Anupambharat News Bureau | ଦେଶ | | 1673 | Read...
ଚେନ୍ନାଇ: ତାମିଲନାଡୁରେ ୪୫ କୋଟି ଟଙ୍କାର ସୁନା ଅଳଙ୍କାରର ପତ୍ତା ମିଳୁନାହିଁ । ଏହି ସୁନାକୁ ସିବିଆଇ ବିଭିନ୍ନ ସ୍ଥାନରେ ଚଢାଉ କରି ଜବତ କରିଥିଲା । ଏହି ସୁନା ଗାଏବ ପ୍ରସଙ୍ଗକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି । ମାମଲା କୋର୍ଟ
Anupambharat News Bureau | ଦେଶ | | 1672 | Read...
ନୂଆଦିଲ୍ଲୀ: ଭାରତ ନିଜ ଦେଶବାସୀଙ୍କୁ ପରିବାର ନିୟୋଜନ ପାଇଁ ବାଧ୍ୟ କରି ପାରିବ ନାହିଁ । ଏପରିକି ବ୍ୟକ୍ତି କେତେ ଛୁଆ ଜନ୍ମ କରିବେ ତାର ସଂଖ୍ୟା ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ । ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ସୁପ୍ରିମକ
Anupambharat News Bureau | ଦେଶ | | 1671 | Read...
ପାଟଣା: ରାଷ୍ଟ୍ରୀୟ ଜନତା ଦଳ ପ୍ରମୁଖ ଲାଲୁ ପ୍ରସାଦ ଯାଦବ ଗୁରୁତର ହୋଇପଡିଛନ୍ତି । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି । ଲାଲୁଙ୍କ କିଡନୀ ସଞ୍ଚାଳନ ଯେକୌଣସି ସମ
Anupambharat News Bureau | ଦେଶ | | 1670 | Read...
ନୂଆଦିଲ୍ଲୀ, ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ବା ନାସା ଏକ ବଡ ଯୋଜନା ପାଇଁ ରୂପରେଖ ପ୍ରସ୍ତୁତ କରୁଛି । ନାସା ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଏହି ଅଭିଯାନ ପାଇଁ ମୋଟ ୧୮ ଜଣ ମହାକାଶଚାରୀଙ
Anupambharat News Bureau | ଦେଶ | | 1669 | Read...
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ରାଜନୀତି ବିସ୍ପୋଟକ ରୂପ ନେଇଛି । ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନzାଙ୍କ ଗାଡି ଉପରକୁ ପଥର ମାଡ ଘଟଣାକୁ ନେଇ ବିଜେପି ଏବଂ ଟିଏମସି ମୁହାଁମୁହିଁ ହୋଇଛନ୍ତିା ସେପଟେ ପଶ୍ଚିମବଙ୍ଗ ରା
Anupambharat News Bureau | ଦେଶ | | 1668 | Read...
ମୁମ୍ବାଇ: ହୃଦ୍ଘାତର ଶିକାର ହେଲେ କୋରିଓଗ୍ରାଫର୍ ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡି’ ସୁଜା । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ମିଳିଥିବା ରିପୋର୍ଟ
Anupambharat News Bureau | ଦେଶ | | 1667 | Read...
ମୁମ୍ବାଇ: ମହାରାଷ୍ଟ୍ର ସରକାର ଖୁବ୍ ଶୀଘ୍ର ଧର୍ଷଣ ଅପରାଧୀଙ୍କ ପାଇଁ ଆରମ୍ଭ କରିବେ ମୃତୁ୍ୟଦଣ୍ଡ । ଏନେଇ ଶକ୍ତ ଆଇନ ‘ଶକ୍ତି ଲ’କୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି । ଆଗାମୀ ବିଧାନସଭାରେ ଏହା ପାରିତ ହେଲେ ଆଇନରେ ପରି
Anupambharat News Bureau | କ୍ରୀଡ଼ା ଓ କ୍ରୀଡ଼ାବିତ | | 1666 | Read...
ସିଡନୀ,୧୧ା୧୨: ଶୁକ୍ରବାର ଠାରୁ ଏଠାରେ ଆରମ୍ଭ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ‘ଏ’ ଅଭ୍ୟାସ ମ୍ୟାଚର ପ୍ରଥମ ଦିନରେ ଅଷ୍ଟ୍ରେଲିଆର ଯୁବ ଅଲ ରାଉଣ୍ଡର କାମେରନ ଗ୍ରୀନଙ୍କ ମୁଣ୍ଡରେ ବଲ୍ ବାଜିଥିଲା । ଏହି ଘଟଣା ପରେ ଉଭୟ ଦଳର ଖେ
Anupambharat News Bureau | ଦେଶ | | 1665 | Read...
ବେଙ୍ଗାଲୁରୁ :କିଛି ସମୟ ପୂର୍ବରୁ ସୁରକ୍ଷାଗତ କାରଣ ଲାଗି ଭାରତରେ ନିଷିଦ୍ଧ ହୋଇଥିବା ମୋବାଇଲ ଆପ୍ ଟିକ୍ଟକ୍ ଲୋକପ୍ରୀୟ ସୋସିଆଲ ସାଇଟ୍ ଫେସବୁକ୍ ପଛରେ ପକାଇ ଦେଇଛି ।ଚଳିତ ବର୍ଷ ବିଶ୍ୱରେ ଟିକ୍ଟକ୍ ସବୁଠୁ
Anupambharat News Bureau | ଓଡ଼ିଶା | | 1664 | Read...
ଭୁବନେଶ୍ୱର, ୧୧ା୧୨ (ଅନୁପମ ମିଡିଆ): ଚଳିତ ୨୦୨୦ ବର୍ଷରୁ ରାଜ୍ୟ ସରକାର ଗର୍ଭଧାରଣ ପୂର୍ବ ଓ ପ୍ରସୂତିପୂର୍ବ ରୋଗ ନିର୍ଣ୍ଣୟ (ପି.ସି ଏବଂ ପି.ଏନ.ଡି.ଟି) ସମ୍ବନ୍ଧୀୟ ଅଲଟ୍ରାସାଉଣ୍ଡର ପଞ୍ଜୀକରଣ ଏବଂ ନବୀକରଣ ସୁବିଧାକୁ ଲୋକସେବା ଆ
Anupambharat News Bureau | ଓଡ଼ିଶା | | 1663 | Read...
ଭୁବନେଶ୍ୱର, ୧୧ା୧୨(ଅନୁପମ ମିଡିଆ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ଅଭିଯୋଗ ମାମଲାର ତଦନ୍ତ କରିବ ଭିଜିଲାନ୍ସ । ଦୁର୍ନୀତି ମାମଲାର ତଦନ୍ତ ଲାଗି ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ
Anupambharat News Bureau | ଓଡ଼ିଶା | | 1662 | Read...
ଭୁବନେଶ୍ୱର,୯ା୧୨(ଅନୁପମ ମିଡ଼ିଆ): ଏମ୍ ଏସ୍ ସ୍ୱାମୀନାଥନ୍ କମିଟି ସୁପାରିଶକୁ ଲାଗୁ କରିବାକୁ କେନ୍ଦ୍ରକୁ ଅନୁରୋଧ କରିବ ରାଜ୍ୟ । ଏହି ସୁପାରିଶ ଅନୁଯାୟୀ ଫସଲ ହାରାହାରି ଉପିାଦନର ଖର୍ଚ୍ଚ ଠାରୁ ସର୍ବନିମ୍ନ ସହାୟକ