Anupambharat News Bureau | ଦେଶ | | 1991 | Read...
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏକ ମିଗ୍-୨୧ ବାଇସନ ବିମାନ ବୁଧବାର ଦିନ ଦୁର୍ଘଟଣାଗ୍ରସ୍ତ ହୋଇଛିଛ ଦୁର୍ଘଟଣାରେ ଗ୍ରୁପ କ୍ୟାପଟେନ ଏ.ଗୁପ୍ତାଙ୍କ ମୃତ୍ୟୁ ହୋଇଛି । ଏହି ବିମାନ ମଧ୍ୟ ଭାରତର ଏକ ଏୟାରବେସରୁ ଏକ ଯୁଦ୍ଧ ପ୍ରଶ
Anupambharat News Bureau | ଦେଶ | | 1990 | Read...
ନୂଆଦିଲ୍ଲୀ: ଗୁରୁବାର ଷ୍ଟ୍ରାଇକ୍ କରିବେ ଜୀବନ ବୀମା କମ୍ପାନୀ (ଏଲଆଇସି) କର୍ମଚାରୀଛବ୍ୟାଙ୍କ କର୍ମାଚରୀଙ୍କ ଦୁଇ ଦିନିଆ ଧର୍ମଘଟ ପରେ ଏବେ ପବ୍ଲିକ୍ ସେକଫରର ଜେନେରାଲ୍ ଇନସ୍ୟୁରାନ୍ସ ଏବଂ ଭାରତୀୟ ଜୀବନ ବୀମା କମ୍ପା
Anupambharat News Bureau | ଦେଶ | | 1984 | Read...
ନୂଆଦିଲ୍ଲୀ,୧୫ା୩: ବହୁ ଚର୍ଚ୍ଚିତ ବଟଲା ହାଉସ ଏନକାଉଣ୍ଟର ମାମଲାରେ ଦୋଷୀ ସାବ୍ୟସ୍ତ ଅରିଜ ଖାନଙ୍କୁ ଦିଲ୍ଲୀର ସାକେତ କୋର୍ଟ ଆଜି ଫାଶୀ ଦଣ୍ଡରେ ଦଣ୍ଡିତ କରିଛି । ଗତ ୮ତାରିଖରେ ଅଭିଯୁକ୍ତ ଖାନଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କର
Anupambharat News Bureau | ଦେଶ | | 1983 | Read...
ଭୁବନେଶ୍ୱର , ୧୫ା୩(ଅନୁପମ ମିଡ଼ିଆ): ଉଭୟ ଶାସକ ଓ ବିରୋଧୀ ଦଳର ପ୍ରବଳ ହଟ୍ଟଗୋଳ ଯୋଗୁଁ ସୋମବାର ଦିନ ତମାମ ଗୃହ ଅଚଳ ରହିଥିଲା । ଅଚଳାବସ୍ଥା ଦୂର ପାଇଁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ ।
Anupambharat News Bureau | ଦେଶ | | 1982 | Read...
ଆନ୍ଧ୍ରପ୍ରଦେଶରେ ଚାଲିଥିବା ମୁନିସପାଲ୍ଟି ଓ ପଞ୍ଜାୟତ ନିର୍ବାଚନରେ ଜଗନ ରେzୀଙ୍କ ୱାଇଏସ୍ଆର୍ କଂଗ୍ରେସ ପାର୍ଟି ଏକ ବଡ଼ ସଫଳତା ହାସଲ କରିଛି । ସମୁଦାୟ ୭୫ଟି ଆସନରୁ ୭୪ଟି ଆସନରେ ୱାଇଏସ୍ଆର୍ କଂଗ୍ରେସ ପାର୍ଟି ବ
Anupambharat News Bureau | ଦେଶ | | 1981 | Read...
କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ପ୍ରାର୍ଥୀ ତାଲିକା ଘୋଷଣା ବେଳେ ବିଜେପି ସାଧାରଣ ସମ୍ପାଦକ ଅରୁଣ ସିଂହ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟ
Anupambharat News Bureau | ଦେଶ | | 1980 | Read...
କୋଲକାତା: ନନ୍ଦୀଗ୍ରାମରେ ରାଲି ବେଳେ ଆହତ ହୋଇଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ପ୍ରଚାର ମଇଦାନକୁ ଫେରିଛନ୍ତି । ରବିବାର ପଶ୍ଚିମବଙ୍ଗର ଦକ୍ଷିଣ କୋଲକାତାରେ ହ୍ୱିଲ ଚେୟାରରେ ବସି ରୋଡ ସୋ କରିଛନ
Anupambharat News Bureau | ଦେଶ | | 1979 | Read...
ମୁମ୍ବାଇ: ନିଜ ନିଜର ପରିସୀମା ମଧ୍ୟରେ କୋଭିଡ୍-୧୯ ନିୟମ କଡ଼ାକଡ଼ି ପାଳନ କରିବା ଲାଗି ଦିନ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା ହୋଟେଲ୍ ଓ ରେସ୍ତୋରାଁଗୁଡ଼ିକୁ ଆଦେଶ ଦେବା ସହ ଚେତାବନୀ ଦେଇ କହିଛନ୍ତି ଯେ, ‘ଲକ୍&z
Anupambharat News Bureau | ଦେଶ | | 1978 | Read...
ମୁମ୍ବାଇ: ମୁମ୍ବାଇର ଆଣ୍ଟିଲିଆ ବାହାରେ ସନ୍ଦିU କାର୍ ମିଳିବା ଘଟଣାରେ ଏନଆଇଏର କାର୍ଯ୍ୟାନୁଷ୍ଠାନକୁ ନେଇ ମହାରାଷ୍ଟ୍ରରେ ରାଜନୀତି ଜୋର୍ ଧରିଛି । ଶିବସେନା ସାଂସଦ ସଞ୍ଜୟ ରାୱତ ଏହାକୁ ନେଇ ଚକିତ କଲା ଭଳି ବୟାନ ଦେଇଛନ
Anupambharat News Bureau | ଦେଶ | | 1977 | Read...
କୋଲକାତା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଯଶବନ୍ତ ସିହ୍ନା ଆଜି କୋଲକାତା ଟିଏମସି ଭବନରେ ପହଞ୍ଚିଛନ୍ତି । ଯଶବନ୍ତ ସିହ୍ନା ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସରେ ସାମିଲ ହେବେ ବୋଲି ଖବର ଆସିଥିଲା । ଯଶବ
Anupambharat News Bureau | ଦେଶ | | 1976 | Read...
ନୂଆଦିଲ୍ଲୀ: ନୂଆଦିଲ୍ଲୀରୁ ଡେରାଡୁନ୍ ଯାଉଥିବା ଯାତ୍ରୀବାହୀ ଶତାବ୍ଦୀ ଏକ୍ସପ୍ରେସ୍ର ଏକ କୋଚ୍ରେ ନିଆଁ ଲାଗିଥିବା ଜଣାପଡ଼ିଛି । ଲୋକୋ ପାଇଲଟ୍ ଏବଂ ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି କାରଣରୁ ଟ୍ରେନ୍କୁ କଂସରୋ ରେଳ ଷ୍
Anupambharat News Bureau | ଦେଶ | | 1975 | Read...
ଅମରନାଥ ଯାତ୍ରା ପାଇଁ ତାରିଖ ଘୋଷଣଶ କରାଯାଇଛି । ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଏହି ଯାତ୍ରା ଉପରେ କଟକଣା ଲାଗିଥିଲା । ହେଲେ ଚଳିତ ବର୍ଷ ଜୁନ ୨୮ରୁ ଅମରନାଥ ଯାତ୍ରା ଆରମ୍ଭ ହେବକୁ ଯାଉଛି । ଜୁନ ୨୮ରୁ ଆରମ୍ଭ ହୋଇ ଅଗଷ୍ଟ ୨୨ ପ