ଦେଶ : Category News


କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍‌

Anupambharat News Bureau | ଦେଶ | | 887 | Read...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍‌

ନୂଆଦିଲ୍ଲୀ,୧୪ା୧୧: ସୁପ୍ରିମକୋର୍ଟ ଗୁରୁବାର ରାଫେଲ ସମ୍ପର୍କିତ ଏକ ମାମଲାର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ କ୍ଲିନଚିଟ ଦେବା ସହ ଏହି ପ୍ରସଙ୍ଗର ଆଉ କୌଣସି ଯାଞ୍ଚର ଆବଶ୍ୟକତା ନ ଥିବା କହିଛନ୍ତି । ଫଳରେ ବହୁ ଦିନ ଲାଗି ରହ


ଦୁଇ ଟ୍ରେନ୍‌ ମୁହାଁମୁହିଁ ୧୩ ଆହତ

Anupambharat News Bureau | ଦେଶ | | 884 | Read...

ଦୁଇ ଟ୍ରେନ୍‌ ମୁହାଁମୁହିଁ    ୧୩ ଆହତ

ହାଇଦ୍ରାବାଦ,୧୧ା୧୧: ସୋମବାର ପୂର୍ବାହ୍ନରେ କାଚେଗୁଡ଼ା-ମାଲାକପେଟ୍‌ ରେଳବାଇ ଷ୍ଟେସନରେ ଦୁଇଟି ଟ୍ରେନ୍‌ ମଧ୍ୟରେ ମୁହାଁମୁହିଁ ଧMା ହେବାରୁ ୧୩ ଜଣ ଆହତ ହୋଇଛନ୍ତି । ଚିକିତ୍ସା ନିମନ୍ତେ ଆହତମାନଙ୍କୁ ନିକଟରେ ଥିବା ଡାକ୍ତ


ସୁଇସ୍‌ ବ୍ୟାଙ୍କରେ ୩୦୦ କୋଟିର ଦାବିଦାର ନାହାନ୍ତି ଖୁବ୍‌ ଶୀଘ୍ର ଅଚଳ ହେବ ଖାତା

Anupambharat News Bureau | ଦେଶ | | 883 | Read...

ସୁଇସ୍‌ ବ୍ୟାଙ୍କରେ ୩୦୦ କୋଟିର ଦାବିଦାର ନାହାନ୍ତି ଖୁବ୍‌ ଶୀଘ୍ର ଅଚଳ ହେବ ଖାତା

ନୂଆଦିଲ୍ଲୀ : ସ୍ୱିସ୍‌ ବ୍ୟାଙ୍କରେ ଭାରତୀୟଙ୍କ ନାମରେ ଥିବା ଡଜନେରୁ ଅଧିକ ଖାତାର କେହି ଦାବିଦାର ମିଳୁନାହାନ୍ତି । ଖାତାଗୁଡ଼ିକରେ ପଡ଼ିରହିଥିବା ପାଣ୍ଠିର ପ୍ରକୃତ ଦାବିବାର ଖୋଜିବା ଲାଗି ୨୦୧୫ରେ ସ୍ୱିଜରଲ୍ୟାଣ୍ଡ୍‌ ସର


ଅଯୋଧ୍ୟା ରାୟ: ଶାନ୍ତିର ସହ ଗ୍ରହଣ କଲା ସାରା ଭାରତ

Anupambharat News Bureau | ଦେଶ | | 881 | Read...

ଅଯୋଧ୍ୟା ରାୟ: ଶାନ୍ତିର ସହ ଗ୍ରହଣ କଲା ସାରା ଭାରତ

ନୂଆଦିଲ୍ଲୀ: ଶନିବାର ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାୟ ଆସିବା ପରେ ଦୀର୍ଘ ଦିନର ବିବାଦରେ ଅନ୍ତ ଘଟିଛି । ଏହା ଅଯୋଧ୍ୟା ସହରବାସୀଙ୍କୁ ଆଶ୍ୱସ୍ତ କରିବା ସହ ସମଗ୍ର ଭାରତ ବର୍ଷ ପାଇଁ ଗ୍ରହଣୀୟ ହୋଇପାରିଛି । ଲୋକଙ୍କ ଧାର୍ମିକ ଭା


ଫି’ ବୃଦ୍ଧିକୁ ନେଇ ଜେଏନୟୁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

Anupambharat News Bureau | ଦେଶ | | 880 | Read...

ଫି’ ବୃଦ୍ଧିକୁ ନେଇ ଜେଏନୟୁ ଛାତ୍ରଛାତ୍ରୀଙ୍କ ପ୍ରତିବାଦ

ନୂଆଦିଲ୍ଲୀ: ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଦିଲ୍ଲୀ ସ୍ଥିତ ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ବାହାରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫି’ ବୃଦ୍ଧି ପ୍ରସଙ୍ଗରେ ଛାତ୍ରଛାତ୍ରୀ ଆଲ


ସ୍ୱାମୀଙ୍କୁ ପିଟିଲେ ସ୍ତ୍ରୀ ଓ ଶାଳୀ

Anupambharat News Bureau | ଦେଶ | | 869 | Read...

ସ୍ୱାମୀଙ୍କୁ ପିଟିଲେ ସ୍ତ୍ରୀ ଓ ଶାଳୀ

ଭୋପାଲ୍‌: ରବିବାର ଅପରାହ୍ନରେ ମଧ୍ୟପ୍ରଦେଶ ଇନ୍ଦୋରର ଏକ ସିନେମା ହଲ ସାମ୍ନାରେ ତୁମୁଳକାଣ୍ଡ ଘଟିଥିଲା । ଜଣେ ବ୍ୟକ୍ତି ଯୁବତୀଙ୍କ ସହ ସିନେମା ଦେଖିବାକୁ ଆସିଥିଲେ । ଫିଲ୍ମ ହଲରୁ ବାହାରିବା ପରେ ସେହି ବ୍ୟକ୍ତିଙ୍କର ସ୍ତ୍


ମହାରାଷ୍ଟ୍ରରେ ଦୁଇ ଭାଗ ହେବ: ଶିବସେନା

Anupambharat News Bureau | ଦେଶ | | 867 | Read...

ମହାରାଷ୍ଟ୍ରରେ ଦୁଇ ଭାଗ ହେବ: ଶିବସେନା

ମୁମ୍‌ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ଛକାପrା ଜାରି ରହିଛି । ଏହାରି ଭିତରେ ମହାରାଷ୍ଟ୍ର ସ୍ୱାଧୀନ ବିଧାୟକ ରବି ରଣା କହିଛନ୍ତି, ଶିବସେନାର ୨୫ ବିଧାୟକ ବିଜେପି ଲିଙ୍କରେ । ଯା


ଅଫିସରେ ମହିଳା ତହସିଲଦାରଙ୍କୁ ଜୀଅନ୍ତା ଜାଳିଦେଲା

Anupambharat News Bureau | ଦେଶ | | 860 | Read...

ଅଫିସରେ ମହିଳା ତହସିଲଦାରଙ୍କୁ ଜୀଅନ୍ତା ଜାଳିଦେଲା

ବିଶାଖାପଟନମ, ୪ା୧୧: ଅଫିସରେ କାର୍ଯ୍ୟ କରୁଥିବା ବେଳେ ମହିଳା ତହସିଲଦାରୁ ଜଣେ ଦୁର୍ବୃତ୍ତ ଜୀଅନ୍ତା ଜାଳି ହତ୍ୟା କରିଛି । ହାଇଦ୍ରାବାଦ ଉପକଣ୍ଠରେ ଥିବା ରଙ୍ଗାରେzୀ ଜିଲ୍ଲା ଅବଦୁଲ୍ଲାପୁରମେଟ୍‌ ତହସିଲଦାର ଅଫିସରେ ଏହି ଘ


କର୍ତ୍ତାରପୁର ଯାଉଥିବା ଶ୍ରଦ୍ଧାଳୁ ସାବଧାନ ଗୁରୁଦ୍ୱାର ନିକଟରେ ଆତଙ୍କୀ କ୍ୟାମ୍ପ

Anupambharat News Bureau | ଦେଶ | | 857 | Read...

କର୍ତ୍ତାରପୁର ଯାଉଥିବା ଶ୍ରଦ୍ଧାଳୁ ସାବଧାନ ଗୁରୁଦ୍ୱାର ନିକଟରେ ଆତଙ୍କୀ କ୍ୟାମ୍ପ

ନୂଆଦିଲ୍ଲୀ: ଆସନ୍ତା ୯ ତାରିଖରୁ ପାକିସ୍ତାନର କର୍ତ୍ତାରପୁରରେ ଥିବା ଦରବାର ସାହିବ ଗୁରୁଦ୍ୱାରକୁ ଭାରତରୁ ଶ୍ରଦ୍ଧାଳୁମାନେ ଯିବେ । ହେଲେ ଏହା ପୂର୍ବରୁ ଆତଙ୍କୀସ୍ତାନ ପାକିସ୍ତାନ ସମ୍ପର୍କରେ ସାଂଘାତିକ ତଥ୍ୟ ସାମ୍ନାକୁ


ଦିଲ୍ଲୀର ମାରାତ୍ମକ ପ୍ରଦୂଷଣକୁ ନେଇ ଚିନ୍ତାରେ ସୁପ୍ରିମକୋର୍ଟ

Anupambharat News Bureau | ଦେଶ | | 856 | Read...

ଦିଲ୍ଲୀର ମାରାତ୍ମକ ପ୍ରଦୂଷଣକୁ ନେଇ ଚିନ୍ତାରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ସୃଷ୍ଟି ହୋଇଥିବା ଭୟଙ୍କର ପ୍ରଦୂଷଣକୁ ନେଇ ଆଜି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତିଛ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁ ଦିଲ୍ଲୀ


୪୨ ଅଣ୍ଡା ଖାଇବା ପରେ ମରିଗଲେ ଯୁବକ

Anupambharat News Bureau | ଦେଶ | | 855 | Read...

୪୨ ଅଣ୍ଡା ଖାଇବା ପରେ ମରିଗଲେ ଯୁବକ

ଲକ୍ଷ୍ନୌ: ଦୁଇ ସାଙ୍ଗ ବଜାରରେ ଅଣ୍ଡା ଓ ମଦ ପିଇବାକୁ ନେଇ ବାଜି ଲଗାଇଥିଲେ । ଯିଏ ୫୦ ଅଣ୍ଡା ଖାଇବ ଓ ଗୋଟିଏ ବୋତଲ ମଦ ପିଇଦେବ ସିଏ ୨ ହଜାର ଟଙ୍କା ପାଇବ । ଆଉ ଏହି ଟଙ୍କା ଯିଏ ନଖାଇ ପାରିବ ସେ ହିଁ ଦେବ ବୋଲି ଦୁଇ ସାଙ୍ଗଙ୍କ ମଧ୍ୟରେ


ପାଖରେ ଥିଲା ୩ ଟଙ୍କା, ବସଷ୍ଟାଣ୍ଡରୁ ମିଳିଲା ନଗଦ ୪୦ ହଜାର

Anupambharat News Bureau | ଦେଶ | | 854 | Read...

ପାଖରେ ଥିଲା ୩ ଟଙ୍କା, ବସଷ୍ଟାଣ୍ଡରୁ ମିଳିଲା ନଗଦ ୪୦ ହଜାର

ପୁଣେ: ସଚ୍ଚୋଟ ପଣିଆରେ ଅନ୍ତର୍ଜାତୀୟ ସ୍ତରରେ ଭାରତ ୩୦ ନମ୍ବର ସ୍ଥାନରେ ରହିଛି । ହେଲେ ମହାରାଷ୍ଟ୍ରର ଜଣେ ୫୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ସଚ୍ଚୋଟ ପଣିଆକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ମହରାଷ୍ଟ୍ର ସତାରାର ଧନଜୀ ଜଗଦଲେ ଦ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page