Anupambharat News Bureau : News


ମଙ୍କିପକ୍ସ ଟିକା ପାଇଁ ଟେଣ୍ଡର ଆହ୍ୱାନ

Anupambharat News Bureau | ଦେଶ | | 2698 | Read...

ମଙ୍କିପକ୍ସ ଟିକା ପାଇଁ ଟେଣ୍ଡର ଆହ୍ୱାନ

ନୂଆଦିଲ୍ଲୀ,୨୮ା୭: ଦେଶରେ ମଙ୍କିପକ୍ସ ସଂକ୍ରମଣ ଧୀରେ ଧୀରେ ବଢୁଥିବାରୁ ସରକାରଙ୍କ ଚିନ୍ତା ବଢିଯାଇଛି । ପୂର୍ବରୁ କେବଳ ବିଦେଶ ଫେରନ୍ତାଙ୍କ ନିକଟରେ ଏହି ସଂକ୍ରମଣ ଦେଖାଯାଇଥିବା ବେଳେ ଦିଲ୍ଲୀରେ ବିଦେଶ ଯାତ୍ରା କରିନଥିବ



ପ୍ରକାଶ ପାଇଲା ଓଜେଇଇ ରେଜଲଫ

Anupambharat News Bureau | ଓଡ଼ିଶା | | 2697 | Read...

ପ୍ରକାଶ ପାଇଲା  ଓଜେଇଇ ରେଜଲଫ

ଭୁବନେଶ୍ୱର, ୨୭ା୭(ଅନୁପମ ମିଡ଼ିଆ): ­ ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ଫଳ । ବୁଧବାର ପୂର୍ବାହ୍ନ ସାଢ଼େ ୧୧ଟାରେ ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ୍‌ ପରିଷଦ(ଏସ୍‌ସିଟିଇ ଆଣ୍ଡ୍‌ ଭିଟି) କାର



ଯୁକ୍ତ ଦୁଇ ରେଜଲଫ : ବିଜ୍ଞାନରେ ୯୪.୧୨%,ବାଣିଜ୍ୟରେ ୮୯.୨୦% ପାସ୍‌

Anupambharat News Bureau | ଓଡ଼ିଶା | | 2696 | Read...

ଯୁକ୍ତ ଦୁଇ ରେଜଲଫ : ବିଜ୍ଞାନରେ ୯୪.୧୨%,ବାଣିଜ୍ୟରେ ୮୯.୨୦% ପାସ୍‌

ଭୁବନେଶ୍ୱର, ୨୭ା୭(ଅନୁପମ ମିଡ଼ିଆ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଘୋଷଣା କରିଛନ୍ତି । ବିଜ୍ଞାନରେ ୯୪.୧୨% ଓ ବାଣିଜ୍ୟର



ପୁଣି ଆଜି ସୋନିଆଙ୍କୁ ଜେରା କରିବ ଇଡି : କଂଗ୍ରେସର ବିରୋଧ, ରାହୁଲ ଅଟକ

Anupambharat News Bureau | ଦେଶ | | 2695 | Read...

ପୁଣି ଆଜି ସୋନିଆଙ୍କୁ  ଜେରା କରିବ ଇଡି : କଂଗ୍ରେସର ବିରୋଧ, ରାହୁଲ ଅଟକ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନ୍ୟାସନାଲ ହେରାଲï ଖବର କାଗଜର ଆର୍ଥିକ ଠକେଇ ଘଟଣାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଦେଶର ନିରପେକ୍ଷ ଆର୍ଥିକ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଦୀର୍ଘ ୬ ଘଣ



ରାଜନେତାଙ୍କ ଫୋନ୍‌ ଟ୍ୟାପିଂ ଅଭିଯୋଗ

Anupambharat News Bureau | ଦେଶ | | 2694 | Read...

ରାଜନେତାଙ୍କ ଫୋନ୍‌ ଟ୍ୟାପିଂ ଅଭିଯୋଗ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବିଭିନ୍ନ ସମୟରେ ହେଉଥିବା ଚାପ ଓ ପ୍ରଭାବକୁ ବହୁ ବିଶିଷ୍ଟ ବ୍ୟକ୍ତି ସହଜରେ ସମ୍ମୁଖୀନ ହୋଇପାରୁନାହାଁନ୍ତି । ଅନିଚ୍ଛା ସତ୍ତେ୍ୱ ମଧ୍ୟ ସରକାରଙ୍କ ଚାପର ବଶବର୍ତ୍ତି ହୋଇ ଶାସନ କାର୍ଯ୍ୟକଳ



ପ୍ରଥମ ଦିନରେ ୪ ରାଉଣ୍ଡ ବିଡିଂ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2693 | Read...

ପ୍ରଥମ ଦିନରେ ୪ ରାଉଣ୍ଡ ବିଡିଂ

ନୂଆଦିଲ୍ଲୀ : ଭାରତରେ ଟେଲି ଯୋଗାଯୋଗ ବ୍ୟବସ୍ଥାକୁ ଅଧିକ ବ୍ୟାପକ କରିବା ସହ ତୀବ୍ରତର କରିବା ନିମନ୍ତେ ଅତ୍ୟାଧୁନିକ ଯାନ୍ତ୍ରିକ କୌଶଳ ପ୍ରୟୋଗ କରାଯାଉଛି । ଚଳିତ ସ୍ଥିତିରେ ୪-ଜି ବ୍ୟବସ୍ଥା ଯୋଗାଯୋଗ କରାଇବା କ୍ଷେତ୍ରରେ ବ



ଆଜି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲଫ

Anupambharat News Bureau | ଓଡ଼ିଶା | | 2692 | Read...

ଆଜି ଯୁକ୍ତ ଦୁଇ ବିଜ୍ଞାନ  ଓ ବାଣିଜ୍ୟ ରେଜଲଫ

ଭୁବନେଶ୍ୱର, ୨୬ା୭ (ଅନୁପମ ମିଡିଆ): ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଅପରାହ@ ୪ଟା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ଯୁକ୍ତ ଦୁଇ ବି



ଭୁବନେଶ୍ୱର ନାଇଜରରେ ହେବ କ୍ୟାନ୍ସର ହସ୍ପିଟାଲ

Anupambharat News Bureau | ଓଡ଼ିଶା | | 2691 | Read...

ଭୁବନେଶ୍ୱର ନାଇଜରରେ ହେବ କ୍ୟାନ୍ସର ହସ୍ପିଟାଲ

ଭୁବନେଶ୍ୱର, ୨୬ା୭ (ଅନୁପମ ମିଡିଆ): ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍‌ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମା



କଚ୍ଚା ଘରେ ୧୨ ଲକ୍ଷରୁ ଅଧିକ ପରିବାର

Anupambharat News Bureau | ଓଡ଼ିଶା | | 2690 | Read...

କଚ୍ଚା ଘରେ ୧୨ ଲକ୍ଷରୁ ଅଧିକ ପରିବାର

ଭୁବନେଶ୍ୱର, ୨୬ା୭ (ଅନୁପମ ମିଡିଆ):­ ରାଜ୍ୟର ୧୨ ଲକ୍ଷ ୨୪ ହଜାର ୭୨୫ ପରିବାର କଚ୍ଚା ଘରେ ରହୁଛନ୍ତି । ସେହିପରି ରାଜ୍ୟରେ ବର୍ତମାନ ୨୧,୨୩୯ ଭୂମିହୀନ ପରିବାର ଅଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୂଚନା



ହ ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2689 | Read...

ହ ୍ରାସ ପାଉଛି ବୈଦେଶିକ ମୁଦ୍ରାଭଣ୍ଡାର

ମୁମ୍ବାଇ:ଦେଶର ବୈଦେଶିକ ମୁଦ୍ରାଭଣ୍ଡାର ୧୫ ଜୁଲାଇରେ ସମାପ୍ତ ସପ୍ତାହରେ ୭.୫୪୧ ବିଲିୟନ ଡଲାର ଖସି ୫୭୨.୭୧୨ ବିଲିୟନ ଡଲାରରେ ପହଞ୍ଚିଛି । ଟଙ୍କାର ମୂଲ୍ୟ ହ ୍ରାସ ରୋକିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କଙ୍କ ବାରମ୍ବାର ହସ୍



ଭାରତର ସ୍ଥିତି ଭଲ ରହିିିଛି :ଶକ୍ତିକାନ୍ତ

Anupambharat News Bureau | ଶିଳ୍ପ ବାଣିଜ୍ୟ | | 2688 | Read...

 ଭାରତର ସ୍ଥିତି ଭଲ ରହିିିଛି :ଶକ୍ତିକାନ୍ତ

ମୁମ୍ବାଇ: ସାରା ବିଶ୍ୱର ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବା ବେଳେ ଭାରତ କି;ୁ ଅନ୍ୟମାନଙ୍କ ତୁଳନାରେ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି । ବ୍ୟାଙ୍କ ଅଫ୍‌ ବରୋଦାର ବାର୍ଷିକ ବ୍ୟାଙ୍କିଙ୍ଗ୍‌ କନେP୍ଲଭ୍‌ ୨୦୨୨କୁ ଭର୍ଚୁ୍ୟଆ



ପ୍ରକୃତିଙ୍କୁ ଟଣା ଓଟରା କଲେ ବାବୁସାନଙ୍କ ପତ୍ନୀ

Anupambharat News Bureau | ଓଡ଼ିଶା | | 2687 | Read...

ପ୍ରକୃତିଙ୍କୁ ଟଣା ଓଟରା କଲେ ବାବୁସାନଙ୍କ ପତ୍ନୀ

ଭୁବନେଶ୍ୱର, ୨୩ା୭ (ଅନୁପମ ମିଡିଆ): ଓଲିଉଡ୍‌ର ଲୋକପ୍ରିୟ ନାୟକ ବାବୁସାନ୍‌ଙ୍କ ଘର କଳି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ନାୟକ ବାବୁସାନ୍‌ ଓ ନାୟିକା ପ୍ରକୃତି ମିଶ୍ର ଏକାଠି ଯାଉଥିବା ବେଳେ ନାୟକଙ୍କ ପତ୍ନୀ ତୃପ୍ତି




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page