ଦେଶ : Category News


ଚନ୍ଦ୍ରଯାନ ୨ ଭବିଷ୍ୟତରେ ହେବ ସଫଫ ଲ୍ୟାଣ୍ଡିଂ: ଶିବନ

Anupambharat News Bureau | ଦେଶ | | 844 | Read...

ଚନ୍ଦ୍ରଯାନ ୨ ଭବିଷ୍ୟତରେ ହେବ ସଫଫ ଲ୍ୟାଣ୍ଡିଂ: ଶିବନ

ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରରେ ସଫଫ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିବ । ଚନ୍ଦ୍ରଯାନ-୨ କାହାଣୀର ଅନ୍ତ ହୋଇନାହିଁ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ଆଜି ଏହା କହିଛନ୍ତି । ଆଗାମ


ରାଷ୍ଟ୍ରପତି ବିଜେପିର ପକେଟରେ ଅଛନ୍ତି: ଶିବସେନା

Anupambharat News Bureau | ଦେଶ | | 843 | Read...

ରାଷ୍ଟ୍ରପତି ବିଜେପିର ପକେଟରେ ଅଛନ୍ତି: ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ଦୁଇ ଦଳର ନେତାଙ୍କ ମନ୍ତବ୍ୟ ଏହି ବିବାଦକୁ ନିଆଁରେ ଘିଅ ଢ଼ାଳିବା ସଦୃଶ ହୋଇଛି । ଆଜି ଶିବସେନା ନିଜର ଖବରକାଗଜ &


ବିଧାନସଭା ନିର୍ବାଚନ, ପାଞ୍ଚ ପର୍ଯ୍ୟାୟରେ ଝାଡ଼ଖଣ୍ଡ ଭୋଟ

Anupambharat News Bureau | ଦେଶ | | 841 | Read...

ବିଧାନସଭା ନିର୍ବାଚନ,  ପାଞ୍ଚ ପର୍ଯ୍ୟାୟରେ ଝାଡ଼ଖଣ୍ଡ ଭୋଟ

ରାଞ୍ଚି, ୧ା୧୧: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ବିଗୁଲ ବାଜିଛି । ଝାଡ଼ଖଣ୍ଡର ୮୧ ଆସନ ବିଶିଷ୍ଟ ବିଧାନସଭା ପାଇଁ ୫ଟି ପର୍ଯ୍ୟାୟରେ ଭୋଟ ହେବ । ପ୍ରଥମେ ପର୍ଯ୍ୟାୟ ପାଇଁ ଭୋଟିଂ ନଭେମ୍ବର ୩୦ରେ ହେବାକୁ ଥିବା ବେଳେ ଦ୍ୱି


ସାତ ସୁଦ୍ଧା ନହେଲେ ରାଷ୍ଟ୍ରପତି ଶାସନ !

Anupambharat News Bureau | ଦେଶ | | 839 | Read...

ସାତ ସୁଦ୍ଧା ନହେଲେ ରାଷ୍ଟ୍ରପତି ଶାସନ !

ମୁମ୍ବାଇ, ୧ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସରିବା ପରେ ସରକାର ଗଠନ ପ୍ରକି୍ରୟା ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି । ନିର୍ବାଚନ ପୂର୍ବରୁ ରାଜ୍ୟରେ ଭାରତୀୟ ଜନତାପାର୍ଟି (ବିଜେପି) ଓ ମହାରାଷ୍ଟ୍ରର ଏକ ପ୍ରମୁଖ ରାଜନୈତି


କଥକ ନାଚିବେ ସନ୍ନି ଲିଓନ

Anupambharat News Bureau | ଦେଶ | | 836 | Read...

କଥକ ନାଚିବେ ସନ୍ନି ଲିଓନ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନଙ୍କ ହଟ୍‌ ଓ ବୋଲï ଅନ୍ଦାଜ ସମସ୍ତଙ୍କୁ ଦିୱାନା କରିଦେଇଛି । ଅନେକ ଦିନ ହେବ ବଲିଉଡର ଏହି ଲୈଲାଙ୍କର କିଛି ଭଲ ଫିଲ୍ମ ଆସିନି କି କିଛି ଗୀତ ବି ସେମିତି ହିଟ୍‌ ହୋଇନାହିଁ । ଅନେକ


ଶିବସେନା ବାଘ ଫଡ଼ନାଭିସ୍‌ ରିଙ୍ଗମାଷ୍ଟର

Anupambharat News Bureau | ଦେଶ | | 835 | Read...

ଶିବସେନା ବାଘ ଫଡ଼ନାଭିସ୍‌ ରିଙ୍ଗମାଷ୍ଟର

ନୂଆଦିଲ୍ଲୀ: ବଡ଼ ବନ ନେତାଙ୍କୁ କାର୍ଟୁନ୍‌ କରି ତେର୍ଛା ସାମଲୋଚନା କରି ଆସୁଥିବା ଶିବସେନା ଏବେ ନିଜେ କାର୍ଟୁନ୍‌ ମାଡ଼ରେ ଆହତ ହୋଇଛି । ଦିଲ୍ଲୀ ବିଜେପି ମୁଖପାତ୍ର ତେଜିନ୍ଦ ପଲ ସିଂହ ବାଗା ଶିବସେନାକୁ କାର୍ଟୁନ୍‌ ମାଧ୍ୟ


ଶିବସେନା,ଏନ୍‌ସିପି ଓ କଂଗ୍ରେସ ମିଶି ସରକାର ଗଢ଼ିବେ

Anupambharat News Bureau | ଦେଶ | | 833 | Read...

ଶିବସେନା,ଏନ୍‌ସିପି ଓ କଂଗ୍ରେସ ମିଶି ସରକାର ଗଢ଼ିବେ

ମୁମ୍‌ୱାଇ: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ସରକାରରେ ସାମିଲ୍‌ ହେବା ନେଇ ପାଗ ଭିଡ଼ିଲା କଂଗ୍ରେସ । ରାଜ୍ୟରେ ଶିବସେନା ନେତୃତ୍ୱରେ ସରକାର ଗଢ଼ିବା ପାଇଁ କଂଗ୍ରେସର ସହଯୋଗୀ ଦଳ ଏନସିପି ରାଜି ହୋଇଥିବା ସୂଚନା ରହିଛି ।


ଜନ୍ମ ନେଲା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ

Anupambharat News Bureau | ଦେଶ | | 825 | Read...

 ଜନ୍ମ ନେଲା ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ

ନୂଆଦିଲ୍ଲୀ,୩୦ା୧୦ (ଅନୁପମ ମିଡିଆ) : ଦୀର୍ଘ ବର୍ଷର ପୁରାତନ ଭାରତୀୟ ମାନଚିତ୍ରରେ ଏକ ପ୍ରକାର ପରିବର୍ତ୍ତନ ଦେଖା ଦେଇଛି । ଆଜି ମଧ୍ୟରାତ୍ରରୁ ଭାରତର ଗୋଟିଏ ରାଜ୍ୟ ଯଦିଓ ହ୍ରାସ ପାଇବାକୁ ଯାଉଛି । ତେବେ ଏଥିରେ ଦୁଇଟି କେନ୍ଦ୍ର


ଭୋଡାଫୋନ୍‌ ଇଣ୍ଡିଆ ବନ୍ଦ ହେବ: ରିପୋର୍ଟ

Anupambharat News Bureau | ଦେଶ | | 820 | Read...

ଭୋଡାଫୋନ୍‌ ଇଣ୍ଡିଆ ବନ୍ଦ ହେବ: ରିପୋର୍ଟ

ନୂଆଦିଲ୍ଲୀ:ଭୋଡାଫୋନ୍‌ ଇଣ୍ଡିଆ ଅଧିକ କ୍ଷତି ଯୋଗୁଁ ବନ୍ଦ ହେବ ବୋଲି ଏକ ରିପୋର୍ଟରେ କୁହାଯାଇଛି । ଦେଶରେ ରିଲାଏନ୍ସ ଜିଓ ଟେଲିକମ୍‌ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଥିଲେ । ଫଳରେ ଅନ୍ୟ ଟେଲିକମ୍


ଶିବସେନା ଛାଡ଼ିପାରିବ ନାହିଁ ବିଜେପି

Anupambharat News Bureau | ଦେଶ | | 818 | Read...

ଶିବସେନା ଛାଡ଼ିପାରିବ ନାହିଁ ବିଜେପି

ମୁମ୍ବାଇ: ଅକେcାବର ୨୧ରେ ଭୋଟ୍‌ ହୋଇ ୨୪ରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ବାହାରିଛି । ବିଜେପି-ଶିବସେନା ମେଣ୍ଟ ସରକାରକୁ ମରାଠୀବାସୀ ଭୋଟ୍‌ ଦେଇଥିଲେ ମଧ୍ୟ ସରକାରରେ ନେତୃତ୍ୱକୁ ନେଇ ଦୁଇ ଦଳ ମଧ୍ୟରେ ବିବାଦ ତେଜିଛି । ଏ


୧ରୁ ଏକକ ଷାଣ୍ମାସିକ ପରୀକ୍ଷା ଦୁଇଟି ସିଟିଂରେ ହେବ

Anupambharat News Bureau | ଦେଶ | | 814 | Read...

୧ରୁ ଏକକ ଷାଣ୍ମାସିକ ପରୀକ୍ଷା ଦୁଇଟି ସିଟିଂରେ ହେବ

ଭୁବନେଶ୍ୱର, ୨୯ା୧୦ (ଅନୁପମ ମିଡିଆ) : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏକକ ଷାଣ୍ମାସିକ ପରୀକ୍ଷା କାର୍ଯ୍ୟସୂଚୀରେ କିଛିଟା ପରିବର୍ତ୍ତନ କରାଯାଇଛି । ପୂର୍ବରୁ ଅକେଫାବ


ଶାଢ଼ୀ ପିନ୍ଧିବାରୁ ଆସିଲା ବିବାହ ପ୍ରସ୍ତାବ

Anupambharat News Bureau | ଦେଶ | | 810 | Read...

ଶାଢ଼ୀ ପିନ୍ଧିବାରୁ ଆସିଲା ବିବାହ ପ୍ରସ୍ତାବ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁରଙ୍କୁ ଆପଣ ହଟ୍‌ ଫ୍ୟାଣ୍ଟ୍‌ ଓ ଜିମ୍‌ ଡ୍ରେସ୍‌ରେ ଅନେକ ଥର ଦେଖିଥିବେ । ଅନେକ ସମୟରେ ତାଙ୍କର ଏଭଳି ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ୍‌ ହୋଇଥାଏ । ତେବେ ନିକଟରେ ତାଙ୍କର ଯ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page