Anupambharat News Bureau | ଓଡ଼ିଶା | | 874 | Read...
ଭୁବନେଶ୍ୱର,୫ ।୧୧(ଅନୁପମ ମିଡିଆ): ଡୋପ୍ ଟେଷ୍ଟରେ ଧରାପଡ଼ି ଚାରି ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି ଓଡ଼ିଆ ଭାରୋତ୍ତୋଳକ ରବି କୁମାର । ନ୍ୟାସନାଲ୍ ଆଣ୍ଟି ଡୋପିଂ ଏଜେନ୍ସି ବା ନାଡା ପକ୍ଷରୁ ଏନେଇ ମଙ୍ଗଳବାର ସୂଚନା ଦିଆଯାଇଛି
Anupambharat News Bureau | ଓଡ଼ିଶା | | 873 | Read...
ଭୁବନେଶ୍ୱର,୫ ।୧୧(ଅନୁପମ ମିଡିଆ): ରାଜ୍ୟର ସୁବୁଠୁ ଅଧିକ ପ୍ରଦୂଷିତ ସହର ମଧ୍ୟରେ ରହିଛି ଭୁବନେଶ୍ୱର । ଏବେ ଭୁବନେଶ୍ୱର ରହିଛି ପ୍ରଦୂଷଣ କବଳରେ । ରାଜଧାନୀ ଭୁବନେଶ୍ୱର ସମେତ କଟକ , ଅନୁଗୁଳ, ତାଳଚେର,ବାଲେଶ୍ୱର, ରାଉରକେଲା ଓ କଳ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 872 | Read...
ନୂଆଦିଲ୍ଲୀ : କାର୍ତ୍ତିକ ମାସ ଓ ଅଦିନିଆ ବର୍ଷା ଯୋଗୁଁ ଏବେ ବଜାରରେ ପନିପରିବା ଦର ଆକାଶଛୁଆଁ ହୋଇଥିବାବେଳେ ପିଆଜ ଦର ଖାଉଟିଙ୍କୁ କନ୍ଦାଇବା ଆରମ୍ଭ କରିଛି । ପିଆଜ ଦର ଆଗକୁ ଆହୁରି ବଢିବାର ସମ୍ଭାବନା ରହିଛି । ଏହାର କାରଣ ହେଉ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 871 | Read...
ନୂଆଦିଲ୍ଲୀ : ଆଜି ପାନକାର୍ଡ ଉପରେ ନୂଆ ଘୋଷଣା ଆୟକର ବିଭାଗ କରିଛି । ଏଣିକି ଅନ୍ଲାଇନ୍ରେ ତୁରନ୍ତ ମିଳିପାରୁଥିବା ପ୍ୟାନ୍କାର୍ଡ ଉପଲବ୍ଧ ହେବ । ଯଦି ଆପଣଙ୍କ ପ୍ୟାନକାର୍ଡ ହଜିଯାଇଛି କିମ୍ବା ନଷ୍ଟ ହୋଇଯାଇଛି ଆପଣ ଚା
Anupambharat News Bureau | ଶିଳ୍ପ ବାଣିଜ୍ୟ | | 870 | Read...
ନୂଆଦିଲ୍ଲୀ : ପ୍ରତିବର୍ଷ ନଭେମ୍ବର ୨୯ ତାରିଖକୁ ବ୍ଲାକ ଫ୍ରାଇଡେ ଭାବରେ ସେଲିବ୍ରେଟ କରାଯାଇଥାଏ । ବିଶେଷ ଭାବେ ଏହିଦିନରେ କ୍ରିସମାସର ସପିଙ୍ଗ କରାଯାଇଥାଏ କି;ୁ ଏହାର ପ୍ରସ୍ତୁତି ନଭେମ୍ବରରୁ ହିଁ ଆରମ୍ଭ ହୋଇଯାଇଥାଏ । ପୂର
Anupambharat News Bureau | ଦେଶ | | 869 | Read...
ଭୋପାଲ୍: ରବିବାର ଅପରାହ୍ନରେ ମଧ୍ୟପ୍ରଦେଶ ଇନ୍ଦୋରର ଏକ ସିନେମା ହଲ ସାମ୍ନାରେ ତୁମୁଳକାଣ୍ଡ ଘଟିଥିଲା । ଜଣେ ବ୍ୟକ୍ତି ଯୁବତୀଙ୍କ ସହ ସିନେମା ଦେଖିବାକୁ ଆସିଥିଲେ । ଫିଲ୍ମ ହଲରୁ ବାହାରିବା ପରେ ସେହି ବ୍ୟକ୍ତିଙ୍କର ସ୍ତ୍
Anupambharat News Bureau | ବିଦେଶ | | 868 | Read...
ଇସଲାମାବାଦ: ପାକିସ୍ତାନର ପ୍ରସିଦ୍ଧ ମୌଲାନା ଫଜଲୁର ରେହମାନଙ୍କ ଦ୍ୱାରା ଚାଲିଥିବା ଆଜିଦ୍ ମାର୍ଚ୍ଚର ଚାପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଚେପା ହୋଇ ଯାଇଛନ୍ତି । ଏହି ଆଜାଦି ମାର୍ଚ୍ଚରେ ହଜାର ହଜାର ଲୋକ ସାମିଲ
Anupambharat News Bureau | ଦେଶ | | 867 | Read...
ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ଛକାପrା ଜାରି ରହିଛି । ଏହାରି ଭିତରେ ମହାରାଷ୍ଟ୍ର ସ୍ୱାଧୀନ ବିଧାୟକ ରବି ରଣା କହିଛନ୍ତି, ଶିବସେନାର ୨୫ ବିଧାୟକ ବିଜେପି ଲିଙ୍କରେ । ଯା
Anupambharat News Bureau | ଓଡ଼ିଶା | | 866 | Read...
ବରଗଡ଼,୫ା୧୧(ଅନୁପମ ମିଡିଆ): ଧନୁଯାତ୍ରା ବିଶ୍ୱପ୍ରସିଦ୍ଧ ଖୋଲା ରଙ୍ଗମଞ୍ଚ ଭାବରେ ବିବେଚନା କରାଯାଉଥିବାବେଳେ ନିକଟରେ ହେବାକୁ ଥିବା ୭୧ତମ ଧନୁଯାତ୍ରା ପ୍ରସ୍ତୁତି ବୈଠକରୁ ହିଁ ଆରମ୍ଭ ହୋଇଥିବା ବିବାଦ ପାଇଁ ଜିଲାର ବୁଦ୍ଧିଜ
Anupambharat News Bureau | ଓଡ଼ିଶା | | 865 | Read...
ଖୋର୍ଦ୍ଧା,୫ା୧୧(ଅନୁପମ ମିଡିଆ): କିଛିଦିନର ନୀରବତା ପରେ ଜାତୀୟ ରାଜପଥରେ ପୁଣି ଘଟିଛି ଡ଼କାୟତି । କଲିକତା-ମାଡା୍ରସ ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ଥାନା ଅଂଚଳରେ ଘଟିଛି ଏଭଳି ଘଟଣା । ଘଟଣାରୁ ଜଣାଯାଇଛି, ଆଇଟିସିଭଜିରୋ ସୁଲି
Anupambharat News Bureau | ଓଡ଼ିଶା | | 864 | Read...
କଟକ,୫ା୧୧(ଅନୁପମ ମିଡିଆ): ଜୟଦେବ ବିହାରରେ ରହୁଥିବା ଜଣେ ଘର ମାଲିକଙ୍କ ଘରର ଆଂଶିକ ଭଙ୍ଗା ରିପୋର୍ଟ ପ୍ରଦାନ ପାଇଁ ୧୫ ହଜାର ଟଙ୍କା ଲାଂଚ ନେଇଥିବା ବିଡିଏ ଏନଫୋର୍ସମେଣଫ ଇନ୍ସପେକଫରଙ୍କ ପାଇଁ ମହଙ୍ଗା ପଡିଛି । ଏହି ରିପୋର୍ଟ ପ
Anupambharat News Bureau | ଓଡ଼ିଶା | | 863 | Read...
କେନ୍ଦୁଝର, ୫ା୧୧ (ଅନୁପମ ମିଡିଆ):କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଶୁଆକାଟୀ ଗ୍ରାମ ପଞ୍ଚାୟତର ଦଅଁଳାଠାରେ ଜଣେ ଆଦିବାସୀ ଚାଷୀ ନିଜ ଫସଲକୁ ସୁରକ୍ଷା ଦେବା ପାଇଁ ଗଛ ଉପରେ ମଞ୍ଚା ବାନ୍ଧି ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି