Anupambharat News Bureau : News


୩ ଦିନରେ ୩ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

Anupambharat News Bureau | ଦେଶ | | 2807 | Read...

୩ ଦିନରେ ୩ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା

ଭୋପାଲ: ମଧ୍ୟପ୍ରଦେଶରେ ସିରିଏଲ କିଲର ଆତଙ୍କ। ମଧ୍ୟପ୍ରଦେଶର ସାଗାରରେ ଗତ ୭୨ ଘଣ୍ଟା ମଧ୍ୟରେ ୩ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଗୋଟିଏ ଷ୍ଟାଇଲରେ ୩ ଜଣଙ୍କୁ ହତ୍ୟା କରାଯାଇଥିବାରୁ ସହରରେ ଆତ



ଟ୍ୱିଟର ବି ଦେବ ଏଡିଟ୍ ସୁବିଧା

Anupambharat News Bureau | ଦେଶ | | 2806 | Read...

ଟ୍ୱିଟର ବି ଦେବ ଏଡିଟ୍ ସୁବିଧା

ନୂଆଦିଲ୍ଲୀ: ଫେସ୍‌ବୁକ୍‌ ଓ ଇନ୍‌ଷ୍ଟଗ୍ରାମ ଭଳି ଟ୍ୱିଟର କିନ୍ତୁ ଏଡିଟ୍ ସୁବିଧା ନାହିଁ। ଥରେ ଯାହା ଟ୍ୱିଟ୍ କଲେ ତାହା ଆଉ ଏଡିଟ୍ କରିହୁଏନା। ପ୍ରଥମ ଟ୍ୱିଟ୍‌ରେ ଭୁଲ୍ ଥିଲେ ଏହାକୁ ଡିଲିଟ୍ କରି ପୁଣିଥରେ ନୂଆ ଟ୍ୱିଟ୍ କରି



ନୂଆଖାଇରେ ଚାଷୀଙ୍କୁ କାଳିଆ ଟଙ୍କା

Anupambharat News Bureau | ଓଡ଼ିଶା | | 2805 | Read...

ନୂଆଖାଇରେ ଚାଷୀଙ୍କୁ କାଳିଆ ଟଙ୍କା

ଭୁବନେଶ୍ୱର, ୩୦ା୮ (ଅନୁପମ ମିଡିଆ): ­ ନୂଆଖାଇରେ ଚାଷୀମାନଙ୍କୁ କାଳିଆ ଟଙ୍କା ମିଳିବ । କାଳିଆ ଯୋଜନାର କିସ୍ତି ବାବଦରେ ସମୁଦାୟ ୮୬୯ କୋଟି ଟଙ୍କା ଦେବେ ରାଜ୍ୟ ସରକାର । ଏହାଦ୍ୱାରା ରାଜ୍ୟର ୪୧ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ



ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

Anupambharat News Bureau | ଓଡ଼ିଶା | | 2804 | Read...

ପୋଲସରାରେ ଖୋଲିବ ସରକାରୀ ଆଇଟିଆଇ

ଭୁବନେଶ୍ୱର, ୩୦ା୮ (ଅନୁପମ ମିଡିଆ): ­ ଗଞ୍ଜାମ ଜିଲ୍ଲା ପୋଲସରାରେ ସରକାରୀ ଆଇଟିଆଇ ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହା ଫଳରେ ଗଞ୍ଜାମ ଜିଲ୍ଲାରେ ସରକାରୀ ଆଇଟିଆଇ ସଂଖ୍ୟା ୬ରେ ପ



ନବୀନଙ୍କ ପ୍ୟାକେଜ୍‌ ରାଜନୀତି : ଦକ୍ଷିଣ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି କେବେ?

Anupambharat News Bureau | ଓଡ଼ିଶା | | 2803 | Read...

 ନବୀନଙ୍କ ପ୍ୟାକେଜ୍‌ ରାଜନୀତି : ଦକ୍ଷିଣ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି କେବେ?

ଭୁବନେଶ୍ୱର, ୨୯ା୮ (ସ୍ୱତନ୍ତ୍ର ପ୍ରତିନିଧି): ରାଜ୍ୟର ସବୁଠାରୁ ନୂଆ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଟିଆରକୁ ଓଡ଼ିଶା ସରକାର ୧୫୦୦ କୋଟି ଟଙ୍କାର ପ୍ୟାକେଜ ଦେଲେ । ଏହା ପରେ ବିଳମ୍ବରେ ହେଲେ ମଧ୍ୟ ସବୁଠୁ ପୁରୁଣା ବୈଷୟିକ ବିଶ୍ୱବ



୧.୨୦ ଲକ୍ଷ ହେକଫର ଚାଷଜମି କ୍ଷତିଗ୍ରସ୍ତ

Anupambharat News Bureau | ଓଡ଼ିଶା | | 2802 | Read...

୧.୨୦ ଲକ୍ଷ ହେକଫର ଚାଷଜମି କ୍ଷତିଗ୍ରସ୍ତ

ଭୁବନେଶ୍ୱର, ୩୦ା୮ (ଅନୁପମ ମିଡିଆ): ଚଳିତ ବନ୍ୟାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି । ଚଳିତ ବନ୍ୟାରେ ୧ ଲକ୍ଷ ୨୦ ହଜାର ହେକଫର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ବନ୍ୟା ଓ ବର୍ଷାରେ ରାଜ୍ୟର ୨୪ଟି ଜିଲ୍ଲାର ଚାଷୀ ପ



ବିକ୍ରି ହେବ ଶ୍ରୀଲଙ୍କା ଏୟାରଲାଇନ୍ସ

Anupambharat News Bureau | ବିଦେଶ | | 2801 | Read...

ବିକ୍ରି ହେବ ଶ୍ରୀଲଙ୍କା ଏୟାରଲାଇନ୍ସ

କଲମ୍ବୋ: ଭାରତର ପଡୋଶୀ ଦେଶ ଶ୍ରୀଲଙ୍କା ପରିସ୍ଥିତିରେ କୌଣସି ପରିବର୍ତ୍ତନ ହେଉ ନାହିଁ । ବର୍ଷେ ହେଲା ଦେଶର ଆର୍ଥିକ ସ୍ଥିତି ବିଗିଡି ଯାଇଥିବା ବେଳେ ନାଗରିକଙ୍କ ଲାଗି ବିଦେଶରୁ ଅତ୍ୟାବଶକୀୟ ସାମଗ୍ରୀ ଆମଦାନୀ ଲାଗି ବୈଦେଶ



୭୫ ବର୍ଷରେ ଦେଶରେ ଅପରାଧ ବଢ଼ିଛି ୧୦ ଗୁଣ

Anupambharat News Bureau | ଦେଶ | | 2800 | Read...

୭୫ ବର୍ଷରେ ଦେଶରେ ଅପରାଧ ବଢ଼ିଛି ୧୦ ଗୁଣ

ନୂଆଦିଲ୍ଲୀ: ଦେଶରେ ଅପରାଧୀକ ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଦେଶ ସ୍ୱାଧୀନ ହେବାର ବର୍ଷକ ପରେ ଅର୍ଥାତ ୧୯୪୮ ମସିହାରେ ଦେଶର ବିଭିନ୍ନ ଥାନାରେ ପ୍ରାୟ ୬ ଲକ୍ଷ ମାମଲା ରୁଜୁ ହୋଇଥିଲା । କି;ୁ ସ୍ୱାଧୀନତାର ୭୫ ବର୍ଷ ପରେ ଅ



ଗ୍ରାହକଙ୍କ ପାଇଁ ଷ୍ଟେଟବ୍ୟାଙ୍କ ଆଣିଲା ନୂଆ ସୁବିଧା

Anupambharat News Bureau | ଦେଶ | | 2799 | Read...

ଗ୍ରାହକଙ୍କ ପାଇଁ ଷ୍ଟେଟବ୍ୟାଙ୍କ ଆଣିଲା ନୂଆ ସୁବିଧା

ନୂଆଦିଲ୍ଲୀ :ଷ୍ଟେଟବ୍ୟାଙ୍କ ଗ୍ରାହକ ଏବେ ଛୋଟ ମୋଟ ବ୍ୟାଙ୍କ କାମ ପାଇଁ ବ୍ୟାଙ୍କ ଯାଇ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି । ବ୍ୟାଙ୍କ ଏବେ ଗ୍ରାହକଙ୍କ ପାଇଁ ହ୍ୱାଟସଆପ୍‌ ବ୍ୟାଙ୍କିଙ୍ଗ୍‌ ସୁବିଧା ଆରମ୍ଭ କରିଛି । ଏହା ଦ୍ୱାରା ମ



ଗୌତମ ଅଦାନୀ ହେଲେ ବିଶ୍ୱର ତୃତୀୟ ଧନି ବ୍ୟକ୍ତି

Anupambharat News Bureau | ଦେଶ | | 2798 | Read...

ଗୌତମ ଅଦାନୀ ହେଲେ ବିଶ୍ୱର ତୃତୀୟ ଧନି ବ୍ୟକ୍ତି

ନୂଆଦିଲ୍ଲୀ:ଅଦାନୀ ଗ୍ରୁପର ମୁଖ୍ୟ ଗୈତମ ଅଦାନୀ ଭାରତ ସହ ଏସିଆର ମଧ୍ୟ ସବୁଠୁ ବଡ ଧନି । ଆଜକୁ କିଛି ମାସ ତଳେ ତାଙ୍କ ନାଁ ସେତେ ପରିଚିତ ନଥିଲେ । ଏବେ କି;ୁ ତାଙ୍କର ମୋଟ୍‌ ସମ୍ପତ୍ତି ଏକ ନୂଆ ରେକର୍ଡ ହାସଲ କରିଛି । ବ୍ଲୁମବର୍ଗ



ବିଜେପିକୁ ପୁଣି ନିଜର "ୟୁଜ ଆଣ୍ଡ ଥ୍ରୋ' ବୟାନରେ ବାଣ ମାରିଲେ ଗଡକରୀ

Anupambharat News Bureau | ଦେଶ | | 2797 | Read...

ବିଜେପିକୁ ପୁଣି ନିଜର

ନୂଆଦିଲ୍‌ê: କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ନୀତୀନ ଗଡ଼କରୀ ପୁଣି ଚର୍ଚ୍ଚାରେ। ନିଜର ତୁଣ୍ଡ ପାଇଁ କିଛି ମାସ ହେଲା ଚର୍ଚ୍ଚାରେ ରହୁଥିବା ଗଡ଼କରୀ ଏବେ ପୁଣି ଗୋଟିଏ ବଡ଼ ବୟାନ ଦେଇଛନ୍ତି। ଗଡ଼କରୀଙ୍କ ବୟାନ କ୍ଷମତା



୧୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

Anupambharat News Bureau | ଓଡ଼ିଶା | | 2796 | Read...

 ୧୯ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର, ,୩୦/୮: ରାଜ୍ୟରେ ଦୁର୍ବଳ ମୌସୁମୀ ପ୍ରଭାବରେ ଦିନର ତାପମାତ୍ରାରେ ବୃଦ୍ଧି ତଥା ଉଚ୍ଚ ଆଦ୍ରତା ପ୍ରଭାବରେ ଅସହ୍ୟ ଗୁଳୁ-ଗୁଳି ଅନୁଭୂତ ହେଉଛି। ତେବେ ଏହାର ପ୍ରଭାବରେ ଆସନ୍ତାକାଲି (୩୧, ଅଗଷ୍ଟ ୨୦୨୨) ଗଣେଶ ଚତୁର୍ଥ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page