Anupambharat News Bureau : News


ଓଡ଼ିଶାରୁ ଛ’ଜଣଙ୍କୁ ପଦ୍ମ ପୁରସ୍କାର : ପ୍ରତିଭା ରାୟ ପାଇବେ ପଦ୍ମଭୂଷଣ

Anupambharat News Bureau | ଓଡ଼ିଶା | | 2638 | Read...

ଓଡ଼ିଶାରୁ ଛ’ଜଣଙ୍କୁ ପଦ୍ମ ପୁରସ୍କାର :   ପ୍ରତିଭା ରାୟ ପାଇବେ ପଦ୍ମଭୂଷଣ

ଭୁବନେଶ୍ୱର, ୨୫ ।୧(ଅନୁପମ ମିଡ଼ିଆ): ୨୦୨୧ ବର୍ଷ ପାଇଁ ସମ୍ମାନଜନକ ପଦ୍ମ ପୁରସ୍କାର ମଙ୍ଗଳବାର ଘୋଷଣା ହୋଇଛି । ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ । ସେହିପରି ୧୭ ଜଣଙ୍କୁ ପଦ୍ମଭୂଷ



ପୋଲରୁ ଖସିିଲା କାର: ସାତ ଡାକ୍ତରୀ ଛାତ୍ର ମୃତ

Anupambharat News Bureau | ଦେଶ | | 2637 | Read...

ପୋଲରୁ ଖସିିଲା କାର: ସାତ ଡାକ୍ତରୀ ଛାତ୍ର ମୃତ

ମୁମ୍ବାଇ, ୨୫ା୧: ମଙ୍ଗଳବାର ବଡି ଭୋରରୁ ମହାରାଷ୍ଟ୍ରର ୱାର୍ଦ୍ଧା ଜିଲ୍ଲାର ସେଲସୁରା ନିକଟ ଏକ ବ୍ରିଜରୁ ଏକ କାର ୪୦ ଫୁଟ ତଳକୁ ଖସିପଡିଛି । ଏହି ଦୁର୍ଘଟଣାରେ ସାତ ଜଣ ଡାକ୍ତରୀ ଛାତ୍ରଙ୍କ ମୃତୁ୍ୟ ଘଟିଛି । ପୋଲିସ ସମସ୍ତ ଶବକୁ



କରୋନା ଏକ ଅସାଧାରଣ ମୁକାବିଲା : ରାଷ୍ଟ୍ରପତି

Anupambharat News Bureau | ଦେଶ | | 2636 | Read...

କରୋନା ଏକ ଅସାଧାରଣ ମୁକାବିଲା : ରାଷ୍ଟ୍ରପତି

ନୂଆଦିଲ୍ଲୀ : ସମଗ୍ର ମନୁଷ୍ୟ ଜାତି ପାଇଁ କୋଭିଡ଼-୧୯ କରୋନା ସଂକ୍ରମଣ ଜନିତ ମହାମାରୀ ରୋଗ ମୁକାବିଲା କରିବା ଏକ ଅସାଧାରଣ ସଂଘର୍ଷ ବୋଲି ଆଜି ରାଷ୍ଟ୍ରବାସୀଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ମନ୍ତବ୍ୟର



ଚାକିରି ବୟସସୀମା ବୃଦ୍ଧି : ନବୀନଙ୍କ ଆଉ ଏକ ମାଷ୍ଟର୍‌ଷ୍ଟ୍ରୋକ୍‌

Anupambharat News Bureau | ଓଡ଼ିଶା | | 2635 | Read...

ଚାକିରି ବୟସସୀମା ବୃଦ୍ଧି : ନବୀନଙ୍କ ଆଉ ଏକ ମାଷ୍ଟର୍‌ଷ୍ଟ୍ରୋକ୍‌

ଭୁବନେଶ୍ୱର, ୧୧ା୧ (ସ୍ୱତନ୍ତ୍ର ପ୍ରତିନିଧି): ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ଏକ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ସରକାରୀ ଚାକିରିରେ ପ୍ରବେଶର ସର୍ବୋଚ୍ଚ ବୟସସୀମାକୁ ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରିଛନ୍ତି ।



ପାଞ୍ଚ ପର୍ଯ୍ୟାୟରେ ପଞ୍ଚାୟତ ଭୋଟ

Anupambharat News Bureau | ଓଡ଼ିଶା | | 2634 | Read...

ପାଞ୍ଚ ପର୍ଯ୍ୟାୟରେ ପଞ୍ଚାୟତ ଭୋଟ

ଭୁବନେଶ୍ୱର,୧୧ା୧(ଅନୁପମ ମିଡ଼ିଆ): ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ । ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଫଳରେ ରାଜ୍ୟରେ ପଞ୍ଚ



ପରଲୋକରେ ମିହିର ଦାସ

Anupambharat News Bureau | ଓଡ଼ିଶା | | 2633 | Read...

ପରଲୋକରେ ମିହିର ଦାସ

ଭୁବନେଶ୍ୱର, ୧୧ା୧(ଅନୁପମ ମିଡ଼ିଆ): ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ଘଟିଛି । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବେ କିଡନୀ ସଂକ୍ରମଣ ଯୋଗୁଁ ଗୁ



ଅନଲାଇନ ଶିଶୁ ଯୌନ ଶୋଷଣ ମାମଲା : ଓଡ଼ିଶା ଲିଙ୍କ୍‌ରୁ ଢେଙ୍କାନାଳର ଜଣେ ଗିରଫ

Anupambharat News Bureau | ଓଡ଼ିଶା | | 2630 | Read...

 ଅନଲାଇନ ଶିଶୁ ଯୌନ ଶୋଷଣ ମାମଲା : ଓଡ଼ିଶା ଲିଙ୍କ୍‌ରୁ ଢେଙ୍କାନାଳର ଜଣେ ଗିରଫ

ଭୁବନେଶ୍ୱର,୧୬ା୧୧(ଅନୁପମ ମିଡ଼ିଆ): ଅନଲାଇନ ଶିଶୁ ଯୌନ ଶୋଷଣ ମାମଲାରେ ଗତକାଲି ୩ଟି ସ୍ଥାନରେ ସିବିଆଇ ରେଡ୍‌ କରିବା ପରେ ଢେଙ୍କାନାଳର ସୁରେନ୍ଦ୍ର ନାୟକଙ୍କୁ ଗିରଫ କରାଯାଇଛି । ସିବିଆଇର ସ୍ୱତନ୍ତ୍ର ସେଲରେ ହୋଇଥିବା ଅଭିଯୋ



କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ

Anupambharat News Bureau | ଓଡ଼ିଶା | | 2629 | Read...

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ବନ୍ଦ

ପୁରୀ,୧୭ା୧୧(ଅନୁପମ ମିଡ଼ିକ):ପଞ୍ଚକ ଅବସରରେ ଶ୍ରୀମନ୍ଦିରରେ ଚତୁଦ୍ଧାମୂର୍ତ୍ତିଙ୍କ ଦର୍ଶନ ଲାଗି ପୂର୍ବରୁ ଧାର୍ଯ୍ୟ କରାଯାଇଥିବା ସମୟ ଅବଧି ବୃଦ୍ଧି କରାଯାଇଛି । ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁମାନେ ସକାଳ ୭ଟା ଠାରୁ ରାତି



ବ୍ୟାଙ୍କ କରେସପଣ୍ଡେଟ ଭାବେ ନିଯୁକ୍ତି ପାଇବେ : ମା’ମାନଙ୍କୁ ଅଧିକ ସରକାରୀ କାର୍ଯ୍ୟ ମିଳିବ

Anupambharat News Bureau | ଓଡ଼ିଶା | | 2628 | Read...

 ବ୍ୟାଙ୍କ କରେସପଣ୍ଡେଟ ଭାବେ ନିଯୁକ୍ତି ପାଇବେ :  ମା’ମାନଙ୍କୁ ଅଧିକ ସରକାରୀ କାର୍ଯ୍ୟ ମିଳିବ

ଭୁବନେଶ୍ୱର,୧୭ା୧୧(ଅନୁପମ ମିଡ଼ିଆ): ରାଜ୍ୟରେ ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ । ମିଶନ ଶକ୍ତି ମା ମାନଙ୍କୁ ସରକାରୀ କାମ ଯୋଗାଇ ଦେବା ଏହାର ଏକ ପ୍ରମୁଖ ମାଧ୍ୟମ । ଏହାକୁ ଦୃଷ୍ଟିରେ ରଖି



ଅଷ୍ଟ୍ରେଲିଆ ବିଶ୍ୱବିଜେତା

Anupambharat News Bureau | କ୍ରୀଡ଼ା | | 2627 | Read...

ଅଷ୍ଟ୍ରେଲିଆ ବିଶ୍ୱବିଜେତା

ଦୁବାଇ: ଟି-୨୦ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍‌ରେ ନୁ୍ୟଜିଲାଣ୍ଡକୁ ୮ ୱିକେଟ୍‌ରେ ପରାଜିତ କରି ଚମ୍ପିଆନ ହୋଇଛି ଅଷ୍ଟ୍ରେଲିଆ । ପ୍ରଥମ ଥର ପାଇଁ ଏହି ଟାଇଟଲ୍‌ ହାସଲ କରିଛି ଅଷ୍ଟ୍ରେଲିଆ । ୧୭୩ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକ



ଶିକ୍ଷା ହେଉଛି ରୂପାନ୍ତରର ପ୍ରଥମ ପାହାଚ

Anupambharat News Bureau | ଓଡ଼ିଶା | | 2626 | Read...

ଶିକ୍ଷା ହେଉଛି ରୂପାନ୍ତରର ପ୍ରଥମ ପାହାଚ

ଭୁବନେଶ୍ୱର, ୧୪ା୧୧(ଅନୁପମ ମିଡ଼ିଆ): ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି ସ୍କୁଲ ଟ୍ରାନ୍ସଫରମେସନ୍‌ କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛ



ପ୍ରଥମ ଓଡ଼ିଆ: ପ୍ରମୋଦଙ୍କୁ ଖେଳରତ୍ନ

Anupambharat News Bureau | ଓଡ଼ିଶା | | 2625 | Read...

ପ୍ରଥମ ଓଡ଼ିଆ:  ପ୍ରମୋଦଙ୍କୁ  ଖେଳରତ୍ନ

ନୂଆଦିଲ୍ଲୀ,୧୩ା୧୧: ଓଡିଆ ପାରାଅଲିମ୍ପିଆନ ପ୍ରମୋଦ ଭଗତଙ୍କୁ ମିଳିଲା ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର । ରାଷ୍ଟ୍ରପତି ଭବନରେ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ନାନଜନକ ପୁରସ୍କାର ଗ୍ରହଣ କରିଛନ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page