ଦେଶ : Category News


ଦୀପାବଳିରେ ଆତଙ୍କବାଦୀ ହମ୍‌ଲା ଆଶଙ୍କା ରହିଛି

Anupambharat News Bureau | ଦେଶ | | 765 | Read...

ଦୀପାବଳିରେ ଆତଙ୍କବାଦୀ ହମ୍‌ଲା ଆଶଙ୍କା ରହିଛି

ନୂଆଦିଲ୍ଲୀ: ଦୀପାବଳିରେ ଆତଙ୍କବାଦୀ ବଡ଼ ଧରଣର ଆକ୍ରମଣ କରିପାରନ୍ତି । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଆଜି ଏହି ସୂଚନା ଦେଇଛି । ଆତଙ୍କବାଦୀ ମାନେ ନେପାଳ ଏବଂ କଶ୍ମୀର ଦେଇ ରାଜଧାନୀ ଦିଲ୍ଲୀରେ ଦୀପାବଳି ପୂର୍ବର


ପାକିସ୍ତାନ ଭାରତକୁ ଡ଼ାକ ସେବା ବନ୍ଦ କରିଛି: ରବି ଶଙ୍କର

Anupambharat News Bureau | ଦେଶ | | 764 | Read...

ପାକିସ୍ତାନ ଭାରତକୁ ଡ଼ାକ ସେବା ବନ୍ଦ କରିଛି: ରବି ଶଙ୍କର

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜାରି ରହିଥିବା ବିବାଦ ଭିତରେ ପାକିସ୍ତାନ ଡ଼ାକ ସେବା ବନ୍ଦ କରିଛି । ଭାରତକୁ କୌଣସି ସୂଚନା ନଦେଇ ପାକିସ୍ତାନ ଡ଼ାକ ସେବା ଉପରେ ରୋକ୍‌ ଲଗାଇଛି । ଆଜି କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କ


୧୫ ନଭେମ୍ବର ସୁଦ୍ଧା ଦ୍ୱିତୀୟ କିସ୍ତି ଦେଲେ ମିଳିବ ପୁରସ୍କାର

Anupambharat News Bureau | ଦେଶ | | 756 | Read...

୧୫ ନଭେମ୍ବର ସୁଦ୍ଧା ଦ୍ୱିତୀୟ କିସ୍ତି ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର, ୧୯ ।୧୦ ।(ଅନୁପମ ମିଡିଆ): ଗ୍ରାମାଞ୍ଚଳରେ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମଏୱାଇ)ର ଘର ତିଆରି କିସ୍ତି ଅର୍ଥ ଏବଂ ଏହି ଘର ପାଇଁ ଏମଜିନରେଗା ମଜୁରୀ ଆକାରରେ ହିତାଧିକାରୀଙ୍କୁ ଶତ ପ୍ରତିଶତ


ପୁଅଙ୍କ ଭଳି ଝିଅମାନେ ଏଣିକି ସୈନିକ ସ୍କୁଲରେ ପିପାରିବେ

Anupambharat News Bureau | ଦେଶ | | 754 | Read...

ପୁଅଙ୍କ ଭଳି ଝିଅମାନେ ଏଣିକି ସୈନିକ ସ୍କୁଲରେ ପିପାରିବେ

ନୂଆଦିଲ୍ଲୀ: ଏଣିକି ପୁଅଙ୍କ ଭଳି ଝିଅମାନେ ମଧ୍ୟ ଦେଶର ବିଭିନ୍ନ ସୈନିକ ସ୍କୁଲରେ ନାଁ ଲେଖାବା ସହ ପାଠ ପିପାରିବେ । ଦୀର୍ଘଦିନରୁ ଏନେଇ ହୋଇ ଆସୁଥିବା ଦାବିକୁ ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଞ୍ଜୁରୀ ଦେଇ


୩୩ ହଜାର ପାଉଡର ଫେରାଇବ ଜନସନ୍‌-ଆଣ୍ଡ୍‌-ଜନସନ୍‌

Anupambharat News Bureau | ଦେଶ | | 753 | Read...

୩୩ ହଜାର ପାଉଡର ଫେରାଇବ ଜନସନ୍‌-ଆଣ୍ଡ୍‌-ଜନସନ୍‌

ନୂଆଦିଲ୍ଲୀ: ଛୋଟ ଛୁଆଙ୍କ ପାଇଁ ପାଉଡର ପ୍ରସ୍ତୁତ କରି ପ୍ରତି ଘରେ ପରିଚିତ ହୋଇଥିବା ଆମେରିକାର ଜନସନ୍‌-ଆଣ୍ଡ୍‌-ଜନସନ୍‌ କମ୍ପାନୀ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ । ଭାରତ ପରେ ଆମେରିକାରେ କମ୍ପାନୀ ବିକ୍ରି କରୁଥିବା


କଳକୀ ଭଗବାନଙ୍କ ଆଶ୍ରମରେ କଳାଧନ

Anupambharat News Bureau | ଦେଶ | | 752 | Read...

କଳକୀ ଭଗବାନଙ୍କ ଆଶ୍ରମରେ କଳାଧନ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଙ୍ଗାଲୁରୁରେ ଜଣେ ଆଧ୍ୟାତ୍ମିକ ଗୁରୁଙ୍କ ଆଶ୍ରମରେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ରେଡ୍‌ କରିଛି । ଏହି କଥିତ ଗୁରୁଙ୍କୁ ସମସ୍ତେ କଲକି ଭଗବାନ ବୋଲି ଜାଣିଛନ୍ତି । ତାଙ୍କର ମୂଳ ନାମ କି;ୁ ବିଜୟ


ଆସନ୍ତା ସପ୍ତାହରେ ବ୍ୟାଙ୍କ୍‌ ଧର୍ମଘଟ, ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ପ୍ରଭାବିତ ହେବନାହିିଁ

Anupambharat News Bureau | ଦେଶ | | 744 | Read...

ଆସନ୍ତା ସପ୍ତାହରେ ବ୍ୟାଙ୍କ୍‌ ଧର୍ମଘଟ, ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ପ୍ରଭାବିତ ହେବନାହିିଁ

ନୂଆଦିଲ୍ଲୀ:ଦୁଇ ବ୍ୟାଙ୍କ୍‌ ୟୁନିୟନ୍‌ ଚେତାବନୀ ସ୍ୱରୁପ ପବ୍ଳିକ୍‌ ସେକଫର ବ୍ୟାଙ୍କ୍‌ ମିଶ୍ରଣକୁ ବିରୁଦ୍ଧ କରି ଦିନିକିଆ ବ୍ୟାଙ୍କ୍‌ ଧର୍ମଘଟ ଡାକରା ଦେଇଛି । ଏହି ଧର୍ମଘଟରେ ଷ୍ଟେଟ୍‌ବ୍ୟାଙ୍କ୍‌ ଶାଖା ଗୁଡିକ ପ


ହସ୍‌ପିଟାଲ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ

Anupambharat News Bureau | ଦେଶ | | 739 | Read...

ହସ୍‌ପିଟାଲ୍‌ରେ ମେଗାଷ୍ଟାର ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ ଗତ ତିନି ଦିନ ଧରି ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଲିଭର୍‌ରେ ସମସ୍ୟା ଥିବା ଜଣାପଡ଼ିଛି । ରିପୋର୍ଟ ଅନୁସାରେ ପେଟରେ ଅଧିକ ଯନ୍ତ୍ରଣା ହେବା


ଅଯୋଧ୍ୟା ବିବାଦ: ହିନ୍ଦୁଙ୍କୁ ବିବାଦୀୟ ଅଞ୍ଚଳ ଛାଡ଼ିବନି ମୁସଲିମ୍‌ ପକ୍ଷ

Anupambharat News Bureau | ଦେଶ | | 738 | Read...

ଅଯୋଧ୍ୟା ବିବାଦ: ହିନ୍ଦୁଙ୍କୁ ବିବାଦୀୟ ଅଞ୍ଚଳ ଛାଡ଼ିବନି ମୁସଲିମ୍‌ ପକ୍ଷ

ନୂଆଦିଲ୍ଲୀ: ରାଜନୀତିକ ଦୃଷ୍ଟିକୋଣରୁ ଗୁରୁତ୍ୱବହନ କରୁଥିବା ଅଯୋଧ୍ୟା ଜମି ବିବାଦ ମାମଲାରେ ଆଜି ମୁସଲିମ ପକ୍ଷ ନୂଆ ଟୁୱିଷ୍ଟ ଆଣିଛି । ପୂର୍ବରୁ ସୁନ୍ନି ୱାକଫ ବୋର୍ଡ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ମଧ୍ୟସ୍ଥତା ପ୍ୟାନେ


ହେଲମେଟ୍‌ ନ ପିନ୍ଧି ଟ୍ରାକଫର ଚଳାଇବାରୁ କଟା ହେଲା ଚାଲାଣ

Anupambharat News Bureau | ଦେଶ | | 737 | Read...

ହେଲମେଟ୍‌ ନ ପିନ୍ଧି ଟ୍ରାକଫର  ଚଳାଇବାରୁ କଟା ହେଲା ଚାଲାଣ

ଲକ୍ଷ୍ନୌ: ସେପେଫମ୍ବର ୧ରେ ଦେଶରେ ସଂଶୋଧିତ ମୋଟର ଯାନ ଆଇନ କଡ଼ାକଡ଼ି ହୋଇଛି । ଯେଉଁମାନେ ନୂଆ ଆଇନକୁ ମାନୁ ନାହାନ୍ତି ସେମାନଙ୍କୁ ମୋଟା ଅଙ୍କର ଜୋରିମାନା ଗଣିବାକୁ ପଡ଼ୁଛି । ହେଲେ ଭୁଲ୍‌ ନକରି ଅନେକ ଗାଡ଼ି ଚାଳକଙ୍କ ବିରୋଧରେ


୭୩ କୋଟି ଟଙ୍କାର ପାଣି ଚୋରି

Anupambharat News Bureau | ଦେଶ | | 730 | Read...

୭୩ କୋଟି ଟଙ୍କାର ପାଣି ଚୋରି

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍‌ୱାଇ ଖରାଦିନେ ପାଣି ସମସ୍ୟା ଦେଇ ଗତିକରେ । ଏବେ ସେହି ରାଜ୍ୟରେ ଭୂତଳ ଜଳ ଚୋରି ଅଭିଯୋଗ ଆସିଛି । ତାହା ପୁଣି ୭୩ କୋଟି ଟଙ୍କାର । ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତଛ ୧୧ ବର୍ଷ ତଳର ଏହ


ଆଲିଆ ମୋ ଭାଉଜ ହେବେ: କରିନା

Anupambharat News Bureau | ଦେଶ | | 729 | Read...

ଆଲିଆ ମୋ ଭାଉଜ ହେବେ: କରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଫେୟାରକୁ ନେଇ ଚର୍ଚ୍ଚା ଚାଲିଛି । ମଝିରେ ଉଭୟ ବିବାହ କରିବା ନେଇ ଖବର ଆସୁଥିଲା । କି;ୁ ରଣବୀର ଏବଂ ଆଲିଆଙ୍କୁ ଏ ସମ୍ପର୍କରେ କେବେ ସର୍ବସମ୍ମୁଖରେ




ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page