Anupambharat News Bureau | ଦେଶ | | 1238 | Read...
ନୂଆଦିଲ୍ଲୀ, ୨୮ା୫(ଅନୁପମମିଡ଼ିଆ):ଦେଶରେ ଲକଡାଉନ ଘୋଷଣା ହେବା ପରେ ନିଜ ନିଜ ରାଜ୍ୟକୁ ଫେରୁଥିବା ପ୍ରବାସୀ ଶ୍ରମିକଙ୍କ ସମ୍ପୂୂର୍ଣ୍ଣ ଟ୍ରେନ ବା ବସ ଭଡ଼ା ସମ୍ପୃକ୍ତ ରାଜ୍ୟ ସରକାରମାନେ ବହନ କରିବେ ବୋଲି ଗୁରୁବାର ସୁପ୍ରିମ୍
Anupambharat News Bureau | ଓଡ଼ିଶା | | 1237 | Read...
ଆଠଗଡ,୨୮ା୫(ଅନୁପମ ମିଡିଆ): କରୋନା ମହାମାରୀ ରୋକିବାକୁ ଗତ କାଲି ବିଳମ୍ବିତ ରାତିରେ ନରିସଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡା ଗ୍ରାମରେ ବ୍ରାହ୍ମଣୀ ଦେବୀଙ୍କ ପୀଠରେ ନର ବଳି ଦିଆଯିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି
Anupambharat News Bureau | ଓଡ଼ିଶା | | 1236 | Read...
ଭୁବନେଶ୍ୱର, ୨୮ା୫(ଅନୁପମମିଡ଼ିଆ): କୋଭିଡ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆସନ୍ତା ମଇ ୩୦ ତାରିଖ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ସମୟରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କ
Anupambharat News Bureau | ବିଦେଶ | | 1235 | Read...
ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲï ଟ୍ରମ୍ପ କହିଛନ୍ତି ଯେ, ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରିବାର ସମୟ ଆସିଛି । କି;ୁ ଯଦି କିଛି ଭୁଲ ହୁଏ ତେବେ ଏପରି ଆକ୍ରମଣ ହେବ ଯାହା ପୂର୍ବରୁ କେବେ ହୋଇ ନ ଥିଲ
Anupambharat News Bureau | ଓଡ଼ିଶା | | 1234 | Read...
ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଗୁଡ଼ଗାଁଓର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମ୍ବିତଙ୍କ ମଧ୍ୟରେ କରୋନା ଲକ୍ଷଣ ପରିଲକ୍ଷିତ ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି
Anupambharat News Bureau | ଓଡ଼ିଶା | | 1233 | Read...
ଭୁବନେଶ୍ୱର, ୨୭ ।୫(ଅନୁପମମିଡ଼ିଆ): ବରିଷ୍ଠ ଓଡ଼ିଆ ଅଭିନେତା ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେ ଚିକିତ୍ସିତ ହେଉଥିବା ସୂ
Anupambharat News Bureau | ଓଡ଼ିଶା | | 1232 | Read...
ଭୁବନେଶ୍ୱର, ୨୭ା୫(ଅନୁପମମିଡ଼ିଆ): ଆସନ୍ତା ୨୯ ତାରିଖରୁ ପୁଣି ଥରେ ଆରମ୍ଭ ହେବ ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ । ପୂର୍ବଭଳି ନିର୍ମାଣ କାମ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ
Anupambharat News Bureau | ଓଡ଼ିଶା | | 1231 | Read...
ଭୁବନେଶ୍ୱର,୨୭ା୫(ଅନୁପମମିଡ଼ିଆ):ଗୁରୁବାର ଠାରୁ ରାଜ୍ୟରେ ବସ୍ ସେବା ଆରମ୍ଭ ହେବ । ବୁଧବାର ଅନୁଷ୍ଠିତ ଘରୋଇ ବସ ମାଲିକ ସଂଘ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ସମ୍ପୂର୍ଣ୍ଣ ବସ୍ ଚଳାଚଳ ପାଇଁ ଆଉ ୧୦ ଦିନ ସମୟ ଲାଗି
Anupambharat News Bureau | ଓଡ଼ିଶା | | 1230 | Read...
ବ୍ରହ୍ମପୁର/ପୋଲସରା/ପୁରୁଷୋତ୍ତମପୁର,୨୭ା୫(ଅନୁପମ ମିଡିଆ): ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ଆଜି ପର୍ଯ୍ୟନ୍ତ କରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ବାହାରୁ ଥିବା ନେଇ କହି ଜିଲ୍ଲବାସୀଙ୍କୁ
Anupambharat News Bureau | ଦେଶ | | 1229 | Read...
ନୂଆଦିଲ୍ଲୀ,୨୭ା୫: ସମଗ୍ର ଭାରତ ବର୍ଷରେ କୋରନା ରୋଗର ବ୍ୟାପକତା ଅସହ୍ୟ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଯଦିଓ ଦେଶରେ ଲକ୍ଡାଉନର ଚତୁର୍ଥ ପର୍ଯ୍ୟୟ ନିୟମାବଳୀ ଜାରି ରହିଛି । ତେବେ ମ
Anupambharat News Bureau | ଦେଶ | | 1228 | Read...
ନୂଆଦିଲ୍ଲୀ: ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ଏକ ଯୋଜନାକୁ ନେଇ ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବା ପରିଲକ୍ଷ
Anupambharat News Bureau | ବିଦେଶ | | 1226 | Read...
ବେଜିଂ: କରୋନା ଯୁଦ୍ଧ ପାଇଁ ସାରା ବିଶ୍ୱ ଆଜି ଲଢୁଥିବା ବେଳେ ଚୀନ କି;ୁ ସୀମାନ୍ତରେ ଯୁଦ୍ଧ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ରାଷ୍ଟ୍ରପତି ଶୀ ଜିନ¬ିଙ୍