ଦେଶ : Category News


ସ୍ୱାସ୍ଥ୍ୟସେବାକୁ ଦିଆଯିବ ଅଧିକ ଗୁରୁତ୍ୱ

Anupambharat News Bureau | ଦେଶ | | 467 | Read...

ସ୍ୱାସ୍ଥ୍ୟସେବାକୁ ଦିଆଯିବ ଅଧିକ ଗୁରୁତ୍ୱ

ନୂଆଦିଲ୍ଲୀ: ଦେଶର କୋଟି କୋଟି ଲୋକଙ୍କୁ ମାଗଣା ଚିକିତ୍ସା ଯୋଗାଇବା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭଳି ଯୋଜନା ଆରମ୍ଭ କରିଛନ୍ତି । କି;ୁ ସତ କଥା ହେଉଛି, ଦେଶର ସ୍ୱାସ୍ଥ୍ୟସେବାର ସ୍ୱ୍ୱାସ୍ଥ୍ୟ ହିଁ ବିଗିଡ଼ିବାରେ ଲାଗିଛି ।


ପୁଲ୍‌ୱାମା ହମ୍‌ଲାର ମାଷ୍ଟର୍‌ମାଇଣ୍ଡ ନିହତ, ଯବାନ ସହିଦ

Anupambharat News Bureau | ଦେଶ | | 466 | Read...

ପୁଲ୍‌ୱାମା ହମ୍‌ଲାର ମାଷ୍ଟର୍‌ମାଇଣ୍ଡ ନିହତ, ଯବାନ ସହିଦ

ଶ୍ରୀନଗର: ଆମେ କେବେ ଭୁଲିବୁ ନାହିଁ । ଆମେ କେବେ କ୍ଷମା ଦେବୁ ନାହିଁ- ଫେବୃଆରୀ ୧୪ ପୁଲ୍‌ୱାମା ହମ୍ଲା ପରେ ସିଆରପିଏଫ୍‌ ପକ୍ଷରୁ ନିଆଯାଇଥିଲା ଏପରି ଶପଥ । ଆଜି ଶେଷରେ ତାକୁ ପୂରଣ କରାଯାଇଛି । ପୁଲ୍‌ୱାମା ହମ୍ଲାରେ ସାମିଲ


ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ

Anupambharat News Bureau | ଦେଶ | | 459 | Read...

ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ

କୋଲକତା/ଭୁବନେଶ୍ୱର, ୧୭ ।୬(ଅନୁପମ ମିଡିଆ): ରାଜ୍ୟ ସରକାରୀ ହସ୍‌ପିଟାଲରେ ଡାକ୍ତରଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରତିଶ୍ରୁତି ପରେ ଗତ ସାତ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳ


ପୁଲୱାମାରେ ପୁଣି ଆତଙ୍କୀ ଆକ୍ରମଣ, ବିସ୍ପୋରଣରେ ଉଡାଇଲେ ଭ୍ୟାନ

Anupambharat News Bureau | ଦେଶ | | 458 | Read...

ପୁଲୱାମାରେ ପୁଣି ଆତଙ୍କୀ ଆକ୍ରମଣ,  ବିସ୍ପୋରଣରେ ଉଡାଇଲେ ଭ୍ୟାନ

ଶ୍ରୀନଗର : ଗତ ଫେବୃଆରୀରେ କାଶ୍ମୀରର ପୁଲୱାମାରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଥିଲା । ଏହାର ୪ମାସ ପରେ ଆଜି ପୁଣି ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୋମବାର ପୁଲୱାମାର ଅରିହଲ ଅଞ୍ଚଳ


ପ୍ରେମିକ ମୁହଁରେ ଏସିଡ୍‌ ଢାଳି ଦେଲା ପ୍ରେମିକା

Anupambharat News Bureau | ଦେଶ | | 457 | Read...

ପ୍ରେମିକ ମୁହଁରେ ଏସିଡ୍‌ ଢାଳି ଦେଲା ପ୍ରେମିକା

ନୂଆଦିଲ୍ଲୀ: ପ୍ରେମିକ ବାହା ହେବାକୁ ମନା କରି ଦେବାରୁ ପ୍ରେମିକା ତାଙ୍କ ଉପରେ ଏସିଡ୍‌ ଢାଳି ଦେଲେ । ଏ ଘଟଣାଟି ଘଟିଛି ନୂଆଦିଲ୍ଲୀର ବିକାଶପୁରି ଅଞ୍ଚଳରେ । ସୂଚନା ଅନୁଯାୟୀ, ଉଭୟ ପ୍ରେମିକ ଓ ପ୍ରେମିକା ବାଇକ୍‌ରେ ଯାଉଥିବ


ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀ ଜେଲ ଯିବା ପରେ ଘରକୁ ଫେରିଲେ ସ୍ତ୍ରୀ

Anupambharat News Bureau | ଦେଶ | | 450 | Read...

ସ୍ତ୍ରୀ ହତ୍ୟା ମାମଲାରେ ସ୍ୱାମୀ ଜେଲ ଯିବା ପରେ ଘରକୁ ଫେରିଲେ ସ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି । ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀ ଜେଲ ଯାଇଥିଲେ, କି;ୁ ‘ହତ୍ୟାର ଶିକାର ହୋଇଥିବା ସେଇ ସ୍ତ୍ରୀ ଏବେ ଘରକୁ ଫେରିଛନ୍ତି । ଅନ୍ୟପକ୍ଷେ ନିଜ ପତ୍


ଆଧାର କାର୍ଡ ବିନା ଏହି ମନ୍ଦିରରେ ହୁଏ ନାହିଁ ବିବାହ

Anupambharat News Bureau | ଦେଶ | | 449 | Read...

ଆଧାର କାର୍ଡ ବିନା ଏହି ମନ୍ଦିରରେ ହୁଏ ନାହିଁ ବିବାହ

ଉତ୍ତରାଖଣ୍ଡର : ଅଲମୋଡାରେ ଥିବା ପ୍ରସିଦ୍ଧ ଗୋଲୁ ଦେବତାଙ୍କ ମନ୍ଦିରରେ ଆଧାର କାର୍ଡ ବିନା ବିବାହ ସମ୍ଭବ ନୁହେଁ । ମନ୍ଦିରର ପୂଜାରୀ ତଥା କୋଷାଧ୍ୟକ୍ଷ ହରି ବିନୋଦଙ୍କ କହିବା କଥା ହେଲା ଏଠାରେ ବିବାହ ଋତୁରେ ଦିନକୁ ଅତିକମରେ


ଝିଅ ପଢିବାକୁ ଚାହୁଁଥିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡିଦେଲେ ପିତା

Anupambharat News Bureau | ଦେଶ | | 448 | Read...

ଝିଅ ପଢିବାକୁ ଚାହୁଁଥିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡିଦେଲେ ପିତା

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଶାହଜାହଁପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି । ୧୫ବର୍ଷୀୟ ଝିଅ ପାଠପଢା ଜାରି ରଖିବାକୁ କହିବାରୁ ତାଙ୍କୁ ପିଟିପିଟି କେନାଲରେ ଫୋପାଡି ଦେଇଛନ୍ତି ପିତା । ସୌଭାଗ୍ୟବଶତଃ ଝିଅକୁ ଜୀବିତ ଅବସ୍ଥାର


୮୫ ବର୍ଷରେ ହେଲେ ଗ୍ରାଜୁଏଟ୍‌୍‌

Anupambharat News Bureau | ଦେଶ | | 440 | Read...

୮୫ ବର୍ଷରେ ହେଲେ ଗ୍ରାଜୁଏଟ୍‌୍‌

ନୂଆଦିଲ୍ଲୀ: ଦୃଢ଼ ଇଚ୍ଛାଶକ୍ତି ଥିଲେ ମଣିଷ ସବୁ ଅସମ୍ଭବ ସମ୍ଭବ କରିପାରେଛ ଏଥିପାଇଁ ବୟସ ମଧ୍ୟ ପ୍ରତିବନ୍ଧକ ସାଜେ ନାହିଁ । ଏମିତି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଲସ୍‌ ଏଞ୍ଜଲସ୍ର ଜଣେ ୮୫ ବର୍ଷୀୟ ବୃଦ୍ଧଛ ଗଣିତ ଏବଂ ବିଜ୍ଞା


କୋମାରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସେବା

Anupambharat News Bureau | ଦେଶ | | 439 | Read...

କୋମାରେ ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ସେବା

କୋଲକାତା: ଦେଶରେ ଅନେକ ଥର ଆନ୍ଦୋଳନ ହୋଇଛି, ଡାକ୍ତରମାନେ ମଧ୍ୟ ନିଜ ଅଧିକାର ଏବଂ ଅନ୍ୟ ଦାବି ନେଇ ଆନ୍ଦୋଳନ କରିଛନ୍ତି । କି;ୁ ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପରେ ଡାକ୍ତରମାନଙ୍କ ଆନ୍ଦୋଳନ ଏ ସମସ୍ତ


ଏସ୍‌ସିଓ ବୈଠକରେ ଇମ୍ରାନଙ୍କୁ ଚାହିଁଲେ ନାହିଁ ମୋଦି

Anupambharat News Bureau | ଦେଶ | | 433 | Read...

ଏସ୍‌ସିଓ ବୈଠକରେ ଇମ୍ରାନଙ୍କୁ ଚାହିଁଲେ ନାହିଁ ମୋଦି

ବିସ୍‌କେକ,୧୪ା୬: କିରିଗିଜ୍‌ସ୍ତାନର ରାଜଧାନୀ ବିସ୍‌କେକରେ ଆୟୋଜିତ ସଂଘାଇ ସହଯୋଗ ପ୍ରତିଷ୍ଠାନ (ଏସସିଓ)ର ଦ୍ୱିତୀୟ ଅଧିବେଶନ ଅନେକ ଦେଶର ମୁଖିଆ ମାନେ ଯୋଗ ଦେଇଛନ୍ତି । ସମସ୍ତ ରାଷ୍ଟ୍ରର ପ୍ରତିନିଧି ପରସ୍ପରକୁ ସ୍ୱାଗତ


ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ସଙ୍କେତ

Anupambharat News Bureau | ଦେଶ | | 430 | Read...

ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ସଙ୍କେତ

ମୁମ୍ବାଇ: ବିଜେପି ଓ ଶିବସେନା ମଧ୍ୟରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଲୋକସଭା ନିର୍ବାଚନ ଏକାଠି ଲଢ଼ିଥିବା ବିଜେପି ଓ ଶିବସେନା ବିଧାନସଭା ନିର୍ବାଚନକୁ ନେଇ ମତଭେଦ ଓ ଦ୍ୱନ୍ଦରେ ପଡ଼ିଛନ୍




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page