Anupambharat News Bureau | ଓଡ଼ିଶା | | 747 | Read...
ସମ୍ବଲପୁର, ୧୮ା୧୦,(ଅନୁପମମିଡ଼ିଆ): ବରଗଡ଼ ଜିଲ୍ଳା ବିଜେପୁର ବିଧାନସଭା ଆସନ ପାଇଁ ଆଗାମୀ ୨୧ ତାରିଖ ଦିନ ଭୋଟଗ୍ରହଣ କରାଯିବ । ଆସନ୍ତାକାଲି ଅପରାହ୍ନରେ ଭୋଟ ପ୍ରଚାର ସ୍ଥଗିତ ହେବାକୁ ଯାଉଥିବାରୁ ଏବେ ନିର୍ବାଚନ ମଣ୍ଡଳୀ ସାରା
Anupambharat News Bureau | ଓଡ଼ିଶା | | 746 | Read...
ପିପିଲି,୧୮ା୧୦(ଅନୁପମମିଡ଼ିଆ): ପିପିଲି ଓ ପୁରୀ ତାଳବଣିଆ ପୋଲିସର ମିଳିତ ଏନ୍କାଉଣ୍ଟର ରେ ଦୁର୍ଦ୍ଦାନ୍ତ ଅପରାଧୀ ଭାଗିରଥୀ ପ୍ରଧାନ ଓରଫ ଭାଗୁ ଆହତ ହୋଇ ପୋଲିସ ହାତରେ ଧରାପଡ଼ିଛି । ଭାଗୁର ବାମ ଗୋଡରେ ଗୁଳି ବାଜିଥିବା ବେଳେ ତ
Anupambharat News Bureau | ଓଡ଼ିଶା | | 745 | Read...
ଭୁବନେଶ୍ୱର,୧୮ ।୧୦(ଅନୁପମ ମିଡିଆ): ଶୁକ୍ରବାର ଆରବ ସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ତାମିଲନାଡୁ, କେରଳ ସମେତ ଉପକୂଳ କର୍ଣ୍ଣାଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବ
Anupambharat News Bureau | ଦେଶ | | 744 | Read...
ନୂଆଦିଲ୍ଲୀ:ଦୁଇ ବ୍ୟାଙ୍କ୍ ୟୁନିୟନ୍ ଚେତାବନୀ ସ୍ୱରୁପ ପବ୍ଳିକ୍ ସେକଫର ବ୍ୟାଙ୍କ୍ ମିଶ୍ରଣକୁ ବିରୁଦ୍ଧ କରି ଦିନିକିଆ ବ୍ୟାଙ୍କ୍ ଧର୍ମଘଟ ଡାକରା ଦେଇଛି । ଏହି ଧର୍ମଘଟରେ ଷ୍ଟେଟ୍ବ୍ୟାଙ୍କ୍ ଶାଖା ଗୁଡିକ ପ
Anupambharat News Bureau | ଶିଳ୍ପ ବାଣିଜ୍ୟ | | 743 | Read...
ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଟ୍ଲାଭ ୪୫ % ବୃଦ୍ଧି ହୋଇଛି । ସେପେଫମ୍ବର ତ୍ରୈମାସିକରେ ଏହା ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟି୍ରଜ୍ ନିଟ୍ଲାଭ ୯୯୦ କୋଟି ହେବା ସହ ସମୀକ୍ଷାରେ ୬୮୧ କୋଟ
Anupambharat News Bureau | ବିଦେଶ | | 742 | Read...
ପ୍ୟାରିସ୍: ଆତଙ୍କୀସ୍ତାନ ପାକିସ୍ତାନକୁ ଆଜି ଶକ୍ତ ଧMା ଦେଇଛି ଫାଇନାନସିଆଲ ଆକ୍ସନ ଟାକ୍ସଫୋର୍ସ(ଏଫ୍ଏଟିଏଫ୍) । ଆତଙ୍କବାଦୀଙ୍କୁ ସହଯୋଗ ଓ ପାଣ୍ଠି ଯୋଗାଣ କରୁଥିବାରୁ ଏଫ୍ଏଟିଏଫ୍ ପାକିସ୍ତାନ କ୍ଷୁବ୍ଧ ହୋଇଛି
Anupambharat News Bureau | ବିଦେଶ | | 741 | Read...
ୱାଶିଂଟନ୍: ସିରିଆରେ ଆକ୍ରମଣ ପାଇଁ ଆମେରିକା ଓ ତୁର୍କୀ ମୁହାଁମୁହିଁ ହୋଇଛି । ସିରିଆରେ ଥିବା ଆମେରିକା ସହଯୋଗୀ କୁର୍ଦ୍ଦ ସେନା ଉପରେ ତୁର୍କୀ ଘନଘନ ବୋମା ମାଡ଼ କରୁଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି । ତୁର୍କୀ ଏଭଳ
Anupambharat News Bureau | ବିଦେଶ | | 740 | Read...
ଥାଇଲ୍ୟାଣ୍ଡ: ଥାଇଲ୍ୟାଣ୍ଡରେ ଦେଖିବାକୁ ମିଳିଛି ଅଜବ ଘଟଣା । ଜଣେ ବିଲ୍ଡ଼ର ୫୮ ବର୍ଷ ବୟସରେ ବିବାହ କରିଛନ୍ତି ୧୨୦ ଜଣ ମହିଳାଙ୍କୁ । ଥାଇଲ୍ୟାଣ୍ଡର ନୋକନ ନାୟକ ପ୍ରାନ୍ତର ଏହି ବିଲïର ତମ୍ବନ ପ୍ରେଜର୍ଟ ଏପର୍ଯ୍ୟନ୍ତ ମୋଟ ୧
Anupambharat News Bureau | ଦେଶ | | 739 | Read...
ମୁମ୍ବାଇ: ବଲିଉଡ୍ର ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଲିଭର୍ରେ ସମସ୍ୟା ଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବା
Anupambharat News Bureau | ଦେଶ | | 738 | Read...
ନୂଆଦିଲ୍ଲୀ: ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱବହନ କରୁଥିବା ଅଯୋଧ୍ୟା ଜମି ବିବାଦ ମାମଲାରେ ଆଜି ମୁସଲିମ ପକ୍ଷ ନୂଆ ଟୁୱିଷ୍ଟ ଆଣିଛି । ପୂର୍ବରୁ ସୁନ୍ନି ୱାକଫ ବୋର୍ଡ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥତା ପ୍ୟାନେ
Anupambharat News Bureau | ଦେଶ | | 737 | Read...
ଲକ୍ଷ୍ନୌ: ସେପେଫମ୍ବର ୧ରେ ଦେଶରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ହୋଇଛି । ଯେଉଁମାନେ ନୂଆ ଆଇନକୁ ମାନୁ ନାହାନ୍ତି ସେମାନଙ୍କୁ ମୋଟା ଅଙ୍କର ଜୋରିମାନା ଗଣିବାକୁ ପଡ଼ୁଛି । ହେଲେ ଭୁଲ୍ ନକରି ଅନେକ ଗାଡ଼ି ଚାଳକଙ୍କ ବିରୋଧରେ
Anupambharat News Bureau | ଓଡ଼ିଶା | | 736 | Read...
ଭୁବନେଶ୍ୱର, ୧୮ ।୧୦ (ଅନୁପମ ମିଡିଆ): କିଟ୍ ଇଣ୍ଟରନାସନାଲ ସ୍କୁଲର ଚେୟରାପର୍ସନ ଡ. ମୋନାଲିସା ବଳଙ୍କୁ ଏନଆରଆଇ େୱଲଫେୟାର ସୋସାଇଟି ଇଂଲଣ୍ଡ ଚାପଫର ପକ୍ଷରୁ ସମ୍ମାନଜନକ ମହାତ୍ମା ଗାନ୍ଧୀ ଲିଡରସିପ ସମ୍ମାନ ପ୍ରଦାନ କରାଯାଇ