 2231 | Read...

କରୋନାରେ ପ୍ରଭାବିତ ପିଲାଙ୍କ ମୌଳିକ ସୁବିଧା ଯୋଗାଇବା ସୁପ୍ରିମକୋର୍ଟର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ପ୍ରଭାବିତ ପିଲାମାନଙ୍କ ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୋକଭିଡ଼-୧୯ ମହାମାରୀରେ ଦେଶରେ ଅନେକ ଜୀବନଦୀପ ଅକାଳରେ ଲିଭିଯାଇଛି । ହେଲେ ନିଜ ପିତା, ମାତାଙ୍କୁ ହ



ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କାଶୀବିଶ୍ୱନାଥ

Anupambharat News Bureau | ଦେଶ | | 2230 | Read...

 ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କାଶୀବିଶ୍ୱନାଥ

ନୂଆଦିଲ୍ଲୀ: ବାରାଣାସୀରେ କାଶୀ ବିଶ୍ୱନାଥ ମନ୍ଦିର ମଙ୍ଗଳବାର ଭକ୍ତମାନଙ୍କ ପାଇଁ ଖୋଲାଯାଇଛି । କୋଭିଡ଼୍‌ ନକାରାତ୍ମକ ତଥ୍ୟ ଏବଂ ଆରଟି-ପିସିଆର ରିପୋର୍ଟ ଅନୁସାରେ ମନ୍ଦିର ଖୋଲିବା ନିଷ୍ପତ୍ତତ ନିଆଯାଇଥିଲା । କିନ୍ତୁ ସେମ



ଆଜିଠୁ ବର୍ଷା ସହ ବଜ୍ରପାତ ଆଶଙ୍କା

Anupambharat News Bureau | ଓଡ଼ିଶା | | 2229 | Read...

ଆଜିଠୁ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର,୬ା୬(ଅନୁପମ ମିଡ଼ିଆ): ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଜୁନ ୭ରୁ ୮ ତାରିଖ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା



ଆଜିଠୁ ବର୍ଷା ସହ ବଜ୍ରପାତ ଆଶଙ୍କା

Anupambharat News Bureau | ଓଡ଼ିଶା | | 2228 | Read...

ଆଜିଠୁ ବର୍ଷା ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର,୬ା୬(ଅନୁପମ ମିଡ଼ିଆ): ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଜୁନ ୭ରୁ ୮ ତାରିଖ ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା



କାଳବୈଶାଖୀ ସମ୍ଭାବନା

Anupambharat News Bureau | ଓଡ଼ିଶା | | 2227 | Read...

କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର,୫ା୬(ଅନୁପମ ମିଡ଼ିଆ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଶନିବାର ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ରାଜ୍ୟର ସୋନପୁର, ବ



ନୀତି ଆୟୋଗ ରିପୋର୍ଟ : ବିଜେପି-ବିଜେଡ଼ି ଟଣାଓଟରା

Anupambharat News Bureau | ଓଡ଼ିଶା | | 2226 | Read...

ନୀତି ଆୟୋଗ ରିପୋର୍ଟ :  ବିଜେପି-ବିଜେଡ଼ି ଟଣାଓଟରା

ଭୁବନେଶ୍ୱର,୫ା୬(ଅନୁପମ ମିଡ଼ିଆ): ନୀତି ଆୟୋଗର ସ୍ଥାୟୀ ବିକାଶ ଲକ୍ଷ୍ୟ ରିପୋର୍ଟକୁ ନେଇ ବିଜେପି ଓ ବିଜେଡ଼ି ମଧ୍ୟରେ ଟଣାଓଟରା ଦେଖିବାକୁ ମିଳିଛି । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱରର ବିଜେପି ସା



ବିଦେଶ ଯିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା

Anupambharat News Bureau | ଓଡ଼ିଶା | | 2225 | Read...

ବିଦେଶ ଯିବା ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର, ୫ା୬(ଅନୁପମ ମିଡ଼ିଆ): ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଟିକା । ବିଦେଶ ଯିବା ପୂର୍ବରୁ ଭୁବନେଶ୍ୱର ମହାନଗର ଅଞ୍ଚଳର ଛାତ୍ରଛାତ୍ରୀ ୧୯୨୯କୁ କଲ୍‌ କରି ରେଜିଷ୍ଟ୍ରସନ୍‌ କରିବା ପର



ଅଫେରା ରାଇଜରେ ଶଲାବୁଢ଼ା

Anupambharat News Bureau | ଓଡ଼ିଶା | | 2224 | Read...

ଅଫେରା ରାଇଜରେ ଶଲାବୁଢ଼ା

ଭୁବନେଶ୍ୱର: ଅଫେରା ରାଇଜକୁ ଚାଲିଯାଇଛନ୍ତି ଶଲାବୁଢ଼ାର ଅଟଳ ବିହାରୀ ପଣ୍ଡା । ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋର୍ ୩ଟା ୪୫ ମିନିଟ୍‌ରେ ଅଟଳ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତା



ବିଚିତ୍ର ବିଦୁ୍ୟତ୍‌ ଯୋଗାଣ ନୀତି : ରାଜ୍ୟରେ ମହଙ୍ଗା, ଛତିଶଗଡ଼ରେ ଶସ୍ତା

Anupambharat News Bureau | ଓଡ଼ିଶା | | 2223 | Read...

ବିଚିତ୍ର ବିଦୁ୍ୟତ୍‌ ଯୋଗାଣ ନୀତି :  ରାଜ୍ୟରେ ମହଙ୍ଗା, ଛତିଶଗଡ଼ରେ ଶସ୍ତା

ଭୁବନେଶ୍ୱର, ୩ା୬ (ସ୍ୱତନ୍ତ୍ର ପ୍ରତିନିଧି): ବାହାର ରାଜ୍ୟକୁ ବିଦୁ୍ୟତ ଯୋଗାଣରେ ବିଚିତ୍ର ନୀତି ଯୋଗୁ ସୃଷ୍ଟି ହୋଇଛି ବିଚିତ୍ର ପରିସ୍ଥିତି । କରୋନାଜନିତ ଦୁଃସମୟରେ ମାତ୍ର ୬ମାସ ମଧ୍ୟରେ ଦୁଇ ଦୁଇ ଥର ବିଦୁ୍ୟତ ଦେୟ ବୃଦ୍ଧି



ଏସ୍‌ଡ଼ିଜି ର୍ୟାଙ୍କିଂ ୨୧ନଂରେ ଓଡ଼ିଶା

Anupambharat News Bureau | ଦେଶ | | 2222 | Read...

ଏସ୍‌ଡ଼ିଜି ର୍ୟାଙ୍କିଂ ୨୧ନଂରେ ଓଡ଼ିଶା

ନୂଆଦିଲ୍ଲୀ,୩ା୬: ଆଜି ନୀତି ଆୟୋଗ ଦ୍ୱାରା ସଷ୍ଟେନେବୁଲ ଡ଼େଭଲପମମେଣ୍ଟ ଗୋଲ (ଏସ୍‌ଡ଼ିଜି) ୨୦୨୦-୨୧ ମସିହାର ରିପୋର୍ଟ ପ୍ରକାଶିତ ହୋଇଛି । ଏହି ରିପୋର୍ଟରେ କେରଳ ଏକ ନମ୍ବର ଥିଲାବେଳେ ତାମିଲନାଡୁ ଦୁଇ ନମ୍ବରରେ ଅଛି । ତେବେ ଓଡ଼ି



ସ।ର ର୍ଦୁନୀତି ମାମଲାରେ ଗିରଫ ହେଲେ ଆରଜେଡି ଏମପି ଅମରେନ୍ଦ୍ର ଧାରୀ ସିଂହ

Anupambharat News Bureau | ଦେଶ | | 2221 | Read...

ସ।ର ର୍ଦୁନୀତି ମାମଲାରେ ଗିରଫ ହେଲେ ଆରଜେଡି ଏମପି ଅମରେନ୍ଦ୍ର ଧାରୀ ସିଂହ

ନୂଆଦିଲ୍ଲୀ, ସ।ର ଦୁର୍ନୀତି ମ।ମଲ।ରେ ପ୍ରବର୍ତ୍ତନ ନିର୍ଦ୍ଦେଶ।ଳୟ(ଇଡି) ସ।ୃସଦ ଅମରେନ୍ଦ୍ର ଧ।ରୀ ସିଂହଫୀ ଗିରଫ କରିଛି। ଆରଜେଡିର ଏମପି ଏଡି ସିଂହଙ୍କୁ ଇଡି ପକ୍ଷରୁ ବୁଧବ।ର ବିଳମ୍ବିତ ର।ତିରେ ତ।ଙ୍କୁ ଗିରଫ କର।ଯ।ଇଛି ।



ବିଜେପି କାଉନ୍ସିଲରକୁ ହତ୍ୟା କଲେ ଆତଙ୍କବାଦୀ

Anupambharat News Bureau | ଦେଶ | | 2220 | Read...

ବିଜେପି କାଉନ୍ସିଲରକୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାରେ ଜଣେ ବିଜେପି ନେତା ତଥା ମ୍ୟୁନିସିପାଲ୍‌ କାଉନ୍‌ସିଲରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଛନ୍ତି। ମୃତ କାଉନସିଲରଙ୍କ ନାଁ ରା



ଆଇପିଏଲ୍‌ : ବିଦେଶୀ ଖେଳାଳିଙ୍କ ଦରମା କାଟିପାରେ ବିସିସିଆଇ

Anupambharat News Bureau | କ୍ରୀଡ଼ା | | 2219 | Read...

ଆଇପିଏଲ୍‌  : ବିଦେଶୀ ଖେଳାଳିଙ୍କ ଦରମା କାଟିପାରେ ବିସିସିଆଇ

୨ା୬: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଆଇପିଏଲର ଅବଶିଷ୍ଟ ୩୧ଟି ମ୍ୟାଚ୍‌ ଆୟୋଜନ ପାଇଁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଛି । ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ବର୍ତ୍ତ



ଖେଳାଳିଙ୍କ ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ:କୋହଲି

Anupambharat News Bureau | କ୍ରୀଡ଼ା | | 2218 | Read...

ଖେଳାଳିଙ୍କ ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ:କୋହଲି

ମୁମ୍ବାଇ,୨ା୬: ଇଂଲଣ୍ଡ ଯାତ୍ରା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଖେଳାଳିଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଖେଳାଳିଙ୍କୁ ଅଧିକ ସମୟ ବାୟୋ ବବଲରେ ବିତାଇବାକୁ ପଡ



ଆରମ୍ଭ ହେଲା କରୋନା ମୁକ୍ତ ଗାଁ : ପ୍ରତିଯୋଗିତା ବିଜେତାଙ୍କୁ ମିଳିବ ୫୦ ଲକ୍ଷ ଟଙ୍କା

Anupambharat News Bureau | ଦେଶ | | 2217 | Read...

ଆରମ୍ଭ ହେଲା କରୋନା ମୁକ୍ତ ଗାଁ :  ପ୍ରତିଯୋଗିତା ବିଜେତାଙ୍କୁ ମିଳିବ ୫୦ ଲକ୍ଷ ଟଙ୍କା

ମୁମ୍ବାଇ: କରୋନାର ମୂଳପୋଛ କରିବା ସହ ଗ୍ରାମାଞ୍ଚଳର ପ୍ରଶାସନକୁ ଉତ୍ସାହିତ କରିବା ପାଇଁ ମହାରାଷ୍ଟ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ଗ୍ରାମାଞ୍ଚଳରେ କରୋନାକୁ ମାତ ଦେବା ପାଇଁ ମହାରାଷ୍ଟ୍ର ସରକାର ଗୋଟିଏ ଅଭିନବ ପ୍ରତିଯ



ରାଜଧାନୀରେ କୋଭାକ୍ସିନ୍‌ ଅଭାବ

Anupambharat News Bureau | ଦେଶ | | 2216 | Read...

ରାଜଧାନୀରେ କୋଭାକ୍ସିନ୍‌ ଅଭାବ

କରୋନା ମହାମାରୀ ପ୍ରଭାବ ଗତବର୍ଷ ମାର୍ଚ୍ଚ ମାସରୁ ପଡିଥିଲା । ତେବେ ଏହି ମହାମାରୀ ଭୟରେ ସାରା ବିଶ୍ୱ ଭୟ ବିତ ହୋଇଥିଲା । କିପରି ଏହି ମହାମାରୀକୁ ମୁକାବିଲା କରିବେ ତାକୁ ନେଇ ଅନେକ ବୈଠକ ମଧ୍ୟ ବସିଥିଲା । ସାଧାରଣରେ ଲୋକମାନ



ଟିକାକରଣ ଶୈଳୀକୁ ସମାଲୋଚନା କଲେ ସୁପ୍ରିମକୋର୍ଟ

Anupambharat News Bureau | ଦେଶ | | 2215 | Read...

ଟିକାକରଣ ଶୈଳୀକୁ ସମାଲୋଚନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ଚାଲିଥିବା ଟିକାକରଣକୁ ନେଇ କେନ୍ଦ୍ର ସରକାର ଆପଣାଇଥବା ଶୈଳୀକୁ ଆଜି ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି । ଲୋକଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଲେ ନ୍ୟାୟପାଳିକା କେ



ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

Anupambharat News Bureau | ଓଡ଼ିଶା | | 2214 | Read...

ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର, ୨ା୬(ଅନୁପମ ମିଡ଼ିଆ): କରୋନା ଟିକାକରଣ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ସଙ୍କଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡ଼ି ଚିଠି ଲେଖିଛନ୍ତି ନବୀ



ତିନି ଦିନ ବର୍ଷା ସମ୍ଭାବନା

Anupambharat News Bureau | ଓଡ଼ିଶା | | 2213 | Read...

ତିନି ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୨ା୬(ଅନୁପମ ମିଡ଼ିଆ): ଆସନ୍ତା ତିନି ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର କନ୍ଧମାଳ, ଗଞ୍ଜାମ, ଗଜପତି ଓ ବୌଦ୍ଧରେ ପ୍ରବଳ ବର୍ଷା ସମ୍ଭାବନା ରହ



ରଘୁନାଥଙ୍କ ସ୍ଥାନରେ ଜେଠମାଲନି: ମୋଦି ସରକାରଙ୍କ ଓଡ଼ିଆ ପ୍ରୀତିର ନମୁନା !

Anupambharat News Bureau | ଓଡ଼ିଶା | | 2212 | Read...

ରଘୁନାଥଙ୍କ ସ୍ଥାନରେ ଜେଠମାଲନି:  ମୋଦି ସରକାରଙ୍କ ଓଡ଼ିଆ ପ୍ରୀତିର ନମୁନା !

ଭୁବନେଶ୍ୱର, ୨ା୬ (ସ୍ୱତନ୍ତ୍ର ପ୍ରତିନିଧି): ଓଡ଼ିଶାର ସ୍ୱାଭିମାନ ପ୍ରସଙ୍ଗ ଉଠାଇ ବିଜେପି ରାଜ୍ୟରେ ରାଜନୀତି କରୁଛି କିନ୍ତୁ ଦିଲ୍ଲୀରେ ଓଡ଼ିଶାର ପରିଚୟକୁ ନିଷ୍ପ୍ରଭ କରିବାରେ ଲାଗିଛି । ପ୍ରସିଦ୍ଧ ଭାସ୍କର୍ଯ୍ୟଶିଳ୍ପୀ ପଦ୍



ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା : ‘ୟାସ୍‌’କ୍ଷୟକ୍ଷତି ୬୧୦ କୋଟି

Anupambharat News Bureau | ଓଡ଼ିଶା | | 2211 | Read...

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା : ‘ୟାସ୍‌’କ୍ଷୟକ୍ଷତି ୬୧୦ କୋଟି

ଭୁବନେଶ୍ୱର,୨ା୬(ଅନୁପମ ମିଡ଼ିଆ): ସାମୁଦ୍ରିକ ବାତ୍ୟା ‘ୟାସ୍‌’ରେ ସମୁଦାୟ ୬୧୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଏଥିରେ ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟାରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତି



ସିଲେରୁ ନଦୀରେ ଡ଼ଙ୍ଗା ବୁଡ଼ି ଘଟଣା: ଛ’ଜଣଙ୍କ ଶବ ମିଳିଲା, ଦୁଇ ନିଖୋଜ

Anupambharat News Bureau | ଓଡ଼ିଶା | | 2210 | Read...

ସିଲେରୁ ନଦୀରେ ଡ଼ଙ୍ଗା ବୁଡ଼ି ଘଟଣା:  ଛ’ଜଣଙ୍କ ଶବ ମିଳିଲା, ଦୁଇ ନିଖୋଜ

ମାଲକାନଗିରି/ବାଲିମେଳା,୨୫ା୫(ଅନୁପମ ମିଡ଼ିଆ):ଗତକାଲି ରାତ୍ରୀରେ କରୋନା କଟକଣାକୁ ଡରି ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଚିତ୍ରକୋଣ୍ଡା ବ୍ଲକ କନ୍ଧଗୁଡା ଓ ଗୁଣ୍ଠାବାଡା ଗ୍ରାମର ୧୧ ଜଣ ଦୁଇଟି ଦେଶୀ ଡ଼ଙ୍ଗାରେ ଲ



ବାତ୍ୟା ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ

Anupambharat News Bureau | ଓଡ଼ିଶା | | 2209 | Read...

 ବାତ୍ୟା ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ:  ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ

ଭୁବନେଶ୍ୱର, ୨୫ ମଇ(ଅନୁପମ ମିଡ଼ିଆ): ବୁଧବାର ସକାଳେ ବାତ୍ୟା ୟାସ୍‌ ଓଡ଼ିଶା ଉପକୂଳକୁ ସ୍ପର୍ଶ କରିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବାତ୍ୟାର ସ୍ଥିତି ଓ ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି ସମ୍ପର



ଚାନ୍ଦବାଲି- ଧାମରା ମଧ୍ୟରେ ମାଡ଼ ହେବ

Anupambharat News Bureau | ଓଡ଼ିଶା | | 2208 | Read...

  ଚାନ୍ଦବାଲି- ଧାମରା ମଧ୍ୟରେ ମାଡ଼ ହେବ

ଭୁବନେଶ୍ୱର, ୨୫ା୫(ଅନୁପମ ମିଡ଼ିଆ): ବଙ୍ଗୋପ ସାଗରରେ ସୃଷ୍ଟି ବାତ୍ୟା ୟାସ୍‌ ବୁଧବାର ସକାଳେ ଚାନ୍ଦବାଲି- ଧାମରା ମଧ୍ୟରେ ସ୍ଥଳ ଭାଗକୁ ସ୍ପର୍ଶ କରିବ । ଏହି ବାତ୍ୟା ପାରାଦ୍ୱୀପ ଓ ସାଗରଦୀପ ମଧ୍ୟରେ ଧାମରାର ଉତ୍ତର ଓ ବାଲେଶ୍ୱର



ଓଡ଼ିଶାରେ ଡ୍ରାଇଭ୍‌ ଇନ୍‌ ଟିକାକରଣ ମନା : ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା

Anupambharat News Bureau | ଓଡ଼ିଶା | | 2207 | Read...

ଓଡ଼ିଶାରେ ଡ୍ରାଇଭ୍‌ ଇନ୍‌ ଟିକାକରଣ ମନା : ଡାକ୍ତର,ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଦିଆଯିବ ଟିକା

ଡ୍ରାଇଭ୍‌ ଇନ୍‌ ଏବଂ ଘରେ ଟିକାକରଣକୁ ବନ୍ଦ କରିଛନ୍ତି ସରକାର । ବୁଧବାର ଏନେଇ ସବୁ ଜିଲ୍ଲାପାଳ,ମୁ୍ୟନିସପାଲ କମିଶନର ଓ ସିଡିଏମଓମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି



ଉପକୂଳ ମୁହାଁ ହୋଇପାରେ ‘ୟଶ’!

Anupambharat News Bureau | ଓଡ଼ିଶା | | 2206 | Read...

ଉପକୂଳ ମୁହାଁ ହୋଇପାରେ ‘ୟଶ’!

ଭୁବନେଶ୍ୱର, ୧୯ା୫(ଅନୁପମ ମିଡ଼ିଆ): ­ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା । ଆସନ୍ତା ୨୨ରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ବାତ୍ୟାର ରୂପ ନେଇ ଉପକୂଳ ମୁହାଁ ହୋଇପାରେ । ଏନେଇ ସୂଚନା ଦେଇଛନ୍ତି ଆଇଏମଡି ଡିଜ



ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶ୍ରଣ

Anupambharat News Bureau | ଓଡ଼ିଶା | | 2205 | Read...

ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶ୍ରଣ

ବ୍ରହ୍ମପୁର, ୧୮ା୫ (ଅନୁପମ ମିଡ଼ିଆ) : ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶ୍ରଣ ନେଇ ମଙ୍ଗଳବାର ସରକାର ପ୍ରକିୟା ଆରମ୍ଭ କରିଛନ୍ତି । ଫଳରେ ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟରେ ଏକ ପ



ଆଉ ପ୍ଲାଜମାଥେରାପି ହେବନି: ମୁଖ୍ୟମନ୍ତ୍ରୀ

Anupambharat News Bureau | ଓଡ଼ିଶା | | 2204 | Read...

 ଆଉ ପ୍ଲାଜମାଥେରାପି ହେବନି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୮ା୫(ଅନୁପମ ମିଡ଼ିଆ): ରାଜ୍ୟରେ କୋଭିଡ ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଅଛି । ରାଜ୍ୟରେ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ନୂଆ ଚିହ୍ନଟ ହେଉଥିବା ରୋଗୀଙ୍କ ଠାରୁ ଅଧିକ ରହୁଛି । ଗତ ସପ୍ତାହରୁ କେତେକ ଜିଲ୍ଲାରେ ସଂ



ଦାନା ବାନ୍ଧୁଛି ଲଘୁଚାପ

Anupambharat News Bureau | ଓଡ଼ିଶା | | 2203 | Read...

ଦାନା ବାନ୍ଧୁଛି ଲଘୁଚାପ

ଭୁବନେଶ୍ୱର, ୧୮ା୫ (ଅନୁପମ ମିଡ଼ିଆ): କରୋନା ଦାଉରେ ରାଜ୍ୟବାସୀ ଛଟପଟ ହେଉଥିବା ବେଳେ ବଙ୍ଗୋପସାଗରରେ ଏକ ଲଘୁଚାପ ଦାନା ବାନ୍ଧୁଥିବା ଜଣାପଡ଼ିଛି । ଏପରିକି ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ବୋଲି କୁହାଯାଇଛି । ସୂଚନାନୁଯାୟୀ ଆ



ଜୁନ୍‌ ୧ ଯାଏଁ ବଢିଲା ଲକ୍‌ ଡାଉନ୍‌

Anupambharat News Bureau | ଓଡ଼ିଶା | | 2202 | Read...

ଜୁନ୍‌ ୧ ଯାଏଁ ବଢିଲା ଲକ୍‌ ଡାଉନ୍‌

ଭୁବନେଶ୍ୱର, ୧୮ା୫(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଆଜି କୋଭିଡ୍‌ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଆଉ ଦୁଇ ସପ୍ତାହ ଅର୍ଥାତ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଜୁନ୍‌ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ



ତାକତ ଦେଖାଇଲା ତାଉ’ତେ: ମହାରାଷ୍ଟ୍ରରେ ଛ’ମୃତ, ବ୍ୟାପକ କ୍ଷୟକ୍ଷତି

Anupambharat News Bureau | ଦେଶ | | 2201 | Read...

ତାକତ ଦେଖାଇଲା ତାଉ’ତେ:   ମହାରାଷ୍ଟ୍ରରେ ଛ’ମୃତ, ବ୍ୟାପକ କ୍ଷୟକ୍ଷତି

ମୁମ୍ବାଇ/ଗାନ୍ଧିନଗର,୧୭ା୫: ପୂର୍ବାନୁମାନ ପ୍ରକାରେ ବାତ୍ୟା ତାଉକତେ ଗୁଜୁରାଟର ସୌରଷ୍ଟ୍ର ନିକଟରେ ସ୍ଥଳ ଭାଗ ଛୁଇଁଛି । ଏହାପରେ ସେଠାରେ ତାଣ୍ଡବ ରଚିଛି । ବଳ ଗୋଟାଇ ଆଗକୁ ବଢ଼ୁଥିବା ଏହି ବାତ୍ୟା ସ୍ଥାଳଭାଗ ଛୁଇଁବା ମାତ୍ର



କୋଭିଡ ମୃତକଙ୍କ ପରିବାରକୁ ପେନ୍‌ସନ୍‌

Anupambharat News Bureau | ଓଡ଼ିଶା | | 2200 | Read...

  କୋଭିଡ ମୃତକଙ୍କ ପରିବାରକୁ ପେନ୍‌ସନ୍‌

ଭୁବନେଶ୍ୱର ,୧୭ା୫(ଅନୁପମ ମିଡ଼ିଆ): ଆସନ୍ତା ୨୪ରୁ ୩ ମାସ ପାଇଁ ସାରା ରାଜ୍ୟରେ ଆଶା ଓ ଏଏନଏମ୍‌ ମାନେ ଘରକୁ ଘର ବୁଲି କୋଭିଡ ଲକ୍ଷଣ ଓ ଜଟିଳ ରୋଗ ସମ୍ପର୍କରେ ସର୍ଭେ କରିବେ । ଏଥିପାଇଁ ସେମାନଙ୍କୁ ୩ ମାସ ପାଇଁ ମାସିକ ୧୦୦୦ ଟଙ୍କା



ଆମ୍ବୁଲାନ୍ସ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

Anupambharat News Bureau | ଓଡ଼ିଶା | | 2199 | Read...

ଆମ୍ବୁଲାନ୍ସ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

ଭୁବନେଶ୍ୱର ,୧୭ା୫(ଅନୁପମ ମିଡ଼ିଆ):ଏଣିକି ଲୋକଙ୍କ ଠାରୁ ମନଇଚ୍ଛା ଭଡା ଆଦାୟ କରିପାରିବନି ଆମ୍ବୁଲାନ୍ସ । ଉଭୟ ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ଗୁଡ଼ିକ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ରାଜ୍ୟ ସରକାର । ଏନେଇ ରାଜ୍ୟ ପରି



ଓଡ଼ିଶାକୁ ଯୋଗାଯାଇଛି ୧,୪୧,୦୦୦ ରେମଡ଼େସିଭିର ଇଞ୍ଜେକସନ୍‌

Anupambharat News Bureau | ଦେଶ | | 2198 | Read...

ଓଡ଼ିଶାକୁ ଯୋଗାଯାଇଛି ୧,୪୧,୦୦୦ ରେମଡ଼େସିଭିର ଇଞ୍ଜେକସନ୍‌

ନୂଆଦିଲ୍ଲୀ, ୧୬ା୫: ଦେଶର ପ୍ରତ୍ୟେକ ରାଜ୍ୟର ଆବଶ୍ୟକତାକୁ ବିଚାରକୁ ନେଇ ଏବଂ ଏହି ଭ୍ୟାକ୍ସିନ ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହେବାକୁ ସୁନିଶ୍ଚିତ କରିବା ସକାଶେ କେନ୍ଦ୍ର ସରକାର ଆସନ୍ତା ମେ ୨୩ ପର୍ଯ୍ୟନ୍ତ ଏହାର ଆବଣ୍ଟନ ସ



ଜୁନ୍‌ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା

Anupambharat News Bureau | ଓଡ଼ିଶା | | 2197 | Read...

ଜୁନ୍‌ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା

ପୁରୀ,୧୬ା୫(ଅନୁପମ ମିଡ଼ିଆ): ଆସନ୍ତା ଜୁନ୍‌ ୧୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ । ତେବେ ଶ୍ରୀମନ୍ଦିରର ସେବାୟତ ଓ କର୍ମଚାରୀମାନଙ୍କ ସହଯୋଗରେ ମହାପ୍ରଭୁଙ୍କର ଦୈନନ୍ଦିନ ନୀତି କାନ୍ତି ଜାରି ର



ଡିଜିଟାଲ୍‌ ପେମେଣ୍ଟର ଅଂଶଧନ ବୃଦ୍ଧି

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2196 | Read...

ଡିଜିଟାଲ୍‌ ପେମେଣ୍ଟର ଅଂଶଧନ ବୃଦ୍ଧି

ମୁମ୍ବାଇ : ରିଅଲ ଟାଇମ ପେମେଣ୍ଟ କାରବାର ଦୃଷ୍ଟିରୁ ସମଗ୍ର ବିଶ୍ୱର ଶ୍ରେଷ୍ଠ ୧୦ଟି ଦେଶରେ ଭାରତ ଶୀର୍ଷରେ ରହିଛି । ଚୀନ୍‌ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଆମେରିକା ପରି ଏକ ବିକଶିତ ଦେଶ ଏହି କ୍ଷେତ୍ରରେ ୯ ନମ୍ବରରେ ଅଛି । ଜାପା



ଅପରାଧୀ ତଥା ଦୁଷ୍କର୍ମକାରୀଙ୍କୁ ଜେଲ୍‌ ଭିତରେ ଏନ୍‌କାଉଣ୍ଟର

Anupambharat News Bureau | ଦେଶ | | 2195 | Read...

ଅପରାଧୀ ତଥା ଦୁଷ୍କର୍ମକାରୀଙ୍କୁ ଜେଲ୍‌ ଭିତରେ ଏନ୍‌କାଉଣ୍ଟର

ଉତ୍ତରପ୍ରଦେଶ: ଚିତ୍ରକୁଟ ଜେଲରେ ଗୁଳି ବିନିମୟ । ଏହି ଗୁଳି ବିନିମୟରେ ଜେଲ ଭିତରେ ଦୁଇଜଣ କୁଖ୍ୟାତ ଅପରାଧୀ ତଥା ଦୁଷ୍କର୍ମକାରୀଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ଦୁର୍ବୃତ୍ତ ବାହୁବଳୀ ବିଧାୟକ ମୁଖତାର ଅନସାରୀ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page