Anupambharat News Bureau : News


ନମିତା ଟେªା ପାଇଲେ ଏକଲବ୍ୟ ପୁରସ୍କାର

Anupambharat News Bureau | କ୍ରୀଡ଼ା | | 1733 | Read...

ନମିତା ଟେªା ପାଇଲେ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୨୭ା୧୨(ଅନୁପମ ମିଡ଼ିଆ): ଅନ୍ତର୍ଜାତୀୟ ହକି ଖେଳାଳି ନମିତା ଟେªାଙ୍କୁ ଏକଲବ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଛି । ତାଙ୍କୁ ପୁରସ୍କାର ବାବଦକୁ ୫ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି । ସେହିପରି ଭାରୋତ୍ତ



ଦଳ ଚୟନ ପୂର୍ବରୁ ଅଭ୍ୟାସ୍‌ ମ୍ୟାଚ୍‌ରେ ସଂଘର୍ଷ କରୁଛନ୍ତି ଅର୍ଜୁନ୍‌ ତେନ୍ଦୁଲକର

Anupambharat News Bureau | କ୍ରୀଡ଼ା | | 1732 | Read...

ଦଳ ଚୟନ ପୂର୍ବରୁ ଅଭ୍ୟାସ୍‌ ମ୍ୟାଚ୍‌ରେ ସଂଘର୍ଷ କରୁଛନ୍ତି ଅର୍ଜୁନ୍‌ ତେନ୍ଦୁଲକର

ନୂଆଦିଲ୍ଲୀ,୨୭ ।୧୨:ଭାରତର ବ୍ୟାଟିଂ ମହାରଥି ସଚିନ୍‌ ତେନ୍ଦୁଲକର ଙ୍କ ପୁଅ ଅର୍ଜୁନ୍‌ ତେନ୍ଦୁଲକର ଅଭ୍ୟାସ୍‌ ମ୍ୟାଚ୍‌ରେ ରନ୍‌ ସଂଗ୍ରହ କରିବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଛି । ସୟଦ୍‌ ମୁସ୍ତାକ୍‌ ଅଲ୍ଲୀ



୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି

Anupambharat News Bureau | ଦେଶ | | 1731 | Read...

୨୦୩୦ ବେଳକୁ ଭାରତ ହେବ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି

ନୂଆଦିଲ୍ଲୀ: ୨୦୨୫ ମସିହା ସୁଦ୍ଧା ଭାରତ ସାରାବିଶ୍ୱରେ ପଞ୍ଚମ ବୃହତ ଅର୍ଥନୀତି ରାଷ୍ଟ୍ରରେ ପରିଣତ ହେବ ଏବଂ ୨୦୩୦ ବେଳକୁ ଏହା ତୃତୀୟ ସ୍ଥାନକୁ ଆସିବ । ଏହି ସ୍ଥାନରେ ଭାରତ ୨୦୩୫ ପର୍ଯ୍ୟନ୍ତ ବଜାୟ ରହିବ । ୨୦୨୮ରେ ଆମେରିକାର ଅ



ଫାଷ୍ଟଟାକ୍‌ ଦୈନିକ ଆଦାୟ ୮୦ କୋଟିରୁ ଊର୍ଦ୍ଧ୍ୱ

Anupambharat News Bureau | ଦେଶ | | 1730 | Read...

ଫାଷ୍ଟଟାକ୍‌ ଦୈନିକ ଆଦାୟ ୮୦ କୋଟିରୁ ଊର୍ଦ୍ଧ୍ୱ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଟୋଲ ଟିକସ୍‌ ଆଦାୟ ୮୦ କୋଟିରୁ ଊର୍ଦ୍ଧ୍ୱକୁ ପହଞ୍ଚି ପାରିଛି । ପ୍ରଥମ ଥର ପାଇଁ ଏହି ଫାଷ୍ଟ ଟାଗ୍‌ ନିୟମାବଳୀ ଆଧାରରେ ଏହି ଟିକସ ଆଦାୟ ହୋଇପାରିଛି । ଯଦିଓ ଦୈନିକ ୫୦ ଲକ୍ଷ ଆଦାୟ ହେଉଥିବା ରେକର



୧୪ ଦିନରେ ବ୍ରିଟେନ୍‌ରୁ ଫେରିଛନ୍ତି ୪୩, ସମ୍ପୃକ୍ତଙ୍କ ସ୍ୱାବ ସଂଗ୍ରହ ନିର୍ଦ୍ଦେଶ

Anupambharat News Bureau | ଓଡ଼ିଶା | | 1729 | Read...

୧୪ ଦିନରେ ବ୍ରିଟେନ୍‌ରୁ ଫେରିଛନ୍ତି ୪୩,  ସମ୍ପୃକ୍ତଙ୍କ ସ୍ୱାବ ସଂଗ୍ରହ ନିର୍ଦ୍ଦେଶ

ଭୁବନେଶ୍ୱର, ୨୪ା୧୨(ଅନୁପମ ମିଡ଼ିଆ): ଗତ ୧୪ଦିନ ମଧ୍ୟରେ ବ୍ରିଟେନରୁ ଓଡ଼ିଶା ଆସିଛନ୍ତି ମୋଟ୍‌ ୪୩ଜଣ । ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଏହି ସୂଚନା ଦେଇଛନ୍ତି । ଏହି ୪୩ଜଣଙ୍କ ମଧ୍ୟରେ ୩୫ଜଣ ପୁରୁଷ ଏବଂ ୮ଜଣ ମହ



୧୧ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ

Anupambharat News Bureau | ଓଡ଼ିଶା | | 1728 | Read...

୧୧ ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ

ଭୁବନେଶ୍ୱର, ୨୪ା୧୨(ଅନୁପମ ମିଡ଼ିଆ): ଗୁରୁବାର ରାଜ୍ୟର ୧୧ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ନେଇ ସୂଚନା ମିଳିଛି । ଫୁଲବାଣୀରେ ସବୁଠାରୁ କମ ତାପମାତ୍ରା ୪.୫ ଡିଗ୍ରି ଥିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସା



ଓକିଲଙ୍କୁ ସାକ୍ଷାତ କରିପାରିବେ ପ୍ରଦୀପ, ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ

Anupambharat News Bureau | ଓଡ଼ିଶା | | 1727 | Read...

ଓକିଲଙ୍କୁ ସାକ୍ଷାତ କରିପାରିବେ ପ୍ରଦୀପ,  ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ

ଭୁବନେଶ୍ୱର, ୨୪ା୧୨(ଅନୁପମ ମିଡ଼ିଆ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେଲରେ ଓକିଲଙ୍କ ସହିତ ସାକ୍ଷାତକାର ପାଇଁ ଅନୁମତି ଦେବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ସେ ନିଜ ମାମଲା ବାବଦରେ ଓକିଲଙ୍କ ସ



ପରୀ ମାମଲା, ସରୋଜ ଦେଖାଇଲା ହତ୍ୟାର ଡେମୋ, ଗାମୁଛା ଦେବ ବଡ଼ ପ୍ରମାଣ: ବୋଥ୍ରା , ରିମାଣ୍ଡ ଶେଷ ପରେ ଜେଲ୍‌ ଗଲା ଅଭିଯୁକ୍ତ

Anupambharat News Bureau | ଓଡ଼ିଶା | | 1726 | Read...

ପରୀ ମାମଲା, ସରୋଜ ଦେଖାଇଲା ହତ୍ୟାର ଡେମୋ, ଗାମୁଛା ଦେବ ବଡ଼ ପ୍ରମାଣ: ବୋଥ୍ରା , ରିମାଣ୍ଡ ଶେଷ ପରେ ଜେଲ୍‌ ଗଲା ଅଭିଯୁକ୍ତ

ନୟାଗଡ, ୨୪ା୧୨(ଅନୁପମ ମିଡ଼ିଆ): ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ଗିରଫ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀକୁ ଯଦୁପୁର ଆଣି ସିନ୍‌ ରିକ୍ରିଏସନ୍‌୍‌ କରିଛି ଏସଆଇଟି । ଘଟଣାସ୍ଥଳକୁ ଆଣି ସରୋଜ ସେଠୀକୁ ଡେମୋ କରାଇଛି ଏସଆଇଟି । ପ



ରାଉରକେଲାରେ ହେବ ଦେଶର ବୃହତମ ହକି ଷ୍ଟାଡିୟମ୍‌

Anupambharat News Bureau | ଓଡ଼ିଶା | | 1725 | Read...

ରାଉରକେଲାରେ ହେବ ଦେଶର ବୃହତମ ହକି ଷ୍ଟାଡିୟମ୍‌

ଭୁବନେଶ୍ୱର, ୨୪ା୧୨(ଅନୁପମ ମିଡ଼ିଆ): ଆସନ୍ତା ୨୦୨୩ରେ ଓଡିଶାରେ ପୁଣିଥରେ ପୁରୁଷ ହକି ବିଶ୍ୱକପ୍‌ ଆୟୋଜିତ ହେବାକୁ ଯାଉଛି । ଏହା ପୂର୍ବରୁ ସୁନ୍ଦରଗଡ ଜିଲ୍ଲାର ରାଉରକେଲା ସହରରେ ଏକ ନୂତନ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ନି



ଭିତରକନିକାରେ ଖୋଲିଲା ଅରଣ୍ୟ ନିବାସ

Anupambharat News Bureau | ଓଡ଼ିଶା | | 1724 | Read...

ଭିତରକନିକାରେ ଖୋଲିଲା ଅରଣ୍ୟ ନିବାସ

ଭୁବନେଶ୍ୱର, ୨୪ା୧୨(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡ଼ିଓ କନ®ରେନ୍ସିଂ ମାଧ୍ୟମରେ ପର୍ଯ୍ୟଟନ ବିଭାଗ ତରଫରୁ ଭିତରକନିକାରେ ‘ଅରଣ୍ୟ ନିବାସ’ର ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ରାଜ



କର୍ଣ୍ଣାଟକରେ ନାଇଟ କର୍ଫୁ୍ୟ

Anupambharat News Bureau | ଦେଶ | | 1723 | Read...

କର୍ଣ୍ଣାଟକରେ ନାଇଟ କର୍ଫୁ୍ୟ

ଭାରତରେ ନୂଆ ଷ୍ଟ୍ରେନ୍‌ ଦ୍ୱାରା ଆକ୍ରାନ୍ତ ଚିହ୍ନଟ ପରେ ସରକାର ସତର୍କ ହେବାରେ ଲାଗିଛନ୍ତି । ପୂର୍ବରୁ ମହାରାଷ୍ଟ୍ରରେ ରାତି ୧୧ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫୁ୍ୟ କରାଯାଇଥିବା ବେଳେ ଏବେ କର୍ଣ୍ଣାଟକରେ ମଧ୍ୟ ରା



ବ୍ରିଟେନ୍‌ ଫେରନ୍ତା ପଜିଟିଭ୍‌ ଚିହ୍ନଟ ଭୟଭୀତ ହୁଅ;ୁ ନାହିଁଁ: ପ୍ରେମଚନ୍ଦ୍ର

Anupambharat News Bureau | ଓଡ଼ିଶା | | 1722 | Read...

ବ୍ରିଟେନ୍‌ ଫେରନ୍ତା ପଜିଟିଭ୍‌ ଚିହ୍ନଟ ଭୟଭୀତ ହୁଅ;ୁ ନାହିଁଁ: ପ୍ରେମଚନ୍ଦ୍ର

ଭୁବନେଶ୍ୱର, ୨୩ା୧୨(ଅନୁପମ ମିଡ଼ିଆ): ଗତ ସପ୍ତାହରେ ବ୍ରିଟେନ୍‌ରୁ ଭୁବନେଶ୍ୱରକୁ ଫେରିଥିବା ବ୍ୟକ୍ତି ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ହସ୍ପିିଟାଲରେ ଭର୍ତ୍ତି କରାଯାଇଛି । ବ୍ରିଟେନରୁ ଓଡ଼ିଶ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page