Anupambharat News Bureau | ଓଡ଼ିଶା | | 922 | Read...
କଟକ,୩ା୧୨(ଅନୁପମ ମିଡିଆ): ଭୁବନେଶ୍ୱର କଳିଙ୍ଗ ଇନଷ୍ଟିଚୁ୍ୟଟ୍ ଅଫ ମେଡିକାଲ ସାଇନ୍ସ(କିମସ୍) ରେ ମ୍ୟାନେଜମେଣଫ କୋଟାରେ ଏମବିବିଏସରେ ନାମ ଲେଖାଇଦେବାର ପ୍ରତିଶ୍ରୁତି ଦେଇ ୬୯ ଲକ୍ଷ ଟଙ୍କା ଠକିନେଇଥିବା ଏକ ଠକକୁ କ୍ରାଇମ
Anupambharat News Bureau | ଓଡ଼ିଶା | | 921 | Read...
ଭୁବନେଶ୍ୱର,୩ ।୧୧(ଅନୁପମ ମିଡିଆ): ପିଲାମାନଙ୍କୁ ସହଜରେ ପାଠ ବୁଝାଇବା ଏବଂ ବିଭିନ୍ନ ପ୍ରଶ୍ନ ଅଭ୍ୟାସ କରାଇବା ଲକ୍ଷ୍ୟ ନେଇ ଗଞ୍ଜମ ଜିଲ୍ଲା ପ୍ରଶାସନ ପକ୍ଷରୁ ‘ମଧୁ ଆପ୍’ର ଆରମ୍ଭ କରାଯାଇଛି ।ଛାତ୍ରଛାତ୍ରୀମାନେ ‘ମଧ
Anupambharat News Bureau | କ୍ରୀଡ଼ା | | 920 | Read...
ଭାରତର ଷ୍ଟାର୍ ମହିଳା ବକ୍ସର ହେଉଛନ୍ତି ଏମ୍ସି ମେରୀକମ୍ । ସେ ପାଞ୍ଚଟି ବିଶ୍ୱ ମହିଳା ବକ୍ସିଂ ଚାମ୍ପିଆନ୍ରେ ଟାଇଟଲ୍ ହାସଲ କରିବାରେ ଗୌରବ ଅର୍ଜନ କରିଛନ୍ତି । ଭାରତୀୟ ମହିଳା ବକ୍ସିଂର ହାଇପ୍ରଫେମାନ୍ସ ଡାଇର
Anupambharat News Bureau | ଦେଶ | | 919 | Read...
ହାଇଦ୍ରାବାଦ: ହାଇଦ୍ରାବାଦ ଡାକ୍ତର ଦୁଷ୍କର୍ମ ଓ ହତ୍ୟାକାଣ୍ଡ ସାରା ଦେଶକୁ ହୁଲସ୍ତୁଲ କରିଛନ୍ତି । ଏହି ସମୟରେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ନେଟ୍ ଦୁନିଆରେ ସବୁଠାରୁ ବଡ଼ ସର୍ଚ୍ଚ ହୋଇଛି ହାଇଦ୍ରାବାଦର ସେହି ଲୋମ ହର୍ଷ
Anupambharat News Bureau | ଓଡ଼ିଶା | | 918 | Read...
ସମ୍ବଲପୁର,୩ା୧୨ (ଅନୁପମ ମିଡିଆ): ରାଜ୍ୟ ସରକାର ଜନସାଧାରଣଙ୍କୁ ଉତ୍ତମ ସେବା ଦେବା ପାଇଁ ମୋ ସରକାର ଯୋଜନା ପ୍ରଣୟନ କରିଛନ୍ତି । ଆରଟିଓ ଅଫିସ ଓ ଚିକିସିାଳୟକୁ ଦଲାଲ ମୁକ୍ତ କରିବାକୁ ଉଦ୍ୟମ କରିଛନ୍ତି । ଏଭଳି ସ୍ଥଳେ ସମ୍ବଲପୁର
Anupambharat News Bureau | ଓଡ଼ିଶା | | 917 | Read...
ଖଣ୍ଡପଡ଼ା. ୩ା୧୨ (ଅନୁପମ ମିଡିଆ): ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଜନୈକ ଯୁବକଙ୍କ ଠାରୁ ଅର୍ଥ ଉତ୍କୋଚ ନେଉଥିବା ସମୟରେ ଭିଜିଲାନ୍ସ ଦ୍ୱାରା ଧରାପଡ଼ି ଗିରଫ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଏକ ଓଏଲ୍ଆର୍&z
Anupambharat News Bureau | କ୍ରୀଡ଼ା ଓ କ୍ରୀଡ଼ାବିତ | | 916 | Read...
କୋଲକାତାର ଐତିହାସିକ ଇଡେନ୍ ଗାର୍ଡେନ୍ ଠାରେ ଦେଶରେ ପ୍ରଥମଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା । ଭାରତ ଓ ବାଂଲାଦେଶ ମଧ୍ୟରେ ଏହି ଟେଷ୍ଟ ମ୍ୟାଚ୍ ହୋଇଥିଲା । ବାଂଲାଦେଶର ରାଜନେତା ତଥା ଦେଶର ପ୍ରତି
Anupambharat News Bureau | ଓଡ଼ିଶା | | 915 | Read...
ବ୍ରହ୍ମପୁର,୨୬ ।୧୧(ଅନୁପମ ମିଡ଼ିଆ): ବ୍ରହ୍ମପୁର ସିଟି ବସ୍ଷ୍ଟାଣ୍ଡ୍ ପୁନରୁଦ୍ଧାରକୁ ନେଇ ଘରୋଇ ବସ୍ ମାଲିକ -ପ୍ରଶାସନ ମଧ୍ୟରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପ୍ରସଙ୍ଗକୁ ନେଇ ଉଭୟ ନିଜ ଜିଦ୍ରେ ଅଟଳ ରହ
Anupambharat News Bureau | ଦେଶ | | 914 | Read...
ମୁମ୍ବାଇ, ୨୬ା୧୧: ଘଡିକେ ଘୋଡ଼ା ଛୁଟୁଥିବା ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ନାଟକୀୟ ଢ଼ଙ୍ଗରେ ଏନ୍ସିପିର ସମର୍ଥନ ନେଇ ମୁଖ୍ୟମନ୍ତ୍ରୀ ହୋଇଥିବା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମାତ୍ର ତିନ
Anupambharat News Bureau | ଓଡ଼ିଶା | | 913 | Read...
ଭୁବନେଶ୍ୱର,୨୪ ।୧୧(ଅନୁପମ ମିଡିଆ): ରତ୍ନକୁ ତନଖି କରିବା ନିମନ୍ତେ ଏବେ ରତ୍ନ ଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ । ତେବେ ୧୩.୫.୧୯୭୮ ରିଖ ଠାରୁ ୨୩.୭.୧୯୭୮ ମଧ୍ୟରେ ତାଲିକା କରାଯାଇଥିବା ସୁନା, ରୂପା ସାମଗ୍ରୀ ସୁରକ
Anupambharat News Bureau | ଦେଶ | | 912 | Read...
ମୁମ୍ବାଇ : ରିଲିୟାନ୍ସ ଜିଓ ଏବଂ ଏୟାରଟେଲ ଟେଲିକମ ଇଣ୍ଡଷ୍ଟ୍ରୀରେ ପରସ୍ପର ପ୍ରତିଯୋଗୀ । ପ୍ରିପେଡ୍ ରିଚାର୍ଜ ମାମଲାରେ ଏହି ଦୁଇ କମ୍ପାନୀ ପରସ୍ପରଙ୍କୁ ଟMର ଦିଅନ୍ତି । କିଛି ଦିନ ପୂର୍ବରୁ ଜିଓ ଏବଂ ଏୟାରଟେଲ ପ୍ରିପେଡ୍
Anupambharat News Bureau | ଦେଶ | | 911 | Read...
ମୁମ୍ବାଇ: ଆଜି ଦେଶ ସମେତ ସମଗ୍ର ବିଶ୍ୱ ମୁମ୍ବାଇ ୨୬/୧୧ ଆକ୍ରମଣକୁ ମନେ ପକାଇଛନ୍ତି । କାରଣ ୨୦୦୮ ମସିହା ଆଜିର ଦିନରେ ପାକିସ୍ତାନର ୧୦ ଜଣ ଆତଙ୍କବାଦୀ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରବେଶ କରି ନରସଂହାର କରିଥିଲେ । ଆଜ